ମନୋରଞ୍ଜନ

ଅଜୟଙ୍କୁ ଶ୍ରେଷ୍ଠ ଅଭିନେତା, ବିଶାଲଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର

ମୁମ୍ବାଇ: ରାଷ୍ଟ୍ରପତି ଭବନରେ ଶୁକ୍ରବାର ଚଳିତବର୍ଷର ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବଲିଉଡ୍‌ ଫିଲ୍ମ ‘ତାନହା ଜୀ: ଦ ଅନ୍‌ସଙ୍ଗ ଓ୍ବାରିୟର୍‌’ ପାଇଁ ଅଜୟ ଦେବଗନ୍‌ ଓ ସାଉଥ୍‌ ଫିଲ୍ମ ‘ସୂରାରି ପୋତ୍ତ୍ରୁ’ ପାଇଁ...

‘ମୁଁ ଖୁସିରେ ନାହିଁ, ମୋତେ ଶାନ୍ତି ଦରକାର’

ବମ୍ବେ: କ୍ଷମା କରିବେ। ଏଥିଲାଗି କେହି ବି ଦାୟୀ ନୁହନ୍ତି। କାହାକୁ ବି ହଇରାଣ କରିବେ ନାହିଁ। ମୁଁ ଖୁସିରେ ନାହିଁ। ଖାଲି ଶାନ୍ତି ଦରକାର। କିଛି ଏଭଳି ଲେଖି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଜଣେ ମଡେଲ।...

ଶିକାର କରୁଛନ୍ତି ବରୁଣ

ମୁମ୍ବାଇ: ବରୁଣ ଧବନ ଓ କ୍ରିତି ସାନନଙ୍କ ଫିଲ୍ମ ‘ଭେଡିୟା’ ଖୁବଶୀଘ୍ର ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ଯାଉଛି । ନିକଟରେ ଫିଲ୍ମର ଭିଜୁଆଲ ପୋଷ୍ଟର ନଜର ଆସିଛି । ପୋଷ୍ଟରକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଏକ୍ସାଇମେଣ୍ଟ...

ରାମଙ୍କ ଭୂମିକାରେ ନଜର ଆସିଲେ ପ୍ରଭାସ

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି। ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ‘ଆଦିପୁରୁଷ’ର ପ୍ରଥମ ଟିଜର ଏବଂ ପୋଷ୍ଟର ଅକ୍ଟୋବର ୨ରେ ମୁକ୍ତିଲାଭ କରିବ । ଏନେଇ ନିର୍ଦ୍ଦେଶକ ସୋସିଆଲ ମିଡିଆରେ ଏକ...

ରିଚାଙ୍କ ହାତରେ ଲାଗିଲା ଅଲିଙ୍କ ନାଁରେ ମେହେନ୍ଦୀ

ମୁମ୍ବାଇ: ଅଭିନେତ୍ରୀ ରିଚା ଚଢା-ଅଲି ଫାଜଲ ଆଉ ଦିନ କେଇଟା ପରେ ବିବାହ ବନ୍ଧନରେ ବାନ୍ଧି ହେବେ। ଏଥିପାଇଁ ବିବାହର ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିବାହ ପାଇଁ ଏହି ଯୋଡି ଗତକାଲିଠୁ ଦିଲ୍ଲୀରେ ପହଞ୍ଚିସାରିଥିବା ବେଳେ ଅଭିନେତ୍ରୀଙ୍କ ମେହେନ୍ଦିର...

ରିଲିଜ୍‌ ହେଲା ଫିଲ୍ମ ‘ବିକ୍ରମ ଭେଧା’

ମୁମ୍ବାଇ: ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ବିକ୍ରମ ଭେଧା’। ଅଭିନେତା ହ୍ରିତିକ୍‌ ରୋଶନ ଓ ସୈଫ ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଏହି ଫିଲ୍ମକୁ ଦର୍ଶକ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଥିଲେ। ଆଜି ସେହି ଅପେକ୍ଷାର ଅନ୍ତ ଘଟିଛି।...

ରିଲିଜ ପୂର୍ବରୁ ୧୧ କୋଟିରୁ ଅଧିକ ଆୟ କଲା ଐଶ୍ୱର୍ଯ୍ୟାଙ୍କ ଫିଲ୍ମ

ମୁମ୍ବାଇ: କିଛିଦିନ ହେବ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭମ’ର ଖୁବ୍ ଚର୍ଚ୍ଚା ହେଉଛି । ଖୁବ ବଡ ବଜେଟର ଫିଲ୍ମ ନିର୍ମାଣ କରୁଛନ୍ତି ନିର୍ମାତା । ପ୍ରଶଂସକ ବେଶ କିଛିଦିନର ବ୍ୟବଧାନ ପରେ ଐଶ୍ୱର୍ଯ୍ୟାଙ୍କୁ ଏକ ନୂଆ...

ଓଟିଟିରେ ଡେବ୍ୟୁ କରିବେ ଅନନ୍ୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜର ଦମ୍‌ଦାର ଅଭିନୟ ପାଇଁ ସମସ୍ତଙ୍କ ପାଖେ ପରିଚିତ। ମାତ୍ର ଅଳ୍ପ କିଛି ଫିଲ୍ମରେ କାମ କରି ବଲିଉଡର ଆଗାଧାଡି ଅଭିନେତ୍ରୀ ତାଲିକାରେ ସାମିଲ ହୋଇଛନ୍ତି। ନିକଟରେ ଫିଲ୍ମ ‘ଲାଇଗର’ରେ ଅଭିନୟ କରି...

ଟ୍ରମ୍ପଙ୍କ ବାୟୋପିକ୍‌ କରିବାକୁ ଚାହୁଁଛନ୍ତି ଏହି ଅଭିନେତା

ମୁମ୍ବାଇ: ‘କେଜିଏଫ-୨’ରେ ଅଧିରାଙ୍କ ଚରିତ୍ର ହେଉ କିମ୍ବା ‘ଅଗ୍ନିପଥରେ’ କାଞ୍ଚା ଚୀନାଙ୍କ ଭୂମିକା ହେଉ ଅଭିନେତା ସଞ୍ଜୟ ଦତ୍ତ ସବୁବେଳେ ନିଜର ଦମ୍‌ଦାର ଅଭିନୟ ଯୋଗୁ ଦର୍ଶକଙ୍କ ହୃଦୟ ଜିତିଥାନ୍ତି। ସିନେମାରେ ନିଜର ନୂଆ ଇନିଂସ ଖେଳୁଥିବା ସଞ୍ଜୟ ଦତ୍ତଙ୍କ...

‘ଦୟାକରି ମୋ’ ନାଁ ନିଅନ୍ତୁନି’

ମୁମ୍ବାଇ: କରଣ ଜୋହରଙ୍କ ଲୋକପ୍ରିୟ ଚାଟ୍‌ ଶୋ’ କଫି ଓ୍ବିଥ୍‌ କରଣ-୭ର ସିଜନ ଶେଷ ହୋଇଛି। ଏହି ଶୋ’ର ଶେଷ ଏପିସୋଡ୍‌ ଡିଜ୍‌ନି ପ୍ଲସ୍‌ ହଟଷ୍ଟାରରେ ପ୍ରସାରିତ ହୋଇଛି।  ଶୋ’ରେ ସେଲିବ୍ରିଟିମାନଙ୍କୁ ଡାକିବା ବ୍ୟତୀତ ସେମାନଙ୍କ ଯୌନ ଜୀବନ ବିଷୟରେ...

ତେଲୁଗୁ ଫିଲ୍ମରେ ଅଭିନୟର ଯାଦୁ ଦେଖାଇବେ ସଲମାନ, ଟ୍ରେଲର ରିଲିଜ୍‌

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଡଫାଦର’ ଅକ୍ଟୋବର ୫ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ ମେଗାଷ୍ଟାର୍‌ ଚିରଞ୍ଜୀବୀ ଏବଂ ସଲମାନ ଖାନ୍‌ଙ୍କୁ ଦର୍ଶକ ଦେଖିବାକୁ ପାଇବେ। ପ୍ରଥମ ଥର ପାଇଁ ଦୁହିଁଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ଉତ୍ସାହ ଦେଖିବାକୁ...

ବଲିଉଡ୍‌ର ଲଭର୍‌ବଏ ଥିଲେ ଏହି ଅଭିନେତା: ୩୦୮ଜଣଙ୍କୁ କରିଥିଲେ ଡେଟ୍‌

ବମ୍ବେ: ବଲିଉଡ୍‌ରେ ଅନେକ ପ୍ରେମ କାହାଣୀ ଗଢ଼ି ଉଠିଛି। ସେଥିରୁ କିଛି ସଫଳ ତ କିଛି ହୋଇଛି ବିଫଳ। ଏହାକୁ ନେଇ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି କଳାକାର। ସେମାନଙ୍କ ମଧ୍ୟରେ ଏପରି ଜଣେ ଅଭିନେତା ଅଛନ୍ତି ଯିଏ ଜଣଙ୍କୁ ନୁହେଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri