ମନୋରଞ୍ଜନ

୧୫୧ କୋଟି ସମ୍ପତ୍ତିର ମାଲିକ ଏହି ଅଭିନେତା; ଖାଲି ବମ୍ବେରେ ରହିଛି ୩ ବଙ୍ଗଳା

ବମ୍ବେ: ଅଭିନୟ ହେଉ ଅଥବା ନୃତ୍ୟ, ସବୁଥିରେ ପାରଦର୍ଶିତା ଲାଭ କରିଥିଲେ ବଲିଉଡ୍‌ ଅଭିନେତା ଗୋବିନ୍ଦା। ଖାସ୍‌ ଏଥିପାଇଁ ଦର୍ଶକଙ୍କ ଭଲପାଇବା ତାଙ୍କୁ ଭରପୂର ମିଳୁଥିଲା। ୧୯୮୬ରେ ସେ ଫିଲ୍ମ ‘ଇଲ୍ଜାମ’ରୁ ଡେବ୍ୟୁ କରିଥିଲେ। ଏହାପରେ ସେ ‘ଆଣ୍ଟି ନମ୍ବର...

ଅନ୍‌ଲାଇନ ଠକେଇର ଶିକାର ହେଲେ ସାହିଦଙ୍କ ପତ୍ନୀ

ମୁମ୍ବାଇ: ବର୍ତ୍ତମାନ ସମୟରେ ଅନ୍‌ଲାଇନ ଶପିଂ ଉପରେ ଲୋକମାନେ ଅଧିକ ନିର୍ଭର କରୁଥିବା ବେଳେ ବହୁଥର ଠକେଇର ମାମଲା ମଧ୍ୟ ସାମ୍ନାକୁ ଆସିଛି। ହେଲେ ଏହିକ୍ରମରେ ଏବେ ବଲିଉଡ୍‌ ଅଭିନେତା ସାହିଦ କପୁରଙ୍କ ପତ୍ନୀ ମାରୀ ରାଜପୁତ ମଧ୍ୟ ସାମିଲ...

ହୃଦୟ ଜିତିଲେ ଧକ୍‌ ଧକ୍‌ ଗର୍ଲ ମାଧୁରୀ: ଅଭିନେତ୍ରୀଙ୍କ ଅସମୟରେ ଟିମ୍‌ ତରଫରୁ…

ବମ୍ବେ: ହୃଦୟ ଜିତିଲେ ଧକ୍‌ ଧକ୍‌ ଗର୍ଲ। ଅଭିନେତ୍ରୀ ଶଗୁଫ୍‌ତା ଅଲୀଙ୍କ ଅସମୟ ସମୟରେ ସହାୟତାର ହାତ ବଢ଼ାଇଛନ୍ତି ମାଧୁରୀ ଦିକ୍ଷୀତ। ଟେଲିଭିଜନର ଲୋକପ୍ରିୟ ରିଆଲିଟି ଶୋ’ ଡ୍ୟାନ୍ସ ଦିଓ୍ବାନେର ସେଟ୍‌ରେ ପହଞ୍ଚିଥିଲେ ଶଗୁଫ୍‌ତା। ଏଠାରେ ତାଙ୍କୁ ପୁରା ଟିମ୍‌...

ହଲିଉଡ୍‌ରେ ଡେବ୍ୟୁ କରିବେ ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ପରେ ଏବେ ଆଲିଆ ଭଟ୍ଟ ମଧ୍ୟ ହଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। ବଲିଉଡ୍‌ରେ ନିଜର ଅଭିନୟ ଦ୍ୱାରା ଲୋକଙ୍କ ମନକୁ ମୋହିବା ପରେ ଏବେ ଆଲିଆ ହଲିଉଡ୍‌ରେ...

ଗୁରୁ ଦତ୍ତଙ୍କ ବୈବାହିକ ଜୀବନରେ ଏହି ଅଭିନେତ୍ରୀଙ୍କ ଯୋଗୁ ଆସିଥିଲା ଝଡ଼, ସ୍ତ୍ରୀଙ୍କଠାରୁ ଅଲଗା କରି ନିଜେ ବି ଛାଡ଼ିଦେଲେ ହାତ

ବଲିଉଡ୍‌ ଅଭିନେତା ଗୁରୁ ଦତ୍ତ ହିନ୍ଦୀ ସିନେମାକୁ ଅଧିକ ଆଗକୁ ନେଇଥିଲେ। ସେ ଅନେକ ହିଟ ଫିଲ୍ମ ଦେଇଥିଲେ। ସେ ଖୁବ କମ ସମୟ ମଧ୍ୟରେ ସିନେମା ଜଗତରେ ନିଜକୁ ପ୍ରତିଷ୍ଠିତ କରିଥିଲେ । ଗୁରୁ ୯ ଜୁଲାଇ ୧୯୨୫ରେ...

ଚଳନ୍ତା ଟ୍ରେନ୍‌ରେ ପ୍ରେମିକାଙ୍କୁ ପ୍ରପୋଜ୍‌ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ଚଳଚ୍ଚିତ୍ର ଜଗତରେ ଏପରି ଏକ ନାମ, ଯାହାଙ୍କୁ ଉଭୟ ଭିଲେନ ଏବଂ ହିରୋ ଭୂମିକାରେ ଦର୍ଶକ ବହୁତ ପସନ୍ଦ କରନ୍ତି। ତାଙ୍କୁ ବଲିଉଡର ଶଟଗନ ଆଖ୍ୟା ମଧ୍ୟ ଦିଆଯାଇଥିଲା। ୯ ଡିସେମ୍ବର ୧୯୪୫ରେ ପାଟନାର...

ଟ୍ରାଫିକ ପୋଲିସଙ୍କ ସହ ଫଟୋ ଉଠାଇ ଟ୍ରୋଲ ହେଲେ ମଲାଇକା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଫିଟ୍‌ନେସ୍ କୁଇନ୍ ମଲାଇକା ଆରୋରା କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଆସିଯାଆନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ନାୟିକା କେବେ କେବେ ଫଟୋ ତ ପୁଣି...

‘ମିମି’ର ଫାଷ୍ଟ ଲୁକ୍ ଶେୟାର କଲେ କ୍ରିତି

ମୁମ୍ବାଇ: କରୋନା ସଂକ୍ରମଣ ପାଇଁ ଏବେ ବଲିଉଡ୍ ଇଣ୍ଡଷ୍ଟ୍ରି ସବୁଠାରୁ କ୍ଷତିରେ ଚାଲିଛି ବୋଲି କୁହାଯାଉଛି । ଏହି ସମୟର ଅଧିକାଂଶ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଛି । ନିକଟରେ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ମିମି’ ବି...

କାହା ସହ ଟାଇମ୍‌ ପାସ୍‌ କରିବାକୁ ଚାହୁଁନାହିଁ, କହିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ହସିନ ଦିଲ୍‌ରୁବା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାପସୀ ଏବେ ତାଙ୍କ ବିବାହ ଏବଂ ଜୀବନସାଥୀ ବିଷୟରେ ଖୁଲାସା କରିଛନ୍ତି। ମୁଁ ଏପରି ବ୍ୟକ୍ତିଙ୍କୁ ବିବାହ କରିବି ନାହିଁ, ଯାହାଙ୍କ...

ଅଭିନେତ୍ରୀଙ୍କୁ ୩ ବର୍ଷ ଜେଲ୍‌: ମହିଳାଙ୍କୁ ଏହି କାମ ପାଇଁ ପକାଉଥିଲେ ଚାପ

ଆମେରିକାର ପ୍ରସିଦ୍ଧ ଅଭିନେତ୍ରୀ ଆଲିସନ ମ୍ୟାକଙ୍କୁ ତିନି ବର୍ଷ ଜେଲ୍‌ ହୋଇଛି। ଝିଅମାନଙ୍କୁ ଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ଚାପ ପକାଉଥିବା ଆଲିସାନଙ୍କ ନାଁରେ ଅଭିଯୋଗ ହୋଇଥିଲା। ବ୍ରୁକଲିନ୍‌ର ଫେଡେରାଲ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ସେପ୍ଟେମ୍ବର ୨୯ରୁ...

ମା’ଙ୍କୁ କନ୍ଦାଇଲେ କାଜୋଲ

ବିଗତ ଦିନର ପ୍ରସିଦ୍ଧ ଅଭିନେତ୍ରୀ ତଥା କାଜୋଲଙ୍କ ମା’ ତନୁଜା ନିକଟରେ ଭାବପ୍ରବଣ ହୋଇପଡିଛନ୍ତି। ଝିଅ କାଜୋଲଙ୍କ କଥା ଶୁଣି ତନୁଜାଙ୍କ ଆଖିରେ ଲୁହ ଆସିଯାଇଛି। ତନୁଜା ଏହି ସପ୍ତାହରେ ସୁପର ଡ୍ୟାନ୍ସର ଅଧ୍ୟାୟ ୩ ମୁଖ୍ୟ ଅତିଥି ଭାବରେ...

୧୨ ବର୍ଷ ସାନ ଯୁବତୀଙ୍କୁ ବିବାହ କରିଥିଲେ ଶାହିଦ୍‌ କପୁର: ହାତଗଣ୍ଠି ପୂର୍ବରୁ ସ୍ତ୍ରୀ ରଖିଥିଲେ ଏମିତି ସର୍ତ୍ତ

ବଲିଉଡ୍‌ ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତଙ୍କ ବିବାହକୁ ଆଜି ୬ ବର୍ଷ ପୂରଣ ହୋଇଛି। ଶାହିଦ ୨୦୧୫ ମସିହାରେ ଦିଲ୍ଲୀ ଝିଅ ମୀରଙ୍କୁ ବିବାହ କରିଥିଲେ। ଏହି ବିବାହ ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଶାହିଦ୍‌...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri