ମନୋରଞ୍ଜନ

ବିଜ୍ଞାପନରେ ଅକ୍ଷୟ ନଂ ୧

ମୁମ୍ବାଇ: ଖାଲି ଚଳଚ୍ଚିତ୍ର ନୁହେଁ, ବିଜ୍ଞାପନ ଜଗତରେ ଅକ୍ଷୟ କୁମାର ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଜୋତାଠାରୁ ଆରମ୍ଭ କରି ଗୁଟଖା ସବୁ ପ୍ରକାର ଆଡ୍‌ରେ ଏବେ ଅକ୍ଷୟଙ୍କୁ ଦେଖିବାକୁ ମିଳିଛି। ତେବେ ଟୋଟାଲ ଆଡ୍ରେସେବୁଲ୍‌ ମାର୍କେଟ୍‌...

ଅକ୍ଷୟଙ୍କ ହାତରୁ ‘ତାରେ ଜମିନ୍‌ ପର୍‌’ ଫିଲ୍ମକୁ ଛଡ଼ାଇ ନେଇଥିଲେ ଆମିର୍‌

ବମ୍ବେ: ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ସନିଷ୍ଟ ଆମିର ଖାଁ ନିର୍ଦ୍ଦେଶକ ଭାବେ ‘ତାରେ ଜମିନ୍‌ ପର୍‌’ ଫିଲ୍ମରୁ ଡେବ୍ୟୁ କରିଥିଲେ। ୨୦୦୭ରେ ରିଲିଜ ହୋଇଥିବା ଏହି ଫିଲ୍ମ ଓସ୍କାର ଯାଇଥିବା ପ୍ରଥମ ଅଫିସିଆଲ୍‌ ଚଳଚ୍ଚିତ୍ର ପାଲଟିଥିଲା। ଏଥିରେ ଫିଲ୍ମନିର୍ମାତା ଅମୋଲ ଗୁପ୍ତେଙ୍କ...

ଡେଲିଭରୀ ପାଇଁ ହସ୍ପିଟାଲ ବୁକ୍‌ କଲେ ଆଲିଆ-ରଣବୀର

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ପପୁଲାର ଷ୍ଟାର କପଲ ଆଲିଆ ଭଟ୍ଟ ଓ ରଣବୀର କପୁର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ଦୁହେଁ ନିଜର ବ୍ୟକ୍ତିଗତ ଜୀବନ ହେଉ କି ପ୍ରୋଫେସ୍‌ନାଲ ବାବଦରେ ସବୁବେଳେ ନିଜ ପ୍ରଶଂସକଙ୍କ ସହ ଶେୟାର...

ନୂଆ ଲୁକ୍‌ରେ ନଜର ଆସିଲେ କ୍ରିତି

ବଲିଉଡ ଅଭିନେତା ବରୁଣ ଧାଓ୍ବନ ଏବଂ ଅଭିନେତ୍ର କ୍ରିତି ସାନନ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ ଭେଡିଆ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁହିଁଙ୍କୁ ଦ୍ୱିତୀୟ ଥର ପାଇଁ ଦର୍ଶକ ଦେଖିବାକୁ ପାଇବେ। ନିକଟରେ ବରୁଣଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ...

ପୁଣିଥରେ ଆଇନର ଜାଲରେ ଫସି ପାରନ୍ତି ରଣବୀର

ମୁମ୍ବାଇ: ବଲିଉଡ ନାୟକ ରଣବୀର ସିଂ କିଛି ନା କିଛି କାରଣ ପାଇଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । କିଛିଦିନ ତଳେ ସେ ତାଙ୍କ ନ୍ୟୁଡ ଫଟୋଶୁଟକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ଆଇନର ଜାଲରେ ଛନ୍ଦି ହୋଇ ପଡିଥିଲେ...

ବାଂଲାଦେଶରେ ରଦ୍ଦ ହେଲା ନୋରା ଫତେହିଙ୍କ ଡ୍ୟାନ୍ସ ଶୋ’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୋରା ଫତେହି ତାଙ୍କ ଡ୍ୟାନ୍ସକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ହେଲେ ନିକଟରେ ବାଂଲାଦେଶରେ ନୋରାଙ୍କର ଏକ ଡ୍ୟାନ୍ସ ଶୋ’କୁ ସେଠାକାର ସରକାର ଅନୁମତି ଦେଇ ନାହାନ୍ତି । ସେଠାକାର ସରକାର କହିଛନ୍ତି ବର୍ତ୍ତମାନ...

ଡ୍ରଗ୍ସ ନିଅନ୍ତି ସଲମାନ ଖାନ୍‌: ବାବା ରାମଦେବ

ନୂଆଦିଲ୍ଲୀ,୧୮।୯: ଯୋଗ ଗୁରୁ ବାବା ରାମଦେବ ଏକ କାର୍ଯ୍ୟକ୍ରମରେ ନିଶା ମୁକ୍ତି ଭାରତ ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ସମୟରେ ସେ ବଲିଉଡର ଅଭିନେତା ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କୁ ଟାର୍ଗେଟରେ କରିଥିଲେ। ସେ କହିଛନ୍ତି, ଯଦି...

ଡିସେମ୍ବରରେ ୪୫୦ ବର୍ଷ ପୁରୁଣା କିଲାରେ ବିବାହ କରିବେ ଏହି ଅଭିନେତ୍ରୀ!

ମୁମ୍ବାଇ: ବଲିଉଡରେ ଏବେ ବିବାହ ଋତୁ ଚାଲିଛି । ଜଣକ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଏହି କ୍ରମରେ ଏବେ ସବୁଠାରୁ ଆଗରେ ରହିଛନ୍ତି କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା । ଏହି...

‘ଦୃଶ୍ୟମ-୨’ର ଟ୍ରେଲର୍‌ ରିଲିଜ୍‌

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ-୨’କୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି। ସୋମବାର ଏହି ଫିଲ୍ମର ଅଫିସିଆଲ ଟ୍ରେଲର୍‌ ରିଲିଜ୍‌ ହୋଇଛି। ଯାହାକୁ ଦେଖିବା ପରେ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଫିଲ୍ମଟି...

ବିଶ୍ୱର ଶ୍ରେଷ୍ଠ ୧୦ ସୁନ୍ଦର ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବଲିଉଡର ସବୁଠାରୁ ଦକ୍ଷ ଅଭିନେତ୍ରୀ ଭାବେ ବିବେଚନା କରାଯାଏ। ସେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ବେଶ ଲୋକପ୍ରିୟ। ‘ଓମ ଶାନ୍ତି ଓମ’ ସହିତ ତାଙ୍କ ଫିଲ୍ମ କ୍ୟାରିଅର୍‌ ଆରମ୍ଭ କରିଥିବା ଦୀପିକା...

ଇରାନ ମହିଳାଙ୍କ ସମର୍ଥନରେ କେଶ କାଟିଲେ ଉର୍ବଶୀ

ବଲିଉଡ୍‌ ଅଭିନେତ୍ରୀ ଊର୍ବଶୀ ରୌଟେଲା ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ଇରାନ ମହିଳାମାନଙ୍କ ସମର୍ଥନରେ ଖୋଲାଖୋଲି ଭାବେ ବାହାରିଛନ୍ତି। ଇରାନୀୟ ମହିଳାଙ୍କ ସମର୍ଥନରେ ସେ ତାଙ୍କ କେଶ କାଟିଛନ୍ତି। ନିକଟରେ ଊର୍ବଶୀ ଅଭିଯୋଗ କରିଛନ୍ତି, ସେ ନିଜେ ସାଇବର ଧମକର...

ସ୍ବର୍ଣ୍ଣ ପଦକ ଜିତିଲେ ଶାହାରୁଖଙ୍କ ପୁଅ

ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାଁଙ୍କ ସାନପୁଅ ଅବରାମ ସ୍କୁଲରେ ଟାଏକୋଣ୍ଡୋ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ପୁଅର ଏହି ବିଜୟରେ ଶାହାରୁଖ ମଧ୍ୟ ବହୁ ଖୁସି ଥିଲେ ଏବଂ ସେ ନିଜେ ମଞ୍ଚରେ ଅବରାମଙ୍କୁ ଚୁମ୍ବନ ଦେଇଥିଲେ। ଏହି ପ୍ରତିଯୋଗିତାର ଫଟୋଗୁଡ଼ିକ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri