ମନୋରଞ୍ଜନ

ଓଟିଟିର ଚାହିଦା ବଲିଉଡ୍‌ ପାଇଁ ଚିନ୍ତା

ମୁମ୍ବାଇ: ଓଟିଟି (ଓଭର ଦ ଟପ୍‌) ପ୍ଲାଟଫର୍ମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ହିନ୍ଦୀ ସିନେମା ଜଗତ ପାଇଁ ଚିନ୍ତାର ବିଷୟ ପାଲଟିଛି। ଓଟିଟିର ଲୋକପ୍ରିୟତା ବଢ଼ିବା ଦ୍ୱାରା ଲୋକେ ସିନେମାଘର ଯାଇ ଚଳଚ୍ଚିତ୍ର ଦେଖିବାକୁ ଆଉ...

ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଲେ ଏହି ଦମ୍ପତି

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଏବେ ଚର୍ଚ୍ଚାରେ। ଦୁହିଁଙ୍କର ଏହି ଫିଲ୍ମଟି ସେପ୍ଟେମ୍ବର ୯ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ଏହାରି ମଧ୍ୟରେ ଏହି ଦମ୍ପତି ଗୁରୁବାର ମୁମ୍ବାଇ...

ପୁଣି ବିଗିଡ଼ିଲା ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା: ଭେଣ୍ଟିଲେଟରକୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୧।୯: ବଲିଉଡ୍‌ କମେଡିଆନ ରାଜୁ ଶ୍ରୀବାସ୍ତବ ଦିଲ୍ଲୀ ଏମ୍ସ ସ୍ଥିତ ହସ୍ପିଟାଲରେ ଭର୍ତ୍ତି ହେବାର ମାସେ ପୂରଣ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗୁରୁବାର ଏକ ବଡ଼ ଅପ୍‌ଡେଟ୍‌ ସାମ୍ନାକୁ...

ଦୁର୍ଘଟଣାରେ ଚାଲିଗଲା ପଞ୍ଜାବୀ ଗାୟକ ନିର୍ଭୟର ସିଂଙ୍କ ଜୀବନ

ନୂଆଦିଲ୍ଲୀ,୧।୯ : ଅଷ୍ଟ୍ରେଲିଆର ମେଲବୋର୍ନରେ ଏକ ସଡ଼କ ଦୁର୍ଘଟଣାରେ ପଞ୍ଜାବୀ ଗାୟକ ନିର୍ଭୟର ସିଂଙ୍କ ମୃତ୍ୟୁ ଘଟିଛି। କିଆ କାର୍‌ ଚଳାଉଥିବା ଜଣେ ୨୩ ବର୍ଷୀୟ ଯୁବକ ନିୟନ୍ତ୍ରଣ ହରାଇବାରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଉକ୍ତ କାର୍‌ଟି...

କିଶୋର କୁମାରଙ୍କ ବଙ୍ଗଳାକୁ ଭଡ଼ାରେ ନେଲେ କୋହଲି

ମୁମ୍ବାଇ: ବଲିଉଡ୍‌ର ଭେଟେରାନ ଅଭିନେତା ତଥା ଗାୟକ କିଶୋର କୁମାରଙ୍କର ମୁମ୍ବାଇର ଜୁହୁରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି। ତେବେ ଭାରତୀୟ କ୍ରିକେଟର ବିରାଟ କୋହଲି ଏହି ଅଭିନେତାଙ୍କ ବଙ୍ଗଳାକୁ ୫ ବର୍ଷ ପାଇଁ ଭଡ଼ାରେ ନେଇଛନ୍ତି। କାରଣ କୋହଲି...

କ୍ଷମା ମାଗି ଟ୍ରୋଲ ହେଲେ ଆମିର

ମୁମ୍ବାଇ: ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜ୍ ହେବା ପୂର୍ବରୁ ଆମିର ଖାଁ ଲଗାତାର ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ସେ କ୍ଷମା ମାଗିବା ପରେ ବି ବାରମ୍ବାର ଟ୍ରୋଲର ଶିକାର ହେଉଛନ୍ତି । ଲାଲ ସିଂ...

ପ୍ରଥମ ଦେଖାରେ ଶାହିଦଙ୍କୁ ଭଲ ପାଇ ବସିଥିଲେ ଏହି ଅଭିନେତ୍ରୀ, ଦୁଇ ମାସ ଯାଏ ପଛରେ ପଡ଼ି…

ବମ୍ବେ: ଦିଲ୍ଲୀରେ ଜନ୍ମ ହୋଇଥିଲେ ହେଁ ମୁମ୍ବାଇ ପାଲଟିଛି ନୂଆ ଠିକଣା। ମା’ବାପା ଅଲଗା ହେବା ପରେ ବାପାଙ୍କସହ ସ୍ବପ୍ନର ସହରକୁ ଚାଲିଆସିଥିଲେ ଅଭିନେତା ଶାହିଦ କପୁର। ୨୦୦୩ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ଅନେକ ସୁପରହିଟ୍‌ ଫିଲ୍ମ...

‘ଚକଦା ଏକ୍ସପ୍ରେସ’କୁ ନେଇ ଏଭଳି କହିଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ବହୁ ଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି। ସେ ଭାରତୀୟ କ୍ରିକେଟର ଝୁଲଣ ଗୋସ୍ବୀମୀଙ୍କ ବାୟୋପିକ୍‌ରେ ନଜର ଆସିବେ। ତେବେ ଫିଲ୍ମର ନାମ ରହିଛି ‘ଚକଦା ଏକ୍ସପ୍ରେସ’। ଯାହାକୁ ନେଇ ଅନୁଷ୍ଖା ବ୍ୟସ୍ତତା ଭିତରେ...

କୋହଲି ଅର୍ଦ୍ଧଶତକ ହାସଲ ପରେ ଏମିତି ପ୍ରତିକ୍ରିୟା ଦେଲେ ଅନୁଷ୍କା

ଦୁବାଇ,୧।୯: ଏସିଆ କପ୍‌ରେ ଭାରତ ଏବଂ ହଂକଂ ମଧ୍ୟରେ ହୋଇଥିବା ମ୍ୟାଚରେ ଭାରତ ୪୦ ରନରେ ଜିତିଛି। ଖରାପ ଫର୍ମରେ ଥିବା ବିରାଟ କୋହଲି ଏହି ମ୍ୟାଚରେ ଅପରାଜିତ ୫୯ ରନ୍‌ର ପାଳି ଖେଳିଥିଲେ। ଦୀର୍ଘ ଦିନ ଧରି ବିରାଟଙ୍କ...

ପୁଣି କ୍ଷମା ମାଗିଲେ ଅମିର ଖାନ

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉଥିବା ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ବକ୍ସ ଅଫିସରେ ସମ୍ପୂର୍ଣ୍ଣ ଫ୍ଲପ ହୋଇଥିବା ପ୍ରମାଣିତ ହୋଇଛି। ସୋସିଆଲ ମିଡିଆରେ #boycottlalsinghchaddha ର ପ୍ରଭାବ ଏପରି ଥିଲା ଯେ ବକ୍ସ ଅଫିସରେ ଫିଲ୍ମଟି ସୁପରଫ୍ଲପ୍‌...

ବିଗ ବି ଙ୍କ ମା’ ଭୂମିକାରେ ଅଭିନୟ କରିଛନ୍ତି ରେଖା, ଟାଇଗରଙ୍କ ଏମିତି ଉତ୍ତରରେ ଚମକି ପଡିଲେ କରନ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ଶୋ’ ‘କଫି ୱିଥ କରନ’ । ନିକଟରେ ଏହି ଶୋ’ର ଅତିଥି ସାଜିଥିଲେ ବଲିଉଡ ନାୟକ ଟାଇଗର ଶ୍ରଫ ଓ କ୍ରିତି ସାନନ । ଏବେ ଏହି ଏପିସୋଡଟି ଆସିଛି ଚର୍ଚ୍ଚାକୁ...

ତୁଟିଲା ଚାରି ବର୍ଷର ସମ୍ପର୍କ

ବମ୍ବେ: ଡେଟିଂର ଚାରି ବର୍ଷ ପରେ ବାଟ ଅଲଗା। ଟେଲିପରଦାର ଅନ୍ୟତମ ଲୋକପ୍ରିୟ ଯୋଡ଼ି ହର୍ଷଦ ଅରୋରା ଏବଂ ଅପର୍ନା କୁମାର ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରି ଆସୁଥିଲେ। ହେଲେ ଏବେ ଉଭୟଙ୍କ ବାଟ ଅଲଗା ହୋଇଛି। ଜୁନ୍‌ରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri