ମନୋରଞ୍ଜନ

ରୋମାଣ୍ଟିକ୍‌ ହେଲେ କ୍ୟାଟ୍ରିନା

ବି-ଟାଉନର ସବୁଠାରୁ ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ଅନ୍ୟତମ। କିନ୍ତୁ ଉଭୟ ବ୍ୟକ୍ତିଗତ ଜୀବନକୁ ବେଶ୍‌ ସତର୍କ। କ୍ୟାଟ୍ରିନା ଏବଂ ବିକି ସୋସିଆଲ ମିଡିଆରେ ସେମାନଙ୍କର ଖୁବ୍‌ କମ ଫଟୋ ଶେୟାର କରନ୍ତି। ନିକଟରେ...

କାମ ଯୋଗୁ ନାତୁଣୀଙ୍କୁ ସମୟ ଦେଇପାରନ୍ତି ନାହିଁ ବିଗ୍‌ ବି; ଅଭିମାନ କଲେ ଦିଅନ୍ତି ଏହି ଖାସ୍‌ ଉପହାର

ବମ୍ବେ: ବୟସାଧିକ ହୋଇଥିଲେ ହେଁ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଆଜି ବି ବେଶ ସକ୍ରିୟ। ସେ ଅଭିନୟ ହେଉ ଅବା ବିଜ୍ଞାପନ, ସବୁଥିରେ ତାଙ୍କ ଦବ୍‌ଦବା ରହିଛି। ଏଥିଲାଗି ତାଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ୁଛି। ଫଳରେ ସେ...

କରୀନା କପୁରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତ୍ରୀ କରୀନା କପୁର ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ବେବୋ ନାମରେ ପରିଚିତ କରୀନା ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅନେକ ସୁପରହିଟ ଫିଲ୍ମ ଭେଟି ଦେଇଥିବା କରୀନା ଲକ୍ଷ ଲକ୍ଷ...

ଅଧାରୁ ‘ଝଲକ୍‌ ଦିଖ୍‌ଲା ଜା’ ଛାଡ଼ିଲେ ଏହି ଅଭିନେତା; ହଠାତ ନିଷ୍ପତ୍ତି ନେଇ ଚମକାଇଲେ

ବମ୍ବେ: ‘ଝଲକ୍‌ ଦିଖ୍‌ଲା ଜା’ ଛାଡ଼ିବେ ଟେଲି ଅଭିନେତା ଧୀରଜ ଧୁପର। ତିନି ସପ୍ତାହ ପୂର୍ବେ ଶୋ’ ଟେଲିକାଷ୍ଟ ହୋଇଥିଲା। ଏଥିରେ ଜଣେ ପ୍ରମୁଖ ଦାବିଦାର ଭାବେ ଅଭିନେତା ନଜର ଆସୁଥିଲେ। ହେଲେ ହଠାତ ସେ ଶୋ’ ଛାଡ଼ିବାକୁ ନିଷ୍ପତ୍ତି...

ସଫଳତା ପାଇଁ ମାୟାନାଗରୀ ମୁମ୍ବାଇରେ ସଂଘର୍ଷ କରିଥିଲେ ରାଜୁ, ଚାଲାଇଥିଲେ ଅଟୋ

ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ବୁଧବାର ପରଲୋକ ହୋଇଛି। ଅଗଷ୍ଟ ୧୦ରେ ରାଜୁ ଜିମରେ ବ୍ୟାୟାମ ସମୟରେ ହୃଦଘାତର ଶିକାର ହୋଇଥିଲେ। ଏହା ପରେ ତାଙ୍କ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ୪୧ ଦିନ ଧରି ଭେଣ୍ଟିଲେଟରରେ ମୃତ୍ୟୁ...

ଭାଇରାଲ ହେଉଛି ରିଚା-ଅଲିଙ୍କ ବାହାଘର କାର୍ଡ

ମୁମ୍ବାଇ: ବଲିଉଡ ଅଭିନେତା ଅଲି ଫାଜଲ ଏବଂ ରିଚା ଚଢା ଅକ୍ଟୋବରରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏନେଇ ବିବାହର ସମସ୍ତ ପ୍ରସ୍ତୁତ ଆରମ୍ଭ କରିଦେଲେଣି। ତେବେ ତାଙ୍କ ବିବାହ ସମ୍ପର୍କୀୟ ଖବର ଜାଣିବାକୁ ପ୍ରଶଂସକ ଚାହିଁ ରହିଥାନ୍ତି।...

ମୃତ୍ୟୁ ପୂର୍ବରୁ ଏହାଥିଲା ରାଜୁଙ୍କ ବଡ଼ ସ୍ବପ୍ନ

ମୁମ୍ବାଇ: ବି-ଟାଉନ୍‌ର ଜଣାଶୁଣା ହାସ୍ୟ ଅଭିନେତାଙ୍କର ବୁଧବାର ୫୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ତାଙ୍କ ମୃତ୍ୟୁ ଖବରରେ ସବୁଆଡେ ଶୋକର ଛାୟା ଖେଳିଯାଇଛି। ଅଗଷ୍ଟ ୧୦ରେ ହୃଦ୍‌ଘାତରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ଧରି ସେ ଦିଲ୍ଲୀ...

ଗୁରୁବାର ଦିଲ୍ଲୀରେ ହେବ ରାଜୁଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ,୨୧।୯: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବୁଧବାର ପରଲୋକ ଘଟିଛି। ସବୁବେଳେ ହସାଉଥିବା ବ୍ୟକ୍ତି ଆଜି ସମସ୍ତଙ୍କୁ କନ୍ଦାଇ ନିଜେ ଚିରନିଦ୍ରାରେ। ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାଜୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଗଷ୍ଟ ୧୦ରେ...

ଭାଇରାଲ ହେଉଛି ରାଜୁଙ୍କ ଶେଷ ଭିଡିଓ

ମୁମ୍ବାଇ: ଆଉ ନାହାନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ। ବୁଧବାର ୫୮ ବର୍ଷ ବୟସରେ ଶ୍ରୀବାସ୍ତବଙ୍କ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବରରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ଏହାରି ମଧ୍ୟରେ ରାଜୁଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ...

ପରଲୋକରେ ହାସ୍ୟ ଅଭିନେତା

ମୁମ୍ବାଇ,୨୧।୯: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ଧରି ସେ ଦିଲ୍ଲୀ ଏମ୍ସ ଭେଣ୍ଟିଲେଟରରେ ଚିକିତ୍ସା ହେଉଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ...

ତାମିଲ ଅଭିନେତ୍ରୀ ଜେସିକାଙ୍କ ଆତ୍ମହତ୍ୟା

ଚେନ୍ନାଇ,୨୧ା୯: ତାମିଲ ଅଭିନେତ୍ରୀ ପୌଲିନ୍‌ ଜେସିକାଙ୍କ ମୃତଦେହ ଚେନ୍ନାଇର ବିରୁଗାମ୍ବାକମ୍‌ ମଲ୍ଲିକା ଆଭେନ୍ୟୁ ଫ୍ଲାଟ୍‌ରୁ ରବିବାର ମିଳିଛି। ସେଠାରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଜବତ ହୋଇଛି। ବିଫଳ ସମ୍ପର୍କ ତାଙ୍କ ମୃତ୍ୟୁର କାରଣ ବୋଲି ସେଥିରେ ଉଲ୍ଲେଖ ଅଛି।...

ପାକ୍‌ ବନ୍ୟା ବିପନ୍ନଙ୍କୁ ଭେଟିଲେ ଆଞ୍ଜେଲିନା

ଇସ୍‌ଲାମାବାଦ୍‌: ହଲିଉଡ୍‌ ଅଭିନେତ୍ରୀ ତଥା ଜାତିସଂଘର ସ୍ବତନ୍ତ୍ର ପ୍ରତିନିଧି ଆଞ୍ଜେଲିନା ଜୋଲିି ମଙ୍ଗଳବାର ପାକିସ୍ତାନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। କରାଚୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଆଞ୍ଜେଲିନା ପାକିସ୍ତାନର ଦକ୍ଷିଣାଞ୍ଚଳରେ ଥିବା ସିନ୍ଧ୍‌ ପ୍ରଦେଶ ଯାଇଥିଲେ। ଜୁନ୍‌ ମାସ ମଧ୍ୟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri