ମନୋରଞ୍ଜନ

ପରଲୋକରେ ‘ସନମ ବଓ୍ବେଫା’ର ନିର୍ଦ୍ଦେଶକ

ମୁମ୍ବାଇ,୨୫।୮: ବେଶ୍‌ ଜଣାଶୁଣା ତଥା ଲୋକପ୍ରିୟ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ, ଗୀତିକାର ତଥା ଲେଖକ ସାୱନ କୁମାର ଟାକଙ୍କର ପରଲୋକ ଘଟିଛି। ଗୁରୁବାର ଅପରାହ୍ନ ପ୍ରାୟ ୪ଟା ୧୫ରେ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ୮୬ ବର୍ଷରେ ସେ...

ଫିଲ୍ମ ‘ଏମରଜେନ୍ସି’କୁ ନେଇ ବଢୁଛି ଉତ୍ସାହ: ସାମ୍ନାକୁ ଆସିଲା ମିଲିନ୍ଦଙ୍କ ଲୁକ୍‌

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଅପକମିଙ୍ଗ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ପୂର୍ବରୁ ଏହାର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଥିଲା। ଏହା ପରେ...

ସର୍ବସମ୍ମୁଖରେ ଏସବୁ ଅଭିନେତ୍ରୀଙ୍କ ଅପମାନ କରିଛନ୍ତି ସଲମାନ୍‌

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ନିଜର ମଜାଳିଆ ସ୍ବଭାବକୁ ନେଇ ବେଶ୍‌ ପରିଚିତ। ପ୍ରଶଂସକମାନଙ୍କୁ ମଧ୍ୟ ତାଙ୍କର ଏହି ସ୍ବଭାବ ବେଶ ପସନ୍ଦ ଆସିଥାଏ। ହେଲେ ଅନେକ ସମୟରେ ସେ ମଜା କରୁ କରୁ କଟାକ୍ଷ କରିବା ଭଳି...

କିଆରାଙ୍କ ୱିଶ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ଚ୍ୟାଟ ଶୋ’ ‘କଫି ୱିଥ କରନ ୭’ର ଲାଟେଷ୍ଟ ଏପିସୋଡରେ ବଲିଉଡ ଆକ୍ଟର ସାହିଦ କପୁର ଓ ଆକ୍ଟ୍ରେସ କିଆରା ଆଡଭାନୀଙ୍କ ଯୋଡିକୁ ଦେଖିବାକୁ ମିଳିବ । ସମସ୍ତେ ଜାଣିଥିବେ ଏହି ଶୋ’ରେ...

ନିଜ ଠାରୁ ୧୪ ବର୍ଷ ସାନ ମୀରାଙ୍କୁ ବିବାହ ଏମିତି ସମ୍ଭାଳି ଥିଲେ ଶାହିଦ

ଅଭିନେତା ଶାହିଦ କପୁର ନିକଟରେ କରଣ ଜୋହରଙ୍କ ଶୋ’ କଫି ଓ୍ବିଥ୍‌ କରଣରେ କିଆରା ଆଡଭାନୀଙ୍କ ସହ ନଜର ଆସିଥିଲେ। ଏଠାରେ ଉଭୟ ସେଲିବ୍ରିଟି ବୃତ୍ତିଗତଠାରୁ ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା ହୋଇଥିଲେ। କରଣ ଜୋହର ଶାହିଦଙ୍କ ସ୍ତ୍ରୀ ମୀରା...

ରିଲିଜ୍‌ ହେଲା ‘ଲାଇଗର’

ମୁମ୍ବାଇ: ସାଉଥ୍‌ ଅଭିନେତା ବିଜୟ ଦେବରାକୋଣ୍ଡା-ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ ଗୁରୁବାର ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବା ପାଇଁ ଦର୍ଶକ ବହୁ ଦିନରୁ ଅପେକ୍ଷା କରିଥିଲେ। ଫିଲ୍ମଟି ହିନ୍ଦୀ, ତେଲୁଗୁ, ମାଲାୟାଲମ, ତାମିଲ ଭାଷାରେ ରିଲିଜ୍‌ ହୋଇଛି। ବିଜୟ...

ସାମ୍ନାକୁ ଆସିଲା ଫିଲ୍ମ ‘ପଠାନ’ରେ ଜନ ଅବ୍ରାହମଙ୍କ ଫାଷ୍ଟ ଲୁକ

ମୁମ୍ବାଇ: ବଲିଉଡ କିଙ୍ଗ ଖାନ ବେଶ କିଛି ଦିନର ବ୍ରେକ ପରେ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି । ଏଥିପାଇଁ ସେ ପୁରାପୁରି ପ୍ରସ୍ତୁତ ହୋଇଗଲେଣି । ଶାହାରୁଖ ଖାଁ ତାଙ୍କ ନୂଆ ଫିଲ୍ମ ‘ପଠାନ’ରେ ଦୀପିକା ପାଦୁକୋନ ଓ...

୧୫ ଦିନ ପରେ ରାଜୁ ଶ୍ରୀବାସ୍ତବଙ୍କ ଚେତା ଫେରିଲା

ନୂଆଦିଲ୍ଲୀ,୨୫।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ୧୫ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରାଜୁଙ୍କ ଚେତା ଶେଷରେ ଫେରିଛି। ଚେତନା ଫେରି ପାଇଛନ୍ତି। ତାଙ୍କ ବ୍ୟକ୍ତିଗତ ସଚିବ ଅଜିତ ସକ୍ସେନା କହିଛନ୍ତି-...

ରଣବୀରଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଦୀପିକା

ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରଶଂସକଙ୍କ ସହ ଏକ ନୂଆ ରିଲ ଶେୟାର କରିଛନ୍ତି। ଏହି ରିଲରେ ଦୀପିକା ଏକ ‘ମୋଜା ପିନ୍ଧିବା ଚ୍ୟାଲେଞ୍ଜ’ ପୂରଣ କରୁଥିବା ଦେଖାଯାଏ। କେବଳ ଏତିକି ନୁହେଁ, ଏହି ଚ୍ୟାଲେଞ୍ଜ ପୂରଣ କରିବାକୁ ସ୍ବାମୀ ରଣବୀର...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ମିଲିନ୍ଦ ସୋମନ

ନୂଆଦିଲ୍ଲୀ,୨୫ ।୮: ବଲିଉଡ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ ଦେଶର ଟପ ଆଥେଲେଟରେ ସାମିଲ ଅଛନ୍ତି । ନିଜର ଫିଟନେସକୁ ନେଇ ସେ ଖୁବ୍ ଚର୍ଚ୍ଚିତ । ନିକଟରେ ମିଲିନ୍ଦ ୟୁନିଟ ରନ ଶେଷ କରିଛନ୍ତି । ଏହାପରେ...

ରଜନୀକାନ୍ତଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ବଡ ଅଭିନେତା ହେଉଛନ୍ତି ରଜନୀକାନ୍ତ। ସେ ରୋବଟ, ଲିଙ୍ଗା, ଶିବାଜୀ ଦି ବସ ଏବଂ ୨.୦ ଭଳି ଏକରୁ ଅଧିକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ରଜନୀକାନ୍ତଙ୍କ ଉପସ୍ଥିତିରେ ଯେକୌଣସି ଫିଲ୍ମ ବ୍ଲକବଷ୍ଟର ହେବାର ଗ୍ୟାରେଣ୍ଟି...

ଦୀର୍ଘ ଆଠ ଘଣ୍ଟା ଯାଏ ଶାହିଦଙ୍କୁ ଅପେକ୍ଷା କରିଥିଲେ କିଆରା, କାରଣ ଜାଣିଲେ…

ବମ୍ବେ: ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ନୁହେଁ, ଦୀର୍ଘ ଆଠ ଘଣ୍ଟା ଧରି ଶାହିଦ କପୁରଙ୍କ ଅପେକ୍ଷା କରି ବସିଥିଲେ ଜଣେ ଅଭିନେତ୍ରୀ। ଆପଣ ଭାବୁଥିବେ ସେ କରିନା କପୁର ହୋଇଥିବେ । ହେଲେ ନା। ଅଭିନେତ୍ରୀଜଣଙ୍କ ହେଲେ ସୁନ୍ଦରୀ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri