କେବଳ ଅଭିନୟ ନୁହେଁ, ଏହି କାମ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ନାଗାର୍ଜୁନ: ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଥିବା ନାଗାର୍ଜୁନ ଆଜି ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ନାଗାର୍ଜୁନ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେବେଠାରୁ...
କଙ୍ଗନାଙ୍କ ମିଳିଲା ହତ୍ୟା ଧମକ: ଲୋଡିଲେ ସୁରକ୍ଷା ନୂଆଦିଲ୍ଲୀ, ୨୮।୮:‘ଏମର୍ଜେନ୍ସି’ ଚଳଚ୍ଚିତ୍ର ରିଲିଜ ହେଲେ ଅଭିନେତ୍ରୀ ତଥା ଏମ୍ପି କଙ୍ଗନା ରାଣାଓ୍ବତଙ୍କୁ ହତ୍ୟା କରାଯିବ ବୋଲି ଧମକ ମିଳିଛି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ୬ ଜଣ ବ୍ୟକ୍ତି ଗୋଟିଏ ରୁମ୍ରେ ବସି...
ମୁଁ ଗର୍ଭବତୀ ଅଛି…ଅବିବାହିତ ଅବସ୍ଥାରେ ମା’ବାପାଙ୍କୁ ଏମିତି କଥା କହିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: ୭୨ ଘଣ୍ଟା ପରେ… ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଆଜି ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ସହ ଜଡିତ ଅନେକ ରୋଚକ କାହାଣୀ ଅଛି। କୁହାଯାଏ ନେହା ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ। ଏକଥା ସେ ତାଙ୍କ ମାତାପିତାଙ୍କୁ କହିବାରୁ ଘରେ ବିଶୃଙ୍ଖଳା...
ଅଭିଷେକଙ୍କ ଯୋଗୁ ଫିଲ୍ମରୁ ଦୂରେଇ ଗଲେ ଐଶ୍ୱର୍ଯ୍ୟା? ପ୍ରଶ୍ନରେ ଏଭଳି ଜବାବ ଦେଲେ ଅଭିନେତ୍ରୀ, ଯାହାକୁ ଶୁଣି ସ୍ବାମୀ ଦେଲେ… ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ସମ୍ପର୍କକୁ ନେଇ ଗତ କିଛି ମାସ ଧରି ବିଭିନ୍ନ କଳ୍ପନାଜଳ୍ପନା କରାଯାଉଥିଲା। କୁହାଯାଉଥିଲା ଯେ ଦୁହେଁ ଛାଡପତ୍ର ହେବାକୁ ଯାଉଛନ୍ତି। ଐଶ୍ୱର୍ଯ୍ୟା ତାଙ୍କ ଶାଶୁ ଜୟା ବଚ୍ଚନ ଏବଂ ନଣନ୍ଦ...
ସ୍ତ୍ରୀ-୨ ପାଇଁ କେତେ ଟଙ୍କା ନେଇଛନ୍ତି ଷ୍ଟାର୍କାଷ୍ଟ, ଜାଣନ୍ତୁ… ମୁମ୍ବାଇ: ଅମର କୌଶିକଙ୍କ ନିର୍ଦ୍ଦେଶିତ ହରର୍ କମେଡି ସ୍ତ୍ରୀ-୨ ବଡ଼ ହିଟ ହୋଇଛି। ଏହି ଫିଲ୍ମ ୧୫ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ, ଶ୍ରଦ୍ଧା କପୁରଙ୍କ ସହ ଅଭିଷେକ ବାନାର୍ଜୀ, ଅପାରଶକ୍ତି ଖୁରାନା ଏବଂ...
ତୃତୀୟ ଥର ବିବାହ କରିବେ ଆମୀର? ସତ ଉପରୁ ପରଦା ହଟାଇଲେ ଅଭିନେତା ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ତାଙ୍କ ମୁଭି ଏବଂ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ହେଡଲାଇନରେ ରହିଆସିଛନ୍ତି। ତାଙ୍କର ପ୍ରଶଂସକ ଅନେକ ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆମୀରଙ୍କୁ ଅନେକ ପ୍ରଶ୍ନ ପଚାରନ୍ତି। ଆମୀର ଖାନ...
୫୦୦ କୋଟି କ୍ଲବରେ ‘ସ୍ତ୍ରୀ ୨’ ମୁମ୍ବାଇ: ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ଅଭିନେତା ରାଜକୁମାର ରାଓଙ୍କ ‘ସ୍ତ୍ରୀ ୨’ ଚଳଚ୍ଚିତ୍ର ଶନିବାର ସୁଦ୍ଧା ବିଶ୍ୱବ୍ୟାପୀ ୫୦୫ କୋଟିର ବ୍ୟବସାୟ କରିଛି। ଏନେଇ ରବିବାର ‘ସ୍ତ୍ରୀ ୨’ ଫିଲ୍ମର ନିର୍ମାତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଶନିବାର...
ନାଗାର୍ଜୁନଙ୍କ ଉପରେ ବୁଲଡୋଜର ଆକ୍ସନ! ଜାଣନ୍ତୁ କ’ଣ ଏହାର କାରଣ ଚେନ୍ନାଇ,୨୪।୮: ବଳପୂର୍ବକ ଦଖଲ ହେତୁ ଭେଟେରାନ ଅଭିନେତା ନାଗାର୍ଜୁନଙ୍କ ମାଲିକାନାରେ ଥିବା ଏନ କନଭେନସନ ସେଣ୍ଟରକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥାନୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଖବର ଅନୁଯାୟୀ, ସ୍ଥାନୀୟ ଜଳଭଣ୍ଡାର ତାମିଡି ଚେରେଭୁଙ୍କୁ...
ପ୍ଲାଷ୍ଟିକ ସର୍ଜରୀ ନେଇ ଟ୍ରୋଲ ହେଲେ ଏହି ଅଭିନେତ୍ରୀ, ନେଲେ ଏଭଳି ନିଷ୍ପତ୍ତି ମୁମ୍ବାଇ ୨୩।୦୮: ବଲିଉଡ ଅଭିନେତ୍ରୀ ଆୟେଶା ଟାକିଆଙ୍କୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି। ଦିନଥିଲା ଯେତେବେଳେ ତାଙ୍କ ଅଭିନୟରେ ଦର୍ଶକ ନିଜକୁ ହଜାଇ ଦେଉଥିଲେ। ହଠାତ୍ ସେ ନିଜକୁ ଲାଇମ୍ଲାଇଟ୍ରୁ ଦୂରେଇ ଦେଇଥିଲେ।ମାତ୍ର ସୋସିଆଲ ମିଡିଆରେ ସେ ବେଶ୍ ଆକ୍ଟିଭ...
ଅଭିଷେକଙ୍କୁ ନେଇ ଏମିତି କହିଦେଲେ ଐଶ୍ୱର୍ଯ୍ୟା, କହିଲେ ମୁଁ ତାଙ୍କ ପାଇଁ… ମୁମ୍ବାଇ:ଐଶ୍ୱର୍ଯ୍ୟା ରୟ ଅନେକ ସୁପରହିଟ ଏବଂ ବ୍ଲକ୍ବାଷ୍ଟର ଫିଲ୍ମ କରିଛନ୍ତି। ବଲିଉଡରେ ଏକ ସମୟରେ ତାଙ୍କର ଏପରି ଆକର୍ଷଣ ଥିଲା ଯେ ସେ ପ୍ରତ୍ୟେକ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ। ଅନେକ ସଫଳ ଚଳଚ୍ଚିତ୍ର ଅଛି ଯାହା ତାଙ୍କୁ ଦିଆଯାଉଥିଲା...
ଦିନେ ଭିକିଙ୍କୁ ଧମକ ଦେଇଥିଲେ କ୍ୟାଟ୍ରିନା: ଜାଣନ୍ତୁ କାହିଁକି ମୁମ୍ବାଇ: ବଲିଉଡ୍ର ଷ୍ଟାର ଦମ୍ପତିଙ୍କ ମଧ୍ୟରେ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଯୋଡ଼ି ଅନ୍ୟତମ। ବିବାହ ନ ହେବା ଯାଏ ଏହି ୨ ଷ୍ଟାର ଯୋଡି ସେମାନଙ୍କ ସମ୍ପର୍କକୁ ସାର୍ବଜନୀନ କରି ନ ଥିଲେ। ସେପର୍ଯ୍ୟନ୍ତ...
ଆଗକୁ ଆସୁଛି ନୂଆ ସିନେମା ‘ଆଶ୍ରମ’ କୌଣସି କ୍ଷେତ୍ରରେ ସଫଳତା ପାଇବା ସହଜ କଥା ନୁହେଁ। ଏଥିପାଇଁ ଲୋଡା ଏକାଗ୍ରତା, ଚେଷ୍ଟା ଆଉ ପ୍ରଗାଢ଼ ନିଷ୍ଠା। ପାଠପଢ଼ା ସମୟରେ ସେ ନିଜକୁ ନୃତ୍ୟ କଳା ସହ ଜଡିତ ରଖିଥିଲେ। ତଥାପି ସେ ନିଜର ଲକ୍ଷ୍ୟ ହାସଲ କରିବା...