ପୁତ୍ର ସନ୍ତାନର ଜନନୀ ହେଲେ ସିଦ୍ଧୁ ମୁସଓ୍ବୋଲାଙ୍କ ମାଆ ଚରଣ କୌର, ଫଟୋ ଶେୟାର କଲେ ପିତା
ଚଣ୍ଡିଗଡ଼,୧୭।୩: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସଓ୍ବୋଲଙ୍କ ଘରୁ ଏକ ଖୁସି ଖବର ଆସିଛି। ତାଙ୍କ ମାଆ ଚରଣ କୌର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ମୁସେୱାଲାଙ୍କ ପିତା ବଲକୌର ସିଂ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।...