ମନୋରଞ୍ଜନ

ଏତିକି କୋଟି ଟଙ୍କାର ମାଲିକାଣୀ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ୟୁନିଭର୍ସ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ ଏବେ ଚର୍ଚ୍ଚାରେ ରହିଛନ୍ତି। ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଫସିଥିବା ଜ୍ୟାକ୍‌ଲିନ୍‌ଙ୍କୁ ଦିଲ୍ଲୀର ଏକ କୋର୍ଟ ଜାମିନ ଦେଇଥିବା ବେଳେ ଏବେ...

ସନ୍ନି ଲିଓନ, ସ୍ବାମୀ ଡାନିଏଲ୍‌ଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୧୬ା୧୧: ଅଭିନେତ୍ରୀ ସନ୍ନି ଲିଓନ ଏବଂ ତାଙ୍କ ସ୍ବାମୀ ଡାନିଏଲ ଓ୍ବେବର ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତିଙ୍କୁ କେରଳ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ବୁଧବାର କେରଳ ହାଇକୋର୍ଟ ସନ୍ନି ଏବଂ ତାଙ୍କ ସ୍ବାମୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ...

ଦୃଷ୍ଟି ଆକର୍ଷଣ କଲା ବିରାଟ କୋହଲିଙ୍କ ଟି-ଶର୍ଟ

ମୁମ୍ବାଇ,୧୬।୧୧: ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ଦେଶର ଲୋକପ୍ରିୟ କପଲ୍‌ ଭାବେ ଜଣାଶୁଣା। ପ୍ରଶଂସକମାନେ ବିରୁଷ୍କାଙ୍କୁ ଏକାଠି ଦେଖିବାକୁ ସର୍ବଦା ଆଗ୍ରହୀ ଥାନ୍ତି। ନିକଟରେ ଉଭୟ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ କିନ୍ତୁ ଝିଅ...

ସାରାଙ୍କୁ ଡେଟ୍‌ କରୁଛନ୍ତି ଶୁଭମନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍‌ ଏବେ ତାଙ୍କ ରିଲେଶନସିପ୍‌କୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସାରା କ୍ରିକେଟର ଶୁଭମନ୍‌ ଗିଲ୍‌ଙ୍କ ସହ ସମ୍ପର୍କକୁ ନେଇ ଅଗଷ୍ଟରୁ ଚର୍ଚ୍ଚା ହେଉଥିଲା। ତାଙ୍କୁ ଅନେକ ସମୟରେ ଶୁଭମନ୍‌ଙ୍କ ସହ ଏକାଠି...

ବଦଳି ଗଲେଣି କୁନି ଶ୍ରେୟା, ଏବେ ଚିହ୍ନିବା ମୁସ୍କିଲ

ବମ୍ବେ: ବଦଳିଗଲେଣି ଟେଲି ପରଦାର ଲୋକପ୍ରିୟ ଶୋ’ ‘କସୌଟି ଜିନ୍ଦେଗୀ କି’ରେ ନଜର ଆସିିଥିବା କୁନି ଝିଅ ଶ୍ରେୟା ଶର୍ମା। ତାଙ୍କୁ ଏବେ ୨୫ ବର୍ଷ। ହଠାତ ଦେଖିଲେ ଯେକେହି ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇଯିବ। କାରଣ ସେ ସାମାନ୍ୟ...

ଝିଅ ଜନ୍ମ ପରେ ବଦଳିଯାଇଛି ଆଲିଆଙ୍କ ଜୀବନ

ବମ୍ବେ: ନିକଟରେ ମା’ ହୋଇଛନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ। ନଭେମ୍ବର ୬ ତାରିଖରେ ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି। ଏବେ ସୋସିଆଲ ମିଡିଆରେ ଆଲିଆ ନିଜର ନୂଆ ପରିଚୟକୁ ନେଇ ଖୁଲାସା କରିଛନ୍ତି। ଏକ ଫଟୋ ଶେୟାର...

ଜ୍ୟାକଲିନଙ୍କୁ ଜାମିନ

ମୁମ୍ବାଇ,୧୫ ।୧୧: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କୁ ପଟିଆଲା ହାଉସ କୋର୍ଟ ପକ୍ଷରୁ ମିଳିଛି ଆଶ୍ୱସ୍ତି । କୋର୍ଟ ପକ୍ଷରୁ ତାଙ୍କୁ ମଙ୍ଗଳବାର ଅର୍ଥାତ୍ ୧୫ ନଭେମ୍ବରରେ ୨ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡ ସହ ଜାମିନ...

ଝିଅକୁ ଧରି ଘରକୁ ଫେରିଲେ ଦମ୍ପତି

ଅଭିନେତା କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଶନିବାର ମୁମ୍ବାଇ ଡାକ୍ତରଖାନାରେ ବିପାଶା ତାଙ୍କ ପ୍ରଥମ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସେବେଠାରୁ ଉଭୟ ମା ଓ ଶିଶୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା...

ଫିଲ୍ମରୁ ଦୂରେଇ ଯିବେ ମିଷ୍ଟର ପରଫେକ୍ସନିଷ୍ଟ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାଁ ନିଜ ପର୍ସନାଲ ଓ ପ୍ରଫେସନାଲ ଲାଇଫକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ଫିଲ୍ମରେ ତାଙ୍କର ପରଫେକ୍ଟ ଆକ୍ସନ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥାଏ । ଆଉ ଏଇଥିପାଇଁ ତାଙ୍କୁ...

ଆସିବ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସିକ୍ୱେଲ

ଏସ୍‌ ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ଚଳିତ ବର୍ଷ ରେକର୍ଡ ସୃଷ୍ଟି କରିଥିଲା। ଅଭିନେତା ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆର ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଇତି ମଧ୍ୟରେ...

ଏହି କଥାକୁ ନେଇ ଶାଳୀଙ୍କ ସହ ଝଗଡା କରନ୍ତି ରଣବୀର

ବଲିଉଡର ପାଓ୍ବାରଫୁଲ ଦମ୍ପତି ଭାବେ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଜଣାଶୁଣା। ଦୁହେଁ ପରସ୍ପରର ଯତ୍ନ ନିଅନ୍ତି। ଏଥି ସହିତ, ପରସ୍ପରର ପରିବାରକୁ ମଧ୍ୟ ବହୁତ ସମ୍ମାନ ଦିଅନ୍ତି। ରଣବୀରଙ୍କ ସହ ଦୀପିକାଙ୍କ ଭଉଣୀ ଅନିଶାଙ୍କ ଭଲ ସମ୍ପର୍କ...

୨ ମାସ ଭିତରେ ମାତା, ପିତାଙ୍କୁ ହରାଇଲେ ମହେଶ ବାବୁ

ସାଉଥ ସିନେମାର ଲୋକପ୍ରିୟ ଅଭିନେତା ମହେଶ ବାବୁଙ୍କ ପାଇଁ ସମୟ ଏବେ ଭଲ ଚାଲିନାହିଁ। ନିକଟରେ ମାତାଙ୍କୁ ହରାଇଥିବା ମହେଶ ବାବୁଙ୍କ ପିତାଙ୍କ ଦେହାନ୍ତ ଘଟିଛି। ତାଙ୍କ ପିତା କ୍ରିଷ୍ଣା ଘଟ୍ଟାମନାନେନୀ ୮୦ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri