ମନୋରଞ୍ଜନ

କରୱା ଚୌଥ୍‌ରେ ସ୍ତ୍ରୀଙ୍କୁ ଦେଲେ ବିଏମଡବ୍ଲୁ କାର୍‌, କିଏ ଜାଣନ୍ତୁ…

ମୁମ୍ବାଇ: ବଲିଉଡ୍‌ର ଅନେକ ଯୋଡ଼ି ଏଥର କରୱା ଚୌଥ୍‌ ବେଶ୍‌ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି। ହାସ୍ୟ ଅଭିିନେତା ଗୋବିନ୍ଦା ସ୍ତ୍ରୀ ସୁନୀତା ଅହୁଜାଙ୍କୁ କରୱା ଚୌଥ୍‌ରେ ବିଏମଡବ୍ଲୁ କାର ଉପହାର ଦେଇ ନିଜର ପ୍ରେମ ବ୍ୟକ୍ତ କରିଛନ୍ତି। ସେ...

ଗୌରୀଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଦେଖି ଭାଙ୍ଗିଯାଇଥିଲା ଶାହରୁଖଙ୍କ ହୃଦୟ

ଅଭିନେତା ଶାହରୁଖ ଖାନ ଏବଂ ଗୌରୀଙ୍କ ଆଜି ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଉଭୟଙ୍କ ବିବାହକୁ ୩୦ ବର୍ଷ ପୂରିଛି। ଏଥର ଉଭୟ ବିବାହ ବାର୍ଷିକୀ ପାଳନ କରିବେ ନାହିଁ। ସେମାନଙ୍କ ଜୀବନର କଠିନ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି।...

‘ବଣ୍ଟି ଔର ବବଲି ୨’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ଫିଲ୍ମ ‘ବଣ୍ଟି ଔର ବବଲି’ର ସ୍ବିକେଲ ‘ବଣ୍ଟି ଔର ବବଲି ୨’ ଟ୍ରେଲର ନିକଟରେ ରିଲିଜ୍‌ ହୋଇଯାଇଛି। ଯେଉଁଥିରେ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ସହ ଅଭିନେତ୍ରୀ ରାଣୀ ମୁଖାର୍ଜୀ ନଜର ଆସୁଛନ୍ତି। ଦୀର୍ଘ ବର୍ଷ ପରେ ପୁଣି...

‘ଆଶ୍ରମ ୩’ର ଶୁଟିଂ ସେଟ୍‌ରେ ବଜରଙ୍ଗ ଦଳର ଭଙ୍ଗାରୁଜା

  ମୁମ୍ବାଇ: ବଲିଉଡ୍‌ ଅଭିନେତା ବବି ଦେଓଲଙ୍କ ୱେବ ସିରିଜ୍‌ ‘ଆଶ୍ରମ’ର ଦୁଇଟି ସିଜିନ ହିଟ୍‌ ହୋଇଛି। ଏବେ ଭୋପାଳରେ ଏହାର ତୃତୀୟ ସିରିଜର ଶୁଟିଂ ଆରମ୍ଭ କରିଛନ୍ତି ନିର୍ଦ୍ଦେଶକ ପ୍ରକାଶ ଝା। ତେବେ ଭୋପାଳରେ ‘ଆଶ୍ରମ ୩’ର ଶୁଟିଂ...

୬୭ ତମ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କଲେ ବିଜେତା

ନୂଆଦିଲ୍ଲୀ,୨୫।୧୦: ୬୭ ତମ ଚଳଚ୍ଚିତ୍ର ପୁରସ୍କାର ସୋମବାର ପ୍ରଦାନ କରାଯାଇଛି। ଆଜି ସକାଳ ୧୧ ଟାରେ ଭିଗାନ ଭବନରେ ପୁରସ୍କାର ବିତରଣ ସମାରୋହରେ ବିଜେତାମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୯ରେ ନିର୍ମିତ ଚଳଚ୍ଚିତ୍ର ପାଇଁ ଏହି ପୁରସ୍କାର ଦିଆଯାଉଛି।...

ଅଧାରୁ ପାଠ ଛାଡିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ରୁ ହଲିଉଡ୍‌ ଯାଏ ନିଜର ଅଭିନୟ ମାଧ୍ୟମରେ ବାନ୍ଧି ରଖିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପିଲାବେଳୁ ଅନେକ ସଂଘର୍ଷମୟ ଜୀବନ ବିତାଇଛନ୍ତି। ତାଙ୍କର ବାପା,ମା ଆର୍ମି ଡାକ୍ତର ଥିଲେ। ଯେଉଁଥିପାଇ ସେ ଅଲଗା ଅଲଗା ସହରରେ ରହି ପାଠ...

ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ତେଲଗୁ ସୁପରଷ୍ଟାର ରାଜା ବାବୁଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତେଲୁଗୁ ସିନେମାର ଭେଟେରାନ ଅଭିନେତାମାନଙ୍କ ମଧ୍ୟରୁ ରାଜା ବାବୁ ଅନ୍ୟତମ। ସେ ୧୩...

ରାଜଙ୍କ ପାଇଁ କରଓ୍ବାଚୌଥ ବ୍ରତ କଲେ ଶିଳ୍ପା

ମୁମ୍ବାଇ: ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସ୍ବାମୀ ରାଜ କୁନ୍ଦ୍ରାଙ୍କ ପାଇଁ କରଓ୍ବାଚୌଥ ବ୍ରତ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ଏନେଇ ସେ ଏକ ଭିଡିଓ ଶେୟାର କରିଛନ୍ତି...

ଭିଡିଓରେ ଏଭଳି କହିଲେ କାଟ୍ରିନା…

ମୁମ୍ବାଇ: ଫିଲ୍ମ ସୂର୍ଯ୍ୟବଂଶୀକୁ ନେଇ ଉତ୍ସାହିତ ଅଛନ୍ତି ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଓ ଅକ୍ଷୟ କୁମାର। କାଟ୍ରିନା କୈଫ୍‌ ଏକ ଭିଡିଓ ମାଧ୍ୟମରେ ଏହା ଦେଖାଇଛନ୍ତି। ସବୁଠାରୁ ବ୍ୟଙ୍ଗାତ୍ମକ ଅଭିନେତା ପାଇଁ ପୁରସ୍କାର … ଏହାକୁ ଅପେକ୍ଷା କର … କାଟ୍ରିନା...

ବୋଲ୍ଡ ଅବତାରରେ ଛୋଟ ପରଦାର ସଂସ୍କାରୀ ବୋହୂ

ମୁମ୍ବାଇ: ଛୋଟ ପରଦାର ସଂସ୍କାରୀ ବୋହୂ ଭାବେ ପରିଚିତ ଟିନା ଦତ୍ତା ବାସ୍ତବ ଜୀବନରେ ବହୁତ ବୋଲ୍ଡ। ଏହାର ଝଲକ ଟିନା ନିଜେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଧାରାବାହିକ ‘ଉତ୍ତରନ’ରେ ସବୁବେଳେ ଶାଢ଼ି ଶୁଟ୍‌ରେ ନଜର ଆସୁଥିବା ଟିନା...

ବିଗ୍‌ ବି – ଶତ୍ରୁଘ୍ନ ମଧ୍ୟରେ ବନ୍ଧୁତା ଖରାପ ନେଇ ଦାୟୀ କରାଯାଇଥିଲା ରେଖାଙ୍କୁ, ପୂରା ଘଟଣା ଜାଣିଲେ…

ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ଅନେକ ତାରକା ଅଛନ୍ତି, ଯାହାଙ୍କ ବନ୍ଧୁତା ସର୍ବଦା ଚର୍ଚ୍ଚାରେ ଥାଏ। ଏହି ତାଲିକାରେ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ନାମ ମଧ୍ୟ ରହିଛି। ଅମିତାଭ ଏବଂ ଶତ୍ରୁଘ୍ନ ବହୁତ ଭଲ ବନ୍ଧୁ...

ଭାଇରାଲ ହେଉଛି କାଜଲଙ୍କ ଭ୍ୟାକେଶନ ଫଟୋ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଜଲଙ୍କର ଯେତେ ପ୍ରଶଂସା କଲେ ବି କମ୍ ହୁଏ ବୋଲି କୁହାଯାଏ । ଅଭିନୟରେ ପାରଙ୍ଗମ ଏହି ଅଭିନେତ୍ରୀ ଏବେ ଭ୍ୟାକେଶନରେ । ଏଥର ମସ୍କୋରେ ସମୟ କାଟୁଛନ୍ତି କାଜଲ । ରୁଷିଆର ଏହି ସୁନ୍ଦର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri