ମନୋରଞ୍ଜନ

ପୃଥ୍ୱିରାଜରେ ୫-୬ କିଲୋ ଓଜନର ପୋଷାକ ପିନ୍ଧିଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ଅଭିନେତ୍ରୀ ମାନୁଷି ଚ୍ଛଲର ଏବେ ତାଙ୍କ ଅଭିନୀତ ଫିଲ୍ମ ‘ପୃଥ୍ୱିରାଜ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ଏହାର ପ୍ରମୋଶନ ପାଇଁ ଉଭୟ ସୋନି ଟିଭିରେ ପ୍ରସାରିତ ‘ଦ କପିଲ...

‘ମନ୍ନତ’ ନେମ୍‌ପ୍ଲେଟ୍‌ ହଟାଇଲେ ଶାହାରୁଖ

ମୁମ୍ବାଇ:  କିଙ୍ଗ୍‌ଖାନ୍‌ ଶାହାରୁଖଙ୍କ ବିଳାସପୂର୍ଣ୍ଣ ଘର ‘ମନ୍ନତ’ ସବୁବେଳେ ଚର୍ଚ୍ଚାରେ ରହିଥାଏ। କିଛିଦିନ ତଳେ ଶାହରୁଖ ନିଜ ଘର ‘ମନ୍ନତ’ର ନେମ୍‌ପ୍ଲେଟ୍‌କୁ ନେଇ ଚର୍ଚ୍ଚାରେ ଥିଲେ। କାରଣ ଏହି ନେମ୍‌ ପ୍ଲେଟ୍‌ର ଦାମ୍‌ ୨୫ ଲକ୍ଷ ଟଙ୍କା ବୋଲି କୁହାଯାଇଥିଲା।...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ସୁଦ୍‌

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ବଲିଉଡ୍‌ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍‌ ଶନିବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସକୁ ଯାଇ ସୋନୁ ସୁଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। କରୋନା ମହାମାରୀ ସମୟରେ ଅନେକ ଲୋକଙ୍କୁ ସହାୟତାର...

‘ଅନୁପମା’ରେ ନୂଆ ଏଣ୍ଟ୍ରି

ବମ୍ବେ: ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଧାରାବାହିକ ‘ଅନୁପମା’ରେ ହେବାକୁ ଯାଉଛି ନୂଆ ଏଣ୍ଟ୍ରି। ଆଗାମୀ ଏପିସୋଡରେ ଅନୁପମାଙ୍କ ସହ ଅନୁଜ ହନିମୁନ୍‌ରେ ଯିବେ। ଏହାପରେ ଅନୁଜଙ୍କ ପରିବାରଲୋକଙ୍କ ସହ ଜଣେ କୁନି କଳାକାର ଶୋ’ରେ ନଜର ଆସିବେ। ନିକଟରେ ଏହାର...

ରଣଦୀପଙ୍କୁ ଚିହ୍ନି ହେଉନି

ମୁମ୍ବାଇ: ବୀର ସାବରକରଙ୍କ ୧୩୯ ତମ ଜନ୍ମବାର୍ଷିକୀକୁ ଆହୁରି ଖାସ କରିଦେଇଛନ୍ତି ଅଭିନେତା ରଣଦୀପ ହୁଡ୍ଡା। ଏହି ସ୍ବତନ୍ତ୍ର ଦିନରେ ସେ ତାଙ୍କ ଜୀବନୀ ଉପରେ ନିର୍ମାଣ ହେଉଥିବା ଚଳଚ୍ଚିତ୍ରର ଫାଷ୍ଟ ଲୁକ୍‌ ଶେୟାର କରିଛନ୍ତି। ମୁଣ୍ଡରେ କଳା ଟୋପି,...

ସାଇବର ଫ୍ରଡର ଶିକାର ହେଲେ ବୋନି

ମୁମ୍ବାଇ: ଆଜିକାଲି ସାଇବର କ୍ରାଇମ ଦିନକୁ ଦିନ ବଢିବାରେ ଲାଗିଛି । ସବୁ ବର୍ଗର ଲୋକେ ଏହାର ଶିକାର ହେଉଥିବା ଦେଖାଯାଇଛି । ଏବେ ବଲିଉଡର ନାମୀ ନିର୍ଦ୍ଦେଶକ ବୋନି କପୁର ସାଇବର ଫ୍ରଡର ଶିକାର ହୋଇଥିବା ଜଣାପଡିଛି ।...

ହସ୍ପିଟାଲରେ ଉର୍ଫି ଜାଭେଦ, ଚିନ୍ତାରେ ପ୍ରଶଂସକ

ମୁମ୍ବାଇ: ସର୍ବଦା ନିଜର ଅଜବ ଫ୍ୟାଶନ ସେନ୍ସ ସହ ବୋଲ୍ଡ ଲୁକ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ। ବିଗ୍‌ ବସ୍‌ ଓଟିଟି ଫେମ୍‌ ଉର୍ଫି ଏବେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି।...

ଏହି ଅଭିନେତ୍ରୀଙ୍କୁ ବୁଢ଼ି କହିବାରୁ ….

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ନିକଟରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିଲେ। ତାଙ୍କ ସହ ଅମୃତା ଅରୋରା ଓ ମଲାଇକା ଅରୋରା ମଧ୍ୟ ପାର୍ଟିକୁ ଯାଇଥିଲେ। ପାର୍ଟିର ଏକ ଫଟୋକୁ କରିନା ଇନ୍‌ଷ୍ଟାଗ୍ରାମ୍‌ରେ...

ଖୁବ୍‌ଶୀଘ୍ର ଆରମ୍ଭ ହେବ ‘କବୀର ସିଂ’ର ସିକ୍ୱେଲ!

ବଲିଉଡ୍‌ ଅଭିନେତା ସାହିଦ କପୁର ଲୁକ୍‌ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଫିଲ୍ମ‘ କବୀର ସିଂ’ ପରେ ତାଙ୍କର ଲୋକପ୍ରିୟ ଆହୁରି ବଢି ଯାଇଥିଲା। ଫିଲ୍ମଟି ବକ୍ସ ଅଫିସରେ ଧମାଲ କରବା ପରେ ୨୫୦ କୋଟିର କ୍ଲବରେ ସାମିଲ...

ପୁଣି ବିବାହ କଲେ କାଚା ବାଦାମ ଫେମ ଭୁବନ, ଭିଡିଓ ଭାଇରାଲ

କାଚା ବାଦାମ ଫେମ ଭୁବନ ବାଦ୍ୟକରଙ୍କ ନୂଆ ଗୀତ ‘ହୋବ ନାକି ବୁ’ ଟାଇମ୍ସ ମ୍ୟୁଜିକ୍‌ ବଙ୍ଗଳାରେ ରିଲିଜ ହୋଇଛି। ଏହାକୁ ଭୁବନ ବାଦ୍ୟକର ଏବଂ କେଶବ ଦେ ଗାଇଛନ୍ତି। ମ୍ୟୁଜିକ ଭିଡିଓରେ ଅଭିନେତ୍ରୀ ପାୟଲ ମୁଖାର୍ଜୀଙ୍କୁ ଦେଖିବାକୁ ମିଳିଛି।...

ବଦଳିଲା ଖିଲାଡି ବୟଙ୍କ ଫିଲ୍ମର ନାଁ

ମୁମ୍ବାଇ: ଖିଲାଡି କୁମାର ଅକ୍ଷୟ କୁମାରଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ପୃଥ୍ବୀରାଜ’ର ନାମ ପରିବର୍ତ୍ତନ କରାଯାଇ ‘ସମ୍ରାଟ ପୃଥ୍ବୀରାଜ’ ରଖାଯାଇଛି। ଫିଲ୍ମର ନାମକୁ ନେଇ ଶ୍ରୀ ରାଜପୁତ କର୍ନି ଶେନା ପକ୍ଷରୁ କୋର୍ଟରେ ଲୋକମଙ୍ଗଳକାରୀ ଅଭିଯୋଗ(ପିଆଇଏଲ୍‌) ପତ୍ର ଦାଖଲ ପରେ...

ଓ୍ବେଡିଂ ଭେନ୍ୟୁ ବଦଳାଇଲେ ନୟନତାରା

ସାଉଥ୍‌ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ନୟନତାରା ତାଙ୍କ ପ୍ରେମିକା ବିଗ୍ନେଶ ଶିବନ ବିବାହକୁ ନେଇ ଚର୍ଚ୍ଚାରେ। ଆସନ୍ତା ମାସ ଜୁନ ୯ରେ ବିବାହ କରିବାକୁ ଯାଉଛନ୍ତି। ହେଲେ ଏ ବିଷୟରେ ଦୁହିଁଙ୍କ ତରଫରୁ କୌଣସି ଅଫିସିଆଲି ସୂଚନା ମିଳି ନାହିଁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri