ମନୋରଞ୍ଜନ

କୋଟି କୋଟି ଟଙ୍କାର ମାଲିକ ସତ୍ତ୍ୱେ ସ୍ବାମୀ ରିଷିଙ୍କୁ କଞ୍ଜୁସ କହୁଥିଲେ ନୀତୁ: ପୂରା ଘଟଣା ଜାଣିଲେ…

ସ୍ବର୍ଗତ ବଲିଉଡ୍‌ ଅଭିନେତା ରିଷି କପୁର କୋଟି କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ଥିଲେ। ତାଙ୍କ ପରିବାରର ପ୍ରାୟ ସମସ୍ତେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିଲେ। ତାଙ୍କ ପୁଅ ରଣବୀରଙ୍କୁ ବଲିଉଡର ରକଷ୍ଟାର କୁହାଯାଏ। କପୁର ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଦେଖି...

ମାମୁଁଙ୍କ ସହ ଶୁଟିଂ କରିବାକୁ ଚାହୁଁ ନାହାନ୍ତି କୃଷ୍ଣା

ମୁମ୍ବାଇ,୪।୯: ମାମୁଁ-ଭଣଜା ଯୋଡ଼ି ଭାବେ ଜଣାଶୁଣା ଗୋବିନ୍ଦା ଓ କୃଷ୍ଣା ଅଭିଷେକଙ୍କ ମଧ୍ୟରେ ଏବେ କିଛି ଠିକ୍‌ ନାହିଁ। ୩ ବର୍ଷ ହେଲା ଦୁହେଁ ପରସ୍ପର ସହ ଆଉ କାମ କରିବାକୁ ଚାହୁଁ ନାହାନ୍ତି। ଏବେ କୃଷ୍ଣା ‘ଦ କପିଲ...

‘ଗଦ୍ଦର-୨’ରେ ନଜର ଆସିବେ ଏହି ଅଭିନେତ୍ରୀ!

ମୁମ୍ବାଇ: ବଲିଉଡ୍‌ରେ ଏବେ ଚାଲିଛି ସିକ୍ୱିଏଲର ଜମାନା । ଗୋଟିଏ ପରେ ଗୋଟିଏ ସିକ୍ୱିଏଲକୁ ଦର୍ଶକେ ପସନ୍ଦ ବି କରୁଛନ୍ତି । ଏହି କ୍ରମରେ ଜଣାଶୁଣା ନିର୍ଦ୍ଦେଶକ ଅନିଲ ଶର୍ମା ତାଙ୍କ ନୂଆ ଫିଲ୍ମକୁ ନେଇ ଧମାଲ ମଚେଇବା ମୁଡରେ...

ଡିସେମ୍ବରରେ ବିବାହ କରିଥାନ୍ତେ ଶେହନାଜ-ସିଦ୍ଧାର୍ଥ; ହୋଇ ସାରିଥିଲା ନିର୍ବନ୍ଧ!

ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଆକସ୍ମିକ ମୃତ୍ୟୁକୁ ନା ତାଙ୍କ ପରିବାର ନା ପ୍ରଶଂସକ କେହିବି ଗ୍ରହଣ କରି ପାରୁନାହାନ୍ତି। ଅନ୍ୟପଟେ ସିଦ୍ଧାର୍ଥ ଶେହନାଜ ଙ୍କ ସହ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏବଂ ଉଭୟଙ୍କ ନିର୍ବନ୍ଧ...

କେବଳ ଏହି କାରଣ ପାଇଁ ପୁଅ ରଣବୀରଙ୍କୁ ଶକ୍ତଚାପୁଡ଼ା ମାରିଥିଲେ ରିଷି: ଆଉ ତା’ ପରେ…

ସ୍ବର୍ଗତ ଅଭିନେତା-ନିର୍ମାତା ରିଷି କପୁର ତାଙ୍କ ସମୟର ଚକୋଲେଟ ହିରୋ ଭାବେ କାର୍ଯ୍ୟ କରିଥିଲେ। ସେ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମ କରିଥିଲେ। ସୁନ୍ଦର ଅଭିନୟ ପାଇଁ ତାଙ୍କ ଫିଲ୍ମକୁ ସମସ୍ତେ ପସନ୍ଦ କରନ୍ତି। ଆଜି ସେ ଆମ ସହିତ...

ସୋସିଆଲ ମିଡିଆରେ ନିଆଁ ଲଗାଇଲା ଏହି ଅଭିନେତ୍ରୀଙ୍କ ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ଲୁକ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ମଲାଇକା ତାଙ୍କ ଚେହେରା ଏବଂ ଫିଟନେସ୍‌ ସହିତ ତାଙ୍କ ବୟସକୁ ପଛରେ ପକାଇଦିଅନ୍ତି। ତାଙ୍କୁ ଦେଖି ପ୍ରଶଂସକମାନେ ମଧ୍ୟ ଫିଟନେସ୍‌ ପାଇଁ ଉତ୍ସାହିତ ହୋଇପଡ଼ନ୍ତି।...

ଏକଦା ଆମିରଙ୍କୁ ପ୍ରଶଂସକ ଭାବେ ଚିଠି ଲେଖିଥିଲେ ଏହି ଅଭିନେତ୍ରୀ , ପୂରା ଘଟଣା ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଏକଦା ଅମିର ଖାନ୍‌ଙ୍କୁ ଚିଠି ଲେଖିଥିଲେ। ଏ ନେଇ ସେ ନିକଟରେ କହିଥିଲେ। ‘ରଙ୍ଗିଲା’ ଫିଲ୍ମରେ ଅମିରଙ୍କ ଅଭିନୟ ତାଙ୍କୁ ବହୁତ ପ୍ରଭାବିତ କରିଥିଲା। ଅଭିନୟ ଦେଖି ସେ ଏତେ ଖୁସି ହୋଇ ଯାଇଥିଲେ...

ଅଭିନେତା ସିଦ୍ଧାର୍ଥ ଶୁକ୍ଳା, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମଧ୍ୟରେ ରହିଛି ଅଜବ ସଂଯୋଗ

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଅନ୍ତିମ ସଂସ୍କାର ସରିଛି । ମୁମ୍ବାଇର ଓସିୱାରା ଇଲେକ୍ଟ୍ରିକ ଶବଦାହ ଗୃହରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ପରିବାର ସଦସ୍ୟଙ୍କ ବ୍ୟତୀତ ଟେଳିଭିଜନ ଦୁନିଆର ବହୁ କଳାକାର ଲୁହଭିଜା ଆଖିରେ ସିଦ୍ଧାର୍ଥଙ୍କ୍‌ୁ ବିଦାୟ...

ଦୀପିକାଙ୍କ ବଦାନ୍ୟତା

ମୁମ୍ବାଇ: ବଲିଉଡ୍ କୁଇନ୍ ଦୀପିକା ପାଦୁକୋନ ଏବେ ତାଙ୍କ କୋଷ୍ଟାରଙ୍କ ପାଇଁ ଆଗେଇ ଆସିଛନ୍ତି । ମୁଭି ‘ଛପାକ’ରେ ତାଙ୍କ ସହ ଅଭିନୟ କରିଥିବା ବାଲା ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ବାଲା ହେଉଛନ୍ତି ଜଣେ...

ସିଦ୍ଧାର୍ଥଙ୍କୁ ଶେଷ ଥର ପାଇଁ ଦେଖିବାକୁ ଧାଇଁ ଗଲେ ଶେହନାଜ; ଶ୍ମଶାନ ପାହାଚରେ ବସି କାନ୍ଦିଲେ ଆସିମ୍‌

ବମ୍ବେ: ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ହଠାତ୍‌ ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି ପରିବାର, ବନ୍ଧୁ, ପରିଜନ ଏବଂ ପ୍ରଶଂସକ । ଚାରିଆଡେ ଶୋକର ଛାୟା ଖେଳିଯାଇଥିବା ବେଳେ ଅଭିନେତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ସମୟରେ ଶେଷ ଦର୍ଶନ ପାଇଁ...

ପଞ୍ଚଭୂତରେ ବିଲୀନ ହେଲେ ସିଦ୍ଧାର୍ଥ; ଲୁହ ଭରା ଆଖିରେ ବିଦାୟ ଦେଲେ ମା’-ଶେହନାଜ

ବମ୍ବେ: ପଞ୍ଚଭୂତରେ ବିଲୀନ ହେଲେ ବିଗ୍‌ବସ୍‌ ବିଜେତା ତଥା ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଳା। ବ୍ରହ୍ମକୁମାରୀ ରୀତିନୀତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସିଦ୍ଧାର୍ଥଙ୍କ ଶେଷ ଦର୍ଶନ ପାଇଁ ମୁମ୍ବାଇର ଓସିବାରା ଶ୍ମଶାନରେ ବନ୍ଧୁ, ପରିଜନ, ପରିବାରଲୋକଙ୍କ ବ୍ୟତିତ...

ମନ୍ତ୍ରୀଙ୍କ ଝିଅକୁ ହୃଦୟ ଦେଇଥିଲେ ଏହି ଅଭିନେତା, ଆଉ ତା’ ପରେ

୧୯୭୬ ମସିହା ସେପ୍ଟେମ୍ବର ୩ରେ ବଲିଉଡ୍‌ ଅଭିନେତା ବିବେକ ଓବରୟ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ। ବିବେକ ତାଙ୍କ ପ୍ରଫେସନାଲ ଲାଇଫ୍‌କୁ ନେଇ ଯେତିକି ଚର୍ଚ୍ଚାରେ ରହୁଥିଲେ, ତାଠୁ ଅଧିକ ଚର୍ଚ୍ଚାରେ ରହୁଥିଲେ ତାଙ୍କ ପର୍ସନାଲ ଲାଇଫକୁ ନେଇ । ଆଜି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri