ମନୋରଞ୍ଜନ

ହାତକୁ ଦୁଇ ହାତ ହେବେ ଏହି ସୁନ୍ଦରୀ ନାଗିନ୍‌; ଦୁବାଇର ବ୍ୟବସାୟୀଙ୍କ…

ବମ୍ବେ: ବିବାହ କରିବାକୁ ଯାଉଛନ୍ତି ଟେଲି ପରଦାର ସୁନ୍ଦରୀ ନାଗିନ୍‌ ମୌନି ରୟ। କଥିତ ପ୍ରେମିକ ତଥା ଦୁବାଇର ବ୍ୟବସାୟୀ ସୁରଜ ନାମ୍ବିଆର୍‌ଙ୍କ ହାତ ଧରିବେ ସେ। ୨୦୨୨ରେ ଏହି ବିବାହ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ମୌନିଙ୍କ...

ଏଥର ଦଶହରାରେ ବିକ୍କି-ତାପସୀ-ବିଦ୍ୟୁତଙ୍କ ଟକ୍କର

ବମ୍ବେ: ଦଶହରା ଉପଲକ୍ଷେ ରିଲିଜ ହେବାକୁ ଯାଉଛି ତିନୋଟି ବଲିଉଡ୍‌ ଫିଲ୍ମ। ସିନେମାହଲ ଖୋଲିବାକୁ ମହାରାଷ୍ଟ୍ର ସରକାର ଅନୁମତି ଦେଇଥିଲେ ହେଁ ଫିଲ୍ମଗୁଡ଼ିକ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ। ଅକ୍ଟୋବର ୧୫ରେ ବିଦ୍ୟୁତ ଜାମବାଲଙ୍କ ଫିଲ୍ମ ‘ସନକ’ ଡିଜନି+ହଟ୍‌ଷ୍ଟାରରେ ରିଲିଜ...

ମତୁଆଲା କରୁଛି ନୋରାଙ୍କ ନୂଆ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହି ଖୁବ୍‌ କମ୍‌ ଦିନରେ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ମଧ୍ୟ ସେ। କିଛି ନା କିଛି ଫଟୋ ଭିଡିଓ ଶେୟାର କରି ସେ...

ବିନା ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିଲେ ଅମିତାଭ ବଚ୍ଚନ,ଆଉ ତା’ପରେ

ଟିଭିର ସବୁଠାରୁ ଲୋକପ୍ରିୟ ରିଅଲିଟି କୁଇଜ ଶୋ ‘କୌନ ବନେଗା କରୋଡପତି’ର ହୋଷ୍ଟିଂ କରୁଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ। ଏହି ଶୋ’ ସେ ପ୍ରତିଯୋଗୀଙ୍କ ସହ ନିଜ ଜୀବନର ପୁରୁଣା ସ୍ମୃତି ଶେୟାର କରନ୍ତି। ନିକଟରେ ଏକ ଏପିସୋଡରେ ଅମିତାଭ...

ଆତ୍ମହତ୍ୟା କଲେ ଏହି ୨୫ ବର୍ଷୀୟ ଅଭିନେତ୍ରୀ; ଚାରି ପୃଷ୍ଠାର ସୁଇସାଇଡ ନୋଟ୍‌ରେ ଲେଖିଲେ…

ବମ୍ବେ: କଳାକାରଙ୍କ ଜୀବନ ସୋସିଆଲ ମିଡିଆରେ ବହୁତ ସୁନ୍ଦର ଲାଗେ। ତାଙ୍କ ଚାକଚକ୍ୟ ଭରା ଜୀବନକୁ ଦେଖି ଅନେକ ଇର୍ଷା ମଧ୍ୟ କରନ୍ତି। ଉପରକୁ ଦେଖିବାକୁ ସୁନ୍ଦର ହେଲେ ହେଁ ବାସ୍ତବତା ଭିନ୍ନ ଥାଏ। ଅନେକ କଳାକାର ବିଗତ ଦିନରେ...

ଏହି ଅଭିନେତ୍ରୀଙ୍କୁ ମିଳିଲା ଗୋଲ୍ଡୋନ୍‌ ଭିସା, ମାତ୍ର ୧୨ ଘଣ୍ଟାରେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଅଭିନୟ ସହିତ ତାଙ୍କର ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡ଼ିଆରେ ମଧ୍ୟ ସେ ବେଶ୍‌ ଆକ୍ଟିଭ। ନିକଟରେ ସେ ପ୍ରଶଂସକଙ୍କ ସହ ଏକ ଖୁସି ଖବର ବାଣ୍ଟିଛନ୍ତି।...

ହିମାଂଶୀଙ୍କଠାରୁ ସୃଷ୍ଟି-ଦିବ୍ୟାଙ୍କ ପର୍ଯ୍ୟନ୍ତ, ବିଗ୍‌ ବସ୍‌ ଘରକୁ ଯିବାପରେ ଭାଙ୍ଗିଛି ଏମାନଙ୍କ ସମ୍ପର୍କ…

ବମ୍ବେ: ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌’ରେ ଅନେକ ପ୍ରେମକାହାଣୀ ଗଢ଼ି ଉଠିଛି। ସେହିଭଳି ଅନେକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ମଧ୍ୟ ପଡ଼ିଛି। ପୁଣି ଥରେ ଅକ୍ଟୋବର ୨ରୁ ଏହାର ସିଜନ୍‌ ୧୫ ଆରମ୍ଭ ହେଉଥିବାରୁ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି।...

ଏହି ଅଭିନେତ୍ରୀଙ୍କ ଗୋଟିଏ ଫଟୋରେ କୋଟିକୋଟି ପ୍ରଶଂସକ ପାଗଳ

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ତଥା ଅନିଲ କପୁରଙ୍କ ଲଳନା ସୋନମ କପୁର ଇଣ୍ଡଷ୍ଟ୍ରିରେ ଜଣେ ପରିଚିତ ଅଭିନେତ୍ରୀ। ସେ ତାଙ୍କ କ୍ୟାରିୟରରେ ଏ ପର୍ଯ୍ୟନ୍ତ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ସୋନମ ତାଙ୍କ ଫିଲ୍ମ ପାଇଁ ଯେତିକି ପରିଚିତ...

ଖୁବ୍‌ଶୀଘ୍ର ରିଲିଜ ହେବ ଆଲିୟାଙ୍କ ଗଙ୍ଗୁବାଇ କାଠିୟାୱାଡ଼ି, କେବେ ଜାଣନ୍ତୁ…

ମୁମ୍ବାଇ: ଆଲିୟା ଭଟ୍ଟଙ୍କ ଗ୍ୟାଙ୍ଗଷ୍ଟାର ଫିଲ୍ମ ଗଙ୍ଗୁବାଇ କାଠିୟାୱାଡ଼ିର ରିଲିଜ ଡେଟ୍‌ ଘୋଷଣା କରାଯାଇଛି। ୨୦୨୨ର ପ୍ରଥମ ହିନ୍ଦୀ ଫିଲ୍ମ ଭାବେ ଜାନୁୟାରୀ ୬ ରେ ରିଲିଜ ହେବ ଏହି ଫିଲ୍ମ। ଏଥିରେ ଆଲିୟାଙ୍କ ସହ ଅଜୟ ଦେବଗନ ଏକ...

ମା’ ହେବା ପରେ ଗ୍ଲାମରସକୁ ଫେରିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଙ୍ଗଳା ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାଁ ଅଭିନୟ ଜଗତ ଏବଂ ରାଜନୀତିରେ ବେଶ୍‌ ନାଁ କମାଇଛନ୍ତି। ନୁସରତ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ତଳେ ସେ ଏକ...

ରାନୁ ମଣ୍ଡଳ ପୁଣି ଚର୍ଚ୍ଚାରେ

ନୂଆଦିଲ୍ଲୀ,୩୦।୯: ରାତାରାତି ପରିଚିତ ହୋଇଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ନିକଟରେ ଶ୍ରୀଲଙ୍କାର ୟୋହାନିଙ୍କ ଗୀତ ‘ମାନିକେ ମାଗେ ହିଥେ’ ଲୋକପ୍ରିୟ ହୋଇଛି। ଏହି ଗୀତକୁ ରାନୁ ମଣ୍ଡଳ ଗାଇ ପୁଣି ଲୋକଙ୍କ ନଜରକୁ ଫେରିଛନ୍ତି। ସୂଚନାନୁସାରେ, ଲତା...

ଏସିଆନ କଣ୍ଟେଟ୍‌ ଆଓ୍ବାର୍ଡ ପାଇଁ ମନୋନୀତ ହେଲେ ନୁସରତ୍‌

ମୁମ୍ବାଇ: ଏସିଆନ କଣ୍ଟେଟ୍‌ ଆଓ୍ବାର୍ଡ ପାଇଁ ଚର୍ଚ୍ଚିତ ନୁସରତ୍‌ ଭରୁଚାଙ୍କୁ ମନୋନୀତ କରାଯାଇଛି। ସେ ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏକି ଏହି ସମ୍ମାନ ପାଇବେ। ନେଟ୍‌ଫ୍ଲିକ୍ସରେ ‘ଅଜବ ଦାସ୍ତାନ’ ନାମକ ଏକ ଆନ୍ଥୋଲୋଜି ଟେଲିକାଷ୍ଟ ହୋଇଥିଲା। ଏହାର ଅଧୀନରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri