ମନୋରଞ୍ଜନ

ଦ୍ୱିତୀୟ ସନ୍ତାନ ଚାହୁଁଛନ୍ତି ଭାରତୀ, ହେଲେ ଏଥିପାଇଁ ମନଦୁଃଖ

ବମ୍ବେ: ଦ୍ୱିତୀୟ ସନ୍ତାନ ଚାହୁଁଛନ୍ତି କମେଡିକୁଇନ୍‌ ଭାରତୀ ସିଂହ। ହେଲେ ପରିସ୍ଥିତି ଏଭଳି ଯେ ତାଙ୍କୁ ବର୍ଷେ କିମ୍ବା ଦୁଇ ବର୍ଷ ଅପେକ୍ଷା କରିବାକୁ ହେବ। ଏହି କଥା ଭାବି ଏବେ ଦୁଃଖ ପ୍ରକାଶ କରିଛନ୍ତି ସେ। ଏପ୍ରିଲ ୩ରେ...

ଏହି ଅଭିନେତ୍ରୀଙ୍କ ସହ ଫଟୋ ଶେୟାର କରି କପିଲ ପଚାରିଲେ ଏମିତି ପ୍ରଶ୍ନ

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା କିଛି ସମୟ ପୂର୍ବରୁ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର କିଛି ନୂଆ ଫଟୋ ଶେୟାର କରିଛନ୍ତି। କପିଲ ଶେୟାର କରିଥିବା ଫଟୋରେ ସେ ବଲିଉଡ୍‌ ଅଭିନେତ୍ରୀ ହୁମା କୁରେଶୀଙ୍କ ସହ ନଜର ଆସିଛନ୍ତି। ଏହି...

ଦିଶାଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ଶ୍ରଦ୍ଧାଙ୍କ ଆଡକୁ ଢଳିଲେଣି ଟାଇଗର

ବମ୍ବେ: ପ୍ରଥମେ ଡେଟିଂ ପରେ ପ୍ରେମ। ଆଉ ଏବେ ବାଟ ଅଲଗା। ଆମେ କଥା ହେଉଛୁ ବଲିଉଡ୍‌ର ମୋଷ୍ଟ ଏଲିଜିବୁଲ୍‌ ବ୍ୟାଚଲର ଟାଇଗର ଶ୍ରଫଙ୍କ ବିଷୟରେ। ଦୀର୍ଘଦିନର ପ୍ରେମିକା ଦିଶା ପଟାନୀଙ୍କଠାରୁ ଅଲଗା ହେବା ପରେ ସେ ଏବେ ସିଙ୍ଗଲ...

ବଢିଲା ଜ୍ୟାକଲିନ୍‌ଙ୍କ ଅଡ଼ୁଆ

ନୂଆଦିଲ୍ଲୀ,୩୧।୮:ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟା ବଢିବାରେ ଲାଗିଛି। ୨୧୫ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କୁ ଡକାଇଛନ୍ତି। ଏହି ମାମଲାରେ ସେପ୍ଟେମ୍ବର ୨୬ରେ ଜ୍ୟାକଲିନ୍‌ଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବର...

ଏହି ଖେଳାଳିଙ୍କ ବାୟୋପିକ୍‌ କରିବାକୁ ଚାହୁଁଛନ୍ତି ବିଜୟ ଦେବରକୋଣ୍ଡା

ଅଭିନେତା ବିଜୟ ଦେବରକୋଣ୍ଡା ଏବେ ଫିଲ୍ମ ‘ଲାଇଗର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଯଦିଓ ଫିଲ୍ମଟି ବକ୍ସ ଅଫିସ୍‌ରେ ସେତେଟା ଭଲ ସଫଳତା ପାଇନାହିଁ କିନ୍ତୁ ବିଜୟ ଏବଂ ଅନନ୍ୟା ପାଣ୍ଡେଙ୍କ ଯୋଡିକୁ ଦର୍ଶକ ପସନ୍ଦ କରିଛନ୍ତି। ୨୮ ଅଗଷ୍ଟରେ ବହୁ...

ଏକଦା ବିବେକ୍‌ଙ୍କୁ ଧମକ ଦେଇଥିଲେ ସଲମାନ୍‌, କାରଣ ଜାଣିଲେ

ବଲିଉଡ୍‌ ଅଭିନେତା ବିବେକ ଓବରୟ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି।ବିବେକ ସେହି ବଲିଉଡ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏକି ତାଙ୍କର ପ୍ରଥମ ଚଳଚ୍ଚିତ୍ରରୁ ଦର୍ଶକଙ୍କ ହୃଦୟ ଜିତିଥିଲେ। ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କମ୍ପାନୀ’ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା...

ଅମିଷାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଅମିଶା ପଟେଲଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ଼ ଆଶ୍ୱସ୍ତି ମିଳିଛି। ନାୟିକାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯିବା ଉପରେ ସୁପ୍ରିମ କୋର୍ଟ ରୋକ ଲଗାଇଛନ୍ତି। ଅମିଷାଙ୍କ ବିରୋଧରେ ଠକେଇ ଅଭିଯୋଗ ଦାଏର କରାଯିବା ପରେ ଝାଡ଼ଖଣ୍ଡର...

୯ କୋଟିର ବିଜ୍ଞାପନକୁ କାର୍ତ୍ତିକ କଲେ ନା

ବମ୍ବେ: ଫିଲ୍ମ ବ୍ୟତିତ ବିଜ୍ଞାପନରୁ କୋଟି କୋଟି ଟଙ୍କା ଆୟ କରିଥାନ୍ତି ବଲିଉଡ୍‌ କଳାକାର। ହେଲେ ଅନେକ ସମୟରେ ବିଜ୍ଞାପନ ଲାଗି ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଥାଏ। ଯେମିତିକି କିଛି ଦିନ ତଳେ ଖିଲାଡି କିଙ୍ଗ ଅକ୍ଷୟ କୁମାର ପାନମସଲା...

କାନାଡାରେ ରେହମାନଙ୍କୁ ସମ୍ମାନ: ଗାୟକଙ୍କ ନାମରେ ରଖାଗଲା ଏକ ରାସ୍ତାର ନାମ…

ବମ୍ବେ: ଖ୍ୟାତନାମା ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ଏଆର୍‌ ରେହମାନଙ୍କ ନାଁ ଦେଶବିଦେଶରେ କାହିଁରେ କେତେ। ଏଇଥିପାଇଁ ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଥାଏ। ଏବେ ରେହମାନଙ୍କୁ ସମ୍ମାନିତ କରିବା ଲାଗି କାନାଡ଼ା ବଡ଼ ନିଷ୍ପତ୍ତି ନେଇଛି। କାନାଡାର ଆଉ...

ହ୍ବିଲ୍‌ ଚେୟାର୍‌ରେ ବସି ବ୍ୟାୟାମ କରୁଛନ୍ତି ଶିଳ୍ପା, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କିଏ ବା ନ ଜଣେ। ନିଜର ଫିଟ୍‌ନେସ୍‌କୁ ନେଇ ସେ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଏକ ଫିଲ୍ମର ଶୁଟିଂ ସମୟରେ ଅଭିନେତ୍ରୀ ଆହତ ହେବା ଘଟଣା ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଥିଲା।...

ବିବାହ ପରେ ପ୍ରଥମଥର ଏକାଠି କାମ କରିବେ ଏହି ଷ୍ଟାର ଦମ୍ପତି

ମୁମ୍ବଇ; ବଲିଉଡର ସବୁଠାରୁ ଚର୍ଚ୍ଚିତ କପୁଲ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ ଆଜିକାଲି ଖୁବ ଚର୍ଚ୍ଚାରେ ରହୁଛନ୍ତି । ପ୍ରଶଂସକଙ୍କ ମଧ୍ୟରେ ଏହି ଷ୍ଟାର କପୁଲଙ୍କୁ ନେଇ ରହିଛି ଜବରଦସ୍ତ କ୍ରେଜ୍ । ବେଶ କିଛିିଦିନ ଉଭୟ ଡେଟ...

‘ବୟକଟ ଟ୍ରେଣ୍ଡ’କୁ ଡରୁଛନ୍ତି କିଙ୍ଗ ଖାନ, ‘ଡନ ୩’କୁ କଲେ ନା

ମୁମ୍ବାଇ: ବଲିଉଡ ନାୟକ ଶାହାରୁଖ ଖାଁ ଏବେ ତାଙ୍କ ଫିଲ୍ମ ‘ପଠାନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏବେ ଏହି ଫିଲ୍ମ ବୟକଟ ହୋଇପାରେ ବୋଲି ଅନୁମାନ କରାଯାଉଛି । କିଛିଦିନ ହେବ ବଲିଉଡରେ କିଛି ଫିଲ୍ମ ଲଗାତାର ଭାବେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri