ସବୁ ରେକର୍ଡ ଭାଙ୍ଗିଦେଲେ ଦୀପିକା: ପ୍ରଥମ ଭାରତୟ ଅଭିନେତ୍ରୀ ଭାବେ… ବଲିଉଡ୍ ଅଭିନେତ୍ରୀ ୧୭ ବର୍ଷର ଅଭିନୟ କ୍ୟାରିୟରରେ ବିଶେଷ ନାମ ଅର୍ଜନ କରିଛନ୍ତି। ଆଜିକାଲି ଦୀପିକା ଫିଲ୍ମ ‘କଲକି 2898 AD’ ମାଧ୍ୟମରେ ଅନେକ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଏଥିରେ ସେ ପ୍ରଭାସ, କମଲ ହାସନ ଏବଂ ଅମିତାଭ ବଚ୍ଚନଙ୍କ...
ମୋ ପରିବାରକୁ ମାରିବାକୁ ଚାହୁଁଛନ୍ତି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍: ସଲମାନ ଖାନ୍ ମୁମ୍ବାଇ,୨୪ା୭: ବଲିଉଡ ଅଭିନେତା ସଲମାନ ଖାନ ପୋଲିସକୁ କହିଛନ୍ତି ଯେ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଚଳିତ ବର୍ଷ ଏପ୍ରିଲରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଗୁଳି ଚଳାଇଥିଲେ ଏବଂ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ଏହି...
ମୋ ପରିବାର ଏବେ ବିପଦରେ: କାହିଁକି ଏମିତି କହିଲେ ସଲମାନ ବଲିଉଡର ସୁପରଷ୍ଟାର ସଲମାନ ଖାନ ନିଜ ଘର ଉପରେ ହୋଇଥିବା ଗୁଳିକାଣ୍ଡକୁ ନେଇ ମୁହଁ ଖୋଲିଛନ୍ତି। ପୋଲିସକୁ ଦେଇଥିବା ବିବୃତ୍ତିରେ କହିଛନ୍ତି, ମୁଁ ବୃତ୍ତି ଅନୁଯାୟୀ ଜଣେ ଚଳଚ୍ଚିତ୍ର ଅଭିନେତା ଏବଂ ଗତ ୩୫ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ...
ଜୟାଙ୍କୁ ବିବାହ କରିବା ପୂର୍ବରୁ ଏମିତି ସର୍ତ୍ତ ରଖିଥିଲେ ଅମିତାଭ ବଚ୍ଚନ, ଯାହାକୁ ମାନିବା ପରେ… ମୁମ୍ବାଇ: ବଲିଉଡର ଚିର ସବୁଜ କପୁଲ ତଥା ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚନ ନିଜର ୫୧ବର୍ଷିୟ ବିବାହ ବାର୍ଷିକୀ ପାଳନ କରୁଛନ୍ତି। କିନ୍ତୁ ଜାଣି ତାଜୁବ ହେବେ ବିବାହ ପୂର୍ବରୁ ସୋଲେ ଅଭିନେତା ଅମିତାଭ ଜୟାଙ୍କ ଆଗରେ...
ଦିନେ କପଡା ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏହି ଅଭିନେତା: ଏବେ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ ସାଉଥ୍ ସିନେମାର ପ୍ରସିଦ୍ଧ ଅଭିନେତା ସୂର୍ଯ୍ୟା ୪୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସୂର୍ଯ୍ୟ ଜୁଲାଇ ୨୩, ୧୯୭୫ରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ସୂର୍ଯ୍ୟଙ୍କ ପ୍ରକୃତ ନାମ ହେଉଛି ସରଭାନନ ଶିବକୁମାର। ସେ ତାମିଲ ଅଭିନେତା ଶିବକୁମାରଙ୍କ...
ଗ୍ୟାଙ୍ଗଷ୍ଟର ଭୂମିକାରେ ମୋନା ମୁମ୍ବାଇ: ଅଭିନେତ୍ରୀ ମୋନା ସିଂ କେବଳ ଟିଭି ପରଦାରେ ନୁହେଁ ବରଂ ବଲିଉଡ୍ରେ ମଧ୍ୟ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ତାଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ପ୍ରଡକ୍ସନ୍ ହାଉସ୍ର ଫିଲ୍ମରେ ମଧ୍ୟ କାର୍ଯ୍ୟ କରିବାକୁ ସୁଯୋଗ...
ଅରମାନ-କ୍ରିତିକାଙ୍କ ଭିଡିଓ ଭାଇରାଲ ହେବା ପରେ ବ୍ୟାନ୍ ହେବ Bigg Boss OTT 3! ସରକାରଙ୍କୁ ଏହି ନିବେଦନ କଲେ ଶିବସେନା ନେତା ମୁମ୍ବାଇ,୨୨।୭: ବିଗ୍ ବସ୍ ଓଟିଟି ସିଜିନ୍ରେ ଅରମାନ ମଲିକ-କ୍ରିତିକା ମଲିକଙ୍କ ବିଷୟରେ ଚର୍ଚ୍ଚା ହେଉଛି। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ପରେ ତାଙ୍କୁ ବହୁତ ସମାଲୋଚନା କରାଯାଇଥିଲା । ବର୍ତ୍ତମାନ ଶିବସେନା ନେତା...
ଅମୀରଙ୍କଠାରୁ ଛାଡ଼ପତ୍ର ପରେ ବହୁତ ଖୁସି ଅଛନ୍ତି କିରଣ, କହିଲେ ମୁଁ କେବେ ବି… ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ ତାଙ୍କ ଚଳଚ୍ଚିତ୍ର ତଥା ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସେ ଥରେ ନୁହେଁ ଦୁଇଥର ବିବାହ କରିଥିଲେ ଏବଂ ପରେ ଦୁଇଜଣଙ୍କଠାରୁ ଛାଡ଼ପତ୍ର ହୋଇଥିଲା। ୨୦୨୧ରେ ସେ ସୋସିଆଲ ମିଡିଆରେ ଦ୍ୱିତୀୟ...
‘ଛାଡପତ୍ର ସ୍ବର୍ଗରେ ସ୍ଥିର ହୋଇଥାଏ,ବିବାହ ନର୍କରେ’, ନତାଶା-ହାର୍ଦ୍ଦିକ ଅଲଗା ହେବା ପରେ… ମୁମ୍ବାଇ,୨୧।୭: ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା(ଆରଜିଭି) ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ଅଲଗା ହେବାର ଘୋଷଣା ପରେ ଖୁବ ଶୀଘ୍ର ବିବାହ ଏବଂ ଛାଡପତ୍ର ସମ୍ପର୍କରେ ଏକ କ୍ରିପ୍ଟିକ ପୋଷ୍ଟ ଶେୟାର କରିଛନ୍ତି। ରାମ ଗୋପାଳ ବର୍ମା...
୫୬ ବର୍ଷରେ ବାପା ହେବେ ଅକ୍ଷୟ କୁମାର ମୁମ୍ବାଇ: ଜଣାଶୁଣା ବଲିଉଡ୍ ଅଭିନେତା ତଥା ଖିଲାଡ଼ି ବୟ ଅକ୍ଷୟ କୁମାର ବାପା ହେବାକୁ ଯାଉଛନ୍ତି। ତାଙ୍କ ଅଭିନେତ୍ରୀ ତଥା ଲେଖିକା ସ୍ତ୍ରୀ ଟ୍ବିଙ୍କଲ୍ ଖାନ୍ନା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ବହୁତ ଚର୍ଚ୍ଚା ହେଉଛି।...
ଶାହାରୁଖଙ୍କୁ ଲାତ ମାରି ଖଟରୁ ଗଳାଇ ପକାଇଥିଲେ ସଲମାନ, କାରଣ ଜାଣିଲେ… ମୁମ୍ବାଇ: ଉଭୟ ଖାନ୍ ସଲମାନ ଏବଂ ଶାହାରୁଖ ବିଗତ ବର୍ଷରୁ ଇଣ୍ଡଷ୍ଟ୍ରିରେ ରାଜ୍ କରିଆସୁଛନ୍ତି। ଉଭୟଙ୍କୁ ଫଲୋ କରୁଥିବା ପ୍ରଶଂସକ ମଧ୍ୟ ବହୁତ ଷ୍ଟ୍ରଙ୍ଗ୍। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ମଧ୍ୟ ସେମାନଙ୍କର ବ୍ୟକ୍ତିଗତ ବିଷୟରେ ଜାଣିବାକୁ ଉତ୍ସାହିତ ଥାନ୍ତି। ଶାହାରୁଖ...
୪୮ ବର୍ଷ ବୟସରେ ପ୍ରେମିକ ଖୋଜୁଛନ୍ତି ଅଭିନେତ୍ରୀ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୪୮ ବର୍ଷରେ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ୧୬ ବର୍ଷ ସାନ ରୋହମାନ ଶଲଙ୍କଠାରୁ ବ୍ରେକ୍ଅପ୍ ପରେ ସୁସ୍ମିତାଙ୍କ ନାଁ ଲଲିତ ମୋଦିଙ୍କ ସହ...