ମନୋରଞ୍ଜନ

ମିଳିଲାନି ଜାମିନ: ଆଉ ଗୋଟିଏ ରାତି ଜେଲରେ କାଟିବେ ଆର୍ଯ୍ୟନ

ମୁମ୍ବାଇ,୧୩ ।୧୦: ବଲିଉଡ୍ ଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ଏଥର ବି ଜାମିନ ମିଳିଲାନି । ବୁଧବାର ତାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ସେଶଂସ କୋର୍ଟ ଏହାକୁ ଗୋଟିଏ ଦିନ ଘୁଞ୍ଚାଇ ଦେଇଛନ୍ତି । ଫଳରେ...

ତାପସୀଙ୍କ ନୂଆ ଟିପ୍ସ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ନୂଆ ଫିଲ୍ମ ‘ରଶ୍ମୀ ରକେଟ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ଏଥିରେ ସେ ଜଣେ ଆଥଲେଟ୍‌ ଭୂମିକାରେ ନଜର ଆସିବେ। ଫିଲ୍ମର ଚରିତ୍ର ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି।...

ପୁଣି ଏକାଠି ନଜର ଆସିବେ କ୍ରିତି ଓ କାର୍ତ୍ତିକ

ମୁମ୍ବାଇ: ନିକଟରେ କ୍ରିତି ସାନନ୍‌ଙ୍କ ‘ମିମି’, ‘ହମ୍‌ ଦୋ ହମାରେ ଦୋ’ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପୁଣି ଥରେ କାର୍ତ୍ତିକ ଆର୍ୟନଙ୍କ ସହ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏ ନେଇ ଉଭୟ...

ସାରା ଶେୟାର କଲେ ଫଟୋ; କାର୍ତ୍ତିକ ଆର୍ୟନ କଲେ ଲାଇକ୍‌

ବମ୍ବେ: ବଡ଼ ହୋଇଗଲେଣି ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା। ଏବେ ବିଦେଶରେ ରହି ପାଠ ପଢ଼ୁଛନ୍ତି ସେ। ଆଜିର ସମୟର ପିଲାଙ୍କ ଭଳି ସେ ସୋସିଆଲ ମିଡିଆରେ ବେଶ ସକ୍ରିୟ। ଦେଖିବାକୁ ବେଶ ସୁନ୍ଦର ହୋଇଥିବାରୁ ତାଙ୍କର...

ଏହି ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଫଟୋ ହୋଇଥିଲା ଭାଇରାଲ, ଆଉ ତା’ ପରେ

ସାଉଥ ତଥା ବଲିଉଡ ତାରକା କମଲ ହାସନଙ୍କ ଝିଅ ଅକ୍ଷରା ସାଉଥ ସିନେମାରେ କାମ କରିବା ସହିତ ‘ଶମିତାଭ’ ଭଳି ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। ବୃତ୍ତିଗତ ଜୀବନ ବ୍ୟତୀତ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।...

ୟଶଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କଲେ ନୁସରତ

ମୁମ୍ବାଇ: ଟିଏମ୍‌ସି ନେତ୍ରୀ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ଆଜିକାଲି ପ୍ରତ୍ୟେକ କଥାରେ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ନୁସରତ ୟଶ ଦାସଗୁପ୍ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହିଦିନ ସେ ସମସ୍ତଙ୍କୁ କହିଥିଲେ ଯେ, ତାଙ୍କ ସନ୍ତାନର ପିତା ୟଶଙ୍କ...

ସ୍ମୃତିରେ ଅକ୍ଷୟ, ଆଜି ବି ମନେପଡେ ‘ପ୍ରେମିକାର ବାରିଆଡେ…’

ଭୁବନେଶ୍ୱର: ହେ ଫଗୁଣ ତୁମେ ଗଲା ପରେ ପରେ, ଅନେକ ଯାତନା ଏଠି..ଅନେକ ଯାତନା ଏଠି । ଆଜି ବି ଏ ଗୀତ ବାଜି ଉଠିଲେ ଉତ୍‌ଫୁଲ୍ଲିତ ହୋଇ ଯାଏ ଦେହ ଆଉ ମନ। ଗୀତର ତାଳେ ତାଳେ ମତୁଆଲା...

କନ୍ୟା ସନ୍ତାନର ମା’ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ପ୍ରଥମ କନ୍ୟା ସନ୍ତାନର ମା’ ହେଲେ ଅଭିନେତ୍ରୀ ଶ୍ରୀୟା ସରଣ। ସେ ସୋମବାର ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ପ୍ରଥମ ଥର ପାଇଁ ମା’ ହେବାର ସୌଭାଗ୍ୟ ଲାଭ କରିଥିବା ପ୍ରକାଶ କରିଛନ୍ତି।...

ମୁମ୍ବାଇ ଛାଡୁଛନ୍ତି ଶହନାଜ!

ମୁମ୍ବାଇ: ଟେଲିଭିଜନ କଳାକାର ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପାଖାପାଖି ୧ ମାସ ହୋଇଗଲାଣି । ଆଉ ଏହାରି ଭିତରେ ସିଦ୍ଧାର୍ଥଙ୍କର ର‌୍ୟୁମର୍ଡ ଗଲଫ୍ରେଣ୍ଡ ଶହନାଜ ଗିଲ ନିଜକୁ ବାହାର ଦୁନିଆଠାରୁ ସମ୍ପୂର୍ଣ୍ଣ ଅଲଗା କରିଦେଇଥିଲେ । ହେଲେ ଏବେ ସେ...

ଭାଜପା ନେତା ୟଶଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ନୁସରତ! କିଛି ଏଭଳି…

କୋଲକାତା: କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି ବଙ୍ଗାଳୀ ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାଁ। ଏବେ ସେ ଦ୍ୱିତୀୟ ବିବାହ କରିସାରିଥିବା କୁହାଯାଉଛି। ଅଭିନେତା ତଥା ଭାଜପା ନେତା ୟଶ...

ଏହି ପଞ୍ଜାବୀ ଗାୟକଙ୍କ ପ୍ରେମରେ ଉବୁଟୁବୁ ମନୋଜ ତିଓ୍ବାରୀଙ୍କ ପ୍ରଥମ ସ୍ତ୍ରୀ ରାନୀ, ପୋଷ୍ଟକୁ ନେଇ ବଢ଼ୁଛି…

ବମ୍ବେ: ଭାରତୀୟ ଜନତା ପାର୍ଟି ଏମ୍‌ପି ତଥା ଭୋଜପୁରୀ ସିନେମାର ସୁପରଷ୍ଟାର ମନୋଜ ତିଓ୍ବାରୀଙ୍କ ପୂର୍ବପତ୍ନୀ ରାନୀ ତିଓ୍ବାରୀ ଏବେ ଚର୍ଚ୍ଚାର। ସେ ଏବେ ପଞ୍ଜାବୀ ଗାୟକ ଏକମ୍‌ ବାବାଙ୍କୁ ଡେଟ୍‌ କରୁଛନ୍ତି। ନିଜର ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଏକମ୍‌ ଏକ...

ପ୍ରେମିକଙ୍କ ପାଇଁ କଲେଜ ଯିବା ବନ୍ଦ ହୋଇଯାଇଥିଲା, ଘରଲୋକଙ୍କ ଚାପ ସତ୍ତ୍ୱେ ଅଭିନେତ୍ରୀ ଏବେ ବି…

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ନିକି ତମ୍ବୋଲିଙ୍କୁ କିଏ ବା ନ ଜାଣେ। ବିଗ୍‌ ବସ୍‌-୧୪ରେ ଭାଗ ନେବା ପରଠାରୁ ଦିନକୁ ଦିନ ତାଙ୍କର ଚାହିଦା ବଢ଼ି ବଢ଼ି ଚାଲିଛି। ଶୋ’ ପରେ ସେ ଖତରୋ କେ ଖିଲାଡ଼ି’ରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri