ମନୋରଞ୍ଜନ

ପ୍ରଶଂସକ ବାଛିଲେ ଭାରତିଙ୍କ ନୂଆ ଅତିଥିଙ୍କ ନାମ, ପସନ୍ଦ କଲେନି ଦମ୍ପତି

ମୁମ୍ବାଇ: ଜଣାଶୁଣା କମେଡିଆନ ଭାରତି ସିଂ ମା’ ହେବାକୁ ଯାଉଛନ୍ତି । ଅନୁମାନ କରାଯାଉଛି ଏହି ସପ୍ତାହରେ ଭାରତି ଓ ତାଙ୍କ ସ୍ୱାମୀ ହର୍ଷ ନୂଆ ଅତିଥିଙ୍କୁ ସ୍ୱାଗତ କରିପାରନ୍ତି । ଏହାକୁ ନେଇ ଏବେ ଏକ ଭିଡିଓ ଭାଇରାଲ...

ବଲିଉଡ୍‌ରେ ସାଉଥ୍‌ ସୁନ୍ଦରୀ ରଶ୍ମିକା

‘ପୁଷ୍ପା’ର ଶ୍ରୀବଲ୍ଲୀ ନାମରେ ବେଶ ପରିଚିତ ହୋଇଥିବା ରଶ୍ମିକା ମନ୍ଦାନା ରଣବୀର କପୁର ଷ୍ଟାରର୍‌ ‘ଆନିମଲ’ରେ ଯୋଗ ଦେଇଛନ୍ତି। ଏହି ହିନ୍ଦୀ କ୍ରାଇମ-ଡ୍ରାମାର ନିର୍ଦ୍ଦେଶନା ଦେଇଛନ୍ତି ଫିଲ୍ମ ‘କବୀର ସିଂହ’ ଫେମ ସନ୍ଦୀପ ରେଡ୍ଡୀ ଭାଙ୍ଗା । ଟି-ସିରିଜ ଏହାର...

‘ଆର୍‌ଆର୍‌ଆର୍‌’ ଫିଲ୍ମ ପାଇଁ ଆଲିଆ ନେଇଛନ୍ତି ଏତିକି କୋଟି

ମୁମ୍ବାଇ: ଫିଲ୍ମ ‘ଆର୍‌ଆର୍‌ଆର୍‌’ ସମଗ୍ର ବିଶ୍ୱରେ ଜବରଦସ୍ତ ରେକର୍ଡ କରିଛି। ଏହି ଫିଲ୍ମଟି ପ୍ରଥମ ଦିନରେ ୨୫୭ କୋଟି ବ୍ୟବସାୟ କରିଥିଲା। ଏଥିରେ ଅତିଥି କଳାକାର ଭାବେ ଅଭିନୟ କରିଥିବା ସୁପରଷ୍ଟାର ଅଜୟ ଦେବଗନ ୨୫ କୋଟି ଟଙ୍କା ନେଇଥିବା...

ଟାଇମ୍ ମାଗାଜିନରେ ପୁଣି ସ୍ଥାନ ପାଇ ରେକର୍ଡ କଲେ ଦୀପିକା

ମୁମ୍ବାଇ: ଦୀପିକା ପାଦୁକୋନ ବଲିଉଡ ଜଗତରେ ଜଣେ ଆଗଧାଡିର ନାୟିକା । ଯିଏ ନିଜର ଅଭିନୟରେ ବକ୍ସ ଅଫିସରେ ହଙ୍ଗାମା କରନ୍ତି । କିଛି ହିଟ ମୁଭି ଭେଟି ଦେଇଥିବା ଦୀପିକା ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀଙ୍କ ମଧ୍ୟରେ...

ଏପ୍ରିଲରେ ହିଁ ବିବାହ

ବମ୍ବେ: ଖୁବଶୀଘ୍ର ଆଲିଆ ହେବେ ମିସେସ କପୁର। ଅଭିନେତା ରଣବୀର କପୁରଙ୍କ ସହ ଚଳିତ ମାସରେ ହିଁ ହେବ ବିବାହ। ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ ବିବାହ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟ ଉଦୟପୁରରେ ଡେଷ୍ଟିନେସନ ମ୍ୟାରେଜ...

ସ୍ତ୍ରୀଙ୍କଠାରୁ ଅଲଗା ହେବେ ମହାଭାରତ ଫେମ୍‌ ଏହି ଅଭିନେତା

ବମ୍ବେ: ପତ୍ନୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି ମହାଭାରତର ଯୁଧିଷ୍ଠୀର ଓରଫ ରୋହିତ ଭରଦ୍ୱାଜ। ୨୦୧୭ରେ ଇଣ୍ଡେନେସିଆ ଟ୍ରିପ୍‌ରୁ ଆସିବା ପରଠାରୁ ସ୍ତ୍ରୀ ପୁନମଙ୍କ ସହ ତାଙ୍କର ଝଗଡ଼ା ବଢ଼ିଥିଲା। ଏବେ ଉଭୟ ଚାରି ବର୍ଷ ଧରି ଅଲଗା ରହୁଛନ୍ତି। ଛାଡ଼ପତ୍ର...

ମଲାଇକାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ

ମୁମ୍ବାଇ: ଦୁର୍ଘଟଣାର ଶିକାର ହୋଇଛନ୍ତି ବଲିଉଡ ଡିଭା ମଲାଇକା ଅରୋରା। ସେ ନିଜ କାର୍‌ରେ ଯାଉଥିବା ବେଳେ ଖୋପୋଲି ଏକ୍ସପ୍ରେସ୍‌ ଓ୍ବେରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ସେ ଆହତ ହୋଇଥିବାରୁ ତଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାର...

ହଟ୍‌ ଲୁକ୍‌ରେ ପଲକ

ମୁମ୍ବାଇ: ଅଭିନେତ୍ରୀ ପଲକ ତିଓ୍ବାରୀ ଇନ୍‌ଷ୍ଟାଗ୍ରାମରେ ନିଜର ବୋଲ୍ଡ ଫଟୋ ଶୁଟ୍‌ର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଥାଇର ହାଇ ସ୍ଲିଟ ଡ୍ରେସ୍‌ ପିନ୍ଧି ପୋଜ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ପ୍ଲକ ଏକ ସିଲଭର କଲରର...

ସ୍ନେହରେ ଡାକନ୍ତି ମିମି

ବମ୍ବେ: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ମଲାଇକା ଅରୋରା ଅନ୍ୟତମ। ୪୮ ବର୍ଷ ବୟସରେ ମଧ୍ୟ ସେ ନିଜର ଷ୍ଟାଇଲ୍‌, ଲୁକ୍‌ ଏବଂ ଓ୍ବାକ୍‌ଆଉଟ୍‌କୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ପ୍ରଶଂସକ ଗହଣରେ ମଲାଇକା ଭାବେ ପରିଚିତ ଏହି ଅଭିନେତ୍ରୀଙ୍କୁ ସ୍ନେହରେ...

କୌଣସି ହୋଟେଲ୍‌ରେ ନୁହେଁ, ଘର ଛାତରେ ବିବାହ କରିଥିଲେ ଅଜୟ

ବଲିଉଡ୍‌ ଅଭିନେତା ଅଜୟ ଦେବ୍‌ଗନଙ୍କ ଆଜି ଜନ୍ମଦିନ। ବଲିଉଡର ସିଙ୍ଘମ କୁହାଯାଉଥିବା ଅଜୟ ୨ ଏପ୍ରିଲରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ସେ ତାଙ୍କ କ୍ୟାରିୟର ମଧ୍ୟରେ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ହେଲେ ଆକ୍ସନ ହିରୋ ଅଜୟ...

ଜନ୍ମଦିନ ପାଳିବାକୁ ମନାକଲେ ଅଜୟ ଦେବଗନ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅଜୟ ଦେବଗନଙ୍କ ଆଜି ଅର୍ଥାତ୍‌ ଏପ୍ରିଲ ୨ରେ ୫୩ତମ ଜନ୍ମଦିନ। ବଲିଉଡ୍‌ର ସିଙ୍ଘମ୍‌ କୁହାଯାଉଥିବା ଅଜୟ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ଏବେ ବି ଏହି ଧାରା ଜାରି ରହିଛି। ଫିଲ୍ମରେ...

ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ଏହି ହ୍ୟାଣ୍ଡସମ୍‌ ଅଭିନେତା

ବମ୍ବେ: ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ଲୋକପ୍ରିୟ ଷ୍ଟାର ଧୀରଜ ଧୁପର। ପତ୍ନୀ ବିନ୍ନି ଅରୋରା ଏବଂ ସେ ଏହି ଖୁସିଖବରକୁ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ସୋସିଆଲ ମିଡିଆରେ ଉଭୟ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri