ମନୋରଞ୍ଜନ

ପ୍ରଥମ ଥର ସ୍କ୍ରିନ୍‌ ଶେୟାର କରିବେ କ୍ରିତି-ଶାହିଦ୍‌

ବଲିଉଡ୍‌ ଅଭିନେତା ଶାହିଦ୍‌ କପୁର ଏବଂ କ୍ରିତି ସାନନଙ୍କୁ କଏ ବା ନ ଜାଣେ। ଦୁହେଁ ଦର୍ଶକଙ୍କୁ ଅନେକ ଫିଲ୍ମ ଭେଟି ଦେଇଛନ୍ତି। ହେଲେ ଏବେ ପ୍ରଥମ ଥର ଏହି ଯୋଡିଙ୍କୁ ପରଦାରେ ଦେଖିବାକୁ ମିଳିବ। ନିକଟରେ ଦିନେଶ ବିଜାନ...

ନାଟକ ମୋର ପ୍ରଥମ ପ୍ରେମ

ଜାତୀୟ ପୁରସ୍କାରପ୍ରାପ୍ତ ରଜିତ କପୁର ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତା। ଅଭିନୟ ଛଡ଼ା ସେ ପ୍ରଯୋଜନା, ନିର୍ଦ୍ଦେଶନା ତଥା କାହାଣୀ ମଧ୍ୟ ଲେଖିଥାନ୍ତି। ୧୯୯୩ର ବ୍ୟୋମକେଶ ବକ୍ସି ଏବଂ ୧୯୯୬ରେ ମହାତ୍ମା ଗାନ୍ଧୀଙ୍କ ଚରିତ୍ର ତାଙ୍କୁ ଦର୍ଶକଙ୍କ ମହଲରେ ବେଶ୍‌...

ପୁଣି ଭାଇରାଲ ହେଲେ ପ୍ରିୟା ପ୍ରକାଶ

ମୁମ୍ବାଇ: ପ୍ରିୟା ପ୍ରକାଶ ୱାରିୟରଙ୍କ କଥା ଅଳ୍ପ ବହୁତେ ସମସ୍ତଙ୍କର ମନେଥିବ ନିଶ୍ଚୟ । ଇଏ ହେଉଛନ୍ତି ସେହି ତରୁଣୀ ଯିଏ ଆଖିମାରି ରାତାରାତି ଷ୍ଟାର ପାଲଟି ଯାଇଥିଲେ ବନିଯାଇଥିଲେ ଇଣ୍ଟରନେଟ ସେନସେଶନ । ତାଙ୍କର ଆଖିମାରା ଭିଡିଓ ସାରା...

ସ୍ତ୍ରୀଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅଜୟ

ମୁମ୍ବାଇ:ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ମଧ୍ୟରୁ କାଜଲ ଅନ୍ୟତମ। ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ତେବେ ଆଜି କାଜଲ ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି। ଅନେକ ତାଙ୍କ ଜନ୍ମ ଦିନର ଶୁଭେଚ୍ଛା ଜଣାଉଛନ୍ତି। ଏହା ସହିତ କାଜଲଙ୍କ...

ଅଲି ଫଜଲଙ୍କ ବଧୂ ସାଜିବେ ରୁଚା, ସ୍ଥିର ହେଲା ବିବାହ ତାରିଖ

ମୁମ୍ବାଇ: ଅଭିନେତ୍ରୀ ରୁଚା ଚଢା ଓ ଅଲି ଫଜଲଙ୍କ ପ୍ରଶଂସକଙ୍କ ପାଇଁ ଗୁଡ ନ୍ୟୁଜ । ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ସେପ୍ଟେମ୍ବରରେ ଏମାନେ ବିବାହ କରିବାକୁ ଯାଉଛନ୍ତି । ବିବାହର ପ୍ରସ୍ତୁତି ଖୁବ ଜୋରରେ ଚାଲିଛି ।...

ନିର୍ମାତାଙ୍କ ସହ ହୋଇଥିବା ଆଲୋଚନା ବିଷୟରେ ଖୁଲାସା କଲେ ନାଗା

ଅଭିନେତା ନାଗା ଚୈତନ୍ୟ ସାଉଥ୍‌ର ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ତାଙ୍କୁ ଅମିରଙ୍କ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ରେ ଦେଖିବାକୁ ମିଳିବ। ତେବେ ଅଭିନେତାଙ୍କ ଏହା ପ୍ରଥମ ବଲିଉଡ ଡେବ୍ୟୁ ଫିଲ୍ମ। କୁହାଯାଉଛି କି, ନାଗା ବୋଧହୁଏ ତାଙ୍କ ବଲିଉଡ...

‘ସ୍ତ୍ରୀଙ୍କୁ ଡରାଇବାର ସୁଯୋଗ ଦେଇନି’

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷା ବନ୍ଧନ’ ରିଲିଜ ପାଇଁ ପ୍ରସ୍ତୁତ। ଏହି ଫିଲ୍ମରେ ଅକ୍ଷୟ ପୁଣିଥରେ ଅଭିନେତ୍ରୀ ଭୂମି ପେଡେନକରଙ୍କ ସହ ନଜର ଆସିବେ। ଭାଇ ଏବଂ ତାଙ୍କର ଚାରି ସାନ ଭଉଣୀଙ୍କ ଉପରେ ଆଧାର କରି...

୧୩ ବର୍ଷ ପରେ ପୁଣିଥରେ ଆଇଆଇଏମ୍ ବେଙ୍ଗାଲୁରୁ ଯିବେ ଆମିର

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ବ୍ଲକବୁଷ୍ଟର ଫିଲ୍ମ ୩ ଇଡିଅଟ୍ସକୁ ରିଲିଜ୍ ହୋବର ୧୩ ବର୍ଷ ହୋଇ ଗଲାଣି । ଏହି ୧୩ ବର୍ଷ ପରେ ପୁଣିଥରେ ଆମିର ଆଇଆଇଏମ୍ ବେଙ୍ଗାଲୁରୁ ଯିବେ ବୋଲି ଜଣାପଡିଛି ।...

ଅମିରଙ୍କ ଫିଲ୍ମ ପରେ ଆଲିଆଙ୍କ ଫିଲ୍ମକୁ ବୟକଟ ଦାବି

ଅଭିନେତା ଅମିରଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ବୟକଟ ପରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ଡାର୍ଲିଙ୍ଗସ୍‌ ରିଲିଜ୍‌ ହେବା ପୂର୍ବରୁ ସୋସିଆଲ ମିଡିଆରେ #boycottaliabhatt ଦାବି ହେଉଛି। କହିବାନୁଯାୟୀ, ଫିଲ୍ମରେ ପୁରୁଷମାନଙ୍କ ସହ ଡୋମେଷ୍ଟିକ ଭାଓଲେନ୍ସକୁ କମେଡି ରୂପେ...

ବାବୁସାନ୍‌ଙ୍କ ଜାମିନ ଆବେଦନରେ ପୂର୍ଣ୍ଣଚ୍ଛେଦ

କଟକ ଅଫିସ,୪ା୮: ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ହାଇକୋର୍ଟରେ ଆଗୁଆ ଜାମିନ ପାଇଁ କରିଥିବା ଆବେଦନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତଦନ୍ତରେ ବାବୁସାନ ସହଯୋଗ କରିଥିବାରୁ ହାଇକୋର୍ଟ ଏହି ଆବେଦନର ଅନ୍ତ ଘଟାଇଛନ୍ତି। ଏନେଇ ବାବୁସାନ୍‌ଙ୍କ ଓକିଲ ଧରଣୀଧର ନାୟକ କହିଛନ୍ତି।...

ବଲିଉଡକୁ ଧନ୍ୟବାଦ ଦେଲେ ସନ୍ନି

ମୁମ୍ବାଇ: ବଲିଉଡରେ ଦୀର୍ଘ ୧୦ ବର୍ଷର ଯାତ୍ରା ପୂରଣ କରିଛନ୍ତି ଅଭିନେତ୍ରୀ ତଥା ପର୍ନଷ୍ଟାର ସନ୍ନି ଲିଓନ । ଏହାକୁ ନେଇ ସେ ବଲିଉଡକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ବଲିଉଡ ମୋତେ ଖୋଲା ହାତରେ ସ୍ୱୀକାର କରିଥିବାରୁ...

ସ୍ବାମୀଙ୍କ ଆଲମାରୀରୁ ଏହି ଜିନିଷ ଚୋରି କରନ୍ତି ପ୍ରିୟଙ୍କା

ବଲିଉଡ ପରେ ହଲିଉଡ୍‌ରେ ନିଜ ଜଲଓ୍ବା ଦେଖାଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ହିନ୍ଦୀ ସିନେମାରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିବା ପିସି ଏବେ ହଲିଉଡରେ ମଧ୍ୟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ବ୍ୟକ୍ତିଗତ ଜୀବନୀକୁ ନେଇ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri