ମନୋରଞ୍ଜନ

ନିର୍ଦ୍ଦେଶକଙ୍କଠାରୁ ଏପରି କଥା ଶୁଣି ସୁନୀଲ ଦତ୍ତଙ୍କ ଆଖିରେ ଆଜିଯାଇଥିଲା ଲୁହ: ନେଇଥିଲେ ବଜ୍ର ଶପଥ

ବଲିଉଡ୍‌ର ମହାନ ଅଭିନେତାଙ୍କ ମଧ୍ୟରୁ ସୁନୀଲ ଦତ୍ତ ଅନ୍ୟତମ। ସେ ଆଜି ନାହାନ୍ତି ସତ, ମାତ୍ର ତାଙ୍କ ଅଭିନୟକୁ ଦର୍ଶକ ଆଜି ବି ମନେ ରଖିଛନ୍ତି। ଥରେ ଫିଲ୍ମରେ ଏକ ଦୃଶ୍ୟ ଶୁଟିଂ ପାଇଁ ସୁନୀଲ ଦତ୍ତ ଝାଳ ବୁହାଉଥିଲେ।...

୪୬ ବର୍ଷରେ ଯମଜ ସନ୍ତାନର ଜନନୀ ହେଲେ ଡିମ୍ପଲ ଗର୍ଲ

ବମ୍ବେ: ୪୬ ବର୍ଷରେ ମା’ ହୋଇଛନ୍ତି ବଲିଉଡର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା। ତାଙ୍କର ଯମଜ ସନ୍ତାନ ହୋଇଛି। ଏହି ଖୁସି ଖବରକୁ ପ୍ରିତି ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ଜଣାଇଛନ୍ତି। ତେବେ ସରୋଗେସୀ ଜରିଆରେ ପ୍ରୀତିଙ୍କ ସନ୍ତାନ ହୋଇଛି।...

ଆଲିଆଙ୍କ ଯା’ ହେବେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଭାଇ ତଥା ଅଭିନେତା ଆଦର ଜୈନ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ଅଭିନେତ୍ରୀ ତାରା ସୁତାରିଆଙ୍କୁ ଡେଟ୍‌ କରୁଛନ୍ତି। ଉଭୟ ରଣବୀର-ଆଲିଆ ଭଟ୍ଟଙ୍କ ପୂର୍ବରୁ ବିବାହ କରିବେ...

ବାଳୀର ପ୍ରେମ କାହାଣୀ

ବାଳୀ ଜଣେ ସାଧାରଣ ଯୁବକ। ଅନ୍ୟମାନଙ୍କ ଦୁଃଖ ସୁଖରେ ଠିଆହୁଏ। ଏକ ବସ୍ତିରେ ରହୁଥିବା ଲୋକଙ୍କ ପାଇଁ ସେ ଢାଲ ସଦୃଶ ଛିଡ଼ା ହୋଇଛି। ଆଉ ସେତିକି ବେଳେ ଜଣେ ସୁନ୍ଦରୀ ସହ ତାହାର ଭେଟ ହେଉଛି। ଏପଟେ ପ୍ରେମ...

କ୍ୟାରିୟର ପାଇଁ…

ଷ୍ଟାର କିଡ୍‌ ଅନନ୍ୟା ପାଣ୍ଡେ ଏବେ ଚୁଜି ହେଲେଣି। କୌଣସି ନୂଆ ଅଫର ପାଇବା ମାତ୍ରେ ତାହାକୁ ଭଲ ଭାବରେ ତର୍ଜମା କରୁଛନ୍ତି। ଏ ବିଷୟରେ ସେ କହନ୍ତି, ‘ବର୍ତ୍ତମାନ ମୁଁ ନିଜ କ୍ୟାରିୟର ପାଇଁ ଅଧିକ ସିରିୟସ। କାରଣ...

ପ୍ରଶଂସା କରିବ ଏମିତି

ସତରେ ସୋନାକ୍ଷୀଙ୍କ ଆଇଡିଆକୁ ମାନିବାକୁ ପଡ଼ିବ। ଦେଖୁନାହାନ୍ତି ସେ କେମିତି ଖିଲାଡି ମାଷ୍ଟର ଅକ୍ଷୟ କୁମାରଙ୍କର ଭୁରି ଭୁରି ପ୍ରଶଂସା କରିବୁଲୁଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଅକ୍ଷୟଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ସେ। ଏ ନେଇ...

ଲଭ୍‌ ୪୨୦

ପ୍ରଯୋଜକ ବିନ୍ନି ପଟ୍ଟନାୟକ ଏବଂ ସଚିକାନ୍ତ ଜେନା କିଛି ମାସ ପୂର୍ବରୁ ଏକାଥରେ ୧୦ଟି ଓଡ଼ିଆ ସିନେମାର ଟାଇଟଲ ଘୋଷଣା କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ସେଗୁଡ଼ିକ ମଧ୍ୟରୁ ଏବେ ‘ତୁ ମୋ ନୀଳ ନୟନା’ର ଶୁଟିଂ ଶେଷ ହୋଇଛି।...

ମା’ଙ୍କୁ ନେଇ ଇମୋସନାଲ ପୋଷ୍ଟ କଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଫିଲ୍ମ ସହିତ ସୋସିଆଲ ମିଡିଆରେ ମଧ୍ୟ ଆକ୍ଟିଭ ରୁହନ୍ତି । ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ସେ ବାନ୍ଧି ରଖନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ସୂର୍ଯବଂଶୀ’କୁ ବେଶ୍‌ ପ୍ରଶଂସା କରିଛନ୍ତି ଦର୍ଶକ।...

ଦେଶର ଅପମାନ କରିନାହିଁ, ଭାରତୀୟ ବୋଲି ମୁଁ ଗର୍ବ କରେ: ବୀର୍‌ ଦାସ

ବମ୍ବେ: ବିବାଦରେ ଅଭିନେତା ତଥା ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ବୀର ଦାସ। ଓ୍ବାଶିଂଟନ ଡିସିରେ ‘ଜନ୍‌ ଏଫ୍‌ କୈନେଡି ସେଣ୍ଟର ଫର୍‌ ଦ ପରଫର୍ମିଂ ଆଟ୍ସ’ରେ ନିଜର ପର୍‌ଫର୍ମାନ୍ସରେ ଭାରତୀୟଙ୍କ ଦୋମୁହାଁ ଚରିତ୍ର ବିଷୟରେ କହିଥିଲେ। ଏହାର ଭିଡିଓ ଭାଇରାଲ...

ସବୁଠୁ କମ୍‌ ପାରିଶ୍ରମିକ ନିଅନ୍ତି ଏହି ଅଭିନେତ୍ରୀ !

ମୁମ୍ବାଇ: ବଲିଉଡ୍‌ର ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଗୋଟିଏ ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ଦାବି କରିଥାନ୍ତି। ମାତ୍ର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏମିତି ବି କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଖୁବ୍‌ କମ୍‌ ଟଙ୍କା ପାରିଶ୍ରମିକ...

ବଲିଉଡ୍‌ ଅଭିନେତାଙ୍କଠାରୁ କମ୍‌ ନୁହନ୍ତି କଟ୍ରିନାଙ୍କ ବଡିଗାର୍ଡ; ଏକାଧିକ ଫିଲ୍ମ ଅଫର୍‌କୁ…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫଙ୍କ ପ୍ରଶଂସକ କାହିଁରେ କେତେ। ସେ ଯେତେବେଳେ ବାହାରକୁ ଯାଆନ୍ତି ପ୍ରଶଂସକ ଘେରି ଯାଆନ୍ତି। ଏଣୁ ତାଙ୍କ ସୁରକ୍ଷା ଲାଗି ପାଖେ ପାଖେ ଥାନ୍ତି ତାଙ୍କ ବଡିଗାର୍ଡ ଦୀପକ ସିଂହ। ଅଭିନେତ୍ରୀଙ୍କ ପରି ସେ...

ଅଭିନେତ୍ରୀଙ୍କୁ ଆକ୍ରମଣ

ମୁମ୍ବାଇ: ନିକଟରେ ଜଣେ ଅଜଣା ଆକ୍ରମଣର ଶିକାର ହୋଇଛନ୍ତି ଅଭିନେତ୍ରୀ ଶାଲୁ ଚୌରାସିଆ। ତାଙ୍କୁ ଏକ ଅଜଣା ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ମୋବାଇଲ ଫୋନ ଛଡ଼ାଇ ନେବା ସହିତ ତାଙ୍କୁ ଆକ୍ରମଣ କରାଯାଇଛି । ଟୋନି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri