ମନୋରଞ୍ଜନ

ଆଲିଆ ଖାଇଲେ ସାଦ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଘରକୁ ଖୁବ୍‌ଶୀଘ୍ର ନୂଆ ଅତିଥି ଆସିବେ। ଆଜିକାଲି ଆଲିଆ ଗର୍ଭଧାରଣ ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। ଉଭୟ ଦମ୍ପତି ଆଗାମୀ ସନ୍ତାନକୁ ନେଇ ବହୁତ ଉତ୍ସାହିତ ଦେଖାଯାଉଛନ୍ତି। ଆଜି ଅର୍ଥାତ୍‌...

ପୁଣି ଜଣେ କମେଡିଆନଙ୍କୁ ହରାଇଲେ ପ୍ରଶଂସକ

ମୁମ୍ବାଇ,୫।୧୦: ଟେଲିଭିଜନ ଇଣ୍ଡଷ୍ଟ୍ରି ପାଇଁ ଏକ ଦୁଃଖଦ ଖବର। ବଲିଉଡ୍‌ର ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରେ ଏବେ ଆଉ ଜଣେ ହାସ୍ୟ ଅଭିନେତାଙ୍କୁ ହରାଇଛନ୍ତି ପ୍ରଶଂସକ। ଲୋକପ୍ରିୟ କମେଡି ଶୋ’ ‘ଦ ଗ୍ରେଟ୍‌ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ’ର ପ୍ରଥମ...

ରିଲିଜ୍‌ ପୂର୍ବରୁ ବୟକଟ୍‌ ଦାବି

ଅଭିନେତା ପ୍ରଭାସ ଏବଂ ସୈଫ ଅଲି ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ରିଲିଜ୍‌ ପୂର୍ବରୁ ବିବାଦ ଘେରକୁ ଆସିଛି। ବର୍ତ୍ତମାନ #ବୟକଟ୍‌ଆଦିପୁରୁଷ ଟୁଇଟ୍‌ରରେ ଟ୍ରେଣ୍ଡ କରୁଛି। ଫିଲ୍ମର ଟିଜର ସୋମବାର ରିଲିଜ୍‌ ହୋଇଥିଲା। ଯାହାକୁ ଦେଖିବା ପରେ ୟୁଜର୍ସ ଅସନ୍ତୋଷ ପ୍ରକାଶ...

ବିଳାସପୂର୍ଣ୍ଣ ଜୀବନ ଛାଡ଼ି ସନ୍ନାସିନୀ ହେଲେ ନୁପୁର: ପ୍ରଥମ ଥର ଭିକ୍ଷା ମାଗି ୨୧ ଟଙ୍କା ପାଇଲେ…

ବମ୍ବେ: ଚାକଚକ୍ୟ ଭରା ଗ୍ଲାମର ଦୁନିଆକୁ ବାଏବାଏ କରି ବାଛିଛନ୍ତି ସନ୍ନ୍ୟାସିନୀ ହେବାର ପଥ। ଏଥିଲାଗି ସେ ରାସ୍ତାରେ ଭିକ ମଧ୍ୟ ମାଗୁଛନ୍ତି। ଆମେ କହୁଛୁ ଅଭିନେତ୍ରୀ ନୁପୁର ଅଳଙ୍କାରଙ୍କ ବିଷୟରେ। ନିଜର ଇନଷ୍ଟାଗ୍ରାମରେ ଶେୟାର କରିଥିବା ଭିଡିଓରେ ସେ...

‘ଗୁଡ ବାୟ’ର ଟିକେଟ ଦାମ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ରଶି୍ମକା ମନ୍ଧାନା ଓ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଗୁଡ ବାୟ’ ଅକ୍ଟୋବରରେ ରିଲିଜ୍ ହେବାକୁ ପୂରାପୂରି ପ୍ରସ୍ତୁତ ହୋଇଗଲାଣି । ଏବେ ଶୁଣିବାକୁ ମିଳିଛି କି ଫିଲ୍ମ ରିଲିଜର ଗୋଟିଏ ଦିନ ପୂର୍ବରୁ ଏହାର ଟିକେଟ ୧୫୦...

ଝିଅକୁ ପୂଜା କଲେ ରାଜକୁନ୍ଦ୍ରା, ଲୋକେ କହିଲେ ୯ଶହ ମୂଷା ଖାଇ ବିଲେଇ ବାହାରିଛି ହଜ କରି

ମୁମ୍ବାଇ: ଏବେ ସାରା ଦେଶରେ ପାଳନ କରାଯାଉଛି ନବରାତ୍ର । ମଙ୍ଗଳବାର ହେଉଛି ଏହାର ଶେଷ ଦିନ । ଏଥର ୩ ଅକ୍ଟୋବରରେ ପଡିଥିଲା ଦୁର୍ଗାଷ୍ଟମୀ । ଏହିଦିନ କନ୍ୟା ପୂଜନର ବିଧି ରହିଛି । ଅନେକ ଲୋକ ଏହିଦିନ...

‘ବିକ୍ରମ’କୁ ପଛରେ ପକାଇଲା ଫିଲ୍ମ ‘ପୋନ୍ନିୟନ ସେଲଭନ’

ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ୍‌ ହେବା ପରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ରିଲିଜ୍‌ ହେବାର ୩ ଦିନରେ ପ୍ରାୟ ୨୫୦ କୋଟିରୁ ଅଧିକ ଆୟ କରି ରେକର୍ଡ ସୃଷ୍ଟି କରିଛି।...

ଆପାର୍ଟମେଣ୍ଟ କିଣିଲେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ,ଦାମ ରହିଛି…

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବଂ ଅଭିନେତ୍ରୀ ପଲ୍ଲବୀ ଯୋଶୀ ମୁମ୍ବାଇର ଭର୍ସୋଭାରେ ଏକ ଆପାର୍ଟମେଣ୍ଟ କିଣିଛନ୍ତି। ଯାହାର ମୂଲ୍ୟ ପାଖାପାଖି ୧୭.୯୨ କୋଟି ହେବ । ରିପୋର୍ଟ ଅନୁଯାୟୀ, ପାର୍ଥେନନ ନାମକ ଏକ ବିଲ୍ଡିଂରେ ପଲ୍ଲବୀ ଏବଂ...

ଓ୍ବେବ୍‌ ସିରିଜ୍‌ରେ ଊର୍ମିଲା

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଭାବେ ଜଣାଯାଉଥିବା ଊର୍ମିଲା ମାତୋଣ୍ଡକର ଏବେ ଓ୍ବେବ୍‌ ସିରିଜ୍‌ରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଏକ ଥ୍ରିଲର, ସସ୍‌ପେନ୍ସ ସିରିଜ୍‌ ତିଓ୍ବାରି ଜରିଆରେ ସେ ଓଟିଟି (ଓଭର୍‌ ଦ ଟପ୍‌) ପ୍ଲାଟଫର୍ମରେ ଡେବ୍ୟୁ...

ଭିଡିଓ ଶେୟାର କରି ସୋସିଆଲ ମିଡିଆ ଛାଡିଲେ ମୁନାୱର ଫାରୁକି

ମୁମ୍ବାଇ,୪ ।୧୦: ଷ୍ଟାଣ୍ଡଅପ୍ କମେଡି ଦୁନିଆରେ ମୁନାୱର ଫାରୁକିଙ୍କ ନାମ ବେଶ ଜଣାଶୁଣା । ତାଙ୍କର ନିଆରା ଅନ୍ଦାଜରେ ସେ ଲୋକଙ୍କୁ ଖୁବ୍ ହସାଇଥାଆନ୍ତି । କଙ୍ଗନା ରାନାୱତଙ୍କ ଟେଲିଭିଜନ ରିୟଲିଟି ଶୋ’ ‘ଲକ ଅପ୍‌’ରେ ସେ ନଜର ଆସିବା...

ଓଟିଟିରେ ଡେବ୍ୟୁ କରିବେ ଊର୍ମିଲା

ମୁମ୍ବାଇ:ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଭାବେ ଜଣାଯାଉଥିବା ଊର୍ମିଲା ମାତୋଣ୍ଡକର ଏବେ ଓ୍ବେବ୍‌ ସିରିଜ୍‌ରେ ନଜର ଆସିବେ। ଏକ ଥ୍ରିଲର, ସସ୍‌ପେନ୍ସ ସିରିଜ୍‌ ତିଓ୍ବାରି ଜରିଆରେ ସେ ଓଟିଟି (ଓଭର୍‌ ଦ ଟପ୍‌) ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏକ ମା’...

ଟ୍ରୋଲ ହେଲେ ଆଦିପୁରୁଷର ରାବଣ

ମୁମ୍ବାଇ: ବାହୁବଳୀ ଫେମ୍‌ ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆଦିପୁରୁଷ’ର ଟିଜର ସୋମବାର ରିଲିଜ ହୋଇଛି। ଟିଜର ରିଲିଜ୍‌ ହେବା ପରେ ଫିଲ୍ମ ଚର୍ଚ୍ଚାର ପରିସରକୁ ଆସିଛି। ପୂର୍ବରୁ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭର୍ତ୍ତି ରହିଥିବା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri