Uttam Mohnaty: ୧୩୫ ଓଡ଼ିଆ ସିନେମାରେ ଅଭିନୟ, ସିରିଏଲ ମଧ୍ୟ ରହିଛି
ଭୁବନେଶ୍ୱର,୨୮ା୨: ୧୩୫ ଓଡ଼ିଆ,୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି, ଏଥିସହ ୪ଟି ଟିଭି ସିରିୟଲରେ ସେ ତାଙ୍କ ଅଭିନୟର ଛାପ ଛାଡ଼ି ଯାଇଛନ୍ତି। ଉତ୍ତମଙ୍କ ଅଭିନୀତ ସିନେମାଗୁଡ଼ିକ ହେଲା ୧୯୭୭- ଅଭିମାନ, ୧୯୭୮-...
Uttam Mohnaty: ୪ଥର ‘ଶ୍ରେଷ୍ଠ ଅଭିନେତା’ ପୁରସ୍କାର
ଭୁବନେଶ୍ୱର,୨୮ା୨: ଉତ୍ତମ ମହାନ୍ତିଙ୍କ ନିଖୁଣ ଅଭିନୟ ପାଇଁ ସେ ୪ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ‘ଫୁଲ ଚନ୍ଦନ’ ଚଳଚ୍ଚିତ୍ର ପାଇଁ ୧୯୮୨ରେ ତାଙ୍କୁ ପ୍ରଥମଥର ଲାଗି ତାଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତା ଭାବେ...
Uttam Mohanty: ମୁଁ ଦଣ୍ଡାବାଳୁଙ୍ଗା…
ଭୁବନେଶ୍ୱର,୨୮ା୨: ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଦୀର୍ଘ ୩ଦଶନ୍ଧି ଧରି ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଅପ୍ରତିଦ୍ୱନ୍ଦ୍ୱୀ। ମନଛୁଆଁ ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍ ଲୁକ୍ ପାଇଁ ସେ ଘରେଘରେ ପରିଚିତ ଥିଲେ।...
Uttam mohanty: ଚାର୍ଟାର୍ଡ ଆକାଉଣ୍ଟାଣ୍ଟରୁ ଅଭିନେତା
ଭୁବନେଶ୍ୱର,୨୮ା୨: କଲେଜରେ ପଢ଼ିବା ମଞ୍ଚରେ ଅଭିନୟ କରି ବେଷ୍ଟ ଆକ୍ଟର ଭାବେ ପୁରସ୍କୃତ ହୋଇଥିଲେ ଉତ୍ତମ। ମାତ୍ର ଅଭିନେତା ହେବାକୁ ତାଙ୍କର ଇଚ୍ଛା ନ ଥିଲା। ୧୯୭୫ ମସିହା ବେଳକୁ ଲୁଧିଆନାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ପାଠ ପଢୁଥିବାବେଳେ, ନିର୍ଦ୍ଦେଶକ ସାଧୁ...
ଉତ୍ତମ ଅଭିନୟର ଅବସାନ: ମନୋରଞ୍ଜନ ଜଗତରେ ଶୋକର ଛାୟା
ଗୁରୁଗ୍ରାମ(ଏଜେନ୍ସି),୨୮।୨:ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତିଙ୍କର ଗୁରୁବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ୬୬ ବର୍ଷୀୟ ଉତ୍ତମ କିଛିଦିନ ହେଲା ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ହରିୟାଣାର ଗୁରୁଗ୍ରାମସ୍ଥିତ ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ...
ବାବୁସାନଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ ହେବ ଶେଷକୃତ୍ୟ
ଭୁବନେଶ୍ୱର,୨୮ା୨: ଓଲିଉଡ୍ ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପୁଅ ତଥା ଅଭିନେତା ବାବୁସାନଙ୍କ ସହିତ କଥା ହୋଇ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ...
ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଆ ସିନେ ଜଗତର ଧ୍ରୁବତାରା…
ଭୁବନେଶ୍ୱର,୨୮ା୨: ଓଡ଼ିଆ ସିନେ ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍ତମ ମହାନ୍ତି ଥିଲେ...
ଆଉ ନାହାନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି
ଭୁବନେଶ୍ୱର,୨୭।୨: ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। କିଛିଦିନ ହେଲା ସେ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ।...
Sonakshi Sinha: ‘ଭାରତରେ ପହଁରିବାକୁ ମୁଁ ଡରୁଛି, ନଚେତ୍ କେହି ଚୋରି କରିନେବ…’, ସୋନାକ୍ଷୀ ଦେଲେ ବଡ଼ ବୟାନ
ମୁମ୍ବାଇ, ୨୬ା୨: ନିକଟରେ, ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନ ସହିତ ଜଡିତ କିଛି ଘଟଣା ଶେୟାର କରିଛନ୍ତି। ସେହି ଆଲୋଚନା ସମୟରେ, ସେ କହିଥିଲେ ଯେ ସେ ଜଣେ ପ୍ରଶିକ୍ଷିତ ପହଁରାଳୀ, ଯିଏ ପ୍ରାୟତଃ ବିଦେଶରେ ପହଁରିବାର...
Hema Malini: ବ୍ଲାଉଜକୁ ଟିକେ ଟାଇଟ୍ ରଖିବ, ତାଙ୍କ ଟଚ୍ ମୋତେ…କାହିଁକି ଏମିତି କହିଥିଲେ ହେମାମାଳିନୀ
ମୁମ୍ବାଇ: ବାଗବାନ ଫିଲ୍ମରେ ଦର୍ଶକ ଡ୍ରିମଗାର୍ଲ ହେମାମାଳିନୀ ଓ ବିଗ୍ ବି ଅମିତାଭ ବଚ୍ଚନଙ୍କ ରୋଲ୍କୁ ବହୁତ ପସନ୍ଦ କରିଥିଲେ। ଏହି ଯୋଡି ୨୦୦୩ରେ ବଲିଉଡକୁ ଏହି ଫିଲ୍ମ ଭେଟି ଦେଇ ନିଜର ଅଭିନୟ ଜାଦୁରେ ହଇଚଇ ସୃଷ୍ଟି କରି...
Govinda-Sunita Divorce: ୧୫୦କୋଟି ଟଙ୍କାର ମାଲିକ ଗୋବିନ୍ଦା, ଜାଣନ୍ତୁ ଛାଡପତ୍ର ହେଲେ ଭରଣପୋଷଣ ପାଇଁ ଏତେ ଟଙ୍କା ମାଗିବେ ସ୍ତ୍ରୀ ସୁନୀତା
ମୁମ୍ବାଇ: ଗୋବିନ୍ଦା ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ଆଜି ମଧ୍ୟ ଦେଶ ଏବଂ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଭଲ ପାଆନ୍ତି। କିନ୍ତୁ ଛାଡପତ୍ର ଖବର ପ୍ରସାରିତ ହେବା ପରେ, ଏବେ ଅନେକ ପ୍ରଶ୍ନ ଉଠାଯାଉଛି। ଗଣମାଧ୍ୟମ...
୨୦୦ କୋଟିର ବଙ୍ଗଳା ଛାଡ଼ି ଭଡ଼ାରେ ରହିବେ ଶାହାରୁଖ ଖାନ୍; ମାସକୁ ଗଣିବେ ୨୪ ଲକ୍ଷ, କାରଣ ଜାଣିଲେ…
ମୁମ୍ବାଇ: କିଙ୍ଗ୍ ଖାନ୍ ଶାହାରୁଖଙ୍କ ପ୍ରଶଂସକଙ୍କ ଲାଗି ମୁମ୍ବାଇରେ ଥିବା ତାଙ୍କ ଘର ‘ମନ୍ନତ’ ଐତିହ୍ୟସ୍ଥଳ ଭଳି। ଘର ବାହାରେ ପ୍ରତ୍ୟେହ ପ୍ରଶଂସକଙ୍କ ଭିଡ଼ ଜନ୍ମେ। ସମସ୍ତେ ତାଙ୍କର ଏକ ଝଲକ ପାଇବା ଲାଗି ଚାତକ ଭଳି ଘଣ୍ଟା ଘଣ୍ଟା...
Archives


