ମନୋରଞ୍ଜନ

ଏହି ବ୍ୟକ୍ତିଙ୍କୁ ଡେଟ୍‌ କରୁଛନ୍ତି କ୍ରିତି ସାନନ୍‌, ପୋଷ୍ଟ ଶେୟାର କରି କଲେ କନଫର୍ମ!

ମୁମ୍ବାଇ: ଚର୍ଚ୍ଚାରେ ଅଛନ୍ତି ବଲିଉଡର ଚୁଲବୁଲି ଅଭିନେତ୍ରୀ କ୍ରିତି ସାନନ । ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ କ୍ରିତି ଲାଇମ ଲାଇଟରେ ଅଛନ୍ତି। ତାଙ୍କ ନାଁ ଦୀର୍ଘ ଦିନ ଧରି ବଡ଼ ବ୍ୟବସାୟୀ କବୀର ବାହିଆ ସହିତ ଯୋଡା...

ବିବାହ କରିବେ କୀର୍ତ୍ତି ସୁରେଶ

ଚେନ୍ନାଇ: ସାଉଥ୍‌ ଅଭିନେତ୍ରୀ କୀର୍ତ୍ତି ସୁରେଶ ଖୁବ୍‌ଶୀଘ୍ର ଅଭିନେତା ବରୁଣ ଧାୱନଙ୍କ ‘ବେବି ଜନ୍‌’ ଫିଲ୍ମ ସହ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ମଙ୍ଗଳବାର କୀର୍ତ୍ତିଙ୍କୁ ନେଇ ଏକ ଅପ୍‌ଡେଟ ସାମ୍‌ନାକୁ ଆସିଛି। ବିଭିନ୍ନ ରିପୋର୍ଟ ଅନୁଯାୟୀ, ଡିସେମ୍ବର...

ଭେଟେରାନ ସଙ୍ଗୀତକାର ଏ.ଆର ରେହମାନଙ୍କୁ ଛାଡପତ୍ର ଦେବେ ସାଏରା, ଭାଙ୍ଗିଲା ୨୯ବର୍ଷର ସମ୍ପର୍କ

ମୁମ୍ବାଇ: ଓସ୍କାର ବିଜେତା ତଥା ଭେଟେରାନ ସଙ୍ଗୀତକାର ଏ.ଆର୍‌ ରେହମାନଙ୍କର ଛାଡପତ୍ର ହେବାକୁ ଯାଉଛି। ଦୀର୍ଘ ୨୯ବର୍ଷର ଦାମ୍ପତ୍ୟ ଜୀବନ ପରେ ସ୍ତ୍ରୀ ସାଏରା ବାନୋଙ୍କ ଠାରୁ ସେ ଅଲଗା ହେବାକୁ ଯାଉଛନ୍ତି। ଏନେଇ ରେହମାନ ଓ ସାୟରାଙ୍କ ଓକିଲ...

ବାଥ୍‌ରୁମ୍‌ରେ କାନ୍ଦିଲେ ଶାହାରୁଖ ଖାଁ, ଜାଣନ୍ତୁ କାହିଁକି ?

ମୁମ୍ବାଇ: ବିଶ୍ୱର ଅନ୍ୟତମ ସୁପରଷ୍ଟାର ଶାହରୁଖ ଖାଁଙ୍କୁ ସମସ୍ତେ ପସନ୍ଦ କରନ୍ତି। ଏହାର କାରଣ ହେଉଛି ଶାହରୁଖଙ୍କୁ ସମସ୍ତେ ନିଜ ସହିତ ଜଡିତ କରି ପାରନ୍ତି। ବଲିଉଡର ଅନ୍ୟତମ ସଫଳ ଅଭିନେତା ତାଙ୍କ ନିକଟରେ ଷ୍ଟାରଡମ ସହିତ ଅନେକ ସମ୍ପତ୍ତି...

‘ବନବାସ’ ରିଲିଜ୍‌ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବଲିଉଡ ଅଭିନେତା ଉତ୍କର୍ଷ

ପୁରୀ,୧୯।୧୧: ବଲିଉଡ ହିରୋ ଉତ୍କର୍ଷ ଶର୍ମା ମଙ୍ଗଳବାର ପୁରୀରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଗାମୀ ଫିଲ୍ମ ‘ବନବାସ’ର ପ୍ରମୋସନ ପୁରୀରୁ ଆରମ୍ଭ ହୋଇଥିବା ସେ ପ୍ରକାଶ କରିଛନ୍ତି। ଗଦର-୨ର ଅପାର...

ରିଲିଜ୍‌ ପୂର୍ବରୁ ଇତିହାସ ରଚିଲା ପୁଷ୍ପା-୨

ଆଗକୁ ବକ୍ସ ଅଫିସରେ କେବଳ ‘ପୁଷ୍ପାରାଜ’ ଚାଳିବ। ଆଉ ମାତ୍ର ୧୫ ଦିନ ପରେ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨’ ପ୍ରେକ୍ଷାଳୟକୁ ଆସିବ। ଆଲୁ ଅର୍ଜୁନଙ୍କ ଏହି ଫିଲ୍ମ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି।...

ବିବାହ ପରେ ବଦଳିଗଲା ଲୁକ୍: ଟ୍ରୋଲ୍ ହେଲେ ସ୍ଵରା ଭାସ୍କର

ନୂଆଦିଲ୍ଲୀ,୧୮।୧୧: ବିବାହ ପରେ ବଦଳି ଯାଇଛି ବଲିଉଡ ସୁନ୍ଦରୀ ସ୍ଵରା ଭାସ୍କରଙ୍କ ଲୁକ୍। ୩୬ ବର୍ଷୀୟ ଅଭିନେତ୍ରୀଙ୍କ ଜୀବନରେ ଆସିଛି ବଡ ପରିବର୍ତନ। ଯେ କେହି ବି ଦେଖି ଆଶ୍ଚର୍ଯ୍ୟ ହେଉଛି। ଏ କ’ଣ ହୋଇଗଲା। ଇଏ ସ୍ଵରା ଭାସ୍କର...

ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଅନୁରାଗଙ୍କ ହାତ ଧରିଲେ ଏଲିନା

ଭୁବନେଶ୍ୱର,୧୭ା୧୧: ଓଲିଉଡର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଲମ୍ବା ସମୟ ଧରି ପ୍ରେମିକ ଅନୁରାଗଙ୍କ ସହିତ ସମ୍ପର୍କରେ ରହିବା ପରେ ନଭେମ୍ବର ୧୭ ତାରିଖ ରବିବାର ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ବିଧିବଦ୍ଧ ଭାବେ...

ପୁଷ୍ପା-୨ ଟ୍ରେଲର ରିଲିଜ ହେବା ପୂର୍ବରୁ ହଙ୍ଗାମା: ମୁହାଁମୁହିଁ ହେଲେ ପ୍ରଶଂସକ

ନୂଆଦିଲ୍ଲୀ,୧୭ା୧୧: ଅଲୁ ଅର୍ଜୁନଙ୍କ ପ୍ରଶଂସକଙ୍କ ପାଇଁ ରବିବାର ଏକ ବିଶେଷ ଦିନ। କାରଣ ଫିଲ୍ମ ‘ପୁଷ୍ପା: ଦି ରୁଲ୍’ ଯାହା ପାଇଁ ସେମାନେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ, ତାହା ଆସନ୍ତା ଡିସେମ୍ବର ମାସରେ ମୁକ୍ତିଲାଭ କରିବାକୁ ଯାଉଛି।...

ପାଟନାରେ ହେବ ପୁଷ୍ପା-୨ର ଗ୍ରାଣ୍ଡ ଟ୍ରେଲର ଲଞ୍ଚ, ବିହାରକୁ କାହିଁକି ବାଛିଲେ ଅଲ୍ଲୁ ଅର୍ଜୁନ

ପାଟନା,୧୭।୧୧: ଦକ୍ଷିଣର ଲୋକପ୍ରିୟ ତାରକା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨: ଦି ରୁଲ୍‌’ର ଟ୍ରେଲର ରବିବାର ବିହାରର ରାଜଧାନୀ ପାଟନାରେ ଲଞ୍ଚ ହୋଇଛିି। ଏଥିପାଇଁ ପାଟନାର ଗାନ୍ଧୀ ମଇଦାନରେ ପ୍ରସ୍ତୁତି ଚାଲିଛି। ଅଲ୍ଲୁ ନିଜେ X ରେ ଏକ...

ଏକ କଠିନ ପ୍ରଶ୍ନର ଉତ୍ତର ଦେଇ ଡେନମାର୍କର ଭିକ୍ଟୋରିଆ କଜେର ହେଲେ ମିସ୍‌ ୟୁନିଭର୍ସ ୨୦୨୪ର ଓ୍ବିନର

ମେକ୍ସିକୋ ସିଟି,୧୭।୧୧: ମିସ ୟୁନିଭର୍ସ ୨୦୨୪ ଘୋଷଣା ହୋଇଛି ଏବଂ ଚଳିତ ବର୍ଷର ମିସ ୟୁନିଭର୍ସର ବିଜେତା ହେଉଛି ମିସ ଡେନମାର୍କ, ଯାହାଙ୍କ ନାମ ଭିକ୍ଟୋରିଆ କଜେର୍‌ ଥିଲଭିଗ (Victoria Kjr Theilvig)। ପ୍ରଥମ ରନର୍‌ ଅପ ନାଇଜେରିଆର ଚିଡିମ୍ମା...

ମହାରାଷ୍ଟ୍ରରେ ରାଲି କରୁଥିବାବେଳେ ହଠାତ୍‌ ଗୋବିନ୍ଦାଙ୍କ ଛାତିରେ ହେଲା ଯନ୍ତ୍ରଣା, ତା’ ପରେ…

ମୁମ୍ବାଇ,୧୭।୧୧:ପୁଣି ଅସୁସ୍ଥ ହେଲେ ବଲିଉଡ ଅଭିନେତା ଗୋବିନ୍ଦା । ଶନିବାର ଦିନ ମହାରାଷ୍ଟ୍ରର ଜାଲଗାଓଁ ଜିଲାରେ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ବାସ୍ଥ୍ୟ ହଠାତ ଖରାପ ହୋଇଯାଇଥିଲା। ସେ ସେତେବେଳେ ମହାୟୁତି ମହାମେଣ୍ଟ ପାଇଁ ଏକ ରୋଡ ଶୋ’ କରୁଥିଲେ। ତାଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri