ମନୋରଞ୍ଜନ

ଛାଡ଼ପତ୍ର ଦେବେ ମିଆ

ଓ୍ବାଶିଂଟନ,୨୫ା୭: ବିବାହର ୨ ବର୍ଷ ପରେ ଆମେରିକୀୟ ପର୍ନଷ୍ଟାର ମିଆ ଖଲିଫା ସ୍ବାମୀ ରବର୍ଟ ସାଣ୍ଡବର୍ଗଙ୍କଠାରୁ ଅଲଗା ହେବେ। ଏନେଇ ସେ ଇନ୍‌ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ସ୍ବିଡେନ ନାଗରିକ ରବର୍ଟଙ୍କୁ ୨୦୧୯ ଜୁନରେ ମିଆ ବିବାହ କରିଥିଲେ। ଉଭୟେ ବର୍ଷେ...

ଦୁଗ୍ଧଚାଷୀଙ୍କୁ ବସାଇ ଟ୍ରଲି ଟାଣିଲେ ସୋନୁ ସୁଦ, କହିଲେ…

ମୁମ୍ବାଇ: ସୋନୁ ସୁଦ ବଲିଉଡ୍‌ର ଅଭିନେତାମାନଙ୍କ ମଧ୍ୟରୁ ଜଣେ। ଯିଏ କି କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସୋନୁ କରୋନା ମହାମାରୀ ଆରମ୍ଭ ଦିନଠାରୁ ଆଜି ପର୍ଯ୍ୟନ୍ତ ଗରିବ ତଥା ଅଭାବୀ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି।...

ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି କି ଐଶ୍ଚର୍ଯ୍ୟା

ବଲିଉଡର ଅଭିନେତ୍ରୀ ତଥା ବଚ୍ଚନ ବୋହୂ ଐଶ୍ୱର୍ଯ୍ୟା ରାୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏଥର ଐଶ୍ୱର୍ଯ୍ୟା ଏକ ଭିନ୍ନ କାରଣ ପାଇଁ ଆଲୋଚନାକୁ ଆସିଛନ୍ତି। ଚର୍ଚ୍ଚ ହେଉଛି ସେ କୁଆଡେ ତାଙ୍କର ଦ୍ୱିତୀୟଥର ପାଇଁ ମା’ ହେବାକୁ...

ଏକ ଚାପୁଡ଼ା ବଦଳାଇ ଦେଇଥିଲା ଏହି ଅଭିନେତ୍ରୀଙ୍କ ଜୀବନ: ମାଡ଼ ଖାଇ…

କୁହାଯାଏ ଯେ, ପ୍ରତ୍ୟେକ ଭଲ ସମୟ ପରେ ଏକ ଖରାପ ସମୟ ଆସିଥାଏ। ଅଭିନେତ୍ରୀ ଲଲିତା ପାୱାରଙ୍କ ସହ ସମାନ ଘଟଣା ଘଟିଥିଲା । ଏକ ଦୁର୍ଘଟଣା ଲଲିତା ପାୱାରଙ୍କ ପୁରା ଜୀବନକୁ ବଦଳାଇ ଦେଇଥିଲା। ବାସ୍ତବରେ, ଭଗବାନ ଦାଦା...

ମୀରାବାଇଙ୍କ ‘କାନ ଫୁଲ’ର ଦିଓ୍ବାନୀ ହେଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁଙ୍କ ସ୍ବତନ୍ତ୍ର କାନଫୁଲକୁ ପସନ୍ଦ କରିଛନ୍ତି। ମୀରାବାଇ ପିନ୍ଧିଥିବା କାନ ଫୁଲକୁ ଅନୁଷ୍କା ପସନ୍ଦ କରି ଏକ ହୃଦୟ ଇମୋଜି ଦେଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମରେ ମୀରବାଇ...

ପ୍ରଶଂସକଙ୍କ ପାଇଁ କିଛି ନୂଆ ଚିନ୍ତା କରିଛନ୍ତି ମଲାଇକା

ମୁମ୍ବାଇ: ମନୋରଞ୍ଜନ ଦୁନିଆର କଳାକାରମାନେ ଅଧିକାଂଶ ସମୟରେ ନିଜର ଫଟୋ ଭିଡିଓକୁ ନେଇ ଚର୍ଚ୍ଚାର ବିଷୟ ପାଲଟି ଯାଇଥାଆନ୍ତି । ଏମିତି ଜଣେ ନାୟିକା ହେଉଛନ୍ତି ବଲିଉଡ୍ ବିୟୁଟି ମଲାଇକା ଆରୋରା । ସେ ଅନକେ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ...

ପୋଲିସ ସାମ୍ନାରେ କାନ୍ଦିଲେ ଶିଳ୍ପା

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଲୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ମୁମ୍ବାଇ ପୋଲିସ ଗିରଫ କରିଥିଲା। ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଶିଳ୍ପାଙ୍କୁ ବହୁତ ଟ୍ରୋଲ କରାଯାଉଛି। ଶିଳ୍ପା ରାଜଙ୍କ ସହ ସେ ଅନେକ...

ଦୁର୍ଘଟଣାରେ ଆହତ ହୋଇଛନ୍ତି ପ୍ରିୟଙ୍କାଙ୍କ ପତି ନିକ୍‌

ମୁମ୍ବାଇ: ବଲିଉଡ୍ ବିୟୁଟି ପ୍ରିୟଙ୍କା ଚୋପ୍ରା ବିବାହ ପରେ ତାଙ୍କ ସ୍ୱାମୀ ନିକ୍ ଜୋନସଙ୍କ ସହ ଆମେରିକାରେ ରହୁଛନ୍ତି । ହେଲେ ଏହି ଦେଶୀ ଗର୍ଲଙ୍କ କ୍ରେଜ୍ ଏବେବି ବଲିଉଡ୍‌ରେ ରହିଛି । ଆଉ ବିବାହ ପରେ ଏହି ଯୋଡି...

ଏକଦା ହିଟ୍‌ ଯୋଡ଼ି ଥିବା ଏହି ଅଭିନେତ୍ରୀ ଅଭିନେତାଙ୍କୁ କାହିଁକି ଦେଖିବାକୁ ମିଳୁନି ଏକାଠି

ବଲିଉଡ୍‌ରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଯୋଡି ହିଟ୍‌ ହୋଇଛି। ହେଲେ ପରେ ଦର୍ଶକ ସେମାନଙ୍କୁ ଏକା ସାଥିରେ ଦେଖିବାକୁ ପାଇ ନାହାନ୍ତି। କି ତାଙ୍କ ରୋମାନ୍ସ ସିନ୍‌ ଦେଖି ନାହାନ୍ତି। ସେଭଳି ଯୋଡିଙ୍କ ମଧ୍ୟରୁ କରିନା କପୁର...

କ୍ୟାଟ୍ରିନାଙ୍କ ସହ ଆଉ ୬ ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆରେ ଫଲୋ କରନ୍ତି ସଲମାନ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କମ୍‌ ଶୁଟିଂ ହେଉଛି। କମ୍‌ ଫିଲ୍ମ ବି ରିଲିଜ ହେଉଛି। ଏପରି ସ୍ଥିତିରେ ଦବଙ୍ଗ ଖାନ୍‌ ସଲମାନ ବର୍ତ୍ତମାନ ତାଙ୍କ ଫାର୍ମହାଉସରେ ସମୟ ବିତାଉଛନ୍ତି। ଏହି ସମୟର କିଛି ଭିଡିଓ ସୋସିଆଲ...

ଭୁଲ ଫଟୋ ପାଇଁ ଟ୍ରୋଲ ହେଲେ ବଲିଉଡ୍‌ ଆକ୍ଟ୍ରେସ

ନୂଆଦିଲ୍ଲୀ, ୨୫ା୭: : ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତ ପାଇଁ ପଦକ ଖାତା ଖୋଲିଛନ୍ତି ଓ୍ବେଟଲିଫ୍ଟର ମୀରାବାଇ ଚାନ୍ନୁ। ଏହି ଅବସରରେ ଚାନ୍ନୁଙ୍କୁ କଙ୍ଗନା ରାଣାଓ୍ବତ, ଫର୍ହାନ ଆଖତର, ଅଭିଷେକ ବଚ୍ଚନଙ୍କ ଭଳି ଅନେକ ବଲିଉଡ୍‌ ଷ୍ଟାର...

ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ ବି କରିଥିଲେ ରାଜକୀୟ ବିବାହ

ସାଉଥ ସିନେମାର ପ୍ରସିଦ୍ଧ ଅଭିନେତା ନାଗା ଚୈତନ୍ୟ ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଚୈତନ୍ୟ ପ୍ରସିଦ୍ଧ ସୁପରଷ୍ଟାର ଅଭିନେତା ଆକ୍କିନେନି ନାଗାର୍ଜୁନଙ୍କ ପୁଅ। ଆକ୍କିନେନିଙ୍କର ଦୁଇଟି ବିବାହ ହୋଇଥିଲା। ସେ ପ୍ରଥମେ ଲକ୍ଷ୍ମୀ ଦାଗ୍‌ଗୁବତୀଙ୍କୁ ବିବାହ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri