ମନୋରଞ୍ଜନ

ସାଦ ଖାଇଲେ ସୋନମ

ବଲିଉଡ ଅଭିନେତ୍ରୀ ସୋନମ କପୁର ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ନିଜ ଗର୍ଭଧାରଣ ସମୟକୁ ଉପଭୋଗ ମଧ୍ୟ କରୁଛନ୍ତି। ସୋନମ ଏବେ ଲଣ୍ଡନରେ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ସମୟ ବିତାଉଛନ୍ତି। ଲଣ୍ଡନରେ ତାଙ୍କ ସାଦଖିଆ ଅର୍ଥାତ୍‌...

ହସ୍ପିଟାଲରୁ ବାହାରିଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଶୁଟିଂ ସେଟ୍‌ରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ସେ ହାଇଦ୍ରାବାଦରେ ତାଙ୍କ ପରବର୍ତ୍ତୀ ଫିଲ୍ମ କେର ଶୁଟିଂ ସେଟ୍‌ରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ...

ଅଭିନେତାଙ୍କ ନାଁରେ ଠକେଇ ଅଭିଯୋଗ

ଟିଭି ଧାରାବାହିକର ଜଣାଶୁଣା ଅଭିନେତା କରଣଭୀର ବୋହରାଙ୍କ ନାଁରେ ଠକେଇ କରିଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜଣେ ୪୦ ବର୍ଷିୟା ମହିଳା କରଣଭୀରଙ୍କ ସମେତ ୬ ଜଣଙ୍କ ନାଁରେ ଠକେଇ କରିଥିବା ଅଭିଯୋଗ...

ଶୁଟିଂ ସେଟ୍‌ରେ ଆହତ ହେଲେ ଏହି ଅଭିନେତ୍ରୀ

ଟିଭି ଅଭିନେତ୍ରୀ ପ୍ରଣାଳି ରାଠୋରଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରନ୍ତି। ତେବେ ପ୍ରଣାଳିଙ୍କ ପ୍ରଂଶସକଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି। ସିରିଏଲର ସେଟ୍‌ରେ ସେ ଆହତ ହୋଇଛନ୍ତି । ଅନେକ ଜଣଙ୍କ ମନରେ ଏହା ଆସୁଥିବ ଯେ, ସେ...

ରିଲିଜ ହେଲା ‘ବ୍ରହ୍ମାସ୍ତ୍ର’ର ଟ୍ରେଲର୍‌, ଦର୍ଶକ କହିଲେ ‘ବ୍ଲକ୍‌ବଷ୍ଟର…

ବମ୍ବେ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର। ଫିଲ୍ମ ରିଲିଜକୁ ଆଉ କିଛି ସମୟ ଥିବା ବେଳେ ନିର୍ମାତାମାନେ ଏହାର ଟ୍ରେଲର ରିଲିଜ କରିଛନ୍ତି। ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ୨ ମିନିଟ ୫୧ ସେକେଣ୍ଡର...

ଉର୍ଫିଙ୍କ ପ୍ରଶଂସାରେ ଶତମୁଖ ହେଲେ ଅନ୍ତର୍ଜାତୀୟ ଫ୍ୟାଶନ ଡିଜାଇନର

ବମ୍ବେ: ନିଜର ଅଜବ ଡ୍ରେସ୍‌ ପରିଧାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ବିଗ୍‌ ବସ୍‌ ଫେମ୍‌ ଉର୍ଫି ଜାଭେଦ। ସେ କେବେ ସେପ୍ଟିପିନ୍‌ ତ କେବେ ଭଙ୍ଗା କାଚ, କେବେ ଚେନ୍‌, ନଚେତ କିଛି ଅଦରକାରୀ ଜିନିଷକୁ ନେଇ ନିଜର...

‘ବାହୁବଳୀ-୨’କୁ ପଛରେ ପକାଇବ ‘ବିକ୍ରମ’!

ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍‌ ହେବା ପରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି। ବର୍ତ୍ତମାନ ଏହି ଫିଲ୍ମଟି ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ଫିଲ୍ମ ବାହୁବଳୀ-୨କୁ ଅତିକ୍ରମ କରିବାକୁ ଯାଉଛି। ଏହି ମାଇଲଖୁଣ୍ଟ...

ସପ୍ତାହେ ହେଲାଣି ଶୋଇନାହାନ୍ତି ଆଲିଆ, ନିଦ ହଜିଛି..

ବମ୍ବେ: ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଖିରେ ନିଦ ନାହିଁ। ଦିନେ କି ଦୁଇ ଦିନ ନୁହେଁ ସେ ଗତ ସପ୍ତାହେ ହେଲାଣି ଶୋଇ ନାହାନ୍ତି। ଆପଣ ଭାବୁଥିବେ ରଣବୀର କପୁରଙ୍କ ପାଇଁ। ହେଲେ ନା। ଜୁନ ୧୫ ଅର୍ଥାତ...

ଶୁଟିଂ ସେଟ୍‌ରେ ଦୀପିକା ଅସୁସ୍ଥ, ଡାକ୍ତରଖାନାରେ ହେଲେ ଭର୍ତ୍ତି

ବମ୍ବେ: ଶୁଟିଂ ସେଟରେ ଅସୁସ୍ଥ ହୋଇପଡ଼ି ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ। ଦୀପିକା ହାଇଦ୍ରାବାଦରେ ପ୍ରଭାସଙ୍କ ସହ ତାଙ୍କ ପରବର୍ତ୍ତୀ ଫିଲ୍ମର ଶୁଟିଂ କରୁଛନ୍ତି। ଏହାର ଶୁଟିଂସେଟ୍‌ରେ ସେ ଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ଥିବା...

ଥିଏଟର ଗ୍ରୁପରେ କିରଣଙ୍କ ସହ ଦେଖା ହୋଇଥିଲା ଅନୁପମଙ୍କର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିରଣ ଖେର ତାଙ୍କର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି । ୧୪ ଜୁନ ୧୯୫୨ରେ ସେ ପଞ୍ଜାବରେ ଜନ୍ମ ହୋଇଥିଲେ । ମଲ୍ଟିପଲ ମାୟଲୋମା ନାମକ ବ୍ଲଡ କ୍ୟାନସରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଛନ୍ତି...

କ୍ରିତି ସାନନଙ୍କୁ ପ୍ରଶଂସା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ କେବଳ ଜଣେ ଭଲ ଅଭିନେତ୍ରୀ ନୁହେଁ ବରଂ ଜଣେ ଭଲ ମଣିଷ । ନିଜର ଦୃଢ ମନୋବଳ ଓ ପରିଶ୍ରମ ଯୋଗୁ ସେ ଆଜି ଅଭିନୟ ଜଗତରେ ନିଜ ପାଇଁ ତିଆରି କରିପାରିଛନ୍ତି...

ନୋରାଙ୍କୁ ମଲାଇକାଙ୍କ ସହ ତୁଳନା କଲେ ପ୍ରଶଂସକ, କାରଣ ଜାଣିଲେ…

ବଲିଉଉଡ୍‌ ଅଭିନେତ୍ରୀ ନୋରା ଫତେହିଙ୍କ ପାଇଁ ପ୍ରଶଂସକଙ୍କ ପାଗଳ। ନୃତ୍ୟ ସହ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲକୁ ନେଇ ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ନୋରାଙ୍କ ଏକ ନୂଆ ଭିଡିଓ ଭାଇରାଲ ହେଉଛି । ତେବେ ଏଥର ପ୍ରଶଂସକଙ୍କ ନୋରାଙ୍କୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri