ମନୋରଞ୍ଜନ

ଆକ୍ସନ୍‌ ଫିଲ୍ମରେ ନଜର ଆସିବେ ହ୍ରିତିକ୍‌-ସୈଫ, ସେପ୍ଟେମ୍ବରରେ ହେବ ରିଲିଜ୍‌

ବଲିଉଡ ରକ୍‌ଷ୍ଟାର ହ୍ରିତିକ୍‌ ରୋଶନ ଏବଂ ସୈଫ ଅଲି ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ଭେଧା’ ସେପ୍ଟେମ୍ବର ୩୦ରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି। ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଟ୍ରେଲର...

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ଦର୍ଶକ ଅନେକ ଦିନରୁ ଅପେକ୍ଷା କରିଥିଲେ। ଫିଲ୍ମଟି ରିଲିଜ୍‌ ହେବାର ୪ ଦିନ ହୋଇଥିଲେ...

କ୍ରିତିଙ୍କ ବଦାନ୍ୟତା

ମୁମ୍ବାଇ: ପ୍ରତ୍ୟେକ କଳାକାର ପାଇଁ ସେମାନଙ୍କ ଫ୍ୟାନ୍ସମାନେ ହେଉଛନ୍ତି ଅମୂଲ୍ୟ ସମ୍ପଦ। କାରଣ ନିଜ ପ୍ରଶଂସକମାନଙ୍କ ଲାଗି ହିଁ ଜଣେ କଳାକାର ତାରକା ବା ସୁପରଷ୍ଟାର ହୋଇଥାଏ। ଫ୍ୟାନ୍‌ ପାଇଁ ବଲିଉଡ୍‌ ଅଭିନେତ୍ରୀ କ୍ରିତି ସନନ୍‌ ଭାବପ୍ରବଣ ହୋଇଥିବାର ଦେଖିବାକୁ...

ଜାକ୍‌ଲିନ୍‌ଙ୍କୁ ତୃତୀୟ ସମନ

ନୂଆଦିଲ୍ଲୀ,୧୨।୯: କନ୍‌ମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦କୋଟି ଟଙ୍କା ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କୁ ଦିଲ୍ଲୀ ପୋଲିସର ଆର୍ଥତ୍କ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସୋମବାର ତୃତୀୟ ଥର ପାଇଁ ସମନ ଜାରି କରିଛି। ତାଙ୍କୁ...

ପୁଷ୍ପା: ଦ’ ରାଇଜ୍‌କୁ ଶ୍ରେଷ୍ଠ ଫିଲ୍ମ: ଅଲ୍ଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା

ବେଙ୍ଗାଲୁରୁ,୧୨।୯: ବେଙ୍ଗାଲୁରୁଠାରେ ଶନିବାର ଓ ରବିବାର ଦଶମ ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି(ଏସ୍‌ଆଇଆଇଏମ୍‌ଏ) ଆଓ୍ବାର୍ଡ ଅନୁଷ୍ଠିତ ହୋଇଯାଇଛି। ସାଉଥ୍‌ ଚଳଚ୍ଚିତ୍ର ଜଗତର ବହୁ କଳାକାର, ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଯୋଜକ ଏହି ସମାରୋହରେ ଯୋଗଦେଇଥିଲେ। ଏହି ଅବସରରେ ଚଳିତ ସାଉଥ୍‌...

ନଭେମ୍ବରରେ ରିଲିଜ୍‌ ହେବ ଫିଲ୍ମ ‘ଯୋଦ୍ଧା’: ସିଦ୍ଧାର୍ଥଙ୍କ ସହ ନଜର ଆସିବେ ଏହି ୨ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ନିଜର ଅଭିନୟ ଏବଂ ଲୁକ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଫିଲ୍ମ ‘ଶେରଶାହା’ ଦମ୍‌ଦାର ଅଭିନୟ କରି ପ୍ରଶଂସକଙ୍କ ମନ କିଣିନେଇଥିଲେ। ହେଲେ ବର୍ତ୍ତମାନ ଅଭିନେତାଙ୍କୁ ଫିଲ୍ମ ‘ଯୋଦ୍ଧା’ରେ ଦେଖିବାକୁ ମିଳିବ।...

ଅକ୍ଟୋବର ୬ରେ ହାତକୁ ଦି’ ହାତ ହେବେ ଏହି ଷ୍ଟାର୍‌ ଯୋଡି

ବି-ଟାଉନର ଚର୍ଚ୍ଚିତ ଯୋଡି ଅଭିନେତା ଅଲି ଫଜଲ ଏବଂ ଅଭିନେତ୍ରୀ ରିଚା ଚଢା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛି। ଉଭୟ ଆସନ୍ତା ଅକ୍ଟୋବର ୬ରେ ସାତ ଜନ୍ବ ପାଇଁ ଏକାଠି ହେବାକୁ ହେବାକୁ ଯାଉଛନ୍ତି। ପରେ ଅକ୍ଟୋବର...

ହଠାତ୍‌ ସଲମାନଙ୍କ ଘରେ ପହଞ୍ଚିଲା ମୁମ୍ବାଇ ପୋଲିସ

ପଞ୍ଜାବୀ ଗାୟକ ସିଦ୍ଧୁ ମୂସେୱାଲାଙ୍କ ହତ୍ୟା ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପୁଣି ଥରେ ଦବଙ୍ଗ ଷ୍ଟାର୍‌ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲେ। ସୋମବାର ପଚରାଉଚରା ପାଇଁ ମୁମ୍ବାଇ ପୋଲିସର ଏକ ଟିମ ସଲମାନଙ୍କ ଘରେ ପହଞ୍ଚିଥିଲା। ସୁରକ୍ଷା...

ହ୍ବିଲ୍‌ ଚେୟାରରେ ବସି ଯୋଗ କଲେ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିଜର ଲୁକ୍‌ ଏବଂ ଫିଟ୍‌ନେସକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଏକ ଫିଲ୍ମର ଶୁଟିଂ ସମୟରେ ଅଭିନେତ୍ରୀ ବାମ ଗୋଡ ଆଘାତ ଲାଗିବା ଘଟଣା ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଥିଲା। ଏପରିକି...

ଦୁବାଇରେ ପହଞ୍ଚିଲେ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ତାଙ୍କ ନୂଆ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଅଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅର୍ଜୁନଙ୍କ ପୋଷ୍ଟ ଅନୁଯାୟୀ, ସେ ଆଗାମୀ ଫିଲ୍ମର ଶୁଟିଂ ପାଇଁ...

ରୋମ୍‌ରେ ଛୁଟି କାଟୁଚନ୍ତି ଅନନ୍ୟା

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆଜିକାଲି ଇଟାଲୀରେ ଛୁଟି କାଟୁଛନ୍ତି। ସେଠାରୁ ତାଙ୍କର ସୁନ୍ଦର ଫଟୋ ସବୁ ମଧ୍ୟ ପ୍ରଶଂସକଙ୍କ ସହ ଶେୟାର କରୁଛନ୍ତି। ଅନନ୍ୟା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ଫଟୋ ଏବଂ ଏକ ଭିଡିଓ ଛାଡିଛନ୍ତି। ଭିଡିଓରେ...

୧୦୦ କୋଟି କ୍ଲବ୍‌ରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’

ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ‘ବ୍ରହ୍ମାସ୍ତ୍ର’ ତିନି ଦିନ ମଧ୍ୟରେ୧୦୦କୋଟି କ୍ଲବରେ ଏଣ୍ଟ୍ରି କରିଛି। ଏହାକୁ ଦେଖି କୁହାଯାଇପାରେ ଯେ, କିଛି ଦିନ ମଧ୍ୟରେ ଏହି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri