ମନୋରଞ୍ଜନ

ଫସିଲେ ହନି ସିଂ

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରର ଏକ ଜିଲା ଅଦାଲତ ୟୋ ୟୋ ହନି ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେ ତାଙ୍କ ଭଏସ ସାମ୍ପଲ ଡିପୋଜିଟ କରିବେ । ଘଟଣା ହେଉଛି ଇଣ୍ଟରନେଟରେ ଅଶ୍ଳିଳ ଗୀତ ଅପଲୋଡ କରିବା ଘଟଣାକୁ ନେଇ ଅଦାଲତ...

ରଜନୀକାନ୍ତଙ୍କୁ ପଛରେ ପକାଇଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ କ୍ୟାରିୟର ଫିଲ୍ମ ‘ପୁଷ୍ପା’ ଚାର୍‌ଚାନ୍ଦ ଲଗାଇ ଦେଇଛି। ପୁଷ୍ପା ଯୋଗୁ ଅଲ୍ଲୁ ପ୍ୟାନ୍‌ ଇଣ୍ଡିଆ ଷ୍ଟାର ପାଲଟିଯାଇଛନ୍ତି। ଏହି ଅଭିନେତାଙ୍କ ଫ୍ୟାନ୍‌ ଫଲୋଅର୍ସ ମଧ୍ୟ ବହୁ ବଢ଼ିଯାଇଛନ୍ତି। ଟୁଇଟରରେ ଅର୍ଜୁନଙ୍କ ଫଲୋଅର୍ସ ବଢ଼ି...

ଏହି ଦୁଇ ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଆହାନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆହାନ ଶେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ‘ ତଡପ’କୁ ନେଇ ଏବେ ସେ ଚର୍ଚ୍ଚାରେ। ସେ ଏହି ଫିଲ୍ମରେ ଅଭିନୟ ପାଇଁ ବହୁତ ଭଲ ରିଭିୟ୍ୟୁ ମଧ୍ୟ ପାଇଛନ୍ତି । ଆହାନ ନିର୍ମାତା ସାଜିଦ ନାଦିଆଡୱାଲାଙ୍କ ସହ ଚାରୋଟି...

ନିର୍ବନ୍ଧ ସରିଛି କହି ପ୍ରଶଂସକଙ୍କୁ ଭୁଆଁ ବୁଲାଇଲେ ଏହି ଅଭିନେତ୍ରୀ, ପରେ କହିଲେ…

ବମ୍ବେ: ନିର୍ବନ୍ଧ ହେବା କହି ଲୋକଙ୍କୁ ଭୁଆଁ ବୁଲାଇଲେ ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ। ବୁଧବାର ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଏବଂ ବିଶାଲ ସିଂହ ପ୍ରପୋଜ ସହ ନିର୍ବନ୍ଧର ଭିଡିଓ ଶେୟାର କରିଥିଲେ। ଏହା ବେଶ ଭାଇରାଲ ହୋଇଥିଲା।...

ଟ୍ରେଲର ରିଲିଜ ପୂର୍ବରୁ ଅଜୟ ଦେବଗନଙ୍କ ଫାଷ୍ଟ୍‌ ଲୁକ୍‌

ମୁମ୍ବାଇ: ଚଳିତବର୍ଷ ସୁପରଷ୍ଟାର ଅଜୟ ଦେବଗନଙ୍କୁ ନୂଆ ରୂପରେ ଦର୍ଶକେ ଦେଖିବେ। ଏହି ବର୍ଷ ଅଜୟ ଜଣେ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଭାବରେ ଓଟିଟିରୁ ଆରମ୍ଭ କରି ପ୍ରେକ୍ଷାଳୟ ପର୍ଯ୍ୟନ୍ତ ଛାଇ ରହିବେ। ଅଜୟ ଦେବଗନଙ୍କ ଫିଲ୍ମସ ବ୍ୟାନରରେ...

ଘର ବିକିଦେଲେ ବିଗ୍‌ ବି! ଜାଣନ୍ତୁ କେତେ କୋଟିରେ ହେଲା ଡିଲ୍‌

ବମ୍ବେ: ଘର ବିକିଲେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ। ଦକ୍ଷିଣ ଦିଲ୍ଲୀର ଗୁଲମୋହର ପାର୍କରେ ଥିବା ନିଜ ଘରକୁ ବିକିଛନ୍ତି ସେ। ଉକ୍ତ ଘରେ ବିଗ୍‌ବିଙ୍କର ବହୁତ ସ୍ମୃତି ରହିଥିଲା। ମା’ ତେଜି ବଚ୍ଚନ ଏବଂ ବାପା ହରିବଂଶ ରାୟ...

ମା’ ହେବାର ୧୧ ଦିନ ପରେ ଏମିତି ଫଟୋଶୁଟ୍‌ କରି ଚର୍ଚ୍ଚାରେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜି କୌଣସି ପରିଚୟ ପ୍ରତି ଆଗ୍ରହୀ ନୁହନ୍ତି। କାରଣ ନିକଟରେ ଅର୍ଥାତ୍‌ ୨୨ ଜାନୁୟାରୀରେ ପ୍ରିୟଙ୍କା ପ୍ରଶଂସକଙ୍କୁ ମା’ ହେବାର ଖୁସି ଖବର...

‘ଜୀବନରେ କେବେ ବି ତାଙ୍କ ମୁହଁ ଦେଖିବାକୁ ଚାହେଁନା’

ବମ୍ବେ: ଜୀବନରେ ଆଉ କେବେ ବି ତେଜସ୍ବୀ ପ୍ରକାଶଙ୍କ ମୁହଁ ଦେଖିବି ନାହିଁ। କିଛି ଏଭଳି କହିଛନ୍ତି ଅଭିନେତ୍ରୀ ସମିତା ସେଟ୍ଟୀ। ନିକଟରେ ଶେଷ ହୋଇଥିବା ବିଗ୍‌ବସ୍‌ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ ସେ। ଶୋ’ ଜିତି ପାରି ନ...

ଦିବଂଗତ ମା’ଙ୍କୁ ମନେ ପକାଇ ଭାବବିହ୍ବଳ ହେଲେ ଅର୍ଜୁନ, ପୋଷ୍ଟରେ ଲେଖିଲେ…

ବମ୍ବେ: ଦିବଂଗତ ମା’ଙ୍କ ଜନ୍ମଦିନରେ ଭାବବିହ୍ବଳ ହୋଇଛନ୍ତି ବଲିଉଡ୍‌ ଅଭିନେତା ଅର୍ଜୁନ କପୁର। ସୋସିଆଲ ମିଡିଆରେ ସେ ଏକ ଫଟୋ ଶେୟାର କରି ତାଙ୍କୁ ମନେପକାଇଛନ୍ତି। ଏହି ପୋଷ୍ଟଟି ଏବେ ବେଶ୍‌ ଭାଇରାଲ ହେଉଛି। ଅର୍ଜୁନ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା...

ମାର୍ଚ୍ଚରେ ପଡିବ ହାତଗଣ୍ଠି!

ମୁମ୍ବାଇ: ଦୀର୍ଘ ଦିନର ସମ୍ପର୍କ ପରେ ଏକାଠି ହେବାକୁ ଯାଉଛନ୍ତି ରିଚା ଚଢା ଏବଂ ଅଲି ଫଜଲ। ଏବେ ସେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୨୦୨୦ ମସିହାରେ ଏପ୍ରିଲରେ ସେମାନଙ୍କ ବିବାହ ବିଷୟରେ ଆଲୋଚନା ହୋଇଥିଲା।...

ଅମିତାଭ ବଚ୍ଚନଙ୍କୁ ଶକ୍ତ ଚାପୁଡା ମାରିଥିଲେ ଏହି ଅଭିନେତ୍ରୀ

ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରୁ ୱାହିଦା ରେହମାନ ଅନ୍ୟତମ। ତାମିଲନାଡୁର ଚେଙ୍ଗାଲପାଟୁରେ ୧୯୩୮, ଫେବୃୟାରୀ ୩ରେ ଜନ୍ମଗ୍ରହଣ କରିଥିଲେ। ୫୦ ଏବଂ ୬୦ ଦଶକରେ ୱାହିଦା ନିଜର ସୌନ୍ଦର୍ଯ୍ୟ ଏବଂ ଚମତ୍କାର ଅଭିନୟ ସହିତ ପ୍ରଶଂସକଙ୍କ ହୃଦୟରେ ରାଜ୍‌...

ପୁଅର ପ୍ରଥମ ଜନ୍ମଦିନର ଫଟୋ ଶେୟାର କଲେ କମେଡି କିଙ୍ଗ୍‌

ମୁମ୍ବାଇ: କମେଡି କିଙ୍ଗ୍‌ ତଥା ଅଭିନେତା କପିଲ ଶର୍ମା ବୁଧବାର ପ୍ରଶଂସକଙ୍କ ସହ ତାଙ୍କ ପୁଅ ତ୍ରିଶାନଙ୍କ ପ୍ରଥମ ଜନ୍ମଦିନର ଫଟୋ ଶେୟାର କରିଛନ୍ତି। ତ୍ରିଶାନଙ୍କ ପ୍ରଥମ ଜନ୍ମଦିନର ଗୋଟିଏ ଦିନ ପରେ ସେ ସୁନ୍ଦର ଫଟୋଟିଏ ଶେୟାର କରିଛନ୍ତି।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri