ମନୋରଞ୍ଜନ

ଭୟଙ୍କର ଭାବେ ଟ୍ରୋଲ ହେଉଛନ୍ତି ନୀଳନୟନା…

ବମ୍ବେ: ଟ୍ରୋଲ ହେଉଛନ୍ତି ନୀଳନୟନା ଐଶ୍ୱର୍ଯ୍ୟା ରାୟ। ସେ ବି ନିଜର ଲୁକ୍‌ ପାଇଁ। କେହି କେହି ତାଙ୍କୁ ମୋଟି କହୁଛନ୍ତି କେହି କେହି ତାଙ୍କର ଓଠ ଏବଂ ଗାଲକୁ ନେଇ ମଜା ଉଡାଉଥିବା ଦେଖାଯାଇଛି। ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମ...

ରାହୁଲଙ୍କ ସମର୍ଥନରେ ବାହାରିଲେ ପୂଜା ଭଟ୍ଟ

ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କ ଝିଅ ପୂଜା ଭଟ୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ସେ ରାହୁଲଙ୍କ ‘ଭାରତ ଯୋଡ ଯାତ୍ରା’କୁ ସମର୍ଥନ କରିଛନ୍ତି। ରାହୁଲ ତାମିଲନାଡୁରୁ କଶ୍ମୀର ପର୍ଯ୍ୟନ୍ତ ‘ଭାରତ ଯୋଡ ଯାତ୍ରା’ ଆରମ୍ଭ କରିଛନ୍ତି।...

ରଣବୀର କହିଥିଲେ ‘ମୋତେ ଗୋମାଂସ ଖାଇବା ପସନ୍ଦ’; ଏବେ ତେଜିଲା ବିବାଦ

ବମ୍ବେ: ରିଲିଜ ପୂର୍ବରୁ ଅଡୁଆରେ ‘ବ୍ରହ୍ମାସ୍ତ୍ର’। ଶୁକ୍ରବାର ଫିଲ୍ମ ବଡ଼ପରଦାକୁ ଆସିବାକୁ ଥିବା ବେଳେ ଏବେଠାରୁ ବିରୋଧ ତିବ୍ର ହେବାରେ ଲାଗିଛି। ଏହି କ୍ରମରେ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ଉଜ୍ଜୟିନୀରେ ବାବା ମହାକାଳଙ୍କ ଦର୍ଶନ...

ଆଲିଆ-ରଣବୀରଙ୍କୁ ବିରୋଧ, ନରୋତ୍ତମ କହିଲେ ଲୋକଙ୍କ ଭାବନାକୁ ଆଘାତ ଦେବା ଭଳି ମନ୍ତବ୍ୟ ଦେବା ଠିକ୍‌ ନୁହେଁ …

ଭୋପାଳ, ୭।୯ : ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ବୁଧବାର ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ, ଉଜ୍ଜୟନୀରେ ବଜରଙ୍ଗ ଦଳ କର୍ମୀଙ୍କ ଦ୍ୱାରା ଆଲିଆ-ରଣବୀରଙ୍କୁ ବିରୋଧ ସମ୍ପର୍କରେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ କୌଣସି ପ୍ରସଙ୍ଗରେ...

କେରଳର ୧୦୨ ପରଦାରେ ରିଲିଜ୍‌ ହେବ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଆଉ ୨ ଦିନ ଅର୍ଥାତ୍‌ ୯ରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି...

ସୁସ୍ମିତାଙ୍କୁ ଭୁଲିଗଲେ ମୋଦି

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରଥମ କମିଶନର ତଥା ପଳାତକ ବ୍ୟବସାୟୀ ଲଳିତ ମୋଦି ନିଜ ଇନ୍‌ଷ୍ଟାଗ୍ରାମ ବାୟୋରେ ପ୍ରୋଫାଇଲ ଫଟୋ ବଦଳାଇଛନ୍ତି। ପୂର୍ବରୁ ଏଥିରେ ସେ ପ୍ରାକ୍ତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନଙ୍କ ସହ ନିଜ ଫଟୋ ରଖିଥିଲେ,...

ଘୃଣାକୁ ଡରୁଛନ୍ତି ଉର୍ଫି: କହିଲେ ‘ସିଧା ବିବାହ ଦିନ ଜାଣିବ ସେ କିଏ’

ବମ୍ବେ: ପ୍ରେମରେ ପଡ଼ିଛନ୍ତି ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ। ହେଲେ କିଏ ସେ ବୋଲି ପଚାରିଲେ ରହୁଛନ୍ତି ଚୁପ୍‌। ଆଉ ପୁଣି ସିଧା ସିଧା କହିଲେଣି ଅପେକ୍ଷା କର। ବିବାହ ଦିନ ଜାଣିବ। ତା’ ପୂର୍ବରୁ କିନ୍ତୁ ନୁହେଁ।...

କପିଲଙ୍କ ଶୋ’ ଛାଡ଼ିଲେ ଭାରତୀ! ଚର୍ଚ୍ଚାକୁ ନେଇ କମେଡିକୁଇନ୍‌ କହିଲେ…

ବମ୍ବେ: ଅନେକ ଦିନ ବ୍ୟବଧାନ ପରେ ଟେଲି ପରଦାକୁ ଫେରୁଛି ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’। ସେପ୍ଟେମ୍ବର ୧୦ରୁ ପ୍ରତି ଶନିବାର ଏବଂ ରବିବାର ଦର୍ଶକେ ଏହାକୁ ଦେଖିପାରିବେ। ନିକଟରେ ଏହାର କିଛି ପ୍ରମୋ ନଜର...

ପୂର୍ବ ପ୍ରେମ ସମ୍ପର୍କ କଥା ଜାଣି ଏହି ଅଭିନେତାଙ୍କ ସ୍ତ୍ରୀ କରିଥିଲେ…

ଫିଲ୍ମ ଷ୍ଟାର ମାନଙ୍କ ଜୀବନ ଅନେକ ଉତ୍ଥାନ-ପତ୍ତନ ଦେଇ ଗତି କରିଥାଏ। ଯେଉଁଥିପାଇଁ ଅନେକ ଷ୍ଟାରଙ୍କ ବୈବାହିକ ସମ୍ପର୍କ ଛାଡପତ୍ର ଯାଏ ଯାଇଛି। ତଥାପି, ଏପରି କିଛି ଷ୍ଟାର ଅଛନ୍ତି, ଯାହାଙ୍କ ବିବାହ ପରେ ସେମାନଙ୍କ ପୂର୍ବ ପ୍ରେମ ସମ୍ପର୍କ...

୮ ବର୍ଷ ବୟସରେ ଯୌନ ଶୋଷଣ: ମାମୁଁ ଶାଢ଼ି ପିନ୍ଧାଇ ଢାଳୁଥିଲେ ଗରମ ମହମ..

ବମ୍ବେ: ବଲିଉଡ଼ ସିନେମାଜଗତରେ କାଷ୍ଟିଂ କାଉଚ୍‌ ଏବଂ ମିଠୁ ପରି ଘଟଣା ନୂଆ ନୁହେଁ । କେହି କେହି ଚଳଚ୍ଚିତ୍ରଜଗତ ସହ ଜଡ଼ିତ ବ୍ୟକ୍ତିଙ୍କଠାରୁ ହୁଅନ୍ତୁ ଅବା କେହି ନିଜ ସମ୍ପର୍କୀୟଙ୍କଠାରୁ ଯୌନ ଶୋଷଣର ଶିକାର ହୋଇଥିବା ସ୍ବିକାର କରନ୍ତି।...

ରିଲିଜ ହେଲା ‘ଗୁଡବାଏ’ର ଟ୍ରେଲର୍‌; କମେଡି ଆଳରେ ସମ୍ପର୍କର ଗୁରୁତ୍ୱ ବୁଝାଉଛି ଫିଲ୍ମ

ବମ୍ବେ: ରିଲିଜ ହୋଇଛି ମହାନାୟକ ଅମିତାଭ ବଚ୍ଚନ ଏବଂ ନୀନା ଗୁପ୍ତା ଅଭିନୀତ ଫିଲ୍ମ ‘ଗୁଡବାଏ’ର ଟ୍ରେଲର। ଫିଲ୍ମରେ ପ୍ରଥମ ଥର ଲାଗି ନୀନା ଅମିତାଭଙ୍କ ସ୍ତ୍ରୀ ଭୂମିକାରେ ନଜର ଆସୁଥିବା ବେଳେ ଦକ୍ଷିଣ ଭାରତୀୟ ସିନେମାରେ ହିଟ୍‌ ଅଭିନେତ୍ରୀ...

ପିଲାଦିନରୁ ବିଗ୍‌ ବି’ଙ୍କ ସହ କାମ କରିବାକୁ ସ୍ବପ୍ନ ଦେଖିଥିଲେ ଏକତା

ମୁମ୍ବାଇ: ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ରଶ୍ମିକା ମନ୍ଦନା ଏବଂ ନୀନା ଗୁପ୍ତାଙ୍କ ଅଭିନୀତ ଫିଲ୍ମ ‘ଗୁଡ୍‌ବାଏ’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମକୁ ବିକାଶ ବାହଲ ନିର୍ଦ୍ଦେଶନା ଦେଇଥିବା ବେଳେ ଏକତା କପୁର ଏହାର ପ୍ରଯୋଜନା ଭାର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri