ମନୋରଞ୍ଜନ

ମିକାଙ୍କ ହୃଦୟର ରାଣୀ ସାଜିବେ ଏହି ପଞ୍ଜାବୀ ଝିଅ

ମୁମ୍ବାଇ: ପ୍ରସିଦ୍ଧ ଗାୟକ ମିକା ସିଂ ତାଙ୍କ ଶୋ’ ‘ସ୍ବୟଂମ୍ବର ମିକା ଦିି ଭୋହତି’କୁ ନେଇ ଖୁବ୍‌ ଚର୍ଚ୍ଚା। ତାଙ୍କର ଏହି ଶୋ’କୁ ଦର୍ଶକେ ବହୁତ ପସନ୍ଦ କରୁଛନ୍ତି। କାରଣ ଦିନକୁ ଦିନ ଏହି ଶୋ’ଟି ଅଧିକ ଆକର୍ଷଣୀୟ ହେଉଛି।...

ଦୀପିକାଙ୍କ ଭଳି ଅବିକଳ ଚେହେରା

ବମ୍ବେ: ନାମ ରିଜୁତା ଘୋଷ ଦେବ। ହେଲେ ଦେଖିବାକୁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନଙ୍କ ଭଳି ହୋଇଥିବାରୁ ଏବେ ଚର୍ଚ୍ଚାରେ ସେ। ଲୋକେ ତାଙ୍କୁ ଦୀପିକାଙ୍କ ନକଲ ବୋଲି କହୁଥିବା ବେଳେ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ...

‘ଇମରଜେନ୍ସି’ର ପ୍ରଥମ ଲୁକ୍‌ ଜାରି

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆଗାମୀ ଫିଲ୍ମ ‘ଇମରଜେନ୍ସି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରଥମ ଲୁକ୍‌ ଆଜି କଙ୍ଗନା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ତାଙ୍କ ଲୁକ୍‌କୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ କଙ୍ଗନା...

ଦୀପିକାଙ୍କ ସହ ନିଜକୁ ତୁଳନା କଲେ ମଲ୍ଲିକା: କହିଲେ ମୁଁ ଚରିତ୍ରହୀନା ଆଉ ସେ…

ବମ୍ବେ: ‘ଜିନା ସିର୍ଫ ମେରେ ଲିଏ’ ଏବଂ ‘ମର୍ଡର’ ଭଳି ଫିଲ୍ମରୁ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ। ହେଲେ ‘ମର୍ଡର’ରେ ବୋଲ୍ଡ ଦୃଶ୍ୟକୁ ନେଇ ସେ ରାତାରାତି ସେନ୍‌ସେଶନ ପାଲଟି ଯାଇଥିଲେ। ଫିଲ୍ମଟି ତାଙ୍କୁ...

ଅଭିନେତା ସୈଫ ଅଲି ଖାନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି

ଅଭିନେତା ସୈଫ ଅଲି ଖାନ ବଲିଉଡରେ ଛୋଟେ ନବାବ ଭାବରେ ଜଣାଶୁଣା। ଫିଲ୍ମ ବ୍ୟତୀତ ସୈଫ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଥାନ୍ତି। ତାଙ୍କୁ ବଲିଉଡର ସବୁଠାରୁ ଧନୀ ସେଲିବ୍ରିଟିମାନଙ୍କ ମଧ୍ୟରେ ଗଣାଯାଏ। ସୈଫଙ୍କ ରୋଜଗାରର ମୁଖ୍ୟ ଉତ୍ସ...

ବିବାହକୁ ନେଇ ମୁହଁ ଖୋଲିଲେ ଆଥିଆ

ବଲିଉଡ ଅଭିନେତ୍ରୀ ତଥା ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ତାଙ୍କ ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଖୁବଶୀଘ୍ର ସେ କ୍ରିକେଟର କେ.ଏଲ ରାହୁଲଙ୍କୁ ବିବାହ କରିବେ ବୋଲି ଚାରିଆଡେ ଚାଲିଛି ଆଲୋଚନା। ଏସବୁ ନେଇ ଚିଡିଯାଇଛନ୍ତି...

ସଲମାନ ମାଗିଲେ ୧୦୫୦ କୋଟି !

ବମ୍ବେ: ଟେଲି ପରଦାରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ’ ମଧ୍ୟରୁ ଗୋଟିଏ ହେଉଛି ‘ବିଗ୍‌ବସ୍‌’। ଖୁବ୍‌ଶୀଘ୍ର ଦର୍ଶକ ଏହାକୁ ପରଦାରେ ଦେଖିବାକୁ ପାଇବେ। ଏବେ ଏହି ଶୋ’କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେଇଟି ହେଲା ଦବଙ୍ଗ...

ଲଣ୍ଡନରେ ପହଞ୍ଚିଲେ ଏହି ଦମ୍ପତି, ପାଳନ କରିବେ ପ୍ରଥମ ବିବାହ ବାର୍ଷିକୀ

ମୁମ୍ବାଇ: ଅଭିନେତ୍ରୀ ଦିଶା ପରମାର, ସ୍ବାମୀ ତଥା ଗାୟକ ରାହୁଲ ବୈଦଙ୍କ ବିବାହକୁ ଜୁଲାଇ ୧୬ରେ ବର୍ଷେ ପୂରିବ। ସେଥିପାଇଁ ଏହି ଦମ୍ପତି ଲଣ୍ଡନରେ ପହଞ୍ଚିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏହି ଛୁଟି ବିଷୟରେ ସୂଚନା ଦେଇଛନ୍ତି ଦିଶା। ସ୍କଟଲ୍ୟାଣ୍ଡର ଗ୍ଲାସ୍‌ଗୋରେ ଫଟୋଟି...

ବ୍ରେକ୍‌ଅପ୍‌ ପରେ ପୁଣି ପ୍ରେମରେ ପଡ଼ିଛନ୍ତି ଅନନ୍ୟା

ବମ୍ବେ: ଅଭିନେତା ଶାହିଦ କପୁରଙ୍କ ସାନ ଭାଇ ଈଶାନ ଖଟ୍ଟରଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ନୂଆ ସମ୍ପର୍କରେ ଯୋଡ଼ି ହୋଇଛନ୍ତି ଅନନ୍ୟା ପାଣ୍ଡେ। ବଲିଉଡ୍‌ର ହ୍ୟାଣ୍ଡସମ ହଙ୍କ ଆଦିତ୍ୟ ରୟ କପୁରଙ୍କୁ ଏବେ ଡେଟ୍‌ କରୁଛନ୍ତି ସେ। ଦିନକୁ...

ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିଲେ ରିୟା

ଫିଲ୍ମ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଗଲାଣି, କିନ୍ତୁ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଅଢୁଆ ଏପର୍ଯ୍ୟନ୍ତ ଶେଷ ହେବା ଭଳି ମନେ ହେଉନାହିଁ। ରିୟା ଏବେବି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ରାଡାରରେ ଅଛନ୍ତି। ସୁଶାନ୍ତଙ୍କୁ...

ବେବିବମ୍ପ ଦେଖାଇ ରାଖୀ କହିଲେ- ‘ବାହୁବଳୀ ଆସୁଛି’

ବମ୍ବେ: ମୁଁ ମା’ ହେବାକୁ ଯାଉଛି। ଖୁବ୍‌ଶୀଘ୍ର ସେ ଜଣେ ‘ବାହୁବଳୀ’ଙ୍କୁ ଜନ୍ମ ଦେବେ। ଏପରି କହି ଚର୍ଚ୍ଚାରେ ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସୋସିଆଲ ମିଡିଆରେ ତାଙ୍କ ବେବିବମ୍ପ ଥିବା ଭିଡିଓ ମଧ୍ୟ ଭାଇରାଲ ହେଉଛି। ପ୍ରଥମେ ପ୍ରଶଂସକ...

‘ସଂସାର’ ଜରିଆରେ ଫେରୁଛନ୍ତି ମନ୍ଦିରା

ବମ୍ବେ: ପୁଣି ଥରେ ଟେଲି ପରଦାକୁ ଫେରୁଛନ୍ତି ମନ୍ଦିରା ବେଦୀ। ଏକତା କପୁରଙ୍କ ଶୋ’ ‘ସଂସାର’ରେ ସେ ନଜର ଆସିବେ। ଏହା ଏକ ପାରିବାରିକ ଡ୍ରାମା। ୧୯୯୪ରେ ରିଲିଜ ହୋଇଥିବା କରିସ୍ମା କପୁର ଏବଂ ଗୋବିନ୍ଦାଙ୍କ ଫିଲ୍ମ ରାଜା ବାବୁର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri