ମନୋରଞ୍ଜନ

ଗୋଟିଏ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ପାଇଁ ଏତିକି ଟଙ୍କା ନିଅନ୍ତି ପ୍ରିୟଙ୍କା ଚୋପ୍ରା

ବଲିଉଡରୁ ହଲିଉଡ୍‌କୁ ଜମ୍ପ୍‌ ମାରିଥିବା ପ୍ରିୟଙ୍କା ଚୋପ୍ରା ଏବେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଏକ ଜଣାଶୁଣା ନାମ। ପ୍ରିୟଙ୍କା ନିଜ କାର୍ଯ୍ୟ ଦ୍ୱାରା ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତ। ତାଙ୍କ ଚଳଚ୍ଚିତ୍ର ଏବଂ ବିଜ୍ଞାପନ...

ତୃତୀୟଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଲିସା ହେଡେନ୍‌ ତୃତୀୟଥର ପାଇଁ ମା’ ହୋଇଛନ୍ତି। ଏହି ଖୁସି ଖବର ତାଙ୍କ ପ୍ରଶଂସକମାନଙ୍କୁ ଏକ ନିଆରା ଢଙ୍ଗରେ ଦେଇଛନ୍ତି। ଲିସା ଇନଷ୍ଟାଗ୍ରାମରେ ଶେୟାର କରିଥିବା ଏକ ଭିଡିଓ ଉପରେ ମନ୍ତବ୍ୟ ଦେଇ ତାଙ୍କର ଜଣେ ପ୍ରଶଂସକ...

ଏକଦା ସଲ୍‌ମାନଙ୍କୁ ସେକ୍ସିଏଷ୍ଟ ବ୍ୟକ୍ତି ବୋଲି କହିଥିଲେ ଏହି ଅଭିନେତ୍ରୀ : ଏବେ ମୁହଁ ଚାହିଁବାକୁ ବି ପସନ୍ଦ ନାହିଁ

ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଭିଷେକଙ୍କ ସ୍ତ୍ରୀ, ତାଙ୍କର ଏକ ଝିଅ ଅଛି। ତେବେ ଏପରି ଏକ ସମୟ ଥିଲା ଯେତେବେଳେ ଐଶ୍ୱର୍ଯ୍ୟାଙ୍କ ନାମ ସଲମାନ ଖାନଙ୍କ ସହ ଯୋଡ଼ା ଯାଉଥିଲା। ଐଶ୍ୱର୍ଯ୍ୟା ଏବଂ ସଲମାନ ସଞ୍ଜୟ ଲୀଲା...

ରିଲିଜ୍ ହେଲା ହଙ୍ଗାମା ୨ ର ଟ୍ରେଲର

ମୁମ୍ବାଇ: ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ହଙ୍ଗାମା ୨’ର ଟ୍ରେଲର ରିଲଜ୍ ହୋଇଛି । ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ଅପେକ୍ଷାରେ ରହିଛି । ଖୁବ୍ ହସ ମଜାକରେ ଭରପୁର ଏହି କମେଡି...

ଚର୍ଚ୍ଚାରେ ନୋରା

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୋରା ଫତେହି ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ନିଜର କ୍ୟୁଟନେସ୍ ଓ ଭିନ୍ନ ଡ୍ୟାନ୍ସ ଶୈଳୀ ପାଇଁ ଏହି ଅଭିନେତ୍ରୀ ଅଧିକାଂଶ ସମୟରେ ରହୁଛନ୍ତି ଲାଇମ ଲାଇଟରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ନୋରା...

ବାପା ଧର୍ମେନ୍ଦ୍ରଙ୍କ କଥା ଶୁଣି ପ୍ରେମକୁ ଭୁଲିବାକୁ ବାଧ୍ୟ ହୋଇଥିଲେ ଦୁଇପୁଅ; ନଚେତ ଏହି ଦୁଇ ଅଭିନେତ୍ରୀ ହୋଇଥାନ୍ତେ ବୋହୂ

ବମ୍ବେ: ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର ଦୁଇଟି ବିବାହ କରିଛନ୍ତି। ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କଠାରୁ ତାଙ୍କର ଦୁଇ ପୁଅ ରହିଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ହେମାମାଳିନୀ ଦୁଇ କନ୍ୟା ସନ୍ତାନର ଜନନୀ। ସମସ୍ତେ ଏବେ ବିବାହିତ। ବଡ଼ପୁଅ ତଥା ଅଭିନେତା...

ବିବାହିତଙ୍କ ହାତ ଧରିଥିଲେ ଏସବୁ ନାୟିକା, ଦ୍ୱିତୀୟ ପତ୍ନୀ ହେବା ପରେ ସନ୍ତାନ ଜନ୍ମକୁ କହିଲେ ନା; କାରଣ କିଛି…

ବିବାହିତଙ୍କ ହାତ ଧରିଛନ୍ତି ଅନେକ ବଲିଉଡ୍‌ ଅଭିନେତ୍ରୀ। ଡ୍ରିମଗର୍ଲ ହେମାମାଳିନୀଙ୍କଠାରୁ ଆରମ୍ଭ କରି ଜୟାପ୍ରଦା,କିରଣ ଖେର,ମଧୁବାଲା ଆଦି ଅଭିନେତ୍ରୀ ପୂର୍ବରୁ ବିବାହିତ ଥିବା ବ୍ୟକ୍ତିଙ୍କ ହାତ ଧରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଅନେକ ଆଜିବି ନିସନ୍ତାନ ଅଛନ୍ତି। ଆସନ୍ତୁ ସେମାନଙ୍କ...

‘ସୀତା’ ଭୂମିକାରେ ଅଭିନୟ ପାଇଁ ଏତିକି ଟଙ୍କା ଦାବି କଲେ କରୀନା

ଅଭିନେତ୍ରୀ କରିନା କପୁର ଖାନ ନିକଟରେ ଏକ ଫିଲ୍ମରେ ‘ସୀତା’ର ଭୂମିକା ପାଇଁ ୧୨ କୋଟି ଟଙ୍କା ପ୍ରଯୋଜକଙ୍କଠାରୁ ଦାବି କରିଛନ୍ତି। ଏହି ଖବର ଆସିବା ମାତ୍ରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଇଛି। କରୀନା କପୁର ଖାନଙ୍କୁ ସୀତା...

ପିଲାଦିନେ ଖେଳଣା କିଣିବାକୁ ଟଙ୍କାଟିଏ ବି ପାଖରେ ନ ଥିଲା, ଏବେ କୋଟିପତି

ମୁମ୍ବାଇ: ବଲିଉଡ୍‌ର ଅନେକ ଷ୍ଟାରଙ୍କ ପିଲାଦିନ ଗରିବରେ କଟିଛି। ବର୍ତ୍ତମାନ ତାଙ୍କ ପାଖରେ କୋଟି କୋଟି ଟଙ୍କା। ସେହିମାନଙ୍କ ମଧ୍ୟରୁ ନେହା କକ୍କର ହେଉଛନ୍ତି ଜଣେ। ଯାହାଙ୍କ ପିଲାଦିନ ଅଭାବ ଅନଟନରେ କଟିଥିଲା। ଏହି କଥାକୁ ମନେ ପକାଇଛନ୍ତି ନେହା...

ଗୁଲଶନ କୁମାର ହତ୍ୟାକାଣ୍ଡ: ଦାଉଦଙ୍କ ସହଯୋଗୀ ରଉଫଙ୍କୁ ଆଜୀବନ କାରାଦଣ୍ଡ

ମୁମ୍ବାଇ,୧।୭: ପୂର୍ବତନ ପ୍ଲେବ୍ୟାକ୍‌ ସିଙ୍ଗର ତଥା ଟି-ସିରିଜ କମ୍ପାନୀର ମାଲିକ ଗୁଲଶନ କୁମାରଙ୍କ ହତ୍ୟାକାଣ୍ଡ ମାମଲା ସହ ଜଡ଼ିତ ଆବେଦନ ଉପରେ ବମ୍ବେ ହାଇକୋର୍ଟ ଶୁଣାଣି କରିଛନ୍ତି। ଏହି ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅବଦ୍ଦୁଲ ରଉଫ ଓରଫ...

ପ୍ରଥମ ଡେଟ୍‌ରେ ପ୍ରେମିକାଙ୍କଠାରୁ ୧୦୦ ଟଙ୍କା ଉଧାର ନେଇଥିଲେ ଏହି ପ୍ରସିଦ୍ଧ ଅଭିନେତା, ଜାଣନ୍ତୁ କାହିଁକି

ବଲିଉଡ୍‌ରେ ଅନେକ ପ୍ରେମ କାହାଣୀ ବିବାହ ପରେ ଭାଙ୍ଗି ଯାଇଛି। ସେଥିମଧ୍ୟରୁ ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ ପ୍ରେମ କାହାଣୀ ଅନ୍ୟତମ। ଏକ ଫଟୋଶୁଟ୍‌ ସମୟରେ ଉଭୟ ସାକ୍ଷାତ ହୋଇଥିଲେ। ସେତେବେଳେ ସୈଫ ବଲିଉଡରେ ପାଦ ଦେଇ...

ମହାଭାରତର ‘ଭୀମ’ ଚରିତ୍ର ପାଇଁ ବିଏସ୍‌ଏଫ୍‌ ଚାକିରି ଛାଡ଼ିଦେଇଥିଲେ ଏହି ଅଭିନେତା, ଏବେ ଭାଜପାର…

ବମ୍ବେ: ରାମାନନ୍ଦ ସାଗରଙ୍କ ରାମାୟଣ, ବିଆର୍‌ ଚୋପ୍ରାଙ୍କ ମହାଭାରତ ଲୋକପ୍ରିୟ ଧାରାବାହିକ ମଧ୍ୟରୁ ଅନ୍ୟତମ। ପୌରାଣିକ ପୃଷ୍ଠଭୂମିକୁ ନେଇ ଏହା ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିପାରିଥିଲା। ମହାଭାରତରେ ଶ୍ରୀକୃଷ୍ଣଙ୍କ ଭୂମିକା ନିର୍ବାହ କରିଥିବା ନୀତିଶ ଭାରଦ୍ୱାଜଙ୍କୁ ଲୋକେ ଭଗବାନଙ୍କ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri