୧୫ରେ ରିଲିଜ୍ ହେବ ‘ଯାଯାବର ୨.୦’ ଭୁବନେଶ୍ୱର,୪।୩(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଫିଲ୍ମ ‘ଯାଯାବର ୨.୦’ ଆସନ୍ତା ୧୫ ତାରିଖରେ ଶୁଭମୁକ୍ତି ଲାଭ କରିବ। ରବିବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି। ଦୁଇଜଣ ଅପରିଚିତ ବ୍ୟକ୍ତି ଏକ ଅପ୍ରତ୍ୟାଶିତ ପରିସ୍ଥିତି ମଧ୍ୟରେ...
ବୈଭବ ଗୁପ୍ତା ଇଣ୍ଡିଆନ ଆଇଡଲ ବିଜେତା ମୁମ୍ବାଇ,୪ା୩:ସଙ୍ଗୀତଭିତ୍ତିକ ରିଏଲିଟି ଶୋ’ ଇଣ୍ଡିଆନ ଆଇଡଲ୍ର ଚତୁର୍ଦ୍ଦଶ ସଂସ୍କରଣରେ ବୈଭବ ଗୁପ୍ତାଙ୍କୁ ବିଜେତା ଘୋଷଣା କରାଯାଇଛି। ପୁରସ୍କାର ସ୍ବରୂପ ତାଙ୍କୁ ଟ୍ରଫି ସହ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥରେ ସେ ନିଜର ଏକ ମ୍ୟୁଜିକ୍ ଷ୍ଟୁଡିଓ...
‘ନାଟୁ ନାଟୁ’ ଗୀତରେ ଝୁମିଲେ ତାରକା ଜାମନଗର,୪।୩:ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ଜଣାଶୁଣା ବ୍ୟବସାୟୀ ବୀରେନ୍ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟଙ୍କ ତିନି ଦିନିଆ ପ୍ରାକ୍ ବିବାହ ଉତ୍ସବ ବହୁ ଧୁମ୍ଧାମ୍ରେ ରବିବାର ସମ୍ପର୍ଣ୍ଣ ହୋଇଛି। ଜାମନଗରରେ ଆୟୋଜିତ ହୋଇଥିବା...
ଅଭିନୟ ପାଇଁ ପଢ଼ା ଛାଡ଼ିଥିଲେ ଶ୍ରଦ୍ଧା ମୁମ୍ବାଇ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ରବିବାର ନିଜର ୩୭ ତମ ଜନ୍ମଦିନ ଧୁମଧାମ୍ରେ ପାଳନ କରିଛନ୍ତି। ଶ୍ରଦ୍ଧାଙ୍କ ଜନ୍ମଦିନରେ ପ୍ରଶଂସକମାନେ ତାଙ୍କୁ ବିଭିନ୍ନ ଉପାୟରେ ଅଭିନନ୍ଦନ ଜଣାଇଛନ୍ତି। ତେବେ ଏହି ଅବସରରେ ସ୍କୁଲ ପରେ ତାଙ୍କୁ ଅଭିନୟ ଛାଡ଼ିବାକୁ...
ଗୀତ ଗାଇଲେ ଅକ୍ଷୟ ମୁମ୍ବାଇ: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବର ଉତ୍ସବର ଦ୍ୱିତୀୟ ଦିନ ବଲିଉଡର ଉଜ୍ଜ୍ୱଳ ତାରକାମାନଙ୍କ ଚମତ୍କାର ପ୍ରଦର୍ଶନ ସହିତ ଝଲସି ଉଠୁଥିଲା। ସା ସମୟରେ ବଲିଉଡ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଦ୍ୱାରା ଏକ ଚମତ୍କାର...
ଆକ୍ଟର ନୁହେଁ ବରଂ ଲେଖକ ହେଉଛନ୍ତି ଶ୍ରଦ୍ଧାଙ୍କ ବୟ ଫ୍ରେଣ୍ଡ ରାହୁଲ ମୋଦି ମୁମ୍ବାଇ: ବଲିଉଡ ବିୟୁଟି ଶ୍ରଦ୍ଧା କପୁର ଏବେ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ନାୟିକା। ଆଜିକାଲି ଶ୍ରଦ୍ଧା ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଅଭିନେତା ରାହୁଲ ମୋଦିଙ୍କ ସହ ତାଙ୍କର ସର୍ବସାଧାରଣଙ୍କ ଉପସ୍ଥିତିରେ...
ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟର୍ଙ୍କ ସହ ଦାଣ୍ଡିଆ ଖେଳିଲେ ଧୋନୀ ଜାମନଗର,୩।୩: ବଲିଉଡ ବ୍ୟତୀତ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ଓ୍ବେଡିଂ ପାଇଁ ଜାମନଗରରେ ଅନେକ କ୍ରିକେଟର୍ ମଧ୍ୟ ଅଛନ୍ତି। ଅନନ୍ତ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ପୁଅ। ଏହି କାର୍ଯ୍ୟ ପାଇଁ ଏମଏସ ଧୋନୀ ଏବଂ...
ଅନନ୍ତ ଅମ୍ବାନୀଙ୍କ ମହଙ୍ଗା ଘଡ଼ି ଦେଖି ଚମକି ପଡିଲେ ଜୁକରବର୍ଗ ମୁମ୍ବାଇ: ଦେଶର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଗତ କିଛି ଦିନ ହେବ ଗୁଜୁରାଟର ଜାମନଗରରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବରୁ ଏହି ବିବାହ...
ଡେଟିଂର ୧୦ ବର୍ଷ ପରେ ପ୍ରେମିକଙ୍କ ହାତ ଧରିଲେ ସୁରଭି ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ସୁରଭି ଚନ୍ଦନା। ପ୍ରେମିକ କରନ ଶର୍ମାଙ୍କ ହାତ ଧରିଛନ୍ତି ସେ। ଉଭୟ ପରସ୍ପରକୁ ଦୀର୍ଘ ୧୦ ବର୍ଷ ଧରି ଡେଟ୍ କରୁଥିଲେ। ଶେଷରେ ସେମାନେ ରାଜସ୍ଥାନର ଜୟପୁରରେ...
ଝଲକ୍ ଜିତିଲେ ବିହାର ଝିଅ ମନିଷା ବମ୍ବେ: ଶେଷ ହୋଇଛି ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଝଲକ ଦିଖ୍ଲା ଯା’ର ୧୧ତମ ସିଜନ୍। ଶନିବାର ଏହାର ଫିନାଲେରେ ବିହାର ଝିଅ ମନିଷା ରାନୀଙ୍କୁ ବିଜେତା ଘୋଷିତ କରାଯାଇଛି। ଚ୍ୟନେଲ ତରଫରୁ ମନିଷା ଏବଂ ତାଙ୍କ କୋରିଓଗ୍ରାଫରଙ୍କୁ ୩୦...
ଫୁଟ୍ବଲର ହେବାକୁ ଚାହୁଁଥିଲେ ଟାଇଗର ମୁମ୍ବାଇ: ବଲିଉଡ୍ରେ ଅନେକ ଉଦୀୟମାନ ତାରକା ରହିଥିବା ବେଳେ ବରିଷ୍ଠ ଅଭିନେତା ଜ୍ୟାକି ଶ୍ରଫ୍ଙ୍କ ପୁଅ ଟାଇଗର ଶ୍ରଫ୍ ସେମାନଙ୍କ ମଧ୍ୟରୁ ଅନ୍ୟତମ। ବଲିଉଡ୍ର ଏହି ଷ୍ଟାର ସନ୍ତାନ ଖୁବ୍ଶୀଘ୍ର ସଫଳତାର ଶୀର୍ଷକୁ ସ୍ପର୍ଶ କରିଛନ୍ତି। ଜୀବନରେ ଅନେକ ଉତ୍ଥାନ-ପତନ...
ରାହୁଲ ମୋଦି କିଏ? ଯାହାଙ୍କ ସହ ଅନନ୍ତ ଅମ୍ବାନୀଙ୍କ ବିବାହରେ ପହଞ୍ଚିଛନ୍ତି ଶ୍ରଦ୍ଧା କପୁର… ବମ୍ବେ: ଲଭ୍ ଲାଇଫ୍କୁ ନେଇ ଚର୍ଚ୍ଚାରେ ବଲିଉଡ୍ର ଚୁଲବୁଲି ନାୟିକା ଶ୍ରଦ୍ଧା କପୁର। ଏବେ ସେ ଅମ୍ବାନୀ ପରିବାରର ଅତିଥି ସାଜି ଅନନ୍ତଙ୍କ ବିବାହରେ ଯୋଗ ଦେବାକୁ ସେ ଜାମନଗରରେ ଅଛନ୍ତି। ଅନେକ ସେଲିବ୍ରିଟିଙ୍କ ଗହଳି ସତ୍ତ୍ୱେ ଶ୍ରଦ୍ଧା ରାହୁଲ...