ମନୋରଞ୍ଜନ

ଅଭିଷେକଙ୍କ ସହ ୧୮ ବର୍ଷ ପୂର୍ବେ ନିର୍ବନ୍ଧ କରିଥିଲେ କରିସ୍ମା, କେବଳ ମା’ଙ୍କ ଏଭଳିି ଡିମାଣ୍ଡ ଯୋଗୁ…

ବମ୍ବେ: ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ବିଗ୍‌ବିଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ। ଫିଲ୍ମରେ ତାଙ୍କ ନାୟିକା ସାଜିଥିଲେ ଅଭିନେତ୍ରୀ କରିସ୍ମା କପୁର। ଅଭିନୟ କରୁକରୁ ସତସତିକା ପ୍ରେମରେ ପଡ଼ିଥିଲେ ଅଭିଷେକ। ଏହାର...

ବଲିଉଡ୍‌ ନାୟକଙ୍କଠାରୁ ବି ଅଧିକ ପାଉଣା ନିଅନ୍ତି ଦକ୍ଷିଣ ଭାରତୀୟ ସିନେମାର ଏସବୁ ସୁପରଷ୍ଟାର, ଆଗରେ ରଜନୀକାନ୍ତ…

ହାଇଦ୍ରାବାଦ: ବଲିଉଡ୍‌ ଫିଲ୍ମକୁ ଦର୍ଶକ ପସନ୍ଦ କରିଥାନ୍ତି। ହେଲେ ଯୁବପୀଢ଼ିଙ୍କ ମଧ୍ୟରେ ଦକ୍ଷିଣ ଭାରତୀୟ ସିନେମାକୁ ନେଇ କ୍ରେଜ୍‌ ଭିନ୍ନ ଥାଏ। ବଲିଉଡ୍‌ଠାରୁ ଟଲିଉଡ୍‌ ସିନେମାକୁ ଅଧିକ ପସନ୍ଦ କରାଯାଉଥିବାରୁ ଏହାର କାହାଣୀକୁ ନେଇ ଅନ୍ୟ ଭାଷାରେ ଫିଲ୍ମ ନିର୍ମାଣ...

ବିବାହର ଠିକ୍‌ ପୂର୍ବରୁ ଭାଙ୍ଗିଥିଲେ ନିର୍ବନ୍ଧ ! ବିବାଦ ଭିତରେ ‘ଭାବି ଜି ଘର ପେ ହୈ’ ଶୋ’ ଛାଡ଼ିଥିଲେ ଏହି ଅଭିନେତ୍ରୀ

ବମ୍ବେ: ‘ଭାବି ଜି ଘର ପେ ହେ’ ଶୋ’ରେ ଅଙ୍ଗୁରୀ ଭାବି ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ଅଭିନେତ୍ରୀ ଶିଳ୍ପା ସିନ୍ଦେ। ଆଜି ସେ ନିଜର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନୟ ସହ ବିବାଦକୁ...

ଥାନାରେ ହାଜର ହେଲେ ଅଭିନେତା ବବି ମିଶ୍ର

ଭୁବନେଶ୍ୱର,୨୮ା୮(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବବି ମିଶ୍ର ଏବେ ଅଡୁଆରେ ପଡ଼ିଛନ୍ତି। ଗୋଟିଏ ପରେ ଗୋଟିଏ ବିବାଦ ତାଙ୍କ ପଛକୁ ଯୋଡ଼ି ହୋଇଯାଉଛି। ଗାଡ଼ି ପାର୍କିଂକୁ ନେଇ ପଡ଼ୋଶୀଙ୍କ ସହିତ ଝଗଡ଼ା କରିଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିବାରୁ ନୟାପଲ୍ଲୀ ଥାନା...

ବଡିଗାର୍ଡଙ୍କୁ ପରିବାରର ସଦସ୍ୟ ଭାବନ୍ତି ସଲମାନ: ବାର୍ଷିକ ଦରମା ଜାଣିଲେ …

ବଲିଉଡ ତାରକାଙ୍କ ସୁରକ୍ଷା ଦାୟିତ୍ୱ ତାଙ୍କ ବଡିଗାର୍ଡଙ୍କ ଉପରେ ରହିଥାଏ। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଭିଡ଼ ମଧ୍ୟରେ ହେଉଥିବା ଅସୁବିଧା ପର୍ଯ୍ୟନ୍ତ ସେମାନେ ତାରକାଙ୍କୁ ବଞ୍ଚାଇଥାନ୍ତି। ଏଭଳି ପରିସ୍ଥିତିରେ ତାରକାମାନଙ୍କ ମନୋଭାବ ଜାଣିବା ମଧ୍ୟ ଜରୁରୀ । ଏମିତି...

ପୁଅର ପିତାଙ୍କ ନାଁ ରଖିବେନି ନୁସରତ, ହେବେ ସିଙ୍ଗଲ ମଦର!

କୋଲକାତା: ବେଙ୍ଗଲି ଆକ୍ଟ୍ରେସ ତଥା ତ୍ରୁଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାଁ ଏବେ ଖୁବ୍ ଚର୍ଚ୍ଚାରେ । ଦୁଇଦିନ ହେବ ସେ ପୁତ୍ର ସନ୍ତାନର ଜନନି ହୋଇଛନ୍ତି । ହେଲେ ଏବେ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିବାରୁ...

ଅକ୍ଷୟଙ୍କ ଫିଲ୍ମକୁ କୃଷକଙ୍କ ବିରୋଧ

ବମ୍ବେ: ରିଲିଜ ପରେ ଚର୍ଚ୍ଚାରେ ରହିଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ ବଟମ୍‌’। ଦର୍ଶକଙ୍କ ସହ ସମୀକ୍ଷକମାନେ ମଧ୍ୟ ଫିଲ୍ମକୁ ପସନ୍ଦ କରିଛନ୍ତି। ଏହା ମଧ୍ୟ ମହାମାରୀ କରୋନା ପରେ ସିନେମାହଲରେ ରିଲିଜ ହୋଇଥିବା ପ୍ରଥମ ଫିଲ୍ମ ପାଲଟିଛି। ଚାରିଆଡୁ...

ବାପା ହେଲେ ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ବାପା ହେଲେ ବଲିଉଡ୍‌ ଅଭିନେତା ତଥା ହୋଷ୍ଟ ଅପାରଶକ୍ତି ଖୁରାନ୍ନା। ଅଭିନେତାଙ୍କ ସ୍ତ୍ରୀ ଆକୃତି ଆହୁଜା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସ୍ବତନ୍ତ୍ର ପୋଷ୍ଟ କରି ସେ ଏହି ଖବର ବିଷୟରେ ପ୍ରଶଂସକଙ୍କୁ ଅବଗତ କରାଇଛନ୍ତି।...

ହଁ, ମୁଁ ଭୁଲ୍‌ କରିଛି: କାହିଁକି ଏମିତି କହିଲେ ଶିଳ୍ପା ସେଟ୍ଟୀ

ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ପାଇଁ ଚର୍ଚ୍ଚାରେ ଅଛନ୍ତି। ଅଶ୍ଲୀଳ ଆପ୍‌ ପାଇଁ ରାଜ୍‌ କୁନ୍ଦ୍ରା ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ସ୍ବାମୀ ଗିରଫ ହେବା ପରେ ଶିଳ୍ପା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।...

ଅମିତାଭଙ୍କ ପୋଲିସ ବଡିଗାର୍ଡଙ୍କ ବଦଳି; ୧.୫ କୋଟି ଦରମା ପାଉଥିବା ଜଣାପଡ଼ିବା ପରେ…

ବମ୍ବେ: ଦରମାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ପୋଲିସ ବଡିଗାର୍ଡ ଜିତେନ୍ଦ୍ର ଶିନ୍ଦେ। ତାଙ୍କର ମାସିକ ପାଉଣା ୧.୫ କୋଟି ଟଙ୍କା ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଏଥିପାଇଁ ତାଙ୍କୁ ମୁମ୍ବାଇ ପୋଲିସ ଡିପାର୍ଟମେଣ୍ଟକୁ ବଦଳି...

କିଛି ଭୁଲ ହୋଇଯିବା ଭୟରେ ଏହି ଅଭିନେତାଙ୍କ ସହ ହୋଟେଲରେ ରହିବାକୁ ଡରିଥିଲେ ଅରୁଣା

ବଲିଉଡ୍‌ର ଖଳନାୟକ ଭାବେ ପ୍ରାଣ ସାହେବ ବେଶ ପରିଚିତ। ଏକ ସମୟ ଥିଲା ଯେତେବେଳେ ଲୋକେ ତାଙ୍କ ନାଁ ଶୁଣି ଡରୁଥିଲେ । ତାଙ୍କ ସହ କାମ କରୁଥିବା ଅଭିନେତ୍ରୀମାନେ ମଧ୍ୟ ତାଙ୍କୁ ଭୟ କରୁଥିଲେ। ଭେଟେରାନ ଅଭିନେତ୍ରୀ ଅରୁଣା...

ଭାଇରାଲ ହେଉଛି ସ୍ୱରାଙ୍କ ନୂଆ ଲୁକ୍‌

ମୁମ୍ବାଇ: ଅଭିନେତ୍ରୀ ସ୍ୱରା ଭାସ୍କର ଅନେକ ସମୟରେ ନିଜ ମନର ବା ହୃଦୟର କଥା କହି ଆସିଥାଆନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ସ୍ୱରା ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଯେଉଁ ସବୁ ଫଟୋ ପୋଷ୍ଟ କରନ୍ତି ସେଥିମଧ୍ୟରୁ କିଛି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri