ମନୋରଞ୍ଜନ

କ’ଣ ଖାଇବାକୁ ଭଲ ପାଆନ୍ତି ଭାଇଜାନ, ଜାଣନ୍ତି…

ବଲିଉଡ୍‌ର ସୁପରଷ୍ଟାର ଶାହାରୁଖ ଖାନ୍‌ ଏବଂ ସଲମାନ ଖାନଙ୍କ ସହ ଜଡିତ ପ୍ରତ୍ୟେକ ଖବର ବିଷୟରେ ଜାଣିବା ପାଇଁ ତାଙ୍କ ପ୍ରଶଂସକ ଆଗଭର ହୋଇଥାନ୍ତି। ସେମାନଙ୍କର ବ୍ୟକ୍ତିଗତ ଜୀବନ ସହିତ ଜଡିତ ପ୍ରତ୍ୟେକ କଥା ଜାଣିବାକୁ ଚାହାନ୍ତି। ଉଭୟ ଶାହାରୁଖ...

ଭକ୍ତିଗୀତି ଆଲବମ୍‌ ‘ଦିବ୍ୟ ଦ୍ୟୋତନା’

ଭୁବନେଶ୍ବର: ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୪ତମ ଶୁଭ ଆବିର୍ଭାବ ତିଥି ଅବସରରେ ବୁଧବାର ମୁକ୍ତିଲାଭ କରିଛି ଭକ୍ତିଗୀତି ଆଲବମ୍‌ ‘ଦିବ୍ୟ ଦ୍ୟୋତନା’ । ଝାଡ଼ଖଣ୍ଡ ଦେଓଘରସ୍ଥିତ ସତସଙ୍ଗ ଆଶ୍ରମଠାରେ ଆଚାର୍ଯ୍ୟଦେବ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ମଧ୍ୟମ ପୁତ୍ର ପୂଜନୀୟ ଅନିରୁଦ୍ଧ ଚକ୍ରବର୍ତ୍ତୀ(ସିପାଇ ଦା’)ଙ୍କ...

ସୋନୁ ସୁଦଙ୍କ ଘରେ ଆଇଟି ଚଢ଼ାଉ

ନୂଆଦିଲ୍ଲୀ,୧୫।୯: ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ତାଙ୍କ ଲିଙ୍କ୍‌ରେ ଥିବା ଲକ୍ଷ୍ନୌର ଏକ କମ୍ପାନୀ ଉପରେ ବୁଧବାର ଆୟକର ବିଭାଗ (ଆଇଟି) ଚଢ଼ାଉ କରିଛି। ନିକଟରେ ସୋନୁଙ୍କ କମ୍ପାନୀ ଓ ଲକ୍ଷ୍ନୌସ୍ଥିତ ରିଅଲ ଇଷ୍ଟେଟ୍‌...

ଯୁବକ ଭଳି ଦେଖାଯିବାକୁ ସାପ ରକ୍ତ ପିଅନ୍ତି ଅନିଲ କପୁର? ଅଭିନେତା କହିଲେ…

ବମ୍ବେ: ବୟସ ବଢ଼ିବା ସହ ବାର୍ଦ୍ଧକ୍ୟ ଆସିବା ସ୍ବାଭାବିକ କଥା। ହେଲେ ବଲିଉଡ୍‌ ଅଭିନେତା ଅନିଲ କପୁର ଏଭଳି ଜଣେ ଅଭିନେତା ଯାହାଙ୍କୁ ଦେଖିଲେ ଲାଗେ ବୟସ ବଢ଼ୁଛି ହେଲେ ଏବେ ବି ସେ ଯୁବକ। ଏହାକୁ ନେଇ ଅନେକ...

ଭଉଣୀଙ୍କ ବିବାହରେ ଜଣେ ଝିଅଙ୍କୁ ଦେଖି ପ୍ରେମରେ ପଡ଼ିଥିଲେ ଏହି ଅଭିନେତା; ଦଶମ ପଢ଼ିବା ବେଳେ…

ବମ୍ବେ: ବଲିଉଡ୍‌ରେ ଏପରି ଅନେକ ଅଭିନେତା ଅଛନ୍ତି ଯେଉଁମାନେ ନିଜ ଅଭିନୟ ଚାତୁରୀରେ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରନ୍ତି। ସେମାନଙ୍କ ମଧ୍ୟରୁ ପଙ୍କଜ ତ୍ରିପାଠୀ ଜଣେ। ଆର୍ଥିକ ଅସୁବିଧା ଦେଇ ଗତି କରିଥିବା ପଙ୍କଜ ୨୦୦୪ରେ ମୃଦୁଳା ତ୍ରିପାଠୀଙ୍କୁ ବିବାହ...

ବିକ୍‌ନୀ ଛାଡ଼ି ଦେଶୀ ଲୁକ୍‌ରେ ଏହି ଅଭିନେତ୍ରୀ, ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ ନିଜ ଗ୍ଲାମରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେବେ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌କୁ ନେଇ ତ କେବେ ବିକ୍‌ନୀକୁ ନେଇ। ଦିଶା ସୋସିଆଲ ମିଡିଆରେ ତାଙ୍କ ଗ୍ଲାମର ଫଟୋ ସବୁ ଶେୟାର କରିଥାନ୍ତି। ଦୀର୍ଘଦିନ...

ଭାରତ ଭଳି ଜନସଂଖ୍ୟା ବହୁଳ ଦେଶରେ ପିଲା ଜନ୍ମ କରିବାକୁ ଚାହୁଁ ନାହିଁ: ଏଫ୍‌ଆଇଆର୍‌ ଅଭିନେତ୍ରୀ

ବମ୍ବେ: ବିବାହକୁ ଅନେକ ବର୍ଷ ବିତିଗଲାଣି। ସୁରୁଖୁରୁରେ ଦାମ୍ପତ୍ୟ ଜୀବନ ମଧ୍ୟ ଚାଲିଛି। ହେଲେ ମା’ ହେବାକୁ ଚାହୁଁନାହାନ୍ତି ଅଭିନେତ୍ରୀ। ସେ ଆଉ କେହି ନୁହନ୍ତି ବିଗ୍‌ବସ୍‌ ୧୪ରେ ପ୍ରତିଯୋଗୀ ଥିବା କବିତା କୌଶିକ। ୨୦୧୭ରେ ବ୍ୟବସାୟୀ ରୋନିତ ବିଶ୍ୱାସଙ୍କୁ...

ୟାମିଙ୍କ ଅବସ୍ଥା ଦେଖି ପ୍ରଶଂସକ ଚକିତ

ବଲିଉଡର ଅନ୍ୟତମ ସୁନ୍ଦର ଅଭିନେତ୍ରୀ ୟାମି ଗୌତମ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରଥମେ ଲୁଚିଛପି ବିବାହ ଏବଂ ଏବଂ ନିଜ ଫିଲ୍ମ ‘ଭୂତ ପୋଲିସ’କୁ ୟାମି ଆଲୋଚନାରେ ଅଛନ୍ତି। ଏହି ମଲ୍ଟି ଷ୍ଟାର ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇ...

ସ୍ତ୍ରୀଙ୍କ ପାଇଁ ହୃଦୟସ୍ପର୍ଶୀ କଥା କହିଲେ କୋହଲି

ୟୁଏଇ,୧୫।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଜଣେ ହଟ୍‌ କପଲ୍‌ ଭାବରେ ଜଣାଶୁଣା। କ୍ରିକେଟ ଏବଂ ବଲିଉଡ କ୍ଷେତ୍ରରେ ଉଭୟ ଆଇକନ ହୋଇଥିବାରୁ ସେ ନିଜର ସାମାଜିକ...

ଜିମ୍‌ ଯାଇ କିମ୍ବା ଯୋଗ କରି ନୁହେଁ, ଏମିତି ୧୫ କିଲୋ ଓଜନ କମାଇଲେ ଭାରତୀ

ଟିଭିର ସବୁଠାରୁ ଲୋକପ୍ରିୟ କମେଡି ଶୋ ‘ଦି କପିଲ ଶର୍ମା ଶୋ’ର ପୁନଃଆରମ୍ଭକୁ ନେଇ ଦର୍ଶକମାନେ ବହୁତ ଖୁସି ଅଛନ୍ତି। ଏଥର ଶୋ’ରେ ବହୁତ ପରିବର୍ତ୍ତନ ଆସିଛି। ସୁମୋନା ଚକ୍ରବର୍ତ୍ତୀ ଏପର୍ଯ୍ୟନ୍ତ ଶୋ’ରେ ଆସିନାହାଁନ୍ତି। କମେଡିଆନ କୃଷ୍ଣାଙ୍କ ଘନିଷ୍ଠ ବନ୍ଧୁ...

ଅଭିନେତ୍ରୀଙ୍କୁ ବନ୍ଧୁକ ମୁନରେ ଲୁଟିଲେ

ନୂଆଦିଲ୍ଲୀ, ୧୫।୯: ଅଭିନେତ୍ରୀ ନିକିତା ରାଓ୍ବାଲଙ୍କୁ କିଛି ଦୁର୍ବୃତ୍ତ ବନ୍ଧୁକ ମୁନରେ ଲୁଟିଛନ୍ତି। ନିକିତା ତାଙ୍କ ମାଉସୀଙ୍କ ଘରେ ଏକା ଥିବା ବେଳେ କିଛି ଦୁର୍ବୃତ୍ତ ମାସ୍କ ପିନ୍ଧି ବନ୍ଧୁକ ଦେଖାଇ ୭ ଲକ୍ଷ ଲୁଟି ନେଇଥିବା ଘଟଣା ସାମ୍ନାକୁ...

୧୧ ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି ଡ୍ୟାସିଂ ହିରୋ

ବମ୍ବେ: ଦୀର୍ଘ ୧୧ ବର୍ଷ ପରେ ଫେରୁଛନ୍ତି ବଲିଉଡ୍‌ର ଡ୍ୟାସିଂ ହିରୋ ଫର୍‌ଦିିନ ଖାନ୍‌। ‘ଅଲ୍‌ ଦ ବେଷ୍ଟ, ଦୁଲ୍ହା ମିଲ୍‌ ଗୟା’, ‘ଲାଇଫ ପାର୍ଟନର’ ଭଳି ଚଳଚ୍ଚିତ୍ର କରିଥିବା ଫରଦିନ୍‌ ହଠାତ୍‌ ଫିଲ୍ମଜଗତରୁ ଗାଏବ ହୋଇଯାଇଥିଲେ। ଏହାପରେ ତାଙ୍କର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri