ମନୋରଞ୍ଜନ

ବର୍ଲିନ ମହୋତ୍ସବରେ ଓଡ଼ିଆ ଫିଲ୍ମ

ଭୁବନେଶ୍ୱର,୨୮।୯: ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ହେଉଥିବା ଇଣ୍ଡୋ ଜର୍ମାନ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର କ୍ରୀଡ଼ା ଡକ୍ୟୁମେଣ୍ଟ ଭିତ୍ତିକ ଫିଲ୍ମ ‘ଦ ମାଉଣ୍ଟେନ୍‌ ହକି’। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ମାତା ଅଭିନାଶ ପ୍ରଧାନ ଓ ଦେବାଶିଷ ମହାପାତ୍ର।...

କୁଲ୍ ଅନ୍ଦାଜରେ କ୍ଲିନ ବୋଲ୍ଡ କରୁଛନ୍ତି ତାପସୀ

ମୁମ୍ବାଇ: ବଲିଉଡ୍ ମୁଭି ‘ରଶ୍ମି ରକେଟ’ର ପ୍ରଥମ ଗୀତ ‘ଘନି କୁଲ ଛୋରୀ’ ରିଲିଜ୍ ହୋଇଛି । ଅଭିନେତ୍ରୀ ତାପସୀଙ୍କ ଏହି ନୂଆ ଗୀତ ନବରାତ୍ରୀ ଉତ୍ସବର ଏକ୍ସାଇଟମେଣ୍ଟକୁ ଆହୁରି ବଢାଇ ଦେବ । ଅଭିନେତ୍ରୀ ତାଙ୍କ ନୂଆ ଗୀତରେ...

ଶକିରାଙ୍କ ପରି ଗୀତ ଗାଇ ପିଜା ଅର୍ଡର କଲେ ଯୁବତୀ; ମିଳିଲା ଏଭଳି..

ବମ୍ବେ: ପପ୍‌ ସିଙ୍ଗର୍‌ ଶକିରାଙ୍କୁ କିଏ ବା ନ ଜାଣେ। ସାରା ବିଶ୍ୱରେ କଲମ୍ବିଆର ଏହି ଗାୟିକା ବେଶ ଲୋକପ୍ରିୟ। କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଥିବା ଶକିରା ଖୁବ୍‌ କମ୍‌ଜଣଙ୍କୁ ନିଜର ପ୍ରତିକ୍ରିୟା ଦେଇଥାନ୍ତି। କାରଣ ତାଙ୍କ...

ଜଣେ କି ଦୁଇଜଣ ନୁହେଁ; ୩୦୮ ଜଣଙ୍କୁ ପ୍ରେମ କରିଥିଲେ ଏହି ବଲିଉଡ୍‌ ସୁପରଷ୍ଟାର; ହେଲେ…

ବମ୍ବେ: ବଲିଉଡ୍‌ରେ ଅନେକ ପ୍ରେମ କାହାଣୀ ଗଢ଼ି ଉଠିଛି। ସେଥିରୁ କିଛି ସଫଳ ତ କିଛି ହୋଇଛି ବିଫଳ। ଏହାକୁ ନେଇ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି କଳାକାର। ସେମାନଙ୍କ ମଧ୍ୟରେ ଏପରି ଜଣେ ଅଭିନେତା ଅଛନ୍ତି ଯିଏ ଜଣଙ୍କୁ ନୁହେଁ...

ଶ୍ୟାମଳ ବର୍ଣ୍ଣ ପାଇଁ ରିଜେକ୍ଟ ହୋଇଥିଲେ ଏହି ଅଭିନେତ୍ରୀ, ହେଲେ ଏବେ…

ମୁମ୍ବାଇ: ଟେଲି ଅଭିନେତ୍ରୀ ହିନା ଖାନ୍‌ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ବେଶ୍‌ ପରିଚିତ ହୋଇଛନ୍ତି । ଟେଲି ଧାରାବାହିକ, ‘ୟେ ରିସ୍ତା କ୍ୟା କେହେଲାତା ହେ’ ମାଧ୍ୟମରେ ଲୋକପ୍ରିୟ ହୋଇଥିଲେ ହିନା । ଏହା ବ୍ୟତୀତ ସେ...

ପ୍ରେମିକାଙ୍କ ପାଇଁ ଦିଲ୍ଲୀରେ ମାଡ଼ ଖାଇଥିଲେ ଶାହାରୁଖ; ସ୍ତ୍ରୀ ଗୌରୀଙ୍କୁ ଆଜି ବି କୁହନ୍ତି ଭାଉଜ, କାରଣ ଜାଣିଲେ…

ବମ୍ବେ: ସଂଘର୍ଷର ଅନ୍ୟନାମ ସଫଳତା। ଜୀବନରେ ଯିଏ ସଂଘର୍ଷ କରିଛି ସେ ଦିନେ ନା ଦିନେ ସଫଳତାର ସ୍ବାଦ ଚାଖିଛି। ସେଭଳି ଜଣେ ବଲିଉଡ ସୁପରଷ୍ଟାର ହେଲେ ଶାହରୁଖ ଖାନ୍‌। ସେ କିଙ୍ଗ ଖାନ୍‌, ରୋମାନ୍ସ କିଙ୍ଗ ଭାବେ ପ୍ରଶଂସକଙ୍କ...

ସାରାଙ୍କ ଶାଢୀରେ ବିଗ୍‌ବିଙ୍କ ଡାଇଲଗ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ତାଙ୍କ ଅଭିନୟ ଏବଂ ନୂଆ ନୂଆ ଲୁକ୍‌ରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡ଼ିଆରେ ବେଶ୍‌ ଆକ୍ଟିଭ୍‌ ରହୁଥିବା ସାରା ପୁଣି ଏବେ ଏକ ନୂଆ ଲୁକ୍‌ରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ...

କାହିଁକି ଅବିବାହିତ ଥିଲେ ସୁରସାମ୍ରାଜ୍ଞୀ

ସୁରସାମ୍ରାଜ୍ଞୀ ଲତା ମଞ୍ଜେଶକର ଆଜି ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ବିଶେଷ ଦିନରେ ପ୍ରଶଂସକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ୩୬ଟି ଭାରତୀୟ ଭାଷାରେ ଗୀତ ରେକର୍ଡିଂ କରିଛନ୍ତି। ସେ କେବଳ ହିନ୍ଦୀ ଭାଷାରେ ୧୦୦୦ରୁ ଅଧିକ ଗୀତରେ...

ଶକ୍ତିଙ୍କୁ ପ୍ରପୋଜ୍‌ କଲେ ନୀରଜ

ମୁମ୍ବାଇ: ଟୋକିଓ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନୀରଜ ଚୋପ୍ରା ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ସ୍ବର୍ଣ୍ଣ ପଦକ ଜିତିବା ପରେ ତାଙ୍କର ବ୍ରାଣ୍ଡ ଭାଲ୍ୟୁ ବଢିଯାଇଛି। ତାଙ୍କୁ ବିଭିନ୍ନ ବିଜ୍ଞାପନରେ ସୁଯୋଗ ମିଳୁଛି। ନିକଟରେ ତାଙ୍କୁ...

କେବଳ ଏହି କାରଣ ପାଇଁ ଶକ୍ତି କପୁରଙ୍କ ଉପରେ ସଲ୍‌ମାନ ଚାହୁଁଥିଲେ ପ୍ରତିଶୋଧ

ଭାଇଜାନ୍‌ ସଲ୍‌ମାନ ଖାଁ ଓ ଶକ୍ତି କପୁର ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ସଲ୍‌ମାନଙ୍କ ସହ ବାସ୍ତବ ଜୀବନରେ ମଧ୍ୟ ଶକ୍ତିଙ୍କର ବହୁତ ଭଲ ସମ୍ପର୍କ ରହିଛି। କିନ୍ତୁ ଏପରି ଏକ ସମୟ ଥିଲା, ଯେତେବେଳେ ସଲ୍‌ମାନ ଶକ୍ତିଙ୍କ...

ଅଭିନେତାଙ୍କ ସ୍ତ୍ରୀଙ୍କୁ ୫ ବର୍ଷ ଧରି ଡେଟ୍‌ କରୁଥିଲେ ରଣବୀର କପୁର

ଆଜି ବଲିଉଡ୍‌ ଅଭିନେତା ରଣବୀର କପୁର ନିଜର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ପ୍ରସିଦ୍ଧ ଅଭିନେତା ରିଷି କପୁର ଏବଂ ନୀତୁ କପୁରଙ୍କ ସୁପୁତ୍ର। ସେ ବଲିଉଡର ସର୍ବ ପୁରାତନ ତଥା ପ୍ରସିଦ୍ଧ ପରିବାର କପୁର ପରିବାରର ଚତୁର୍ଥ...

ସ୍ତ୍ରୀ, ପିଲାଙ୍କ ମଧ୍ୟରୁ କାହାକୁ ସମ୍ଭାଳିବା ବେଶୀ କଷ୍ଟ: ଶାହିଦ୍‌ କପୁର ଦେଲେ ଏମିତି ଉତ୍ତର

ବଲିଉଡ ଅଭିନେତା ଶାହିଦ କପୁର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ସେ ଦିଅନ୍ତି। ନିକଟରେ ଶାହିଦଙ୍କ ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ ଯେ, ତାଙ୍କ ସ୍ତ୍ରୀ, ପିଲାଙ୍କ ମଧ୍ୟରୁ କାହାକୁ ସମ୍ଭାଳିବା ବେଶୀ କଷ୍ଟ।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri