ଦ୍ୱିତୀୟ ଦିନରେ କେତେ ରୋଜଗାର କଲା ‘ଆର୍ଟିକିଲ୍ ୩୭୦’ ଜାଣନ୍ତୁ… ମୁମ୍ବାଇ: ନିର୍ଦ୍ଦେଶକ ଆଦିତ୍ୟ ସୁହାସ ଜମ୍ଭାଲେଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍ଟିକିଲ୍ ୩୭୦’କୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ହେଉଛି। ୟାମି ଗୌତମଙ୍କ ଅଭିନୀତ ଏହି ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ମାତ୍ରେ ସମସ୍ତଙ୍କ ମନ ଜିଣିଛି। କଶ୍ମୀରରୁ ଧାରା ୭୩୦...
ରେଷ୍ଟୁରାଣ୍ଟରେ ସୋନୁ ସୁଦ୍ଙ୍କ ବିଲ୍ ପୈଠ କଲେ ଅଜଣା ବ୍ୟକ୍ତି, ଇନଷ୍ଟାରେ ଫଟୋ ଶେୟାର କଲେ ଅଭିନେତା ମୁମ୍ବାଇ: ସୋନୁ ସୁଦ୍ କେବଳ ରିଲ୍ରେ ନୁହେଁ , ରିଅଲ ଲାଇଫରେ ମଧ୍ୟ ତାଙ୍କୁ ହିରୋ ଭାବରେ ବିବେଚନା କରାଯାଏ। କରୋନାବେଳେ ସେ ବହୁ ବେସାହାର ଓ ଦାଦନ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସାହାର୍ଯ୍ୟ କରିଥିଲେ। ନିକଟରେ...
ପୁଅର ପ୍ରଥମ ଝଲକ ଦେଖାଇଲେ ବିକ୍ରାନ୍ତ ମେସି-ଶିତଲ ଠାକୁର ମୁମ୍ବାଇ: ଏବେ ବିକ୍ରାନ୍ତ ମେସି ବହୁତ ଖୁସି ଅଛନ୍ତି। ଗତ ବର୍ଷ ଅକ୍ଟୋବରରେ ରିଲିଜ ହୋଇଥିବା ‘12th Fail’ପ୍ରେକ୍ଷାଳୟରେ ବିପୁଳ ଅର୍ଥ ରୋଜଗାର କରିବା ପରେ ଏହାର ଓଟିଟି ରିଲିଜ ପରେ ଅଧିକ ହଇଚଇ ସୃଷ୍ଟି କରିଥିଲା। ଏଥିରେ ବିକ୍ରାନ୍ତଙ୍କ...
ମିଷ୍ଟ୍ରି ଗର୍ଲ ସାଜିବେ ତ୍ରିପ୍ତି ଡିମରୀ ମୁମ୍ବାଇ: ଫିଲ୍ମ ଭୁଲ ଭୁଲେୟାର ଉଭୟ ପାର୍ଟର ଲୋକପ୍ରିୟତା ଦେଖି ନିର୍ମାତା ଭୁଲ ଭୁଲେୟା ୩ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲାନଙ୍କ ନାମ ଷ୍ଟାର କାଷ୍ଟରେ ନିଶ୍ଚିତ ହୋଇସାରିଛି। ବର୍ତ୍ତମାନ ଫିମେଲ କାଷ୍ଟଙ୍କ ନାମରେ...
ଏୟାର ହୋଷ୍ଟେସ ଲୁକରେ ନଜର ଆସିଲେ କରିନା-ତବୁ-କ୍ରିତି ମୁମ୍ବାଇ: ବଲିଉଡର ଆଗାମୀ ଚଳଚ୍ଚିତ୍ର ‘କ୍ରୁ’ ଚଳିତ ବର୍ଷର ମଚ ଆଓ୍ବେଟେଡ ମୁଭି ହୋଇପାରିଛି। ଫିଲ୍ମର ଷ୍ଟାର କାଷ୍ଟ ଏବଂ କାହାଣୀ ଏଥିରେ ଦର୍ଶକଙ୍କ ଆଗ୍ରହ ବଢାଇଛି। ଏହି ମୁଭିରେ ଟ୍ୟାଲେଣ୍ଟର ପାୱାରହାଉସ ଅଭିନେତ୍ରୀ ଅନ୍ତର୍ଭୁକ୍ତ। ଏଥିମଧ୍ୟରେ କରୀନା କପୁର...
ୟାମିଙ୍କ ଦମଦାର ଆକ୍ଟିଂକୁ ନେଇ ହେଉଛି ଚର୍ଚ୍ଚା ମୁମ୍ବାଇ: ୟାମି ଗୌତମ ଏବଂ ପ୍ରିୟାମଣିଙ୍କ ମୁଭି ଆର୍ଟିକଲ ୩୭୦ ଶେଷରେ ୨୩ ଫେବୃଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ସ୍ଥିତି ପ୍ରତ୍ୟାହାରର ପୃଷ୍ଠଭୂମି ଉପରେ ଆଧାରିତ। ନିର୍ମାତାମାନେ ଫିଲ୍ମର ଟ୍ରେଲର ରିଲିଜ କରିବା...
ରାଜପ୍ରାସାଦଠାରୁ କମ୍ ନୁହେଁ ସୋନମଙ୍କ ଘର, ଭିଡିଓରେ ଭିତରର ଦୃଶ୍ୟ ଦେଖିଲେ କହିବେ… ମୁମ୍ବାଇ: ବଲିଉଡ୍ର ସବୁଠାରୁ ଷ୍ଟାଇଲିଶ୍ ଅଭିନେତ୍ରୀମାନଙ୍କ ମଧ୍ୟରୁ ସୋନମ କପୁର ହେଉଛନ୍ତି ଜଣେ। ସୋନମ କେତେ ଷ୍ଟାଇଲିଶ୍ ତାଙ୍କ ଘରର ସୌର୍ଯ୍ୟକୁ ଦେଖିଲେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହେଉଛି। ମୁମ୍ବାଇ ବାସିନ୍ଦା ସୋନମଙ୍କ ଶାଶୁଘର ଦିଲ୍ଲୀରେ ଅଛି। ସ୍ବାମୀ ଆନନ୍ଦ...
ବିରାଟ-ଅନୁଷ୍କାଙ୍କ ପୁଅ ଅକାୟଙ୍କ ଏଆଇ ଫଟୋ ଭାଇରାଲ, ପ୍ରଶଂସକ କହୁଛନ୍ତି ଜୁନିଅର କୋହଲି ନୂଆଦିଲ୍ଲୀ,୨୩।୨: ଭାରତୀୟ ଖେଳାଳି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ସେମାନଙ୍କର ଦ୍ୱିତୀୟ ସନ୍ତାନ ଅକାୟଙ୍କୁ ସ୍ବାଗତ କରିଛନ୍ତି। ଏହି ଦମ୍ପତି ସେମାନଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ନୋଟ ଶେୟାର କରି ଅକାୟଙ୍କ ଜନ୍ମ ବିଷୟରେ ସୂଚନା ଦେଇଥିଲେ।...
ରାକୁଲ-ଜ୍ୟାକିଙ୍କୁ ବିବାହର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କୁ ସେମାନଙ୍କ ବିବାହ ଅଭିନନ୍ଦନ ଜଣାଇଛନ୍ତି। ସେହି ପୋଷ୍ଟଟି ବହୁତ ଭାଇରାଲ ହେବାରେ ଲାଗିଛି। ଆଇଏଏନଏସ୍ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ...
ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ ଆଶ୍ୱସ୍ତି ମୁମ୍ବାଇ,୨୨।୨: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ସେ କୋର୍ଟରେ ଚକ୍କର କାଟୁଥିବା ନଜର ଆସିଥିଲେ। ଅଭିନେତାଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନର ନ୍ୟାୟିକ ପ୍ରକ୍ରିୟା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,...
ପୁରୁଷଙ୍କୁ ପ୍ଲାଷ୍ଟିକ୍ ବ୍ୟାଗ୍ କହିଲେ ଟ୍ବିଙ୍କ୍ଲ, ହଜମ କରି ପାରିଲେନି କଙ୍ଗନା, କହିଲେ ଏମିତି… ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍। ସେ କେବେ ନା କେବେ କାହାକୁ କିଛି କହି ଅସୁବିଧାରେ ପଡ଼ିଥାନ୍ତି। ସେଥିପାଇଁ ଲୋକମାନେ ତାଙ୍କୁ ‘ପଙ୍ଗା କ୍ୱିନ୍’ ମଧ୍ୟ ଡାକନ୍ତି। ଆଜିପର୍ଯ୍ୟନ୍ତ ସେ ଅନେକ ବଲିଉଡ୍...
ଜାଣନ୍ତି ହିଟ୍ ଫିଲ୍ମକୁ କାହିଁକି କୁହନ୍ତି ବ୍ଲକ୍ବଷ୍ଟର ଫିଲ୍ମ ‘ଶୋଲେ’ଠାରୁ ଆରମ୍ଭ କରି ‘ପଠାନ’ ପର୍ଯ୍ୟନ୍ତ। ‘ଆରାଧନା’ଠାରୁ ‘ଦିଲଓ୍ବାଲେ ଦୁଲ୍ହାନିଆ ଲେ ଯାୟେଙ୍ଗେ’ ପର୍ଯ୍ୟନ୍ତ ଭାରତରେ ଏଭଳି ଅନେକ ଫିଲ୍ମ ନିର୍ମାଣ କରାଯାଇଛି; ଯାହା ହିଟ୍ ହୋଇଛି। ଏହି ଫିଲ୍ମଗୁଡ଼ିକୁ ବ୍ଲକବଷ୍ଟର ଫିଲ୍ମ ବର୍ଗରେ ରଖାଯାଇଛି। ଏହି ଫିଲ୍ମଗୁଡ଼ିକ...