ମନୋରଞ୍ଜନ

ଜବରଦସ୍ତ ଆକ୍ସନ୍‌ରେ ଭରପୂର ଫିଲ୍ମ ‘ବିକ୍ରମ’

ଅଭିନେତା କମଲ ହାସନ ଆଜିକାଲି ଫିଲ୍ମ ‘ବିକ୍ରମ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚାରି ବର୍ଷ ପରେ ଏହି ଫିଲ୍ମ ମାଧ୍ୟମରେ ସେ ପରଦାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ପ୍ରଶଂସକମାନେ ତାଙ୍କ ଫିଲ୍ମ ପାଇଁ ବହୁତ ଉତ୍ସାହିତ ଅଛନ୍ତି। ଆଜି ଫିଲ୍ମ ‘ବିକ୍ରମ’...

ଏ.ଆର. ରହମାନଙ୍କ ପ୍ରଥମ ଫିଲ୍ମ ‘ଲେ ମସ୍କ’ର କାନ ଏକ୍ସଆରରେ ହେବ ପ୍ରିମିୟର

ମୁମ୍ବାଇ: ଗ୍ରାମୀ ବିଜେତା ଭାରତୀୟ ସଙ୍ଗିତକାର ଏ.ଆର. ରେହମାନଙ୍କ ପ୍ରଥମ ଫିଲ୍ମ ‘ଲେ ମସ୍କ’ର କାନ ଫିଲ୍ମ ମାର୍କେଟରେ କାନ ଏକ୍ସଆର ପ୍ରୋଗ୍ରାମରେ ୱାର୍ଲଡ ପ୍ରିମିୟର ହେବ । ୩୬ ମିନିଟର ଏହି ଫିଲ୍ମ ଏକ ସିନେମାଟିକ୍ ସମ୍ବେଦନଶୀଳ ଅନୁଭୁତି...

ଆତ୍ମହତ୍ୟା କଲେ ଅଭିନେତ୍ରୀ

ବଙ୍ଗଳା ଟେଲିଭିଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ପଲ୍ଲବୀ ଦେ’ ଆତ୍ମହତ୍ୟା କରିଛନ୍ତି। କୋଲକତାର ଗାରଫାସ୍ଥିତ ଫ୍ଲାଟରେ ସେ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଛି। ବଙ୍ଗଳା ଟିଭି ଧାରାବାହିକ ‘ମୋନ ମାନେ ନା’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ପଲ୍ଲବୀ କ’ଣ...

ଜନ୍ମଦିନରେ ମାନୁଷିଙ୍କ ପାଇଁ ବିଶେଷ ଉପହାର ପଠାଇଲେ ପୃଥ୍ୱିରାଜର ନିର୍ମାତା-ନିର୍ଦ୍ଦେଶକ

ମୁମ୍ବାଇ: ୟଶରାଜ ଫିଲ୍ମସର ଆଗାମୀ ଫିଲ୍ମ ‘ପୃଥ୍ୱିରାଜ’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ସଂୟୋଗିତା ଭୂମିକାରେ ନଜର ଆସିବେ ପୂର୍ବତନ ବିଶ୍ୱ ସୁନ୍ଦରୀ ମାନୁଷି ଛିଲ୍ଲର । ଏହା ତାଙ୍କର ଡେବ୍ୟୁ ଫିଲ୍ମ । ଏବେ...

ଲୁଟ୍‌ର ଶିକାର ହେଲେ ନେହାଙ୍କ ସ୍ବାମୀ ରୋହନପ୍ରିତ

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ସ୍ବାମୀ ରୋହନପ୍ରିତ ସିଂ ଲୁଟ୍‌ର ଶିକାର ହୋଇଛନ୍ତି। ହିମାଚଳ ପ୍ରଦେଶର ଏକ ନାମୀଦାମୀ ହୋଟେଲରେ ରହଣୀ ସମୟରେ ଏଭଳି ଘଟଣା ଘଟିଛି। ରୋହନପ୍ରିତଙ୍କ ଆପଲ ଘଣ୍ଟା, ଆଇଫୋନ ଏବଂ ହୀରାର ମୁଦି...

ଟ୍ରୋଲ୍‌ ହେବା ପରେ ବି ବିକିନି ଫଟୋ ଶେୟାର କରି ଜବାବ ଦେଲେ ଇରା

ବମ୍ବେ: ସୋସିଆଲ ମିଡିଆରେ କରୁଥିବା ପ୍ରତିଟି ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଆମିର ଖାନଙ୍କ ଝିଅ ଇରା ଖାଁ। ନିକଟରେ ସେ ନିଜର ୨୫ତମ ଜନ୍ମଦିନ ପାଳନ କରିଥିଲେ। ଏଥିରେ ସେ ବିକିନି ପିନ୍ଧିଥିବା ନଜର ଆସିଥିଲେ। ଏହାର କିଛି...

ପୁଣି ରୋମାଣ୍ଟିକ୍‌ ହେଲେ ରାକ୍ଷୀ, ରିତେଶଙ୍କ ପରେ କିଏ ପଚାରିଲେ…

ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ବୃତ୍ତିଗତ ହେଉ କି ବ୍ୟକ୍ତିଗତ ଜୀବନ ସର୍ବଦା ଆଲୋଚନାରେ ରହିବା ପାଇଁ ସେ କିଛିନା କିଛି କରିଥାନ୍ତି। ସୋସିଆଲ ମିଡିଆରେ ଆକ୍ଟିଭ ରାକ୍ଷୀ ତାଙ୍କ ପ୍ରଂଶସକ ଙ୍କ ପାଇଁ କିଛି...

ଏତିକି କୋଟି ଟଙ୍କାର ମାଲିକାଣୀ ଅଟନ୍ତି ମାଧୁରୀ

ମୁମ୍ବାଇ: ବଲିଉଡ୍‌ର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ୍‌ଙ୍କ ଆଜି ଅର୍ଥାତ୍‌ ମେ’ ୧୫ରେ ଜନ୍ମଦିନ। ମାଧୁରୀ ୧୬ ବର୍ଷ ବୟସରେ ସେ ଫିଲ୍ମରେ ଡେବ୍ୟୁ କରିଥିଲେ। ଆଜି ମାଧୁରୀ ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ନିକଟରେ ମାଧୁରୀଙ୍କ ସ୍ବାମୀ...

ବିଗ ବସ ୫ର ପ୍ରତିଯୋଗୀ ଥିଲେ ଆଣ୍ଡ୍ରିୟୁ ସାଇମଣ୍ଡସ, ସନ୍ନି ଲିଓନଙ୍କ ସହ ଥିଲା ଭଲ ବନ୍ଧୁତା

ମୁମ୍ବାଇ,୧୫ ।୫: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର କାର ଦୁର୍ଘଟଣାରେ ମାତ୍ର ୪୬ ବର୍ଷ ବୟସରେ ପରଲୋକ ହୋଇଛି । କ୍ରିକେଟ କ୍ୟାରିୟରରେ ଚର୍ଚ୍ଚାରେ ଥିବା ଏହି କ୍ରିକେଟର ଅନେକ ବିବାଦରେ ବି ଫସି ଯାଇଛନ୍ତି । ତେବେ...

ଫିଲ୍ମରେ ଡେବ୍ୟୁ ପୂର୍ବରୁ ଝିଅଙ୍କୁ ଏହି ପରାମର୍ଶ ଦେଲେ କିଙ୍ଗ୍‌ ଖାନ୍‌

ମୁମ୍ବାଇ: ଶାହାରୁଖଙ୍କ ଝିଅ ସୁହାନା ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ଝିଅଙ୍କ ପାଇଁ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି କିଙ୍ଗ୍‌ଖାନ୍‌। ଏଥିରେ ସେ ଲେଖିଛନ୍ତି, ଜୟା ଅଖତରଙ୍କ ଫିଲ୍ମ ‘ଦି ଆର୍ଚିଜ’ରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

ଅକ୍ଷୟ କୁମାର କରୋନା ପଜିଟିଭ୍‌, କେନ୍ସ୍‌ ଫିଲ୍ମ ଫେଷ୍ଟିଭାଲରେ ଦେବେନି ଯୋଗ…

ମୁମ୍ବାଇ, ୧୪।୫ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ମେ’ ୧୭ରେ ହେବାକୁ ଥିବ ାକେନ୍ସ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଯୋଗ ଦେବେନି ବୋଲି ଶନିବାର ଟୁଇଟ୍‌ କରି ଜଣାଇଛନ୍ତି। କିଛି ଦିନ...

ଏତେ ବଦଳି ଗଲେଣି କରିନାଙ୍କ ଅନ୍‌ସ୍କ୍ରିନ୍‌ ଭଉଣୀ

ବମ୍ବେ: ବଦଳିଗଲେଣି ‘ଜବ ଉଇ ମେଟ୍‌’ରେ ନାୟିକା କରିନା କପୁରଙ୍କ ଭଉଣୀ ଭୂମିକାରେ ନଜର ଆସିଥିବା ଭାମିକା ଗାବି। ଦିନକୁ ଦିନ ସେ ବେଶ ସୁନ୍ଦରୀ ଲାଗୁଥିବା ବେଳେ ଅଭିନୟରେ ନୂଆ ନୂଆ ସୋପାନ ଅତିକ୍ରମ କରୁଛନ୍ତି। ପଞ୍ଜାବୀ ସିନେମାଜଗତରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri