ମନୋରଞ୍ଜନ

ମୁଖ୍ୟ ଅଭିନେତା ପାଇଁ ୪୦ ଅଡିଶନ ଦେଇ ବି ଫେଲ ମାରିଥିଲେ ସରମନ

ମୁମ୍ବାଇ: ସରମନ ଯୋଶୀ । ଆଗଧାଡିର ନ ହେଲେ ବି ବଲିଉଡର ଜଣେ ଜଣାଶୁଣା କଳାକାର । କିଛି ଫିଲ୍ମରେ ସେ ଏମିତି ଅଭିନୟ କରିଛନ୍ତି ଯାହାର ଛାପ ଦର୍ଶକଙ୍କ ଉପରେ ନିଶ୍ଚିତ ଭାବେ ପଡିଛି । ୪୩ ବର୍ଷରେ...

ଆଦିତ୍ୟଙ୍କ ଜବରଦସ୍ତ ଆକ୍ସନ

ବଲିଉଡ୍‌ ଅଭିନେତା ଆଦିତ୍ୟ ରୟ କପୁରଙ୍କ ଅଭିନୀତ ‘ଓମ-ଦ ବ୍ୟାଟେଲ୍‌ ଓ୍ବିଦିନ୍‌’ର ଟିଜର ରିଲିଜ ହୋଇଛି। ୫୭ ସେକେଣ୍ଡର ଏହି ଟିଜର୍‌କୁ ଦର୍ଶକ ବହୁତ୍‌ ପସନ୍ଦ କରୁଛନ୍ତି। ଟିଜର୍‌ରେ ଫିଲ୍ମର କାହାଣୀ ଏବଂ ଷଡଯନ୍ତ୍ର ବିଷୟରେ ଅଧିକ ସୂଚନା ଦିଆଯାଇ...

ଇସ୍ରାଏଲରେ ରିଲିଜ ହେବ ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ଭାରତୀୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ଅଭିନେତା ଅନୁପମ ଖେରଙ୍କ ଅଭିନୀତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ୨୮ ଏପ୍ରିଲ ଅର୍ଥାତ୍ ଗୁରୁବାର ଇସ୍ରାଏଲରେ ରିଲିଜ୍ ହେବାକୁ ପ୍ରସ୍ତୁତ ହୋଇ ସାରିଛି । ଆଇ ଏମ ବୁଦ୍ଧାଙ୍କ...

ଚର୍ଚ୍ଚାରେ ସଲମାନଙ୍କ ଭାଣିଜୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାର୍‌ କିଡ୍‌ମାନେ କୌଣସି ବଡ଼ ଷ୍ଟାରଙ୍କଠାରୁ କମ୍‌ ନୁହନ୍ତି। ଏହି ଷ୍ଟାର୍‌ କିଡ୍‌ମାନେ ପ୍ରାୟତଃ ଫିଲ୍ମରେ ନିଜର କ୍ୟାରିୟର କରନ୍ତି ଏବଂ ଫିଲକୁ ଆସିବା ପୂର୍ବରୁ ବି ଲୁକ୍‌ ଆଉ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି।...

ଅଜୟ ଦେବଗନ-କିଚା ସୁଦୀପ ମୁହାଁମୁହିଁ

ବମ୍ବେ: ଆଜିକାଲି ସମୟରେ ବଲିଉଡ୍‌ ସିନେମାଠାରୁ ଭଲ ବ୍ୟବସାୟ କରୁଛି ଦକ୍ଷିଣ ଭାରତୀୟ ସିନେମା। ନିକଟରେ ରିଲିଜ ହୋଇଥିବା ଆର୍‌ଆର୍‌ଆର୍‌, ପୁଷ୍ପା ଏବଂ କେଜିଏଫ୍‌-୨ ଆଦିକୁ ପାନ୍‌ ଇଣ୍ଡିଆ ଫିଲ୍ମ ବୋଲି କୁହାଯାଉଛି। ଏଭଳି ସମୟରେ ଦକ୍ଷିଣ ଭାରତୀୟ ଅଭିନେତା...

ଶାହିଦଙ୍କ ‘ଜର୍ସି’ ସୁପର ଫ୍ଲପ୍‌

ବମ୍ବେ: ଦର୍ଶକଙ୍କୁ ମନୋରଞ୍ଜନ କରିବାରେ ବିଫଳ ହୋଇଛି ‘ଜର୍ସି’। ଏପ୍ରିଲ ୨୨ରେ ସିନେମାଘରେ ରିଲିଜ ହୋଇଥିଲା ଫିଲ୍ମ। ପ୍ରଥମ ଦିନରୁ ଏହା ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା। ହେଲେ ତାହା ହୋଇନାହିଁ। ହିଟ୍‌ ହେବା ପରିବର୍ତ୍ତେ ଫିଲ୍ମଟି...

ପରଦାକୁ ଆସିବ ‘କେଜିଏଫ-୩’

କନ୍ନଡ ସୁପରଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ-୨’ ବକ୍ସ ଅଫିସରେ ରେକର୍ଡ କରିଛି। ନିକଟରେ ସାଉଥଙ୍କ ସୁପରଷ୍ଟାର ୟଶ ତାଙ୍କ ଫିଲ୍ମର ସଫଳତା ବିଷୟରେ କହିଛନ୍ତି। ଏହା ସହିତ ‘କେଜିଏଫ-୩’ ବିଷୟରେ ମଧ୍ୟ ଖୋଲାଖୋଲି ଭାବେ କହିଛନ୍ତି। ଅଭିନେତା କହିଛନ୍ତି ଯେ...

ପୁଅର ଫଟୋ ଶେୟାର କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ପୁଣି ଥରେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୁଅର ଏକ ସୁନ୍ଦର ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ତାଙ୍କ ପୁଅ ଆଭିଆନ ଏକ ଛୋଟ ଗଛ ସହିତ ଖେଳିବା ଏବଂ ଏହାର ପତ୍ର ଛୁଇଁ ହସିବାରେ...

ଆଉ ଏକୁଟିଆ ନାହାନ୍ତି ଅବନୀତ, ପଡ଼ିଛନ୍ତି ଏହି ହ୍ୟାଣ୍ଡସମ୍‌ଙ୍କ ପ୍ରେମରେ…

ବମ୍ବେ: କଥାରେ ଅଛି ଯେତେ ଲୁଚାଇଲେ ବି ସତ କେବେ ଲୁଚି ରହେନା। ସେଭଳି କିଛି ଘଟିଛି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅବନୀତ କୌରଙ୍କ କ୍ଷେତ୍ରରେ। ସେ ଦୀର୍ଘଦିନରୁ ନିଜ ପ୍ରେମ ସମ୍ପର୍କକୁ ଲୁଚାଇ ଆସୁଥିଲେ। ହେଲେ ଏବେ...

୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବିଚାରକ ମଣ୍ଡଳୀରେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପ୍ରଶଂସକ ପାଇଁ ଏକ ଖୁସି ଖବର। ୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସ୍ବତନ୍ତ୍ର ଓ ବହୁ ଚମତ୍କାର ବିଚାରକ ମଣ୍ଡଳୀ ପାଇଁ ଦୀପିକା ପାଦୁକୋନଙ୍କୁ ଚୟନ କରାଯାଇଛି। ଅନ୍ତର୍ଜାତୀୟ ପ୍ରତିଯୋଗିତାର ୮ଜଣିଆ ସଦସ୍ୟ...

ହଲିଉଡ୍‌ରେ ଡେବ୍ୟୁ କରିବେ ଧନୁଷ

ସାଉଥ୍‌ ସୁପରଷ୍ଟାର୍‌ ଧନୁଷ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତେବେ ଏହାରି ମଧ୍ୟରେ ଖବର ସାମ୍ନାକୁ ଆସିଛି ଯେ, ଧନୁଷ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇସାରିଛି। ଯେଉଁଥିରେ...

ଏହି ଅଭିନେତାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ମାଲାୟାଲମ ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିଛି କେରଳ ପୋଲିସ। ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ଏର୍ଣ୍ଣାକକୁଲମ ସାଉଥ ପୋଲିସ ବିଜୟ ବାବୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗତ ଏପ୍ରିଲ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri