ମନୋରଞ୍ଜନ

ଜୁନ୍‌ରେ ଆରମ୍ଭ ହେବ କ୍ରିସ-୪ର ଶୁଟିଂ!

ବଲିଉଡ ଅଭିନେତା ହ୍ରିତିକ୍‌ ରୋଶନ ଏଇ କିଛି ଦିନ ହେବ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ତେବେ ହ୍ରିତିକ୍‌ ଏବେ ତାଙ୍କର ଅପକମିଙ୍ଗ୍‌ ଫିଲ୍ମର ଶୁଟିଂକୁ ନେଇ ଖୁବ ବ୍ୟସ୍ତ ଥିବା ଜଣାପଡିଛି। ଏହି...

କବିତା ପଢ଼ିଲେ ଆରାଧ୍ୟା, ମା-ଜେଜେ ବାପାଙ୍କ ସହ ତୁଳନା କଲେ ପ୍ରଶଂସକ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଝିଅ ଆରାଧ୍ୟା ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଷ୍ଟାର କିଡ୍‌ଙ୍କ ମଧ୍ୟରୁ ଜଣେ। ମାତ୍ର ୧୦ ବର୍ଷ ବୟସରେ ତାଙ୍କର ଅନେକ ଫ୍ୟାନ୍‌ ଫଲୋଅର୍ସ ଅଛନ୍ତି। ଏବେ ସୋସିଆଲ ମିଡିଆରେ ଆରାଧ୍ୟାଙ୍କର ଏକ...

ଜନ୍ମଦିନରେ ଅମିରଙ୍କୁ ବଡ଼ ଉପହାର ଦେଲେ ପୂର୍ବତନ ସ୍ତ୍ରୀ

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଆଜି ୫୭ ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶଂସକଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଅମିକଙ୍କୁ ଜନ୍ବଦିନରେ ଏକ ଖାସ୍‌ ଉପହାର ମିଳିଛି। ଏହି ଉପହାରଟି...

ଅମିର ଖାନ୍‌ଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ହିନ୍ଦୀ ସିନେମାର ଜଣେ ଜଣାଶୁଣା ନାମ ହେଉଛନ୍ତି ଅମିର ଖାନ। ଦର୍ଶକମାନେ ଉତ୍ସାହର ସହିତ ତାଙ୍କ ଫିଲ୍ମକୁ ଅପେକ୍ଷା କରନ୍ତି। ସେ ଗୋଟିଏ କିମ୍ବା ଦୁଇ ବର୍ଷରେ ଗୋଟିଏ ଫିଲ୍ମ କରନ୍ତି। ଆଜି ଅମିର ୫୭ ବର୍ଷରେ ପଦାର୍ପଣ କରିଛନ୍ତି।...

‘ବଚ୍ଚନ ପାଣ୍ଡେ’ର ନୂଆ ଗୀତରେ ଜମୁଛି ଜ୍ୟାକଲିନ-ଅକ୍ଷୟଙ୍କ କେମେଷ୍ଟ୍ରି

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ନୂଆ ଗୀତ ରିଲିଜ୍ ହୋଇଛି । ଆକ୍ସନ, କମେଡିର ନିର୍ମାତା ସମ୍ପୂର୍ଣ୍ଣ ଗୀତଟିକୁ ସୋସିଆଲ ମିଡିଆରେ ରିଲିଜ୍ କରିସାରିଛନ୍ତି । ଏହି ଗୀତଟିକୁ ଏକ ମେଳାର ପୃଷ୍ଠଭୂମୀରେ ଶୁଟିଂ...

ପର୍ସ ଚୋରି କରି ଗିରଫ ହେଲେ ଅଭିନେତ୍ରୀ

ବଙ୍ଗଳା ଫିଲ୍ମ ଅଭିନେତ୍ରୀ ରୂପା ଦତ୍ତଙ୍କୁ ଚୋରି ଅଭିଯୋଗରେ ପୋଲିସ ଗିରଫ କରିଛି। କୋଲକାତାର ଅନ୍ତର୍ଜାତୀୟ ପୁସ୍ତକ ମେଳାରେ ସେ ଚୋରି କରୁଥିବାବେଳେ ଧରାପଡିଥିଲେ। ବିଦ୍ଧନଗର ଉତ୍ତର ପୋଲିସ ଷ୍ଟେଶନ ସୂତ୍ରରୁ ପ୍ରକାଶ ଯେ, ମାର୍ଚ୍ଚ ୧୨ରେ ମେଳାରେ ଜଣେ...

ବୋଲ୍ଡ ହେଲେ ଦୀପିକା, ପ୍ରଶଂସକ ପାଗଳ

ମୁମ୍ବାଇ,୧୩ା୩: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଅଭିନୟ ବ୍ୟତୀତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ଆକ୍ଟିଭ୍‌। ସେ ଅଧିକାଂଶ ସମୟରେ ପ୍ରଶଂସକମାନଙ୍କ ସହିତ ତାଙ୍କର ହଟ୍‌ ଫଟୋ ଏବଂ ଶେୟାର କରିଥାନ୍ତି। ଏବେ ଦୀପିକାଙ୍କ ଏକ ଫଟୋ ଖୁବ୍‌ ଚର୍ଚ୍ଚାରେ...

ଟିଏମ୍‌ସିରେ ସାମିଲ ହେଲେ ଶତ୍ରୁଘ୍ନ ସିହ୍ନା

ମୁମ୍ବାଇ,୧୩ ।୩: ବଲିଉଡ୍‌ର ସେ ସମୟର ଆଗଧାଡିର କଳାକାରଙ୍କ ମଧ୍ୟରେ ଅନ୍ୟତମ ଥିଲେ ଶତ୍ରୁଘ୍ନ ସିହ୍ନା । କିଛିଦିନ ହେବ ସେ ମନୋରଞ୍ଜନ ଦୁନିଆରୁ ଦୂରେଇ ଯାଇ ସକ୍ରିୟ ରାଜନୀତି କରୁଥିଲେ । କଂଗ୍ରେସ ଦଳର ଜଣେ ଟାଣୁଆ ନେତା...

ଫିଲ୍ମ ଦ କଶ୍ମୀର ଫାଇଲସକୁ ପସନ୍ଦ କରୁଛନ୍ତି ଲୋକେ, ପ୍ରଧାନମନ୍ତ୍ରୀ ବି ନିଜକୁ ଅଟକାଇ ପାରିଲେନି

ଅନୁପମ୍‌ ଖେର୍‌ ଅଭିନୀତ ଫିଲ୍ମ ଦ କଶ୍ମୀର ଫାଇଲସକୁ ଭଲ ରିଭ୍ୟୁଜ ମିଳୁଛି । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଙ୍କୁ ପ୍ରାୟ ସମସ୍ତେ ପ୍ରଶଂସା କରୁଛନ୍ତି । କେବଳ ସାଧାରଣ ଲୋକେ ନୁହନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ...

୨୭-୨୮ ଫିଲ୍ମକୁ ନା କରିଛନ୍ତି ଏହି ଅଭିନେତ୍ରୀ; ରବି ଶାସ୍ତ୍ରୀଙ୍କ ସହ ସମ୍ପର୍କ ନେଇ…

ବମ୍ବେ: ଆଜି ଜନ୍ମଦିନ ପାଳୁଛନ୍ତି ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ନିମ୍‌ରତ କୌର। ୧୯୮୨ ମାର୍ଚ୍ଚ ୧୩ରେ ରାଜସ୍ଥାନର ପିଲାନୀରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କ ବାପା ସେନାରେ ଥିବା ବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁରେ ଶହୀଦ ହୋଇଯାଇଥିଲେ। ପରେ...

ବୋଲ୍ଡ ଲୁକ୍‌ ପାଇଁ ଟ୍ରୋଲ୍‌ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ସାମନ୍ଥା ରୁଥ୍‌ପ୍ରଭୁ ଅନ୍ୟତମ। ସେ ତାଙ୍କର ଫ୍ୟାଶନ ଏବଂ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ମାତ୍ର ଏଥର ଅଭିନେତ୍ରୀଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଛି। ସେ ତାଙ୍କର ବୋଲ୍ଡ ଲୁକ୍‌ ପାଇଁ ଟ୍ରୋଲ୍‌ ହୋଇଛନ୍ତି। ସାମନ୍ଥା...

ମା’ ହେଲେ ପୂଜା ବାନାର୍ଜୀ, ଘରକୁ ଆସିଲେ ନୂଆ ଅତିଥି

‘କସୋଟିି ଜିନ୍ଦେଗୀ କି ୨’ ଏବଂ ‘କୁମ୍‌ କୁମ ଭାଗ୍ୟ’ ଭଳି ଟିଭି ଶୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ପୂଜା ବାନାର୍ଜୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ପୂଜାଙ୍କ ଭାଇ ନୀଲ ବାନାର୍ଜୀ ଏକ ଇଣ୍ଟରଭ୍ୟୁରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri