ମନୋରଞ୍ଜନ

‘ଯଓ୍ବାନ’ର ପ୍ରଥମ ପୋଷ୍ଟର ଶେୟାର କଲେ ଶାହାରୁଖ

ମୁମ୍ବାଇ: ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହୋଇଛନ୍ତି କିଙ୍ଗ୍‌ ଖାନ୍‌ ଶାହାରୁଖ। ତାଙ୍କର ଅଗାମୀ ଫିଲ୍ମ ‘ଯଓ୍ବାନ’କୁ ଦର୍ଶକଙ୍କ ସାମ୍ନାକୁ ଆଣିବା ପାଇଁ ଏହାର ଟିଜର ରିଲିଜ ହେବାର ଦିନକ ପରେ ଶାହାରୁଖ୍‌ ଫିଲ୍ମର ପ୍ରଥମ ପୋଷ୍ଟର ଦର୍ଶକଙ୍କ...

ଶାହରୁଖ, କ୍ୟାଟ୍ରିନା କରୋନା ପଜିଟିଭ୍‌

ପୁଣିଥରେ ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବଲିଉଡର ଗୋଟିଏ ପରେ ଗୋଟିଏ ସେଲିବ୍ରିଟି କରୋନା ଆକ୍ରାନ୍ତ ହେଉଥିବା ଦେଖାଯାଉଛି। କାର୍ତ୍ତିକ ଆର୍ଯ୍ୟନ୍‌ ଏବଂ ଆଦିତ୍ୟ ରୟ କପୁରଙ୍କ ପରେ ଏବେ ବଲିଉଡର କିଙ୍ଗ ଅର୍ଥାତ୍‌...

ବିକି ଶ୍ରେଷ୍ଠ ଅଭିନେତା, କ୍ରିତି ଶ୍ରେଷ୍ଠ ଅଭିନେତ୍ରୀ

ଅନ୍ତର୍ଜାତୀୟ ଭାରତୀୟ ଫିଲ୍ମ ଏକାଡେମୀ (ଆଇଆଇଏଫ୍‌ଏ) ପୁରସ୍କାର ୨୦୨୨ ଶେଷ ହୋଇଛି। ଆବୁଧାବିର ୟସ୍‌ ଆଇଲାଣ୍ଡରେ ଚାଲୁଥିବା ଏହି ପୁରସ୍କାର ଜୁନ ୨ରୁ ଆରମ୍ଭ ହୋଇ ଜୁନ ୪ ପର୍ଯ୍ୟନ୍ତ ଚାଲିଥିଲା। ୨୨ତମ ଆଇଫା ପୁରସ୍କାର ୨୦୨୨ର ବିଜେତା ମଧ୍ୟ...

କରନ ଜୋହରଙ୍କ ବାର୍ଥ ଡେ’ ପାର୍ଟିରେ ଫୁଟିଲା କରୋନା ବୋମା, ୫୫ ଅତିଥି ପଜିଟିଭ!

ମୁମ୍ବାଇ: ବଲିଉଡର ନାମୀ ଫିଲ୍ମ ନିର୍ମାତା କରନ ଜୋହର ନିକଟରେ ପାଳନ କରିଛନ୍ତି ତାଙ୍କ ଜନ୍ମଦିନ । ହେଲେ ଏବେ ଏହି ଜନ୍ମଦିନକୁ ନେଇ ଚର୍ଚ୍ଚା ଲାଗି ରହିଛି । ଜନ୍ମଦିନ ପାର୍ଟିରେ କରନ ବଲିଉଡର ପ୍ରାୟ ସମସ୍ତ କଳାକାରଙ୍କୁ...

ଆଇଫାରେ କ୍ରିତିଙ୍କୁ ବିଶେଷ ଆୱାର୍ଡ

ମୁମ୍ବାଇ: ବଲିଉଡର ସାନିଂ ଷ୍ଟାର କ୍ରିତି ସାନନ ଏବେ ଖୁବ୍ ଚର୍ଚ୍ଚାରେ । ନିଜର କେହି ଗଡ ଫାଦର ନ ଥାଇ ବି ଆଜି ବଲିଉଡରେ ସେ ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ନିଜର...

‘ସମ୍ରାଟ ପୃଥ୍ବୀରାଜ’: ଦ୍ୱିତୀୟ ଦିନରେ ପଡ଼ିଲା ଫିକା

ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ୩ ଜୁନରେ ରିଲିଜ ହୋଇଥିଲା ବେଳେ ଅକ୍ଷୟ ଏଥିରେ ପ୍ରୀତିରାଜ ଚୌହାନଙ୍କ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ମନୁଷୀ ଚିଲାର ରାଜକୁମାରୀ ସୟୋଂଗିତା ଭୂମିକାରେ ଫିଲ୍ମରେ ଡେବ୍ୟୁ କରିଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ପ୍ରଥମ...

କରୋନା ଜାଲରେ ଆଉ ଜଣେ ଅଭିନେତା

ବମ୍ବେ: ପୁଣି ଲେଉଟିଛି କରୋନା। ବଲିଉଡ୍‌ର ଗୋଟିଏ ପରେ ଗୋଟିଏ ଅଭିନେତା ଏଥିରେ ଆକ୍ରାନ୍ତ ହେଉଛନ୍ତି। କାର୍ତ୍ତିକ ଆର୍ଯ୍ୟନ ଏବଂ ଅକ୍ଷୟ କୁମାରଙ୍କ ପରେ ଆଦିତ୍ୟ ରୟ କପୁର ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ଆଦିତ୍ୟ ଫିଲ୍ମ...

ରାଘବ କିଣିଲେ କୋଟିଏ ମୂଲ୍ୟର ବିଏମ୍‌ଡବ୍ଲୁ

ବମ୍ବେ: ଲୋକପ୍ରିୟ ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ରାଘବ ଜୁୟାଲ ‘ସ୍ଲୋ ମୋଶନ କିଙ୍ଗ’ ଭାବେ ମଧ୍ୟ ଜଣାଶୁଣା। ସେ ସର୍ବଦା କିଛି ନା କିଛି କାରଣକୁ ନେଇ ଥାନ୍ତି ଚର୍ଚ୍ଚାରେ। ଏବେ ସେଭଳି କିଛି ଘଟିଛି। ରାଘବ ଏକ ବିଏମ୍‌ଡବ୍ଲୁ...

ଆଇଫାରେ ଏକାଠି ବସିଥିବା ନଜର ଆସିଲେ ସଲମାନ୍‌-ଅଭିଷେକ

ବମ୍ବେ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ଅଭିନେତା ସଲମାନ ଖାଁଙ୍କ ସହ ସମ୍ପର୍କ କାହାକୁ ବି ଅଛପା। ଏକଦା ଉଭୟ ପରସ୍ପରକୁ ଡେଟ୍‌ କରୁଥିଲେ। ହେଲେ ବ୍ରେକ୍‌ଅପ୍‌ ହେବା ପରେ ଅଭିଷେକ ବଚ୍ଚନଙ୍କ ହାତ ଧରିଥିଲେ ସେ। ସେବେଠାରୁ ସଲମାନ...

ଏହି ପ୍ରୋଜେକ୍ଟରେ ଏକାଠି ନଜର ଆସିବେ କ୍ୟାଟ୍ରିନା-ଭିକି

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବା ପରଠାରୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ଚର୍ଚ୍ଚାରେ ରହୁଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ପରସ୍ପର ପ୍ରତି ଥିବା ପ୍ରେମ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ଏବେ ଶୁଣିବାକୁ...

୧୩୪ କୋଟିର ମାଲିକାଣି ହେଲେ ଏହି ଅଭିନେତ୍ରୀ

ବମ୍ବେ: ବଲିଉଡ୍‌ର ଅନ୍ୟତମ ହଟ୍‌ ଏବଂ ଏଭରଗ୍ରୀନ୍‌ ଅଭିନେତ୍ରୀ ହେଲେ ବିଦ୍ୟା ବାଲାନ। ୧୯୭୮ ଜାନୁୟାରୀ ୧ରେ କେରଳରେ ତାଙ୍କର ଜନ୍ମ। ନିଜ ଅଭିନୟ ବଳରେ ସେ ଥରେ ରାଷ୍ଟ୍ରୀୟ ପୁରସ୍କାର ସହ ପାଞ୍ଚ ଥର ଫିଲ୍ମ ଫେୟାର ପୁରସ୍କାରରେ...

ଏମିତି ଜୀବନସାଥୀ ଚାହାନ୍ତି କିଆରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ସେ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଡେଟ୍‌ କରୁଥିବା ଶୁଣିବାକୁ ମିଳୁଛି। ଯଦିଓ ଉଭୟେ ଏ କଥାକୁ ସ୍ବୀକାର କରିନାହାନ୍ତି। ଖୁବ୍‌ କମ୍‌ଦିନ ମଧ୍ୟରେ କିଆରା ବଲିଉଡରେ ଅନେକ ଫିଲ୍ମ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri