ମନୋରଞ୍ଜନ

ଉଦାହରଣ ପାଲଟିଲେ ଭାରତୀ

ବମ୍ବେ: ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କମେଡି କୁଇନ୍‌ ଭାରତୀ ସିଂହ। ମା’ ହେବାର ୧୨ ଦିନ ପରେ ସେ କାମକୁ ଫେରିଛନ୍ତି। ଶୁକ୍ରବାର ତାଙ୍କୁ ରିଆଲିଟି ଶୋ’ ‘ହୁନରବାଜ’ର ସେଟ୍‌ ବାହାରେ ଦେଖିବାକୁ ମିଳିଛି। ପଚରାଯିବାରେ କଷ୍ଟ ବହୁତ...

ପ୍ରଥମ ଥର ଲାଗି ମୁହଁ ଖୋଲିଲେ

ବମ୍ବେ: ସରୋଗେସୀ ଜରିଆରେ ମା’ ହେବା ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏହାକୁ ଅନେକ ଦିନ ବିତିଥିବା ବେଳେ ପିସି ନିରବ ରହିଆସୁଥିଲେ। ହେଲେ ଏବେ ସେ ମା’ ହେବା ପରର ଅନୁଭୂତିକୁ ସମସ୍ତଙ୍କ...

୧୨ଦିନର ଶିଶୁକୁ ଘରେ ଛାଡ଼ି କାମକୁ ଫେରିଲେ ଭାରତୀ

ମୁମ୍ବାଇ: କମେଡି କୁଇନ ଭାରତୀ ସିଂହ ସବୁବେଳେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରାଣାଦାୟୀ ରହିଆସିଛନ୍ତି। ଗର୍ଭବତୀ ଥିବା ବେଳେ ମଧ୍ୟ ସେ ପୌରାଣିକ କଥା ତଥା ପରମ୍ପରାଗତ ଧାରଣାକୁ ଭଙ୍ଗ କରିଥିଲେ। ନିଜ କାର୍ଯ୍ୟକୁ ଭାରତୀ ବହୁ ଭଲ ପାଆନ୍ତି।...

ବିବାହକୁ ନେଇ ଏମିତି କହିଲେ ଅଭିନେତା

ସାଉଥ୍‌ ସୁପରଷ୍ଟାର ପ୍ରଭାସ ଶେଷ ଥର ପାଇଁ ଫିଲ୍ମ ‘ରାଧେଶ୍ୟାମ’ରେ ନଜର ଆସିଥିଲେ। ତାଙ୍କର ଲୁକ୍‌ ଏବଂ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି। ତେବେ କିଛି ଦିନ ତଳେ ତାଙ୍କ ବିବାହକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ତାଙ୍କ ପ୍ରଶଂସକ...

‘ଦ କଶ୍ମୀର ଫାଇଲ୍ସ’ ପରେ ଏବେ ‘ଦ ଦିଲ୍ଲୀ ଫାଇଲ୍ସ’

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ୨୫୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି। ଫିଲ୍ମର ଏଭଳି ସଫଳତା ଦେଖିବା ପରେ ବିବେକ ଅଗ୍ନିହୋତ୍ରୀ...

ହସ୍ପିଟାଲରେ ଭର୍ତ୍ତି ହେଲେ ଆଶା ଭୋସଲେଙ୍କ ପୁଅ

ବଲିଉଡର ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କ ପୁଅ ଆନନ୍ଦ ଭୋସଲେ ଦୁବାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛିି । କିଛି ଦିନ ପୂର୍ବରୁ ତଳେ ପଡ଼ିଯାଇଥିଲେ। ଫଳରେ ତାଙ୍କୁ ଆଘାତ ଲାଗିଥିଲା। ଆନନ୍ଦଙ୍କୁ ଦୁବାଇର ଏକ ଡାକ୍ତରଖାନାକୁ ନିଆଯାଇଥିଲା...

ସାତଫେରା ବଦଳରେ ଚାରି ଫେରା ନେଲେ ଆଲିଆ-ରଣବୀର, କାରଣ କହିଲେ ଆଲିଆଙ୍କ ଭାଇ

ମୁମ୍ବାଇ: ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରଥମେ ଆଲିଆ ତାଙ୍କ ସୋସିଆଲ ମିଡିଆରେ ନିଜର ବିଶେଷ ଦିନର ଫଟୋ ଶେୟାର କରିଥିଲେ, ଯାହା ଖୁବ୍‌ ଭାଇରାଲ ହୋଇଥିଲା। ଦୁହିଁଙ୍କର ଫଟୋ ଦେଖିବା ପାଇଁ...

ବିବାହ ଚାଲିଥିବାବେଳେ ହଠାତ୍‌ କାନ୍ଦିଲେ ଆଲିଆ

ଶେଷରେ ହାତକୁ ଦି’ ହାତ ହୋଇଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ହିନ୍ଦୁ ରୀତିନୀତି ସହ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଏପ୍ରିଲ ୧୩ରୁ ଦୁହିଁଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମେହେନ୍ଦି ପରେ ହଳଦୀ ଓ ବାହାଘର...

ପ୍ରଥମ ଦିନରେ ୧୩୦ କୋଟିରୁ ଅଧିକ ଟଙ୍କା ଆୟ କରିଛି ‘କେଜିଏଫ-୨!

ରକିଂ ଷ୍ଟାର୍‌ ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ-୨’ ଏପ୍ରିଲ ୧୪ରେ ରିଲିଜ୍‌ ହୋଇଯାଇଛି। ଫିଲ୍ମ ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ‘ଆର୍‌ଆର୍‌ଆର୍‌’କୁ ମଧ୍ୟ ପଛରେ ପକାଇ ରେକର୍ଡ କରିଥିଲା। ଫିଲ୍ମକୁ ଦେଖିବା ପାଇଁ ସିନେମା ହଲରେ ନାହିଁ ନଥିବା...

‘କେଜିଏଫ୍‌ ପାର୍ଟ -୨’ ପରେ ଆସିବ ପାର୍ଟ-୩!

ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଗୁରୁବାର ରିଲିଜ୍‌ ହୋଇଯାଇଛି ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍‌-୨’।ରକିଂ ଷ୍ଟାର୍‌ ୟଶଙ୍କ ଏହି ଫିଲ୍ମକୁ ଦେଖିବା ପାଇଁ ସିନେମା ହଲରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି। ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ ଦେଖାଯାଉଛି...

ରଣବୀର-ଆଲିଆଙ୍କର ହେବ ନାହିଁ ରିସେପଶନ, କନଫର୍ମ କଲେ ନିତୁ

ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ସରିଛି । ଉଭୟ ସାତ ଜନ୍ମର ସାଥି ପାଲଟି ଯାଇଛନ୍ତି । ଗୁରୁବାର ବିବାହ ସାରି ମିଡିଆ ସାମ୍ନାରେ ଉଭୟ ୱେଡିଙ୍ଗ ଲୁକ ଦେଖାଇଛନ୍ତି । ଏବେ କପୁର ଓ...

ଭାଇ ରଣବୀରଙ୍କ ବିବାହରେ କିପରି ଦିଶୁଥିଲେ କରିନା

ଲଭ ବାର୍ଡ ଆଲିଆ ଭଟ୍ଟ ରଣବୀର କପୁର ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପରିବାର ଲୋକଙ୍କ ଗହଣରେ ସାତ ଜନ୍ମକୁ ସାଥୀ ହୋଇଛନ୍ତି ଏହି ଯୋଡ଼ି। ଫ୍ୟାନ୍ସ ଓ ସେଲିବ୍ରିଟି ଏହି ଯୋଡ଼ିକୁ ଶୁଭକାମନା ଜଣାଇଛନ୍ତି । ତେବେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri