ମନୋରଞ୍ଜନ

ସମିତାଙ୍କୁ ପ୍ରେମିକା ବଦଳରେ ଭଲ ବନ୍ଧୁ ବୋଲି କହିଲେ ରାକେଶ

ବମ୍ବେ: ପ୍ରେମିକା ବଦଳରେ ଅଭିନେତ୍ରୀ ସମିତା ସେଟ୍ଟୀଙ୍କୁ ଭଲ ବନ୍ଧୁ କହି ଚର୍ଚ୍ଚାରେ ଅଭିନେତା ରାକେଶ ବାପଟ। ବିଗ୍‌ବସ୍‌ରେ ପରସ୍ପରକୁ ଭେଟିଥିଲେ ଦୁହେଁ। ସେବେଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଧିରେ ଧିରେ ଆଗକୁ ବଢ଼ିଥିଲା। ଶୋ’ ଶେଷ ହେବା ପରେ...

‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଭୋପାଳବାସୀଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଭୋପାଳବାସୀଙ୍କୁ ଲୋକେ ଅନେକ ସମୟରେ ସମଲିଙ୍ଗୀ ଭାବନ୍ତି ବୋଲି...

ଅଭିନୟକୁ ଅଲ୍‌ବିଦା କହିଲେ ଅନୁପମା ଫେମ୍‌ ଏହି ଅଭିନେତ୍ରୀ

ବମ୍ବେ: ଅଭିନୟ ଜଗତକୁ ଅଲ୍‌ବିଦା କହିଲେ ଆଉ ଜଣେ ଅଭିନେତ୍ରୀ। ଆଧ୍ୟାତ୍ମିକ କାରଣରୁ ଟେଲିଭିଜନର ପ୍ରସିଦ୍ଧ ଧାରାବାହିକ ‘ଅନୁପମା’ ଫେମ ଅଭିନେତ୍ରୀ ନନ୍ଦିନୀ ଓରଫ ଅନଘା ଭୋସଲେ ଟେଲିଭିଜନଜଗତ ଛାଡୁଥିବା ନେଇ ଆଧିକାରିକ ଭାବେ ଘୋଷଣା କରିଛନ୍ତି। ସେ ତାଙ୍କ...

ଶିଳ୍ପାଙ୍କ ସହ ଠୁମ୍‌କା ଲଗାଇଲେ ଶେହନାଜ

ମୁମ୍ବାଇ: ବଲିଉଡ୍ ନାୟିକା ଶିଳ୍ପା ସେଟ୍ଟି ଏବେ ତାଙ୍କ ଟକ ଶୋ’ ‘ଶେପ ଅଫ ୟୁ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଇତିମଧ୍ୟରେ ଶିଳ୍ପାଙ୍କ ଶୋ’ରେ ଶେହନାଜ ଗିଲ ପହଞ୍ଚିଛନ୍ତି । ଯାହାକୁ ନେଇ ପୁଣିଥରେ ଶୋ’ ଚର୍ଚ୍ଚାକୁ...

ସମ୍ପତ୍ତି ତାଲିକାରେ ବଡ ବଡ ସେଲିବ୍ରିଟିଙ୍କୁ ବି ପଛରେ ପକାଇବେ ପ୍ରକାଶ ରାଜ

ମୁମ୍ବାଇ: ବଲିଉଡରୁ ଆରମ୍ଭ କରି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ପ୍ରକାଶ ରାଜଙ୍କର ରହିଛି ଏକ ସ୍ୱତନ୍ତ୍ର ପରିଚୟ । ନିଜର ଅଭିନୟ ମାଧ୍ୟମରେ ସେ ତିଆରି କରିଛନ୍ତି ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ । ୨୬ ମାର୍ଚ୍ଚରେ ଜନ୍ମ...

ଜାଣନ୍ତୁ ପ୍ରଥମ ଦିନରେ କେତେ ଆୟ କରିଛି ଫିଲ୍ମ‘ଆର୍‌ଆର୍‌ଆର୍‌’

ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍‌ଆର୍‌ଆର୍‌’ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ନିର୍ଦ୍ଦେଶକ ରାଜାମୌଲିଙ୍କ ଏହି ଫିଲ୍ମକୁ ଦେଖିବାକୁ ସିନେମା ହଲ୍‌ରେ ଭିଡ ଦେଖିବାକୁ ମିଳିଥିଲା। ତେବେ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ପ୍ରଥମ ଦିନରେ ହିନ୍ଦୀ ଭର୍ସନରେ ୧୮...

ଧମାଲ କରୁଛି ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’, ପ୍ରଥମ ଦିନରେ ହାଉସ୍‌ଫୁଲ୍‌

  ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ରିଲିଜ୍‌ ହେବା ପରେ ଧୁମ ମଚାଉଛି। ପ୍ରଥମ ଦିନରେ ଫିଲ୍ମକୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଯିଏ ଦେଖୁଛି ସିଏ କହୁଛି ମାଷ୍ଟର ପିସ ସିନେମା । ନିର୍ଦ୍ଦେଶକ ରାଜାମୌଲିଙ୍କ...

ସ୍ବୟଂମ୍ବର କରି କନିଆଁ ଖୋଜିବେ ମିକା

ବମ୍ବେ: ବିବାହ କରିବାକୁ ମନ ବଳାଇଛନ୍ତି ଖ୍ୟାତନାମା ଗାୟକ ମିକା ସିଂ। ଖୁବ୍‌ଶୀଘ୍ର ତାଙ୍କୁ ‘ସ୍ବୟଂମ୍ବର- ମିକା ଦି ବୋଟି’ରେ ଦେଖିବାକୁ ମିଳିବ। ଏହି ଶୋ’ରେ ସେ ନିଜର ଜୀବନସାଥୀ ଖୋଜିବେ। ସମସ୍ତଙ୍କ ଭଳି ସେ ନିଜର ସାଥୀଙ୍କ ମଧ୍ୟରେ...

ଲାରାଙ୍କ ଘର ବାହାରେ ନୋଟିସ୍‌ ଲଗାଇଲା ବିଏମ୍‌ସି

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତାଙ୍କୁ କରୋନା। ସେ କୋଭିଡ-୧୯ ସଂକ୍ରମିତ ହେବା ପରେ ତାଙ୍କ ଘର ବାହାରେ ବମ୍ବେ ମହାନଗର ନିଗମ(ବିଏମ୍‌ସି)ପକ୍ଷରୁ ନୋଟିସ୍‌ ଲଗାଯାଇଛି। କରୋନା ନିୟମାନୁଯାୟୀ ତାଙ୍କର ଘରକୁ ସିଲ୍‌ କରାଯାଇଛି। ବାନ୍ଦ୍ରାରେ ଥିବା ଲାରାଙ୍କ ଘରକୁ...

ବନ୍ଦ ହେବ କି କପିଲ ଶର୍ମା ଶୋ’

ହାସ୍ୟ ଅଭିନେତା କପିଲ ଶର୍ମା ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘କାଶ୍ମୀର ଫାଇଲ୍ସ’ର କାଷ୍ଟକୁ ପ୍ରମୋଶନ ପାଇଁ ଆମନ୍ତ୍ରଣ ନ କରିବାରୁ କପିଲଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ବଏକଟ୍‌ କପିଲ ଶର୍ମା ଶୋ’...

ରିଲିଜ୍‌ ହେଲା ‘ଆର୍‌ଆର୍‌ଆର୍‌’: ୩ ହଜାରରୁ ଅଧିକ ସ୍କ୍ରିନ୍‌ରେ ଦେଖୁଛନ୍ତି ଦର୍ଶକ

ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍‌ଆର୍‌ଆର୍‌’ ଆଜି ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଯାଇଛି।କରୋନା କଟକଣା ଯୋଗୁ ପ୍ରାୟ ଦେଢ ବର୍ଷ ପରେ ରିଲିଜ୍‌ ହୋଇଛି ଫିଲ୍ମ‘ଆର୍‌ଆର୍‌ଆର୍‌’। ତେଲୁଗୁ ସମେତ ତାମିଲ, କନ୍ନଡ, ମାଲାୟାଲାମ, ହିନ୍ଦୀ ଭାଷାରେ ସାରା ଦେଶରେ...

ବିଦେଶରେ ଦେଶୀ ଲୁକ୍‌କୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦୀର୍ଘଦିନ ଧରି ହଲିଉଡ୍‌ରେ ଦେଶର ନାଁକୁ ଉଜ୍ଜ୍ୱଳ କରି ଚାଲିଛନ୍ତି। ସେ ଦକ୍ଷିଣ ଏସୀୟ ଏକ୍ସଲେନ୍ସ ଫିଲ୍ମର ପ୍ରି-ଓସ୍କାର ଇଭେଣ୍ଟରେ ସହ-ହୋଷ୍ଟ ଭାବରେ ଆଙ୍କରିଂ କରିଥିଲେ। ପ୍ରିୟଙ୍କାଙ୍କ ପାଇଁ ଏହା ଏକ ଗର୍ବର କଥା।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri