ମନୋରଞ୍ଜନ

ପୁଣି ହୃଦୟ ଜିତିଲେ ଧନୁଷ

ସାଉଥ୍‌ ସୁପରଷ୍ଟାର୍‌ ଧନୁଷ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ରୁଷୋ ବ୍ରଦର୍ସଙ୍କ ଆଗାମୀ ଫିଲ୍ମ ‘ଦି ଗ୍ରେ ମ୍ୟାନ’ ଜରିଆରେ ଧନୁଷ ହଲିଉଡରେ ଡେବ୍ୟୁ କରିଛନ୍ତି। ଅନ୍ତର୍ଜାତୀୟ ପରଦାରେ ଧନୁଷଙ୍କ ଜଲଓ୍ବା ଦେଖି ତାଙ୍କର ପ୍ରଶଂସକମାନେ ବେଶ୍‌ ଖଉସି ଅଛନ୍ତି।...

ହାତରେ ହାତ ଛନ୍ଦି ବୁଲୁଛନ୍ତି ହ୍ରିତିକ୍‌-ସବା

ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ଡେଟ୍‌ କରୁଛନ୍ତି। ଉଭୟ ପ୍ରାୟତଃ ପାର୍ଟିରେ ଏକାଠି ନଜର ଆସିଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ପରସ୍ପରକୁ ପ୍ରଶଂସା କରୁଥିବା ଦେଖାଯାଏ। ନିକଟରେ...

‘ସ୍କ୍ରୁ ଢିଲା’ରେ ଟାଇଗର୍‌ଙ୍କ ଜବରଦସ୍ତ ଆକ୍ସନ

ପ୍ରଶଂସକଙ୍କ ଅପେକ୍ଷା ଶେଷ ହୋଇଛି। ଆଗାମୀ ଫିଲ୍ମକୁ ନେଇ ସର୍ବଦା ସସ୍ପେନ୍ସ ରଖିଆସୁଥିବା କରଣ ଜୋହର ଶେଷରେ ସୋମବାର ଏକ ଭିଡିଓ ଜରିଆରେ ଆଗାମୀ ଫିଲ୍ମର ନାଁ ଘୋଷଣା କରିଛନ୍ତି। କରଣଙ୍କ ଧର୍ମା ପ୍ରଡକ୍ସନ୍ସର ନୂଆ ଫିଲ୍ମ ‘ସ୍କ୍ରୁ ଢିଲା’ର...

ଅସୁସ୍ଥ ଅଛନ୍ତି ସନ୍ନି

ମୁମ୍ବାଇ: ବଲିଉଡ ଷ୍ଟାର ଓ ଆକ୍ସନ ହିରୋ ସନ୍ନି ଦେଓଲ କିଛିଦିନ ପୂର୍ବେ ଶୁଟିଂ ସମୟରେ ଆହତ ହୋଇଥିଲେ । ତାଙ୍କ ପିଠିରେ ଆଘାତ ଲାଗିଥିଲା । ଏବେ ସେ ଏହାର ଚିକିତ୍ସା କରିବାକୁ ଆମେରିକାରେ ଅଛନ୍ତି । ଗୋଟିଏ...

ଅକ୍ଷୟ ପୁଣି ଥରେ ସର୍ବୋଚ୍ଚ ଟିକସଦାତା

ମୁମ୍ବାଇ,୨୫ା୭: ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାର ପୁଣିଥରେ ଦେଶର ମନୋରଞ୍ଜନ ଇଣ୍ଡଷ୍ଟ୍ରିର ସର୍ବୋଚ୍ଚ ଟିକସଦାତା ହୋଇଛନ୍ତି। ଆଗାମୀ ଚଳଚ୍ଚିତ୍ରର ଶୁଟିଂ ପାଇଁ ଅକ୍ଷୟ ବ୍ରିଟେନରେ ରହିଥିବାବେଳେ ଆୟକର ବିଭାଗରୁ ସେ ପାଇବାକୁ ଥିବା ‘ସମ୍ମାନ ପତ୍ର’କୁ ତାଙ୍କ ଟିମ୍‌ ଗ୍ରହଣ...

ଏକଦା ଆତ୍ମହତ୍ୟା କରିବାକୁ ଭାବିଥିଲେ ମିଥୁନ ଚକ୍ରବର୍ତ୍ତୀ, ଏଇ ଗୋଟିଏ କଥା ବଦଳାଇଦେଇଥିଲା ନିଷ୍ପତ୍ତି

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଆଜି ମଧ୍ୟ ସୋସିଆଲ ମିଡିଆ ଜରିଆରେ ସେ ତାଙ୍କ ପ୍ରଂଶସକଙ୍କ ସହିତ ଯୋଡି ହୋଇ ରହିବାକୁ ଚେଷ୍ଟା କରନ୍ତି। ତେବେ ତାଙ୍କ ସମ୍ପର୍କରେ ଏପରି ଅନେକ କିଛି କଥା...

ପ୍ରକୃତି ମୋତେ ଭଲ ସାହାଯ୍ୟ କରୁଛନ୍ତି: ବାବୁସାନ

ଭୁବନେଶ୍ୱର,୨୪।୭(ବ୍ୟୁରୋ):ବଲିଉଡ୍‌ ଅଭିନେତା ବାବୁଶାନ, ତାଙ୍କ ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଉଭୟଙ୍କ ପକ୍ଷରୁ ଜଣେ ପରେ ଜଣେ ଭିଡିଓ ଶେୟାର କରି ନିଜ ମତ ରଖୁଥିବା ଦେଖାଯାଇଛି। ପ୍ରକୃତି ଇନ୍‌ଷ୍ଟାଗ୍ରାମରେ ଏକ...

ସ୍ବାମୀଙ୍କୁ ଶିକୁଳିରେ ବାନ୍ଧି ରଖ: ପ୍ରକୃତି

ଭୁବନେଶ୍ୱର,୨୪।୭(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ବିବାଦ ଥମିବାର ନାଁ ଧରୁନି। ଉଭୟ ପରିବାରର ଜଣଙ୍କ ପରେ ଜଣେ ସଦସ୍ୟ ଏନେଇ ପ୍ରତିକ୍ରିୟା ରଖୁଛନ୍ତି। ତେବେ ପ୍ରକୃତି ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି। ଇନ୍‌ଷ୍ଟାଗ୍ରାମରେ...

‘ମନ୍ନତ’ ଭିତର ଫଟୋ ଶେୟାର କଲେ ଗୌରୀ

ମୁମ୍ବାଇ: କିଙ୍ଗ୍‌ଖାନ ଶାହାରୁଖ ଖାନ୍‌ଙ୍କ ସ୍ତ୍ରୀ ଗୌରୀ ଖାନ୍‌ ହୁଏତ ଫିଲ୍ମ ନ କରିଥାଇ ପାରନ୍ତି କିନ୍ତୁ ସେ ବଲିଉଡ୍‌ର ଜଣେ ଜଣାଶୁଣା ଇଣ୍ଟରିୟର ଡିଜାଇନର। ଏହା ବ୍ୟତୀତ ସେ ଶାହାରୁଖଙ୍କ ପ୍ରଡକ୍ସନ ହାଉସ୍‌ ରେଡ ଚିଲିସ ଏଣ୍ଟରଟେନ୍‌ମେଣ୍ଟ କାର୍ଯ୍ୟର...

କେବଳ ପ୍ରକୃତି ନୁହନ୍ତି, ଦରକାର ପଡ଼ିଲେ ଆଉ କୌଣସି ଅଭିନେତ୍ରୀଙ୍କ ସହ ଫିଲ୍ମ କରିବି ନାହିଁ: ବାବୁସାନ

ଭୁବନେଶ୍ୱର,୨୪।୭: ପାରିବାରିକ କଳହ ଗଣମାଧ୍ୟମର ଶିରୋନାମା ପାଲଟିବା ପରେ ଭିଡିଓ ବାର୍ତ୍ତା ଜରିଆରେ ମନ କଥା କହିଛନ୍ତି ଅଭିନେତା ବାବୁସାନ ମହାନ୍ତି। ସେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଆଉ କାମ କରିବେ ନାହିଁ। କେବଳ ସେ ନୁହନ୍ତି, ଦରକାର...

ସିଏ ଥିଲେ ସାଥିରେ ସବୁ ଲାଗେ ଖାସ୍‌: ଏଲି ପାଢ଼ୀ

ଖୁବ୍‌ କମ୍‌ ବୟସରୁ ସେ ଆସିଥିଲେ ଆଲବମ୍‌ ଜଗତକୁ। ତା’ପରେ ଆଙ୍କରିଂରେ ମଚେଇଲେ ଧମାଲ୍‌। ପରେ ପୁଣି ବଡ଼ପରଦାରେ ଦେଖେଇଲେ ନିଜର ଜଲ୍‌ଓ୍ବା। ଏହି ଆଙ୍କର୍‌ କମ୍‌ ଅଭିନେତ୍ରୀ ଜଣକ ହେଉଛନ୍ତି ସମସ୍ତଙ୍କର ପ୍ରିୟ ଏଲି ପାଢ଼ୀ… ପସନ୍ଦ ନୁହେଁ...

ଏକୁଟିଆ ଅନୁଭବ କରୁଛନ୍ତି କରନ!

ମୁମ୍ବାଇ: ବଲିଉଡର ଆଗଧାଡିର ନିର୍ଦ୍ଦେଶକ କରନ ଜୋହର ଏବେ ଏକୁଟିଆ ଅନୁଭବ କରୁଛନ୍ତି । ଏକଥା ଆମେ କହୁନୁ ଏକଥା କହୁଛି ତାଙ୍କ ଚାଟ ଶୋ’ କଫି ୱିଥ କରନ । ନିକଟରେ ଏହି ଶୋକୁ ବଲିଉଡ ଖିଲାଡି ବୟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri