ମନୋରଞ୍ଜନ

ଜୋତା ଚୋରାଇଲେ ଅଦିତି!

ମୁମ୍ବାଇ: ଏବେ ସବୁଠି ଚର୍ଚ୍ଚା ବଲିଉଡ୍ ବିୟୁଟି ଦିୟା ମିର୍ଜାଙ୍କ ବିବାହକୁ ନେଇ । ସୋମବାର ଦିୟା ବିଜନେସ୍‌ମ୍ୟାନ ବୈଭବ ରେଖିଙ୍କୁ ଟ୍ରାଡିଶନାଲ ଢଙ୍ଗରେ ବିବାହ କରିଛନ୍ତି । ଏହି ବିବାହରେ ଖୁବ୍ କମ୍ ଅତିଥିଙ୍କୁ ସାମିଲ କରାଯାଇଥିବା ବେଳେ...

ଟ୍ରୋଲ୍ ହେଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍ ବିୟୁଟି କ୍ୟାଟ୍ରିନା କୈଫ ନିଜର ସୁନ୍ଦରତା ତଥା ଫ୍ୟାଶନ ସେନ୍ସକୁ ନେଇ କେତେବେଳେ ନା କେତେବେଳେ ଆସିଥାଆନ୍ତି ଚର୍ଚ୍ଚାକୁ । ସେ ନିଜ ଅନ୍ଦାଜରେ ଦର୍ଶକଙ୍କ ମନ କିଣିବାରେ ମାହିର । ହେଲେ ବେଳେ ବେଳେ ଏମିତି...

ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୨ ବର୍ଷ ପୂରଣ କଲେ ମହାନାୟକ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମହାନାୟକ ଭାବେ ଜଣାଶୁଣା। ତାଙ୍କ କ୍ୟାରିୟର ଡେବ୍ୟୁ ଏବଂ ଅଭିନୟରେ ସଂଘର୍ଷ ବିଷୟରେ ସମସ୍ତେ ଜାଣନ୍ତି। ଆଜି ବିଗ ବି ବଲିଉଡରେ ୫୨ ବର୍ଷ ପୂରଣ କରିଛନ୍ତି। ଏହି ଦିନ...

ଏହି ପ୍ରସିଦ୍ଧ ଅଭିନେତା କଲେ ଆତ୍ମହତ୍ୟା

ମୁମ୍ବାଇ,୧୬।୨: ଏମଏସ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ ଏବଂ କେସରୀ ଭଳି ହିଟ ଫିଲ୍ମରେ କାମ କରିଥିବା ଅଭିନେତା ସନ୍ଦୀପ ନାହର ମୁମ୍ବାଇର ଗୋରେଗାଓଁରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇ ପୋଲିସର ସୂଚନାନୁସାରେ, ଏନେଇ ଏକ ମାମଲା ରୁଜୁ...

ତାମିଲ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଏହି କ୍ରିକେଟର

ମୁମ୍ବାଇ, ୧୬।୨ : ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି। ‘ଫ୍ରେଣ୍ଡଶିପ୍‌’ ନାମକ ତାମିଲ ଫିଲ୍ମ ଜରିଆରେ ଡେବ୍ୟୁ କରିବେ ଭେଟେରାନ ଅଫ୍‌ ସ୍ପିନର। ଏ ନେଇ ଟର୍ବୋନେଟର ଭାବେ ଜଣାଶୁଣା ଖେଳାଳି...

ବଡ଼ ପରଦାରୁ ଟିଭି ସିରିଏଲ୍‌…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶୋମା ଆନନ୍ଦଙ୍କୁ ମଙ୍ଗଳବାର ୬୩ ବର୍ଷ ପୂରଣ ହୋଇଛି। ୧୯୫୮ ଫେବୃୟାରୀ ୧୬ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୬ରେ ବାରୁଦ ଫିଲ୍ମରେ ସେ ଋଷି କପୁରଙ୍କ ସହିତ ଅଭିନୟ କରି ବଲିଉଡ୍‌ରେ ଡେବ୍ୟୁ କରିଥିଲେ।...

ବୈଭବଙ୍କ ନାମରେ ମେହେନ୍ଦୀ ଲଗାଇଲେ ଦିୟା

ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା କିଛି ଘଣ୍ଟା ମଧ୍ୟରେ ପୁନଃ ଦାମ୍ପତ୍ୟ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ସେ ପ୍ରଥମ ସ୍ବାମୀ ସାହିଲ ସାଙ୍ଘଙ୍କଠାରୁ ଛାଡ଼ପତ୍ର ପରେ ତାଙ୍କ ଜୀବନରେ ଆସିଥିବା ବୈଭବ ରେଖିଙ୍କ ସହ ପୁନଃ ବିବାହ କରିବାକୁ...

ବୋଲ୍ଡ ଲୁକ୍‌ରେ ସୁରଭି

ମୁମ୍ବାଇ: ନାଗିନ ଫେମ୍ ସୁରଭି ଚନ୍ଦନା ଏବେ ଖୁବ୍ ଚର୍ଚ୍ଚାରେ । ନାଗିନ ୫ ଧାରାବାହିକରେ ଅଭିନୟ କରି ସେ ଦର୍ଶନଙ୍କ ନିକଟତର ହୋଇ ପାରିଥିଲେ । ଏବେ କିନ୍ତୁ ତାଙ୍କର ବୋଲ୍ଡ ଅବତାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି...

କିଙ୍ଗ ଖାଁଙ୍କ ସହ ହାତ ମିଳାଇଲେ ଆଲିଆ

ମୁମ୍ବାଇ: ବଲିଉଡ୍ କିଙ୍ଗ ଖାଁ ଶାହାରୁଖ ଖାଁଙ୍କ ଅଭିନୀତ ଫିଲ୍ମର ନାଁ ଧୀରେ ଧୀରେ ସାମ୍ନାକୁ ଆସୁଛି । କିଛିଦିନ ତଲେ ଶୁଣିବାକୁ ମିଳିଥିଲା କି କିଙ୍ଗ ଖାଁ ‘ପଠାନ’ ଫିଲ୍ମରେ ନଜର ଆସିବେ । ଏହାସହ ଏବେ ତାଙ୍କ...

ଏହି ଅଭିନେତ୍ରୀଙ୍କ ନାଁରେ ନିର୍ମାଣ ହେଲା ମନ୍ଦିର, ମୂର୍ତ୍ତିରେ ପ୍ରଶଂସକ ଢାଳିଲେ କ୍ଷୀର

କଲିଉଡରେ ପ୍ରିୟ ସେଲିବ୍ରିଟିଙ୍କ ନାମରେ ମନ୍ଦିର ନିର୍ମାଣ ହେବା ନୂଆ କଥା ନୁହେଁ। କଲିଉଡ ଅଭିନେତ୍ରୀ ନିଧି ଅଗ୍ରୱାଲଙ୍କ କେବଳ ଦୁଇଟି ଫିଲ୍ମ ରିଲିଜ ହୋଇଛି ଏବଂ ଏହି ପୋଙ୍ଗଲରେ ମୁକ୍ତିଲାଭ କରୁଥିବା ତୃତୀୟ ଫିଲ୍ମର ଶୁଟିଂ ସେ କରୁଛନ୍ତି।...

ଏହି ପ୍ରସିଦ୍ଧ ଅଭିନେତ୍ରୀ ସିଗାରେଟ୍‌ ଟାଣୁଥିବା ଫଟୋ ଭାଇରାଲ

ସାଉଥ ଇଣ୍ଡଷ୍ଟ୍ରି ହେଉ କି ବଲିଉଡ ଚମତ୍କାର ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତ୍ରୀ କାଜଲ ଅଗ୍ରୱାଲ। କାଜଲ ଅନେକ ବଡ ତାରକାଙ୍କ ସହ କାମ କରିଛନ୍ତି ଏବଂ ତାଙ୍କ ଅଭିନୟରେ ଲକ୍ଷ...

କିଲରଙ୍କ ସନ୍ଧାନରେ ଅନ୍ଧ ପୋଲିସ

ନୂଆଦିଲ୍ଲୀ,୧୫ା୨: ବଲିଉଡ୍‌ ଷ୍ଟାର ସୋନମ କପୁରଙ୍କ ଆଗାମୀ କ୍ରାଇମ୍‌ ଥ୍ରିଲର ‘ବ୍ଲାଇଣ୍ଡ୍‌’ର ଶୁଟିଂ ଶନିବାର ସ୍କଟ୍‌ଲାଣ୍ଡରେ ଶେଷ ହୋଇଛି। ୩୯ ଦିନରେ ଏହାର ଶୁଟିଂ ସରିଥିବା ସିନେ କ୍ରିଟିକ୍‌ ତଥା ମୁଭି ଟ୍ରେଡ୍‌ ଆନାଲିଷ୍ଟ ତରନ ଆଦର୍ଶ ଟୁଇଟରରେ ସୂଚନା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri