ମନୋରଞ୍ଜନ

ମୁମ୍ବାଇରେ ସ୍ମିଥ୍‌

ମୁମ୍ବାଇ,୨୪।୪: ହଲିଉଡ୍‌ ଅଭିନେତା ଓ୍ବିଲ୍‌ ସ୍ମିଥ୍‌ଙ୍କୁ ମୁମ୍ବାଇର କଲିନା ଏୟାରପୋର୍ଟରେ ସ୍ପଟ୍‌ କରାଯାଇଛି। ସ୍ବିଥ୍‌ କେଉଁ କାରଣରୁ ଭାରତ ଆସିଛନ୍ତି ତାହା ଜଣାପଡ଼ି ନାହିଁ। ସେ ଇଶା ଫାଉଣ୍ଡେଶନ୍‌ର ମୁଖ୍ୟ ସଦ୍‌ଗୁରୁଙ୍କ ସହ ସାକ୍ଷାତ ସାଙ୍ଗକୁ ଆଧ୍ୟାତ୍ମିକ କାର୍ଯ୍ୟରେ ସାମିଲ...

ବୋଲ୍ଡ ଫଟୋ ଶେୟାର କଲେ ଶ୍ୱେତା

ମୁମ୍ବାଇ: ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିଜର କିଛି ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ଖୁବ୍‌ ଭାଇରାଲ ହେଉଛି। ଏଥିରେ ସେ କଳା ଏବଂ ଧଳା ରଙ୍ଗର ଜେବ୍ରା ପ୍ରିଣ୍ଟିଂ ଡିପ୍‌ ନେକ୍‌ ଡ୍ରେସ୍‌ରେ ନଜର...

ରାଜସ୍ଥାନୀ ଲୁକ୍ସରେ ଜାହ୍ନବୀଙ୍କ ଫଟୋ ଶୁଟ୍ ଦେଖି ଦିୱାନା ହେଲେ ପ୍ରଶଂସକ

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ସବୁବେଳେ ତାଙ୍କ ଲୁକ୍ସକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ନିଜ ଭିନ୍ନ ଭିନ୍ନ ଲୁକ୍ସର ଫଟୋ ସେ ତାଙ୍କ ପ୍ରଶଂସକଙ୍କ ପାଇଁ ଶେୟାର କରିଥାଆନ୍ତି । ନିକଟରେ ଜାହ୍ନବୀ ତାଙ୍କର କିଛି ସୁନ୍ଦର ଫଟୋ...

ଜୁନ ୧୦ରେ ରିଲଜ୍ ହେବ ‘ଜନହିତ ମେ ଜାରି’

ମୁମ୍ବାଇ: ଜୁନ୍ ୧୦ରେ ସିନେମା ହଲରେ ରିଲିଜ୍ ହେବ ସୋସିଆଲ କମେଡି ଫିଲ୍ମ ‘ଜନହିତ ମେ ଜାରି’ । ଜୟ ବସନ୍ତୁ ସିଂ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ଅନୁଜ ସିଂ ଟିନୁ ଆନନ୍ଦ, ବିଜୟ ରାଜ ଓ...

ଟିକିଲି ନ ଲଗାଇ ଟ୍ରୋଲ ହେଲେ କରିନା

ବମ୍ବେ: ସାମାନ୍ୟ ଟିକିଲି ପାଇଁ ଟ୍ରୋଲ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ କରିନା କପୁର। ଅଭିନେତା ଅକ୍ଷୟ କୁମାରଙ୍କ ପରେ କରିନାଙ୍କୁ ସୋସିଆଲ ମିଡିଆରେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ଏକ ବିଜ୍ଞାପନ ଲାଗି ବେବୋଙ୍କୁ ଏସବୁ ଶୁଣିବାକୁ ମିଳିଛି।...

ସରୋଗେସୀରେ ଛୁଆର ହୋଇଥିଲା ମୃତ୍ୟୁ, ୪ ବର୍ଷର ସଂଘର୍ଷ ପରେ…

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଅମୃତା ରାଓ ଏବଂ ତାଙ୍କ ସ୍ବାମୀ ଆର୍‌ଜେ ଅନ୍‌ମୋଲ। ଦୁଇ ବର୍ଷ ପୂର୍ବେ ମାତାପିତା ହୋଇଛନ୍ତି ଏହି ଯୋଡ଼ି। ହେଲେ ଏହାପୂର୍ବରୁ ଅନେକ କିଛି ଉଭୟଙ୍କୁ ସହିବାକୁ...

ପ୍ରଥମଥର ମନାଲିରେ ଶୁଟିଂ ନେଇ ଖୁସିରେ ପାଗଳ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଭୂମି ପେଡ୍‌ନେକର ତାଙ୍କ କ୍ୟାରିୟରରେ ପ୍ରଥମ ଥର ମନାଲିରେ ଫିଲ୍ମ ଶୁଟିଂ କରିବାକୁ ଯାଉଛନ୍ତି। ଏ ନେଇ ସେ ବେଶ ଖୁସି ଅଛନ୍ତି। ଅଜୟ ବହଲଙ୍କ ଥ୍ରିଲର୍‌ ଫିଲ୍ମ ‘ଦ ଲେଡି କିଲର୍‌’ର ଶୁଟିଂ ସେ ମନାଲିରେ...

ମୁହଁ ଲୁଚାଇ ବୁଲୁଛନ୍ତି ଶିଳ୍ପାଙ୍କ ସ୍ବାମୀ

ବମ୍ବେ: ଘରୁ ବାହାରକୁ ବାହାରିଲେ ମୁହଁ ଲୁଚାଉଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା। ଥରେ କି ଦୁଇଥର ନୁହେଁ ଅନେକ ଥର ସେ ସ୍ବତନ୍ତ୍ର ପୋଷାକ ପିନ୍ଧି ଗାଡ଼ିରୁ ଓହ୍ଲାଉଥିବା ନଜର ଆସିଛି। ଫଳରେ...

‘ତିନି ବର୍ଷ ଧରି ଡିପ୍ରେସନରେ ଥିଲି’

ବମ୍ବେ: ଅଭିନେତାଙ୍କ ପୁଅ ହେବା ସତ୍ତ୍ୱେ ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହଜ ନୁହେଁ। କାରଣ ପିତାଙ୍କୁ ନେଇ ଦର୍ଶକମାନେ ତୁମକୁ ପ୍ରତିକ୍ଷଣ ତର୍ଜମା କରିଥାନ୍ତି। ଦିନକୁ ଦିନ ସମୟ ବିତିବା ସହ କାମ ମିଳିବା ବନ୍ଦ...

କାହିଁକି ଝିଅର ନାମ ମାଳତି ମେରୀ ରଖିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ଝିଅକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ପ୍ରିୟଙ୍କା ଓ ତାଙ୍କ ପତି ନିକ୍ ଜୋନସ ସରୋଗେସି ମାଧ୍ୟମରେ ଝିଅକୁ ସ୍ୱାଗତ କରିଥିଲେ ।ଏ ବେ ଏହି ଝିଅ...

‘ଆନିମଲ’ର ଶୁଟିଂ ଆରମ୍ଭ କଲେ ରଣବୀର

ମୁମ୍ବାଇ: ବଲିଉଡ ଷ୍ଟାର କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବିବାହକୁ ମାତ୍ର ୯ ଦିନ ହୋଇଥିବା ବେଳେ ଉଭୟ କିନ୍ତୁ ବିବାହ ପରେ ଏବେ କର୍ମକ୍ଷେତ୍ରକୁ ବାହାରି ପଡିଛନ୍ତି । ଗୋଟିଏ ପଟେ ଆଲିଆ ମୁମ୍ବାଇରୁ ରାଜସ୍ଥାନ...

‘ମୋତେ ଲୋକେ କହୁଛନ୍ତି ବୁଢ଼ୀ’

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଲୋକେ ମଲାଇକାଙ୍କୁ ନେଇ ନାନା କଥା କହୁଛନ୍ତି। ଅଭିନେତ୍ରୀ କହିଛନ୍ତି, ସେ ତାଙ୍କଠାରୁ ବୟସରେ ସାନ ଜଣେ ଯୁବକଙ୍କୁ ଡେଟ୍‌ କରୁଛନ୍ତି। ଏଥିପାଇଁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri