ମନୋରଞ୍ଜନ

‘ପାପ ବଢ଼ିଲେ ହୁଏ ସର୍ବନାଶ’

ମୁମ୍ବାଇ,୩୦।୬: ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଏବେ ରାଜ୍ୟ ନୂଆ ସରକାର ଗଢିବା ପାଇଁ ଭାଜପା ପସ୍ତୁତ ହେଉଛି। ଏହି ସମୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏକ ଭିଡିଓ ଶେୟାର କରି ଉଦ୍ଧବଙ୍କ ଉପରେ...

ଫିସ୍‌ ବଢାଇଲେ ଶାହିଦ

ମୁମ୍ବାଇ: ବଲିଉଡ ଅଭିନେତା ଶାହିଦ କପୁର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କ ଫିଲ୍ମ ‘ଜର୍ସି’ ରିଲିଜ ହୋଇଥିଲା। ଯାହାକି ବକ୍ସ ଅଫିସରେ ଭଲ ଆୟ କରିପାରି ନ ଥିଲା। କହିବାକୁ ଗଲେ ଏହା...

‘ସ୍ବାମୀଙ୍କୁ ବହୁତ ସୁଯୋଗ ଦେଇଛି, ଏବେ ଚାହୁଁଛି ଛାଡପତ୍ର’

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ତାଙ୍କ ବିବାହ ପରଠାରୁ ଚର୍ଚ୍ଚାରେ ରହିଆସୁଛନ୍ତି। ରାଜୀବ ୨୦୧୯ରେ ଅଭିନେତ୍ରୀ ଚାରୁ ଆସୋପାଙ୍କୁ ବିବାହ କରିଥିଲେ। ବିବାହର ମାତ୍ର କିଛି ଦିନ ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲେ।...

ଦୀପିକାଙ୍କ ପାଇଁ ଗର୍ବିତ ଅର୍ଜୁନ-ମଲାଇକା

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ନିକଟରେ ନିଜର ୩୭ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ପ୍ରେମିକା ମଲାଇକା ଆରୋରାଙ୍କ ସହ ପ୍ୟାରିସ ଯାଇଥିଲେ। ସେଠାରେ ଉଭୟ କିଛି ଦିନ ଛୁଟି କାଟି ମୁମ୍ବାଇ ଫେରିଛନ୍ତି। ପ୍ୟାରିସ୍‌ରେ ଛୁଟି...

‘ପାଗଳ ପ୍ରେମୀ’ଙ୍କ ନୂଆ ଲୁକ୍‌

ଭୁବନେଶ୍ୱର: ନୂଆ ଫିଲ୍ମରେ ନୂଆ ଗେଟ୍‌ଅପ୍‌। ହଠାତ ଯିଏ ଦେଖିବ ପାଗଳଟିଏ ବୋଲି କହିବ। ବେଳାଭୂମିରେ ଥିବା ଭଙ୍ଗା ଟିଣ ଛପର ଘର ଛାଇତଳେ ବସିଛନ୍ତି ସେ। ଆମେ କହୁଛୁ ଓଲିଉଡର ପାଗଳ ପ୍ରେମୀ ସବ୍ୟସାଚୀ ମିଶ୍ରଙ୍କ କଥା। ନିଜର...

‘କଫି ଓ୍ବିଥ୍‌ କରଣ’ର ଗୋଟିଏ ଏପିସୋଡ ପାଇଁ ଏତିକି ଟଙ୍କା ଚାର୍ଜ କରନ୍ତି କରଣ

ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଦ୍ୱାରା ଆୟୋଜିତ ‘କଫି ଓ୍ବିଥ୍‌ କରଣ’ ଲୋକପ୍ରିୟ ସେଲିବ୍ରିଟି ଚାଟ ଶୋ’ ମଧ୍ୟରୁ ଅନ୍ୟତମ। ଏହା ୨୦୦୪ରେ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହା ଲୋକପ୍ରିୟତା ହାସଲ କରିଥିଲା। ମାର୍ଚ୍ଚ ୨୦୧୯ରେ ଶୋ’ର...

ରାହୁଲଙ୍କ ଅସ୍ତ୍ରୋପଚାର ସଫଳ

ଭାରତୀୟ କ୍ରିକେଟର କେ.ଏଲ ରାହୁଲ ଏବେ ଅସ୍ତ୍ରୋପଚାର ପାଇଁ ଜର୍ମାନୀରେ ଅଛନ୍ତି। ତାଙ୍କୁ ସହ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଆଥିଆ ଶେଟ୍ଟୀ ମଧ୍ୟ ଅଛନ୍ତି। ନିକଟରେ ରାହୁଲ ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ନିଜ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି।...

ଓସ୍କାର ପ୍ୟାନେଲରେ ସାମିଲ ହେବାକୁ କାଜୋଲ-ସୂର୍ଯ୍ୟାଙ୍କୁ ନିମନ୍ତ୍ରଣ

ବମ୍ବେ: ଓସ୍କାର ପ୍ୟାନେଲରେ ସାମିଲ ହେବେ ବଲିଉଡ ଅଭିନେତ୍ରୀ କାଜୋଲ। ଏଥିପାଇଁ ତାଙ୍କୁ ଆମନ୍ତ୍ରିତ କରାଯାଇଛି। ମଙ୍ଗଳବାର ଦ ଏକାଡେମି ଅଫ ମୋଶନ ପିକ୍ଚର ଆର୍ଟସ ଆଣ୍ଡ ସାଇନ୍ସେଜ ତରଫରୁ ଜାରି କରାଯାଇଥିବା ୨୦୨୨ର କ୍ୟାଟାଗୋରୀ ପାଇଁ ଅତିଥି ତାଲିକାରେ...

ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ

ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ ମିଳିଛି। ଚିଠି ମାଧ୍ୟମରେ ଏହି ଧମକ ଦିଆଯାଇଥିବା ଜଣାପଡିଛି। ସ୍ବରା ସଭରକରଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ହତ୍ୟା କରାଯିବାକୁ ଏହି ଚିଠିରେ ଧମକ ମିଳିଛି। ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ...

‘ସତର୍କ ରୁହନ୍ତୁ, ନଚେତ୍‌ ଧୋକା ଖାଇବେ’

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ ଶୋ’ ‘କୌନ୍‌ ବନେଗା କରୋଡ଼ପତି-୧୪’ର ଶୁଟିଂ ଶେଷ ହୋଇଛି। ସୋନି ଟିଭିରେ ଦର୍ଶକମାନେ ବିଗ୍‌ ବି ପ୍ରତିଯୋଗୀମାନଙ୍କ ସହିତ କୌତୂହଳପୂର୍ଣ୍ଣ ପ୍ରଶ୍ନ ଏବଂ ଉତ୍ତର କରୁଥିବା ଦେଖିବାକୁ ପାଇବେ। ଶୋ’ ନିର୍ମାତା ଦର୍ଶକଙ୍କୁ...

ରିଲିଜ ପୂର୍ବରୁ କୋଟି କୋଟି ଟଙ୍କା ବ୍ୟବସାୟ କଲା ଶାହାରୁଖଙ୍କ ‘ଜଓ୍ବାନ’

ବମ୍ବେ: ୨୦୨୩ରେ ରିଲିଜ ହେବ କିଙ୍ଗ ଖାନ୍‌ ଶାହାରୁଖଙ୍କ ଦୁଇଟି ବଡ଼ ଫିଲ୍ମ। ଦକ୍ଷିଣ ଭାରତୀୟ ଫିଲ୍ମନିର୍ମାତା ଏଟଲିଙ୍କ ଫିଲ୍ମ ‘ଜଓ୍ବାନ’ରେ ତାଙ୍କର ଦମ୍‌ଦାର ଅଭିନୟ ଦେଖିବାକୁ ମିଳିବ। ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିଲା। ଏହା ପ୍ରଶଂସକଙ୍କୁ ବେଶ...

ସିଦ୍ଧୁଙ୍କ ଭଳି ମାରିଦେବାକୁ ମନୁଙ୍କୁ ମିଳିଛି ଧମକ, ୧୦ ଲକ୍ଷ ନ ଦେଲେ…

ବମ୍ବେ: ‘ବିଗ ବସ-୧୦’ ପ୍ରତିଯୋଗୀ ମନୁ ପଞ୍ଜାବୀଙ୍କୁ ହତ୍ୟା ଧମକ। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଭଳି ତାଙ୍କୁ ମଧ୍ୟ ଜୀବନରେ ମାରିଦେବାକୁ ଧମକ ମିଳିଛି। ଏନେଇ ମନୁ ଟୁଇଟରରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ୪...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri