ମନୋରଞ୍ଜନ

ଅଭିନେତା ବାବୁସାନ ଅସୁସ୍ଥ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବାବୁସାନ ମହାନ୍ତି ଅସୁସ୍ଥ ଥିବା ତାଙ୍କ ଫ୍ୟାନ୍‌ଙ୍କ ମହଲରୁ ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଅଛନ୍ତି। ୬ ଦିନ ତଳେ ତାଙ୍କ ଶରୀରର ଅକ୍ସିଜେନ ମାତ୍ରା କମିଯିବାରୁ ସେ...

ବିଗ୍‌ବସ୍‌କୁ ଆସିବା ପାଇଁ ଶିଳ୍ପାଙ୍କ ସ୍ବାମୀ ଦାବି କରୁଛନ୍ତି ଏତିକି କୋଟି, ଫି’ ଜାଣିଲେ ଚମକି ପଡ଼ିବେ

ମୁମ୍ବାଇ: ବିଗ୍‌ବସ୍‌- ୧୬ରେ ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଶୋ’ରେ ଭାଗ ନେବା ପାଇଁ ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ନାଁ ସାମ୍ନାକୁ ଆସିଛି। ଏଥି ସହିତ ଅନେକ ପ୍ରତିଯୋଗୀଙ୍କ ନାମ ମଧ୍ୟ ଷ୍ଟାମ୍ପ କରାଯାଇଛି। ତଥାପି...

ଆସନ୍ତା ୨୫ରେ ଟେଲିଭିଜନରେ ପ୍ରସାରିତ ହେବ ‘ଆର୍‌ଆର୍‌ଆର୍‌’

ମୁମ୍ବାଇ: ଏସ୍‌ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଚଳିତ ବର୍ଷ ସୁପରହିଟ୍‌ ଫିଲ୍ମ ବୋଲି ପ୍ରମାଣିତ ହୋଇଛି। ଏହି ଫିଲ୍ମଟି ମାର୍ଚ୍ଚ ୨୪ରେ ପରଦାକୁ ଆସିଥିଲା। ଯାହା ବେଶ୍‌ ଲୋକପ୍ରିୟ ହୋଇଥିଲା। ବକ୍ସ ଅଫିସରେ ମଧ୍ୟ ରେକର୍ଡ ସଂଖ୍ୟକ...

ନିର୍ଦ୍ଦେଶନା ଭାର ସମ୍ଭାଳିବେ ରଣଦୀପ

ମୁମ୍ବାଇ: ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସବରକରଙ୍କ ଉପରେ ନିର୍ମାଣ ହେବାକୁ ଥିବା ଫିଲ୍ମ ‘ ସ୍ବତନ୍ତ୍ର ବୀର ସବରକର’ର ନିର୍ଦ୍ଦେଶନା ଦେବେ ରଣଦୀପ ହୁଡ୍ଡା। ଏହାସହ ସେ ମଧ୍ୟ ଏହି ଫିଲ୍ମରେ ସବରକରଙ୍କ ଭୂମିକାରେ ନଜର ଆସିବେ। ଏହା...

ଆକ୍ସନ ଅବତାରରେ ପରିଣୀତି

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଅନେକ ଦିନ ହେବ ଫିଲ୍ମ ଜଗତରୁ ଦୂରେଇ ଅଛନ୍ତି। ସେ ଆଗାମୀ ଫିଲ୍ମ ‘କୋଡ ନେମ: ତ୍ରିରଙ୍ଗା’ ଜରିଆରେ ପୁଣି ପରଦାକୁ ଫେରୁଛନ୍ତି। ଏହି ଫଇଲ୍ମରେ ସେ ଆକ୍ସନ ଅବତାରରେ ନଜର ଆସିବେ। ଫିଲ୍ମର...

ପଞ୍ଚଭୂତରେ ବିଲୀନ ହେଲେ ରାଜୁ ଶ୍ରୀବାସ୍ତବ

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ସମସ୍ତଙ୍କୁ ହସାଉ ଥିବା ରାଜୁ ଶ୍ରୀବାସ୍ତବ ସବୁଦିନ ପାଇଁ ଚୁପ ହୋଇଯାଇଛନ୍ତି। ଗୁରୁବାର ଦିଲ୍ଲୀର ନିଗମ୍ବୋଡ ଘାଟରେ ତାଙ୍କ ଶବଦାହ କରାଯାଇଛି। ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକମାନେ ଅଶ୍ରୁଳ...

ଏତିକି ସମ୍ପତ୍ତି ଛାଡିଯାଇଛନ୍ତି ରାଜୁ ଶ୍ରୀବାସ୍ତବ

ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ୫୮ ବର୍ଷ ବୟସରେ ପରଲୋକ ଘଟିଛି। ଗତ ଅଗଷ୍ଟ ୧୦ରେ ଜିମ ଯିବା ସମୟରେ ହୃଦଘାତ ହୋଇଥିଲା। ଦୀର୍ଘ ୪୧ ଦିନ ଭେଣ୍ଟିଲେଟରରେ ରହିବା ପରେ ଶେଷରେ ବୁଧବାର ତାଙ୍କ ପରଲୋକ ଘଟିଥିଲା।...

ନାତୁଣୀ ରାଗିଲେ ଏମିତି ବୁଝାନ୍ତି ଅମିତାଭ ବଚ୍ଚନ

ବଲିଉଡର ଭେଟେରାନ ଅମିତାଭ ବଚ୍ଚନ ଜଣେ ପାରିବାରିକ ଲୋକ ଭାବେ ଜଣାଶୁଣା। ସେ ନିଜ ପରିବାରକୁ ବେଶୀ ଗୁରୁତ୍ୱ ଦିଅନ୍ତି। ସ୍ତ୍ରୀ ଜୟା ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନ, ଝିଅ ଶ୍ୱେତା ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟ...

ଶ୍ରୀ ହନୁମାନ-ଭୋଳାନାଥଙ୍କ ନାମକୁ ଯୋଡି ପୁଅର ନାମକରଣ କଲେ ସୋନମ, ୟୁଜର୍ସ କହିଲେ କିଛି ଶିଖନ୍ତୁ କରିନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁର ନିକଟରେ ତାଙ୍କ ପୁଅର ନାମକରଣ କରିଛନ୍ତି । ପ୍ରଶଂସକ ସୋନମଙ୍କ ପୁଅର ନାମ ଜାଣିବା ପରେ ଏବେ ସେ ଆସିଛନ୍ତି ଚର୍ଚ୍ଚାକୁ । ସୋନମ ତାଙ୍କ ପୁଅର ନାମ ବାୟୁ ରଖିଛନ୍ତି ।...

ଫଟୋରେ ଏହି ଦୁଇ କୁନି ଝିଅ ଆଜି ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ବେଳେବେଳେ ସେମାନଙ୍କ ପିଲାଦିନର ଫଟୋ ଶେୟାର କରିଥାନ୍ତି। ଯାହାକୁ ଚିହ୍ନିବା ପାଇଁ ପ୍ରଶଂସକଙ୍କୁ ବହୁତ କଷ୍ଟ ହୋଇଥାଏ। ଆଜି ସେମିତି ଏକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ପ୍ରଶଂସକମାନେ ଚିହ୍ନିବା ନେଇ ଦ୍ୱନ୍ଦ୍ୱରେ ପଡ଼ିଛି।...

କରିନାଙ୍କ ସହ ଯୋଡ଼ିକୁ ନେଇ ଏମିତି କହିଥିଲେ ଶାହିଦ; ଚକିତ ହୋଇଥିଲେ ପ୍ରଶଂସକ

ବମ୍ବେ: ଏକଦା ବଲିଉଡ୍‌ର ଚର୍ଚ୍ଚିତ ପ୍ରେମୀ ଯୁଗଳଙ୍କ ମଧ୍ୟରୁ ଗୋଟିଏ ଥିଲେ କରିନା କପୁର ଖାଁ ଏବଂ ଶାହିଦ କପୁର। ଚଳଚ୍ଚିତ୍ର ‘ଫିଦା’ ସେଟ୍‌ରୁ ଉଭୟଙ୍କ ମଧ୍ୟରେ ନୀବିଡ଼ତା ବୃଦ୍ଧି ପାଇଥିଲା। ସେତେବେଳେ କରିନା ବଲିଉଡ୍‌ର ଟପ୍‌ ଅଭିନେତ୍ରୀ ମଧ୍ୟରୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri