ମନୋରଞ୍ଜନ

ସାରାଙ୍କୁ ଡେଟ୍‌ କରୁଛନ୍ତି କି ଶୁବମନ

ଭାରତୀୟ କ୍ରିକେଟର୍‌ ଶୁବମନ ଗିଲ ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଜିମ୍ବାୱେ ବିପକ୍ଷ ସିରିଜ ପରେ ସେ କାଉଣ୍ଟି କ୍ରିକେଟ ଖେଳିବାକୁ ସେଠାକୁ ଯାଇଛନ୍ତି। ଶୁବମନଙ୍କ ବ୍ୟାଟିଂ ପରି ସୋସିଆଲ ମିଡିଆରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚା ଉଠେ।...

ଆଜି ବି ବିଫଳତାକୁ ନେଇ କାନ୍ଦନ୍ତି ପ୍ରିୟଙ୍କା

ବଲିଉଡ୍‌ ପରେ ହଲିଉଡ୍‌ରେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଜୀବନରେ ଅନେକ ସଫଳତା ପାଇଛନ୍ତି। ଏହି ସଫଳତା ଭିତରେ ବେଳେବେଳେ ତାଙ୍କୁ ବିଫଳତାର ସ୍ବାଦ ମଧ୍ୟ ଚାଖିବାକୁ ପଡିଛି। ଅଭିନୟ ମାଧ୍ୟମରେ କୋଟି କୋଟି ଲୋକଙ୍କ...

ଐଶ୍ୱର୍ଯ୍ୟାଙ୍କୁ ପାଗଳ ଭଳି ଦେଖନ୍ତି ଏହି ଅଭିନେତା

ଐଶ୍ୱର୍ଯ୍ୟାଙ୍କୁ ପାଗଳ ଭଳି ଦେଖନ୍ତି ଏହି ଅଭିନେତା ବଲିଉଡରେ ଅନେକ ସୁନ୍ଦରୀ ଅଛନ୍ତି, ଯାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶକ ପାଗଳ। ମାତ୍ର ଯେତେବେଳେ ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ କଥା ଆସେ, ସେତେବେଳେ ପ୍ରଥମ ନାମ ଐଶ୍ୱର୍ଯ୍ୟା ରାୟଙ୍କ ଆସେ। ଐଶ୍ୱର୍ଯ୍ୟାଙ୍କ ସୌନ୍ଦର୍ଯ୍ୟରେ...

ଅଭିନେତା କମଲ ଖାନ ଗିରଫ

ମୁମ୍ବାଇ,୩୦।୮: ୨୦୨୦ରେ ବିବାଦୀୟ ଟୁଇଟ ପାଇଁ ଅଭିନେତା କମଲ ରସିଦ ଖାନଙ୍କୁ ମଙ୍ଗଳବାର ମୁମ୍ବାଇର ମାଲାଡ ପୋଲିସ ଗିରଫ କରିଛି। ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଗିରଫ କରାଯାଇଥିଲା। ଆଜି ଅର୍ଥାତ୍‌ ମଙ୍ଗଳବାର ବୋରିଭାଲୀ କୋର୍ଟରେ ହାଜର କରାଯିବ। କମଲ ରସିଦ...

‘ଇମ୍‌ଲି’ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର, ଶୋ’ ଛାଡିବେ ଫହମାନ-ସୁମ୍ବୁଲ

ଲୋକପ୍ରିୟ ଟେଲି ଧାରାବାହିକ ‘ଇମ୍‌ଲି’ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର। ଏହି ଶୋ’ର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଫହମାନ ଖାନ ଏବଂ ସୁମ୍ବୁଲ ତୌକିର ଆଉ ଏହି ଶୋ’ର ଅଂଶ ହେବାକୁ ଯାଉନାହାନ୍ତି। ଏହାକୁ ନେଇ ଏହି...

ମିସ୍‌ ଡିଭା ୟୁନିଭର୍ସ ଦିବିତା ରାୟ

ନୂଆଦିଲ୍ଳୀ,୨୯।୮: ଚଳିତବର୍ଷର ମିସ୍‌ ଡିଭା ୟୁନିଭର୍ସ ପ୍ରତିଯୋଗିତାରେ କର୍ନାଟକର ଦିବିତା ରାୟ ବିଜୟିନୀ ହୋଇଛନ୍ତି। ୧୦ମ ଡିଭା ୟୁନିଭର୍ସ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଗତବର୍ଷର ମିସ୍‌ ୟୁନିଭର୍ସ ହରନାଜ ସନ୍ଧୁ। ହରନାଜ ଦିବିତାଙ୍କୁ ବିଜୟ ମୁକୁଟ...

ଜନ୍‌ ଆବ୍ରାହମଙ୍କ ସହ ଡେବ୍ୟୁ କରିବେ ଶେହନାଜ, ଦୀପାବଳିରେ ହେବ ରିଲିଜ୍‌!

ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲ ଏବେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ପ୍ରଥମେ ତ ଶୁଣିବାକୁ ମିଳୁଥିଲା କି, ସେ ସଲମାନ ଖାନ୍‌ଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଭାଇଜାନ’ରେ ନଜର ଆସିବେ। ହେଲେ ବର୍ତ୍ତମାନ ଶେହନାଜ ତାଙ୍କର ଦ୍ୱିତୀୟ ବଲିଉଡ୍‌ ଫିଲ୍ମକୁ...

ପାନ ମସଲା ବିଜ୍ଞାପନକୁ ମନା କରି ଚର୍ଚ୍ଚାରେ ଅଭିନେତା

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଅଭିନେତା ହେଉଛନ୍ତି କାର୍ତ୍ତିକ ଆର୍ଯ୍ୟନ୍‌। ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଦମ୍‌ଦାର ଅଭିନୟ ଯୋଗୁ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି। ବର୍ତ୍ତମାନ ରିଲ ନୁହେଁ, ରିୟଲ ଲାଇଫ୍‌ରେ...

ରଣବୀରଙ୍କୁ ୨ ଘଣ୍ଟା ପଚରାଉଚରା କଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୯।୮: ବଲିଉଡ ଅଭିନେତା ରଣବୀର ସିଂ ସୋମବାର ପୋଲିସ ଜେରାର ସମ୍ମୁଖୀନ ହୋଇଛନ୍ତି। ଏକ ପତ୍ରିକା ପାଇଁ ନଗ୍ନ ଫଟୋଶୁଟ୍‌ ନେଇ ରଣବୀରଙ୍କୁ ଏହି ପଚରାଉଚରା କରାଯାଇଛି। ଏହି ଘଟଣାରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। କିଛି ଦିନ...

ପୁଅ ନୁହେଁ ଝିଅ ଚାହୁଁଛନ୍ତି ବିପାଶା

ମୁମ୍ବାଇ: ବଲିଉଡର ହଟ୍ ନାୟିକା ବିପାଶା ବସୁ ଏବେ ତାଙ୍କ ପ୍ରେଗ୍ନେନ୍ସି ଟାଇମକୁ ଏନଜୟ କରୁଛନ୍ତି । ୪୩ ବର୍ଷୀୟା ନାୟିକା ବିପାଶା ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି । କିଛିଦିନ ପୂର୍ବରୁ ବିପାଶା ଓ...

ଫିଲ୍ମ‘ଜଓ୍ବାନ’ପାଇଁ ଏତିକି କୋଟି ଟଙ୍କା ଚାର୍ଜ କଲେ ବିଜୟ ସେଥୁପଥି

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ବିଜୟ ସେଥୁପଥି ଦମଦାର ଆକ୍ସନ ପାଇଁ ବେଶ୍‌ ପରିଚିତ। ନିକଟରେ ଫିଲ୍ମ ବିକ୍ରମରେ ଦେଖିବାକୁ ମିଳିଥିବା ଏହି ଅଭିନେତାଙ୍କୁ ନିର୍ମାତା ଏଟିଲିଙ୍କ ଫିଲ୍ମ‘ଜଓ୍ବାନ’ରେ ଦେଖିବାକୁ ମିଳିବ। ତେବେ ଫିଲ୍ମ ‘ଜଓ୍ବାନ’ର ମୁଖ୍ୟ ଭୂମିକାରେ ଶାହରୁଖ ଖାନଙ୍କ...

ନାଗାର୍ଜୁନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଟଲିଉଡର କିଙ୍ଗ ଭାବରେ ଜଣାଶୁଣା ନାଗାର୍ଜୁନ ଅକ୍କିନେନି ଆଜି ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ନାଗାର୍ଜୁନ ୨୯ ଅଗଷ୍ଟ ୧୯୫୯ରେ ମାଡ୍ରାସ (ବର୍ତ୍ତମାନ ଚେନ୍ନାଇ)ରେ ଭେଟେରାନ ଅଭିନେତା ଅକ୍କିନେନି ନାଗସ୍ବାରା ରାଓଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମ ଥର ପାଇଁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri