ମନୋରଞ୍ଜନ

ଏହି ଅଭିନେତ୍ରୀଙ୍କୁ ଚୁମ୍ବନ ଦେବା ବେଳେ ଡରି ଯାଇଥିଲେ ସୈଫ୍‌

ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କର ଆଗାମୀ ଫିଲ୍ମ ‘ବଣ୍ଟି ଔର ବବ୍‌ଲି-୨’କୁ ନେଇ ଏବେ ଚର୍ଚ୍ଚାରେ। ଏହି ଫିଲ୍ମର ପ୍ରମୋଶନ ସମୟରେ ଦୁହେଁ କିଛି ଲୁକ୍କାୟିତ କଥା ଖୁଲାସା କରିଛନ୍ତି। ଏକଥା...

ବିପାଶାଙ୍କୁ ପ୍ରେମିକ ମିଳିବନି ବୋଲି କହିଥିଲେ ନିର୍ଦ୍ଦେଶକ, କାରଣ ଜାଣିଲେ

ବିପାଶା ବସୁ ୨୦୦୧ରେ ‘ଅଜନବି’ ଚଳଚ୍ଚିତ୍ରରୁ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ସେ ଅକ୍ଷୟ କୁମାରଙ୍କ ଗର୍ଲଫ୍ରେଣ୍ଡ ସୋନିଆ ଚରିତ୍ରରେ ଅଭିନୟ କରିଥିଲେ। ତେବେ ଏହି ଚଳଚ୍ଚିତ୍ର ବିପାଶାଙ୍କୁ ସେପରି ସଫଲତା ମିଳି ନ ଥିଲା ଯେପରି...

ବିନା ଅନୁମତିରେ ରାଜ୍‌ କପୁରଙ୍କ ବେଡ୍‌ରୁମ୍‌କୁ ପଶିଯାଇଥିଲେ ନର୍ଗିସ: ପରେ ଯାହା ଘଟିଲା…

ଅଭିନେତା ରାଜ କପୁର ଏବଂ ନର୍ଗିସ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ସେମାନଙ୍କର ଯୋଡିକୁ ମଧ୍ୟ ଦର୍ଶକମାନେ ଭଲ ପାଉଥିଲେ। ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଆଲୋଚନା ହୋଇଥିଲା। ଏପରିକି କୁହାଯାଇଥିଲା ଯେ ନର୍ଗିସ ପୂର୍ବରୁ ବିବାହିତ ରାଜ...

ବିବାହ ବନ୍ଧନରେ ବାନ୍ଧି ହେଲେ ଶ୍ରଦ୍ଧା

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଟେଲି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା । ନିଜର ଦୀର୍ଘ ଦିନର ବୟଫ୍ରେଣ୍ଡ ରାହୁଲ ଶର୍ମାଙ୍କ ହାତ ଧରିଛନ୍ତି। ‘କୁଣ୍ଡଲି ଭାଗ୍ୟ’ ଫେମ ଅଭିନେତ୍ରୀ ହେଉଛନ୍ତି ଶ୍ରଦ୍ଧା। ଶ୍ରଦ୍ଧା ଆର୍ଯ୍ୟା ଜଣେ ଅଭିନେତ୍ରୀ...

ପୁଣି ଘୁଞ୍ଚିଲା ରିଲିଜ୍‌ ଡେଟ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିର ଖାନ ଏବଂ ଅଭିନେତ୍ରୀ କରୀନା କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ’ଲାଲ ସିଂହ ଚଢା’ର ରିଲିଜ ଡେଟ୍‌ ପୁଣି ଘୁଞ୍ଚିଲା । ତେବେ ଏହି ଫିଲ୍ମକୁ ନେଇ ଅମିର ଖାନ ଏବଂ କରୀନା କପୁର ବେଶ୍‌...

ପୁନିତଙ୍କୁ ‘କର୍ନାଟକ ରତ୍ନ’ ପୁରସ୍କାର

ସ୍ବର୍ଗତ ସୁପରଷ୍ଟାର ପୁନିତ ରାଜକୁମାରଙ୍କୁ କର୍ନାଟକ ରତ୍ନ ପୁରସ୍କାର ପ୍ରଦାନ କରାଯିବ ବୋଲି କର୍ନାଟକ ସରକାର ଘୋଷଣା କରିଛନ୍ତି। କର୍ନାଟକର ମୁଖ୍ୟମନ୍ତ୍ରୀ ବାସଭାରାଜ ଏସ୍‌ ବୋମାଇ ତାଙ୍କ ଟୁଇଟର୍‌ରେ ଏହି ସୂଚନା ଦେଇଛନ୍ତି। କର୍ନାଟକ ରତ୍ନ ପୁରସ୍କାର ପାଇଥିବା ରାଜକୁମାର...

ଅନୁଷ୍କାଙ୍କ ଫଟୋ ଦେଖି କୋହଲି କହିଲେ…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଅଭିନୟ ଏବଂ ଫ୍ୟାଶନ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ସେ ପ୍ରାୟତଃ ପ୍ରଶଂସକଙ୍କ ପାଇଁ ଫଟୋ ଶେୟାର କରନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ, ଯାହା ଭାଇରାଲ...

ଫେରିଲେ ଅନନ୍ୟା

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଷ୍ଟାର କିଡ ତଥା ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନାଁରେ ସମନ ଜାରି ହେବା ପରେ କିିଛିଦିନ ହେବ ସେ ସୋସିଆଲ ମିଡିଆଠାରୁ ବି ଦୂରେଇ ଯାଇଥିଲେ । ଏମିତିକି ସେ ତାଙ୍କ ଜନ୍ମଦିନ ବି...

‘ପୃଥ୍ୱିରାଜ’ଠାରୁ ବଡ ଡେବ୍ୟୁ ମୋର ହୋଇ ପାରି ନ ଥାଆନ୍ତା: ମାନୁଷି

ମୁମ୍ବାଇ: ୟଶରାଜ ଫିଲ୍ମସର ପ୍ରଥମ ଐତିହାସିକ ମହାକାବ୍ୟ ଆକ୍ସନ ଡ୍ରାମା ଫିଲ୍ମ ‘ପୃଥ୍ୱିରାଜ’ର ଟିଜର ଗୋଟିଏ ଦିନ ପୂର୍ବରୁ ରିଲିଜ କରାଯାଇଛି । ଏହି ଟିଜର ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ରାଜା ପୃଥ୍ୱିରାଜ ଚୌହାନଙ୍କ ଜୀବନି ଉପରେ...

‘ନାଗିନ ୬’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ମେହେକ

ମୁମ୍ବାଇ: ଏକତା କପୁରଙ୍କ ଆଗାମୀ ଶୋ’ ‘ନାଗିନ ୬’କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏଥିରେ ଅଭିନେତ୍ରୀ ମେହେକ ଚହଲ ମୁଖ୍ୟ ଭୂମିକାରେ ଅଭିନୟ କରି ପାରନ୍ତି ବୋଲି କୁହାଯାଉଛି । ତେବେ ଏକତା କପୁର...

ବିବାହକୁ ନେଇ ଉତ୍ସାହିତ ଅଛନ୍ତି ଅଙ୍କିତା

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ଏବେ ବିବାହକୁ ନେଇ ସେଲିବ୍ରିଟି ମାନେ ଚର୍ଚ୍ଚାରେ ରହୁଛନ୍ତି। ସବୁଠି ଏବେ ବିବାହର ମାହୋଲ ଦେଖିବାକୁ ମିଳୁଛି । ଏହାରି ମଧ୍ୟ କିଛି ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି। ଆଉ କିଛି ନିକଟରେ...

କାଟ୍ରିନାଙ୍କ ବିବାହରେ ଯୋଗଦେବେ ନାହିଁ ସଲମାନ

ଆଜିକାଲି ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫଙ୍କ ବିବାହ ଖବର ଚର୍ଚ୍ଚାରେ ରହିଛି। ଆସନ୍ତା ୭ରୁ ୯ ଡିସେମ୍ବର ମଧ୍ୟରେ ଉଭୟ ବିବାହ ବନ୍ଧନରେ ଅୋବଦ୍ଧ ହେବେ। ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟ ବାରୱରାରେ ଉଭୟଙ୍କ ବିବାହ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri