ମନୋରଞ୍ଜନ

ଭିକ୍କିଙ୍କ ଘରେ କଟ୍ରିନା ରାନ୍ଧିଲେ ଏହି ଖାସ୍‌ ବ୍ୟଞ୍ଜନ, ଲୋକେ କହୁଛନ୍ତି…

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କଟ୍ରିନା କୈଫ। ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଅଭିନେତା ଭିକ୍କି କୌଶଲଙ୍କ ହାତ ଧରିଛନ୍ତି ସେ। ରାଜସ୍ଥାନର ମାଧୋପୁରରେ ଉଭୟଙ୍କ ଭବ୍ୟ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ବିବାହ ପରେ...

ଅଙ୍କିତା-ଭିକିଙ୍କ ରିସେପଶନ ସ୍ଥଗିତ

ମୁମ୍ବାଇ: ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଡିସେମ୍ବର ୧୪ରେ ବ୍ୟବସାୟୀ ଭିକି ଜୈନଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହ ବେଶ୍‌ ଧୂମଧାମରେ ହୋଇଥିଲା। ଭିକି ରାୟପୁରର ହୋଇଥିବାରୁ ରିସେପଶନ ରାୟପୁରରେ ହିଁ ରଖାଯାଇଥିଲା। କିନ୍ତୁ ଏହା ଏବେ...

ସଲମାନଙ୍କୁ ସମସ୍ତଙ୍କ ଆଗରେ ଚାପୁଡା ମାରିଥିଲେ ଜଣେ ଯୁବତୀ

ବଲିଉଡର ସୁପରଷ୍ଟାର ଅଭିନେତା ଭାବରେ ସଲମାନ ଖାନଙ୍କୁ ବିବେଚନା କରାଯାଏ। ଫିଲ୍ମ ଫ୍ଲପ ହେଉ କିମ୍ବା ସୁପରହିଟ ହେଉ, ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ସଲମାନଙ୍କ ନାଁ ଅନେକ ବିବାଦ ଯୋଡାଯାଏ। ସେ ହିଟ ଏବଂ ରନ କେସ...

ପ୍ରୋଫାଇଲ ଫଟୋ ବଦଳାଇଲେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ରାଜସ୍ଥାନରେ ହୋଇସାରିବା ପରେ ଦୁହେଁ ମୁମ୍ବାଇ ଫେରି ଆସିଛନ୍ତି। ଉଭୟ ମିଡିଆ ସାମ୍ନାରେ ପ୍ରଥମ ଥର ପାଇଁ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଥିଲା। ତେବେ ନିକଟରେ କ୍ୟାଟ୍ରିନା ଇନଷ୍ଟାଗ୍ରାମ୍‌ରେ...

ଶାହରୁଖଙ୍କ ପ୍ରଥମ ଦରମା କେତେ ଥିଲା ଜାଣନ୍ତି

ବଲିଉଡ୍‌ ବାଦ୍‌ଶାହା ଶାହରୁଖ୍‌ ଖାନ୍‌ କୋଟି କୋଟି ଟଙ୍କା ସମ୍ପତ୍ତି ମାଲିକ। ସେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କିନ୍ତୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜ ସ୍ଥାନ ସୃଷ୍ଟି କରିବାୁ ପାଇଁ ତାଙ୍କ ଅନେକ...

ପଞ୍ଜାବି ସିଙ୍ଗରଙ୍କୁ ବିବାହ କରିବେ ନୋରା!

ମୁମ୍ବାଇ: ସୁଦୂର କାନାଡାରୁ ଆସି ବଲିଉଡରେ ଖୁବ୍ କମ୍ ସମୟ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି ନୋରା ଫତେହି । ହିନ୍ଦି କହି ଜାଣି ନ ଥିଲେ ବି ଏବେ କିନ୍ତୁ ସେ ଘରେ ଘରେ...

ଆଜି ରିଲିଜ୍‌ ହେବ ‘ପୁଷ୍ପା’

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍ପା’ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ଏହାକୁ ଦେଖିବା ପାଇଁ ଅନେକ ଦିନରୁ ଦର୍ଶକ ଅପେକ୍ଷା କରି ରହିଛନ୍ତି। ଏହି ଫିଲ୍ମରେ ଆଲୁ ଅର୍ଜୁନ, ରଶ୍ମିକା ମନ୍ଦନାକୁ ସାଙ୍ଗରେ ଦେଖିବାକୁ ପାଇବେ। ତେବେ ଏହି...

‘ନିକ ଜୋନାସଙ୍କ ସ୍ତ୍ରୀ’ କହିବାରୁ ପ୍ରବଳ ରାଗିଗଲେ ପ୍ରିୟଙ୍କା

ସୋସିଆଲ ମିଡିଆରୁ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସରନେମ୍‌କୁ ହଟାଇ ଦେଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ‘ନିକ ଜୋନାସଙ୍କ ସ୍ତ୍ରୀ’ କୁହାଯାଉଥିବାରୁ ସେ ରାଗିଯାଇଛନ୍ତି। ସେ ଇନଷ୍ଟାଗ୍ରାମରେ କିଛି ନ୍ୟୁଜ ସ୍କ୍ରିନସଟ ଶେୟାର...

ସ୍ପାଇଡରମ୍ୟାନ୍‌ଙ୍କ ଆଗରେ ହାତ ଯୋଡିଲେ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସେ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ ସେହି ଭିଡିଓରେ ଏକ ସ୍ପାଇଡରମ୍ୟାନ୍‌ଙ୍କ ଆଗରେ ହାତ ଯୋଡିଛନ୍ତି। ପ୍ରକୃତରେ...

କ୍ୟାଟ୍ରିନାଙ୍କ ଫଟୋକୁ ଜୁମ୍‌ କରି ଦେଖନ୍ତି ସଲମାନ୍‌

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଜୋଡ଼ା ଯାଇଛି। ବାର୍ବୀ ଡଲ୍‌ କ୍ୟାଟ୍ରିନା କୈଫ୍‌ଙ୍କ ସହିତ ତାଙ୍କ ଘନିଷ୍ଠତା ଥିବା ସମସ୍ତେ ଜାଣନ୍ତି। ତାଙ୍କ ପାଇଁ ସଲମାନଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ରହିଛି ।...

ବର୍ଲିନରେ ହେବ ଆଲିଆଙ୍କ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ପ୍ରିମିୟର

ନୂଆଦିଲ୍ଲୀ,୧୬।୧୨: ଆସନ୍ତା ବର୍ଷ ଫେବୃୟାରୀରେ ହେବାକୁ ଥିବା ୭୨ତମ ବର୍ଲିନ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ସଞ୍ଜୟ ଲୀଲା ଭଂସାଲିଙ୍କ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ପ୍ରିମିୟର ହେବ। ଏହି ଅନ୍ତର୍ଜାତୀୟ ଫିଲ୍ମ ଉତ୍ସବରେ ଏକମାତ୍ର ଭାରତୀୟ ଫିଲ୍ମ ଭାବେ ‘ଗଙ୍ଗୁବାଇ କାଠିଆଓ୍ବାଡି’ ପ୍ରଦର୍ଶିତ...

ନୂଆ ଲୁକ୍‌ରେ ଦେଶୀ ଗର୍ଲ

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ଅନେକ ସମୟରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି । ଏବେ ସେ ହଲିଉଡ ମୁଭି ପାଇଁ ବ୍ୟସ୍ତଥିବା ବେଳେ ସୋସିଆଲ ମିଡିଆରେ କିନ୍ତୁ ଖୁବ୍ ଆକ୍ଟିଭ ଏହି ଅଭିନେତ୍ରୀ । ଅନେକ ସମୟରେ ସେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri