ମନୋରଞ୍ଜନ

ହଜାରେ ଟଙ୍କାରେ ଗୁଜରାଣ ମେଣ୍ଟାଉଥିଲେ ଭଣ୍ଡାରକର

ମୁମ୍ବାଇ: ମଧୁର ଭଣ୍ଡାରକର । ବିଟାଉନର ଜଣେ ପରିଚିତ ଚେହେରା । ବଲିଉଡ୍ ଦୁନିଆର ଏହିନାମୀ ନିର୍ଦ୍ଦେଶକ ଅଧିକ ନ ହେଲେବି ଯେତିକି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ପ୍ରାୟ ସବୁ ଫିଲ୍ମ ଦର୍ଶକଙ୍କ ମନରେ ବସାବାନ୍ଧିଛି । ଏକ...

ବିବାହକୁ କହିଥିଲେ ଅବୈଧ; ତେବେ କ’ଣ ନୁସରତ ସିଙ୍ଗଲ ମଦର? କିଛି ଏଭଳି ହେଉଛି ଚର୍ଚ୍ଚା

ବମ୍ବେ: ବିବାହକୁ ନେଇ ବିବାଦରେ ରହିଥିଲେ ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ। ୨୦୧୮ରେ ସେ ନିଖିଲ ଜୈନଙ୍କ ପ୍ରେମରେ ପଡ଼ିଥିଲେ। ଏହାର ବର୍ଷକ ମଧ୍ୟରେ ସେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତାହା ହିଁ ହୋଇଥିଲା। ତୁର୍କିରେ ୨୦୧୯...

ପ୍ରଥମେ ଚୁମ୍ବନ, ଏବେ ଗୋଡ଼ ମୋଡିଲେ ରାକେଶ

ବମ୍ବେ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତା ସେଟ୍ଟୀ। ସେ ଏବେ ବିବାଦୀୟ ଶୋ’ ‘ବିଗ୍‌ବସ୍‌’ ଓଟିଟିରେ ପ୍ରତିଯୋଗୀ ଭାବେ ଯୋଗ ଦେଇଛନ୍ତି। ସେଠାରେ ରାକେଶ ବାପତଙ୍କ ସହ ତାଙ୍କର ସମ୍ପର୍କ ନିବିଡ଼ ହେବାରେ ଲାଗିଛି। ସକାଳୁ...

ଦୀପିକାଙ୍କଠାରୁ ପ୍ରିୟଙ୍କା; ସର୍ବସମ୍ମୁଖରେ ଏସବୁ ଅଭିନେତ୍ରୀଙ୍କ ଅପମାନ କରିଛନ୍ତି ସଲମାନ୍‌

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ନିଜର ମଜାଳିଆ ସ୍ବଭାବକୁ ନେଇ ବେଶ୍‌ ପରିଚିତ। ପ୍ରଶଂସକମାନଙ୍କୁ ମଧ୍ୟ ତାଙ୍କର ଏହି ସ୍ବଭାବ ବେଶ ପସନ୍ଦ ଆସିଥାଏ। ହେଲେ ଅନେକ ସମୟରେ ସେ ମଜା କରୁ କରୁ କଟାକ୍ଷ କରିବା ଭଳି...

ମା’ ହେଲେ ନୁସରତ୍‌

ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ଏମ୍‌ପି ନୁସରତ ଜାହାଁ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ତାଙ୍କୁ ପ୍ରସବ ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୨୫ ବିଳମ୍ବିତ ରାତିରେ ସେ ପୁତ୍ର...

ତାଲିବାନ ଭୟ: ଗୀତ ଗାଇବା ଛାଡ଼ି ପରିବା ବିକୁଛନ୍ତି ଏହି ଲୋକପ୍ରିୟ ଗାୟକ

ବମ୍ବେ: ଆଫଗାନିସ୍ତାନକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେବା ପରେ ସେଠାରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ ଜୀବନ ତଥା ଜୀବିକାକୁ ନେଇ ସଂଘର୍ଷ କରୁଛନ୍ତି। ଏହାଛଡ଼ା ଦେଶର ବଡ଼ ବଡ଼ ଷ୍ଟାରମାନଙ୍କ ପରିସ୍ଥିତି ମଧ୍ୟ ଶୋଚନୀୟ ହୋଇଛି। ନିକଟରେ ଲୋକପ୍ରିୟ...

ବିବାହିତ ସତ୍ତ୍ୱେ ପ୍ରେମରେ ପଡିଥିଲେ ଏହି ଅଭିନେତ୍ରୀ

ବି-ଟାଉନର ସବୁଠୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରେ ଅଭିନେତା ଅନୁପମ ଖେର ଏବଂ କିରନ ଖେର ଅନ୍ୟତମ। ଉଭୟ ପ୍ରେମ କାହାଣୀ ବେଶ୍‌ କୌତୁହଳପୂର୍ଣ୍ଣ। ୨୬ ଅଗଷ୍ଟ ୨୦୨୧ରେ ତାଙ୍କ ବିବାହକୁ ୩୬ ବର୍ଷ ପୂରଣ ହୋଇଛି। ଉଭୟ ୧୯୮୫ରେ ବିବାହ...

ବର୍ଷା-ଅନୁଭବ ପାରିବାରିକ ବିବାଦର ଅନ୍ତ

କଟକ ଅଫିସ,୨୬ା୮: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଏମ୍‌ପି ତଥା ଅଭିନେତା ସ୍ବାମୀ ଅନୁଭବଙ୍କ ପାରିବାରିକ ବିବାଦର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ତ୍ୱରିତ ଶୁଣାଣି ପାଇଁ ଅନୁଭବ ଆବେଦନ କରିଥିବାରୁ ଏହି ମାମଲାର ଆଜି ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ସୂଚନାଯୋଗ୍ୟ,...

୩୬ ବର୍ଷ ପୂରୁଣା ସଲମାନଙ୍କ ଭାଇରାଲ ଭିଡିଓ ଦେଖି ୟୁଜର୍ସ କହିଲେ ଏମିତି

ବଲିଉଡ୍‌ର ସୁପରଷ୍ଟାର ସଲମାନ ଖାନ ଖାଲି ଅଭିନୟ ପାଇଁ ନୁହେଁ, ସୁନ୍ଦର ଚେହେରା ପାଇଁ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ଲୁକ୍‌ରେ ଝିଅମାନେ ପାଗଳ। ୫୦ ବର୍ଷ ବୟସ ଅତିକ୍ରମ କରିବା ପରେ ମଧ୍ୟ ସଲମାନ ଅନେକ ବଲିଉଡ ଅଭିନେତାଙ୍କ ଅପେକ୍ଷା...

ହସ୍ପିଟାଲରେ ନୁସରତ: ପ୍ରେମିକଙ୍କ ସାଥୀରେ ରହିବାକୁ ଡାକ୍ତରଙ୍କୁ କଲେ ବିଶେଷ ନିବେଦନ

ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ଏମ୍‌ପି ନୁସରତ ଜାହାଁ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏବେ ତାଙ୍କୁ ପ୍ରସବ ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗଷ୍ଟ ୨୬ରେ ସେ ଶିଶୁ ଜନ୍ମ ଦେଇପାରନ୍ତି। ତେବେ ଆଜିକାଲି ନୁସରତ୍‌...

ଏହି ଅଭିନେତ୍ରୀଙ୍କୁ ଶକ୍ତ ଚାପୁଡା ମାରିଥିଲେ ହେମାମାଳିନୀଙ୍କ ଝିଅ

ବଲିଉଡରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ଝଗଡା ହେବା ସାଧାରଣ କଥା। ଏପରି ଝଗଡା ହୋଇଥାଏ ଯେ ସେମାନେ ପରସ୍ପର ସହିତ ଚଳଚ୍ଚିତ୍ରରେ କାମ କରିବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ । ଫିଲ୍ମ ‘ପ୍ୟାରେ ମୋହନ’ର ସେଟରେ ହେମାମାଳିନୀଙ୍କ...

ଡେଲିଭରୀ ପାଇଁ ନୁସରତ୍‌ ଜାହାଁ ହସ୍ପିଟାଲରେ ଭର୍ତ୍ତି, ମିଳିବ ଖୁସି ଖବର…

ମୁମ୍ବାଇ,୨୫।୮: ଅଭିନେତ୍ରୀ ନୁସରତ୍‌ ଜାହାଁ ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅଗଷ୍ଟ ୨୬(ଗୁରୁବାର) ତାଙ୍କର ଡେଲିଭରୀ କରାଯିବ ବୋଲି କୁହାଯାଉଛି। ଏବେ ନୁସରତ୍‌ ଖୁସି ଖବରକୁ ଅପେକ୍ଷା କରିଛନ୍ତି। ବିଗତ ଦିନରେ ସେ ଗର୍ଭବତୀ ହେବା ପରେ ବିବାଦୀୟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri