ମନୋରଞ୍ଜନ

ଅଧୁରା ରହିଗଲା ସୁଶାନ୍ତଙ୍କ ଏହିସବୁ ବଡ଼ ସ୍ବପ୍ନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଅନେକ ବଡ଼ ସ୍ବପ୍ନ ଦେଖୁଥିଲେ। ସେଗୁଡ଼ିକ ପୂରଣ ପାଇଁ ଅକ୍ଲାନ୍ତ ପରିଶ୍ରମ ମଧ୍ୟ କରିଥିଲେ। ସେ ଏହି ସ୍ବପ୍ନଗୁଡ଼ିକର ଏକ ହାତଲେଖା ତାଲିକା ବି ପ୍ରସ୍ତୁତ କରିଥିଲେ। ଯାହାକି ଦୁଇବର୍ଷ ତଳେ...

‘ବୈକୁଣ୍ଠପୁରମ୍‌’ର ହିନ୍ଦୀ ଭର୍ସନ ଆସିଲେ ଫିଲ୍ମ ‘ଶେହଜାଦା’ ଉପରେ କୌଣସି ପ୍ରଭାବ ପଡିବ ନାହିଁ: ନିର୍ମାତା

ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ବଡ଼ ସଫଳତା ପାଇବା ପରେ ଏବେ ଅଲ୍ଲୁଙ୍କ ଆଉ ଏକ ସୁପରହିଟ୍‌ ଫିଲ୍ମ ‘ବୈକୁଣ୍ଠପୁରମ୍‌’ ଜାନୁୟାରୀ ୨୬ରେ ହିନ୍ଦୀରେ ରିଲିଜ୍‌ କରାଯିବ। ଅଲ୍ଲୁଙ୍କ କ୍ରମାଗତ ହିଟ୍‌ ହେଉଥିବା ଫିଲ୍ମ ହିନ୍ଦୀ ଦର୍ଶକଙ୍କୁ ସାଉଥ୍‌...

ଭିକ୍କିଙ୍କୁ ମହଙ୍ଗା ପଡିଲା ଫ୍ରେଞ୍ଚ ଫ୍ରାଇଜ ଖାଇବା!

ମୁମ୍ବାଇ: ସାଧାରଣତଃ ସେଲିବ୍ରିଟିମାନେ ନିଜକୁ ଫିଟ୍ ରଖିବାକୁ ମନ ପସନ୍ଦର ଖାଦ୍ୟ ଖାଇ ପାରନ୍ତି ନାହିଁ । ସେମାନେ ଅନେକ ସମୟରେ ଜିମ୍ ଡାଏଟରେ ରହିଥାଆନ୍ତି । ଆଉ ଯଦି କେହି ଏହାକୁ ନ ମାନନ୍ତି ତେବେ ଏହା ତାଙ୍କୁ...

ଏକାଠି ନଜର ଆସିବେ ରବିନା-ସଞ୍ଜୟ ଯୋଡି

ମୁମ୍ବାଇ: ୯୦ ଦଶକରେ ସଞ୍ଜୟ ଦତ୍ତ ଓ ରବିନା ଟଣ୍ଡନଙ୍କ ଯୋଡିକୁ ଦର୍ଶକେ ଖୁବ୍ ପସନ୍ଦ କରୁଥିଲେ । ଏହି ଯୋଡି ଦର୍ଶକଙ୍କ ଭଲପାଇବା ପାଇଥିବା ବେଳେ କିଛି ହିଟ୍ ଫିଲ୍ମ ବି ଭେଟି ଦେଇଥିଲେ ବଡ ପରଦାର ଦର୍ଶକଙ୍କୁ...

‘ଅଙ୍ଗୁର ଭାବି’ରେ ଅଭିନୟ ପୂର୍ବରୁ ଅଭିନେତ୍ରୀ ରଖିଥିଲେ ଏହି ସର୍ତ୍ତ

ମୁମ୍ବାଇ: ଛୋଟପରଦାର ଜଣାଶୁଣା ଅଭିନେତ୍ରୀ ଶିଳ୍ପା ଶିନ୍ଦେ ନିଜର ସୁନ୍ଦର ଅଭିନୟ ପାଇଁ ‘ଅଙ୍ଗୁର ଭାବି’ ଭାବେ ଘରେ ଘରେ ପରିଚିତ। ‘ଭାବିଜୀ ଘର ପର ହୈ’ ସିରିୟଲ ତାଙ୍କର ବେଶ୍‌ ଲୋକପ୍ରିୟ। ଆଜି ବି ଲୋକେ ଶିଳ୍ପାଙ୍କ ଅଭିନୟ...

ପରଲୋକରେ ଏହି ଲୋକପ୍ରିୟ ଅଭିନେତା

ମୁମ୍ବାଇ: ଦୀର୍ଘଦିନ ଧରି ଅସୁସ୍ଥତା ହେତୁ ଅଭିନେତା ଅରୁଣ ବର୍ମାଙ୍କ ଭୋପାଳରେ ଦେହାନ୍ତ ହୋଇଛି। ଭୋପାଳର ପିପୁଲ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅରୁଣ ଗୁରୁବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ସଲ୍‌ମାନ ଖାନ...

‘ଫୁଲଓ୍ବା’ର ଶିଶୁ କଳାକାର ଏବେ ଗ୍ଲାମର୍‌ ଗର୍ଲ, ଦେଖିଲେ ଚିହ୍ନି ହେଉନି

ବମ୍ବେ: ଚାହୁଁ ଚାହୁଁ ଦିନଗୁଡ଼ିକ କିଭଳି ବିତିଗଲା ଜାଣି ହେଲାନାହିଁ। ଶିଶୁ କଳାକାରରୁ ସେ ଏବେ ଗ୍ଲାମର୍ସ ଅଭିନେତ୍ରୀ ପାଲଟିଲେଣି। ଆମେ କଥା ହେଉଛୁ ଜନ୍ନତ ଜୁବେରଙ୍କ ବିଷୟରେ। ଏକଦା ସମୟ ଥିଲା ଜନ୍ନତ ଧାରାବାହିକ ‘ଫୁଲଓ୍ବା’ରେ ସାଧାସିଧା କୁନି...

ବଲିଉଡ୍‌ ଗାୟକ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ଦେହାନ୍ତ ହୋଇଯାଇଛି। ତେବେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୋନାଲି ମୁଖାର୍ଜୀ ନିଜେ ମଧ୍ୟ ଜଣେ ଗାୟିକା ଥିଲେ। ଶାନଙ୍କୁ ୧୩ ବର୍ଷ ହୋଇଥିବା ବେଳେ...

ଡିସେମ୍ବରରେ ଆସିବ ପୁଷ୍ପାର ପାର୍ଟ-୨

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’କୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ବଢିଛି। ଫିଲ୍ମକୁ ଦେଖିବା ପାଇଁ ସିନେମା ହଲ୍‌କୁ ଦର୍ଶକଙ୍କ ସୁଅ ଛୁଟୁଛି। ପୁଷ୍ପା: ଦି ରାଇଜ ସଫଳତା ପାଇସାରିଥିବା ବେଳେ...

ବାପାଙ୍କୁ ହରାଇଲେ ଅଭିନେତା

ବମ୍ବେ: ବାପାଙ୍କୁ ହରାଇଛନ୍ତି ଟେଲି ଅଭିନେତା ଶାହିର ଶେଖ। କରୋନାରେ ସଂକ୍ରମିତ ହୋଇଥିବା ଯୋଗୁ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। କିଛି ଦିନ ଧରି ସେ ଭେଣ୍ଟିଲେଟରରେ ଥିଲେ। ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଶାହାନବାଜ୍‌ ଶେଖ୍‌। ଏନେଇ...

ଡାକ୍ତର କହିଲେ ‘ପ୍ରାର୍ଥନା କରନ୍ତୁ’

ବମ୍ବେ: କୋକିଳକଣ୍ଠୀ ତଥା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନାରେ ଆକ୍ରାନ୍ତ ହୋଇ ଏବେ ଡାକ୍ତରଖାନାରେ। ଏବେ ବି ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଆଉ କିଛି ଦିନ ସେ ସେଠାରେ ରହିବେ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିଲେ ହେଁ...

ଫିଲ୍ମ ପାଇଁ ‘ନୋ-ଡେଟିଂ’ କଣ୍ଟ୍ରାକ୍ଟ

ମୁମ୍ବାଇ: ନିଧି ଅଗରୱାଲ ବର୍ତ୍ତମାନ ସାଉଥ୍‌ ଫିଲ୍ମର ଏକ ଲୋକପ୍ରିୟ ଚେହେରା। ଅଭିନେତ୍ରୀ ମୁନ୍ନା ମାଇକେଲରେ ଟାଇଗର ଶ୍ରଫଙ୍କ ଅପୋଜିଟ୍‌ରେ ଡେବ୍ୟୁ କରିଥିଲେ। ଫିଲ୍ମ ପାଇଁ ନିଧିଙ୍କ ସହ ନିର୍ମାତା ଏକ ଚୁକ୍ତି କରିଥିଲେ,ଯେଉଁଥିରେ ‘ନୋ-ଡେଟିଂ’ କ୍ଲଜ୍‌ ରଖାଯାଇଥିଲା। ତେବେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri